Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇଡିରେ ହାଜର ହେଲେନି ମହୁଆ, କହିଲେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛି

ନୂଆଦିଲ୍ଲୀ: ଇଡିରେ ହାଜର ହେଲେନି ତୃଣମୁଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର । ଇଡିର ସମନକୁ ଅଣଦେଖା କରି ମହୁଆ କହିଛନ୍ତି ଯେ, ସେ ଆଜି କୃଷ୍ଣନଗର ଲୋକସଭା ଆସନରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ତେଣୁ ସେ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇପାରିବେ ନାହିଁ । ଦିଲ୍ଲୀର ଇଡି କାର୍ଯ୍ୟାଳୟରେ…

୨୦୫୦ ବେଳକୁ ଭାରତର ପ୍ରଜନନ ଦରରେ ହ୍ରାସ ଘଟିବ: ରିପୋର୍ଟ

ନୂଆଦିଲ୍ଲୀ: ଭାରତର ଜନସଂଖ୍ୟା ବୃଦ୍ଧି ଏକ ସମସ୍ୟା ଥିବା ବେଳେ ଏବେ କିନ୍ତୁ ଏକ ରିପୋର୍ଟ ଭାରତୀୟଙ୍କୁ ଚିନ୍ତାରେ ପକାଇଛି । ୨୦୫୦ ବେଳକୁ ଭାରତର ପ୍ରଜନନ ଦର ଆଶ୍ଚର୍ଯ୍ୟଜନକ ଭାବେ ହ୍ରାସ ପାଇବ ବୋଲି ଉଲ୍ଲେଖ ରହିଛି । ଦି ଲେସେଂଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ସେ ସମୟରେ ପ୍ରଜନନ ପ୍ରତିଶତ…

ଟିକେଟ ନମିଳିବାରୁ ବରୁଣ ଗାନ୍ଧୀ ଲେଖିଲେ ଭାବପ୍ରବଣ ବାର୍ତ୍ତା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଆରମ୍ଭ ହୋଇଛି। ବିଭିନ୍ନ ଦଳ ପୁନର୍ବାର ଅନେକ ସାଂସଦଙ୍କୁ ଟିକେଟ୍ ଦେଇଥିବାବେଳେ ଅନେକଙ୍କ ଟିକେଟ୍ ମଧ୍ୟ ବାତିଲ କରିଛନ୍ତି l ଏହି କ୍ରମରେ ବିଜେପି ପିଲିଭୀତରୁ ବର୍ତ୍ତମାନର ସାଂସଦ ବରୁଣ ଗାନ୍ଧୀଙ୍କ ବଦଳରେ ଜିତିନ ପ୍ରସାଦଙ୍କୁ ଟିକେଟ ଦେଇଛନ୍ତି। ଟିକେଟ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ହାତ ଛାଡ଼ିଲେ ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ: ଯେତିକି ଯେତିକି ଲୋକସଭା ନିର୍ବାଚନ ପାଖେଇ ଆସୁଛି କଂଗ୍ରେସକୁ ଗୋଟେ ପରେ ଗୋଟେ ଝଟକା ମିଳୁଛି । ବର୍ତ୍ତମାନ ଭାରତର ସବୁଠାରୁ ଧନୀ ମହିଳା ତଥା ଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ଥିବା ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡିବାକୁ ଘୋଷଣା କରିଛନ୍ତି । ସେ ଗତକାଲି କଂଗ୍ରେସର…

ଟିକେଟ ନମିଳିବାରୁ କୀଟନାଶକ ପିଇ ଦେଇଥିବା ସାଂସଦଙ୍କ ହୃଦଘାତରେ ମୃତ୍ୟୁ

ଚେନ୍ନାଇ: କିଛି ଦିନ ପୂର୍ବେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ତାମିଲନାଡୁ ସାଂସଦ ଏ ଗଣେଶ ମୂର୍ତ୍ତିଙ୍କର ଆଜି ସକାଳେ ହୃଦଘାତରେ ମୃତ୍ୟୁ ଘଟିଛି । କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଏ ଗଣେଶ ମୂର୍ତ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା…

ମନରେଗା ଅଧିକ କାମ କରୁଥିବା ଶ୍ରମିକଙ୍କ ପାଇଁ ସରକାରଙ୍କ ବଡ ଉପହାର, ବଢିଲା ମନରେଗା ମଜୁରୀ ହାର

ନୂଆଦିଲ୍ଲୀ: 'ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା' (MNREGA) ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ କେନ୍ଦ୍ର ସରକାରଙ୍କ ବଡ ଉପହାର । ସରକାର ମନରେଗା ମଜୁରୀ ହାରକୁ ୩ ରୁ ୧୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଏନେଇ ସରକାରଙ୍କ ତରଫରୁ ବିଜ୍ଞପ୍ତି ଜାରି…

ରାମେଶ୍ଵରମ କାଫେ ବିସ୍ଫୋରଣ ଘଟଣା, ବରେଲିରେ ଏନଆଇଏ ଟିମର ଚଢାଉ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ରାମେଶ୍ଵରମ କାଫେ ବିସ୍ଫୋରଣ ଘଟଣା । ଜାରି ରହିଛି ଏନଆଇଏ ଟିମର ଅନୁସନ୍ଧାନ । ବୁଧବାର ଏନଆଇଏର ଲକ୍ଷ୍ନୌ ୟୁନିଟ୍ ଫୋର୍ସ ଧୌରାତଣ୍ଡାର ମୌଲାନାଙ୍କ ଘରେ ଚଢାଉ କରିଛି । ତେବେ ଚଢାଉ ବେଳେ ମୌଲାନା ଘରେ ନଥିଲେ । ତାଙ୍କୁ ଏକ ଧାର୍ମିକ ସ୍ଥାନରୁ ଉଠାଇ ନେଇଛି ଟିମ୍ ।…

ଆଜି ଶେଷ ହେବ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି, ଦିନ ୨ଟାରେ କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ଡ ଅବଧୀ ଆଜି ଶେଷ ହେବ । ଆଜି ଦିନ ୨ଟା ବେଳେ ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯିବ । କୋର୍ଟରେ ହାଜର ପରେ ଅଧିକ ତଦନ୍ତ ପାଇଁ ଇଡି ତାଙ୍କୁ ଆଉ କିଛି ଦିନ ରିମାଣ୍ଡରେ…

ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଉ ଜିଲ୍ଲାରୁ ୫ ଥର ବିଧାୟକ ହୋଇଥିବା ମୁଖତାର ଅନସାରୀଙ୍କର ଗୁରୁବାର ସନ୍ଧ୍ୟାରେ ହୃଦଘାତରେ ପରଲୋକ ଘଟିଛି। ବାନ୍ଦା ଜିଲ୍ଲା ଜେଲରେ ବନ୍ଦୀ ଥିବା ଏହି ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଆଜି ସନ୍ଧ୍ୟାରେ…

ପ୍ରଥମ ମାସିକ ଋତୁସ୍ରାବର ଯନ୍ତ୍ରଣା ସହ୍ୟ କରି ନ ପାରି ଏ ଭଳି ପଦକ୍ଷେପ ଗ୍ରହଣ କଲେ କିଶୋରୀ

ମୁମ୍ବାଇ: ମୁମ୍ବାଇରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା କି ଅନେକଙ୍କୁ ବ୍ୟଥିତ କରିଛି । ଏଠାରେ ମାଲବାଣୀ ଅଂଚଳରେ ଜଣେ କିଶୋରୀ ନିଜର ପ୍ରଥମ ମାସିକ ଋତୁସ୍ରାବର ଯନ୍ତ୍ରଣା ସହ୍ୟ କରି ନ ପାରି ଆତ୍ମହତ୍ୟା କରି ଦେଇଛନ୍ତି । ୧୪ ବର୍ଷୀୟା ଏହି ଯୁବତୀର ଏ ଭଳି ପଦକ୍ଷେପ ସମସ୍ତଙ୍କୁ…