Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୩୮ ଥର ହାରିବା ପରେ ବି ଲୋକସଭା ପ୍ରାର୍ଥୀ ହୋଇ ରେକର୍ଡ କଲେ କେ.ପଦ୍ମରାଜନ

ମେଟୁର: ସାଧାରଣ ନିର୍ବାଚନ ହେବାକୁ କିଛି ଦିନ ବାକି ଥିବା ବେଳେ ସାରା ଦେଶରେ ଏବେ ଚାଲିଛି ନିର୍ବାଚନୀ ସମ୍ବୋନ୍ଧୀୟ ଆଲୋଚନା। କେଉଁ ଆସନରୁ କାହାକୁ ଟିକେଟ ମିଳିଛି ସେନେଇ ବିଭିନ୍ନ ସ୍ଥାନରେ ଆଲୋଚନା ଚାଲିଛି। ଏହାରି ଭିତରେ ତାମିଲନାଡୁରୁ ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ…

ଏପ୍ରିଲରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ ରହିବ ଛୁଟି

ନୂଆଦିଲ୍ଲୀ: ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଯାଇଛି ନୂତନ ଆର୍ଥିକ ବର୍ଷ ୨୦୨୪-୨୫ । ଏହାରି ଭିତରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏପ୍ରିଲ ମାସର ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି । ପ୍ରତ୍ୟେକ ମାସ ପରି, ଏହି ମାସରେ ମଧ୍ୟ ଅନେକ ଦିନ ବ୍ୟାଙ୍କ ଛୁଟି ରହିବ । ଆରବିଆଇର ଅଫିସିଆଲ୍ ୱେବସାଇଟରେ…

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ରୁ ଅଧିକ ଓକିଲ, ନ୍ୟାୟପାଳିକାର ସାର୍ବଭୌମତ୍ୱକୁ ନେଇ କଲେ ଚିନ୍ତାପ୍ରକଟ

ନୂଆଦିଲ୍ଲୀ: ନ୍ୟାୟପାଳିକାର ସାର୍ବଭୌମତ୍ୱ ତଥା ସ୍ବାଧୀନତା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଉଛି। ଏପରି ଅଭିଯୋଗ ଆଣିଛନ୍ତି ଦେଶର ୬୦୦ରୁ ଅଧିକ ଓକିଲ। ଏହି ଓକିଲ ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡଙ୍କୁ ଚିଠି ଲେଖିଛନ୍ତି। କୁହାଯାଇଛି ଯେ ଏକ ‘ନିର୍ଦ୍ଦିଷ୍ଟ ଗୋଷ୍ଠୀ’…

ପଳାତକ ନିରବ ମୋଦିଙ୍କୁ ବଡ ଝଟକା, ବିକ୍ରି ହେବ ହେବ ଲଣ୍ଡନରେ ଥିବା ବିଳାସପୂର୍ଣ୍ଣ ବଙ୍ଗଳା

ନୂଆଦିଲ୍ଲୀ: ପଳାତକ ନିରବ ମୋଦିଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ଲଣ୍ଡନରେ ତାଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ବିକ୍ରି କରିବାକୁ କୋର୍ଟ ଅନୁମୋଦନ କରିଛନ୍ତି । ନିରବ ମୋଦିଙ୍କ ଏହି ବିଳାସପୂର୍ଣ୍ଣ ବଙ୍ଗଳା ସେଣ୍ଟ୍ରାଲ ଲଣ୍ଡନର ମେରିଲେବୋନରେ ଅବସ୍ଥିତ । ଏହି ବଙ୍ଗଳାରେ ନିରବ…

ଶାନ୍ତି ସୈନିକଙ୍କ ବିରୋଧରେ ହୋଇଥିବା ଅପରାଧର ରେକର୍ଡ ରଖିବା ପାଇଁ ଡାଟାବେସ୍ ଲଞ୍ଚକଲା ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ଶାନ୍ତି ସୈନିକଙ୍କ ବିରୋଧରେ ଅପରାଧ ରେକର୍ଡ କରିବା ଏବଂ ଅପରାଧୀଙ୍କୁ ଉତ୍ତରଦାୟୀ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଭାରତ ଏକ ନୂତନ ଡାଟାବେସ୍ ଆରମ୍ଭ କରିଛି। ଭାରତର ଜାତିସଂଘର ରାଷ୍ଟ୍ରଦୂତ ରୁଚିକା କାମ୍ବୋଜ ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ଦିନ ଭାରତ…

ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ମାମଲା, ଆବେଦନକୁ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ! ଏଲଜି ଭି.କେ ସକ୍ସେନାଙ୍କ ବିବୃତ୍ତି 'ଜେଲ ଭିତରୁ ଦିଲ୍ଲୀ ସରକାର ଚାଲିପାରିବ ନାହିଁ ' ପରେ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆମ୍ ଆଦମୀ ପାର୍ଟି (AAP) ଦାବୀ କରିଛି ଯେ, ଅରବିନ୍ଦ କେଜ୍ରିୱାଲ ହିଁ ଦିଲ୍ଲୀର…

ହନିମୁନରେ ପତ୍ନୀଙ୍କୁ ‘ସେକେଣ୍ଡ ହ୍ୟାଣ୍ଡ’ କହିବା ପଡିଲା ମହଙ୍ଗା, ୩ କୋଟିର ତଣ୍ଡ ଗଣିବେ ସ୍ଵାମୀ

ମୁମ୍ବାଇ: ହନିମୁନରେ ପତ୍ନୀଙ୍କୁ ସେକେଣ୍ଡ ହ୍ୟାଣ୍ଡ କହିବା ସ୍ଵାମୀକୁ ପଡିଲା ଭାରୀ । ଗଣିବେ ୩ କୋଟିର ତଣ୍ଡ । ବମ୍ବେ ହାଇକୋର୍ଟ ଗତକାଲି ଏକ ଘରୋଇ ହିଂସା ମାମଲାରେ ସ୍ତ୍ରୀଙ୍କୁ ସେକେଣ୍ଡ ହ୍ୟାଣ୍ଡ କହିବାକୁ ନେଇ ତଳ କୋର୍ଟରେ ହୋଇଥିବା ଶୁଣାଣିକୁ ସମର୍ଥନ କରି ସ୍ଵାମୀକୁ ୩କୋଟି ଟଙ୍କା…

ମନୁଷ୍ୟ ମସ୍ତିଷ୍କର ଆକାର ବୃଦ୍ଧି ପାଉଛି !

ନୂଆଦିଲ୍ଲୀ: ପାଖାପାଖି ୬୦ରୁ୭୦ ଦଶକ ମଧ୍ୟରେ ମନୁଷ୍ୟ ଶରୀରରେ ଅନେକ ପ୍ରକାରର ପରିବର୍ତନ ଦେଖିବାକୁ ମିଳୁଛି । ଏହା ଫଳରେ ଅନେକ ପ୍ରକାରର ନୂତନ ରୋଗ ଆମକୁ ଅସୁବିଧାରେ ପକାଉଛି । କମ ବୟସରେ ଡାଇବେଟିଜ ଓ ହାର୍ଟ ରୋଗରେ ଏହାର ଜ୍ୱଳନ୍ତ ଉଦାହରଣ । ନିକଟରେ ଜାମା ନ୍ୟୁରୋଲୋଜି ଜର୍ଣ୍ଣାଲରେ…

ଆଜିଠାରୁ ଲାଗୁହେବାକୁ ଯାଉଛି ଷ୍ଟକ୍ ମାର୍କେଟର ସବୁଠାରୁ ବଡ ନିୟମ

ମୁମ୍ବାଇ: ଯେଉଁମାନେ ଷ୍ଟକ୍ ମାର୍କେଟରେ ବିନିଯୋଗ କରୁଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି | ଆଜିଠାରୁ ଷ୍ଟକ୍ ମାର୍କେଟରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି | ମାର୍ଚ୍ଚ ୨୮ ରୁ ଷ୍ଟକ୍ ମାର୍କେଟରେ ଏକ ନୂତନ ନିୟମ ଲାଗୁ ହେବାକୁ ଯାଉଛି, ଯାହା ହେଉଛି ଟି+0 ନିୟମ | ଏହି ନିୟମର…

ଇଡିରେ ହାଜର ହେଲେନି ମହୁଆ, କହିଲେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛି

ନୂଆଦିଲ୍ଲୀ: ଇଡିରେ ହାଜର ହେଲେନି ତୃଣମୁଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର । ଇଡିର ସମନକୁ ଅଣଦେଖା କରି ମହୁଆ କହିଛନ୍ତି ଯେ, ସେ ଆଜି କୃଷ୍ଣନଗର ଲୋକସଭା ଆସନରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ତେଣୁ ସେ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇପାରିବେ ନାହିଁ । ଦିଲ୍ଲୀର ଇଡି କାର୍ଯ୍ୟାଳୟରେ…