Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟିଏମସି ନେତା ମହୁଆ ମୈତ୍ରୀଙ୍କୁ ଇଡି ସମନ

ନୂଆଦିଲ୍ଲୀ: ଫେମା ମାମଲାରେ ତୃଣମୁଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରୀଙ୍କୁ ସମନ ପଠାଇଲା ଇଡି । ଆସନ୍ତା ୨୮ତାରିଖରେ ଦିଲ୍ଲୀ ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ସମନ ପଠାଇଛି କେନ୍ଦ୍ରିୟ ଯାଞ୍ଚ ଏଜେନ୍ସି । ତେବେ ଏହି ମାମଲାରେ ଦର୍ଶନ ହୀରାନନ୍ଦାନିଙ୍କୁ ମଧ୍ୟ ଆସନ୍ତାକାଲି ପଚରାଉଚରା ପାଇଁ…

ଆତଙ୍କବାଦୀ କସାବଙ୍କୁ ଧରିଥିବା ଆଇପିଏସ୍ ଅଧିକାରୀଙ୍କୁ ମିଳିଲା ଏନଆଇଏର ଡିଜି ଦାଇତ୍ୱ

ମୁମ୍ବାଇ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ l ୧୯୯୦ ବ୍ୟାଚ ମହାରାଷ୍ଟ୍ର କ୍ୟାଡର ଆଇପିଏସ୍ ଅଧିକାରୀ ସଦାନନ୍ଦ ବସନ୍ତ ଦାତେ ଙ୍କୁ ମିଳିଲା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)ର ଡିଜି ପଦବୀ । ଦାତେ ଙ୍କ ସହ ଅନ୍ୟ ଦୁଇଜଣ ଆଇପିଏସ୍ ଅଧିକାରୀଙ୍କ ନିଯୁକ୍ତି…

ଆପକୁ ହାଇକୋର୍ଟଙ୍କ ଚେତାବନୀ, କୋର୍ଟ ପରିସରରେ ପ୍ରତିବାଦ କଲେ ପରିଣାମ ଭୟଙ୍କର ହେବ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗିରଫ ହେବା ପରେ ଆମ ଆଦମୀ ପାର୍ଟିର ବିରୋଧ ପ୍ରଦର୍ଶନ ଜାରି ରହିଛି। ଆମ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବା ପାଇଁ ରାସ୍ତାରେ ତୀବ୍ର ପ୍ରତିବାଦ…

ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ବିପକ୍ଷରେ ଲଢ଼ିବେ କଂଗ୍ରେସର ୟାମି ଗୌତମ!

ସିମଲା: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଯେତିକି ଫିଲ୍ମରେ ଚର୍ଚ୍ଚିତ ସେତିକି ରାଜନୀତିରେ ମଧ୍ୟ l କଙ୍ଗନାଙ୍କୁ ଭାରତୀୟ ଜନତା ପାର୍ଟି ତାଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ନିର୍ବାଚନମଣ୍ଡଳୀରୁ ଟିକେଟ ଦେଇଛି । ତେବେ କଙ୍ଗନାଙ୍କ ବିପକ୍ଷରେ କିଏ ପ୍ରାର୍ଥୀ ହେବ ତାହା କଳ୍ପନା ଜଳ୍ପନା…

ଟ୍ରେନରେ ଲାଗିଲା ନିଆଁ, ଝରକା ପଟେ ଡେଇଁଲେ ଯାତ୍ରୀ

ପାଟଣା: ହୋଲି ସ୍ପୋଶାଲ୍ ଟ୍ରେନରେ ଅଗ୍ନିକାଣ୍ଡ। ବିହାରର କାରିସାଥ ଷ୍ଟେସନ ନିକଟରେ ଏକ ହୋଲି ସ୍ପୋଶାଲ୍ ଟ୍ରେନରେ ହଠାତ୍ ନିଆଁ ଲାଗିଯାଇଥିଲା। ଟ୍ରେନର ୩ଟି ଏସି ବଗିରେ ନିଆଁ ଲାଗି ଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମସ୍ତ ଯାତ୍ରୀ । ଖବରପାଇ ତୁରନ୍ତ ରେଳବିଭାଗର ଅଧିକାରୀ ଓ ପୋଲିସ…

ମୁମ୍ବାଇ ହୁକା ବାର ମାମଲା: ବିଗ ବସ୍ ବିଜେତା ମୁନାୱାର ଫାରୁକି ଅଟକ

ମୁମ୍ବାଇ: ପୁଣି ବିବାଦରେ 'ବିଗ୍ ବସ୍' ୧୭ ବିଜେତା ତଥା ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ମୁନାୱାର୍ ଫାରୁକି । ମୁମ୍ବାଇ ହୁକା ବାର୍ ମାମଲାରେ ମୁନାୱାର ଫାରୁକିଙ୍କୁ ଅଟକ ରଖିଛି ପୋଲିସ । ଏହି ମାମଲାରେ ମୁନାୱରଙ୍କୁ ମିଶାଇ ମୋଟ ୧୪ ଜଣଙ୍କୁ ପୋଲିସ ହେପାଜତରେ ପଚରାଉଚରା କରାଯାଇଥିଲା। ପଚରାଉଚରା…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ନକ୍ସଲ

ବିଜାପୁର: ଛତିଶଗଡ଼ ବିଜାପୁର ଜିଲ୍ଲା ଚିକୁରବାଟି-ପୁସବାକା ନିକଟ ଜଙ୍ଗଲରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ନକ୍ସଲ । ଡିଆରଜି, ସିଆରପିଏଫ ୨୨୯ ଓ କୋବ୍ରା ବାହିନୀର ମିଳିତ ଅପରେସନ ବେଳେ ମୁହାଁ ମୁହିଁ ହୋଇଥିଲେ ନକ୍ସଲ ଓ ସୁରକ୍ଷାକର୍ମୀ । ସୂଚନା ଅନୁସାରେ, ଗତକାଲି…

ଇତିହାସ ରଚିବ ସାଉଦି ଆରବ, ପ୍ରଥମ ଥର ମିସ୍ ୟୁନିଭର୍ସରେ ଭାଗ ନେବ

ରିୟାଦ: ପ୍ରଥମ ଥର ପାଇଁ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେବ ସାଉଦି ଆରବ । ୨୦୨୪ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ପାଇଁ ସାଉଦି ଆରବ ତା’ର ପ୍ରତିଯୋଗୀଙ୍କୁ ପଠାଇବ । ଏପରି କରିବାରେ ସାଉଦି ଆରବ ପ୍ରଥମ ମୁସଲିମ ଦେଶ ହୋଇଛି । ଏହା ସାଉଦି ଆରବ ପାଇଁ ଏକ ଐତିହାସିକ ପଦକ୍ଷେପ ଅଟେ ।…

ଲୋକସଭା ନିର୍ବାଚନ ୨୦୨୪; ପ୍ରଥମ ପାର୍ଥୀ ତାଲିକା ଘୋଷଣା କଲା ଶିବସେନା-ୟୁବିଟି

ମୁମ୍ବାଇ: ଘୋଷଣା ସରିଛି ନିର୍ବାଚନ ତାରିଖ । ଏବେ ସବୁ ଦଳ ସେମାନଙ୍କର ପାର୍ଥୀ ତାଲିକା ଘୋଷଣାରେ ବ୍ୟସ୍ତ । ତେବେ ଆଗାମି ଲୋକସଭା ନିର୍ବାଚନ ପାଇଁ ଶିବସେନା ଜାରି କରିଛି ତା’ର ପ୍ରଥମ ପ୍ରାର୍ଥୀ ତାଲିକା । ଏହି ତାଲିକାରେ ୧୬ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଏଥିସହ ପାର୍ଥିଙ୍କୁ ନେଇ…

ବ୍ରିଜ୍ ସହ ଧକ୍କା ହେବା ପରେ ବୁଡିଗଲା ଜାହାଜ, ସମସ୍ତ ୨୨ ଭାରତୀୟ କ୍ର୍ୟୁ ସଦସ୍ୟ ସୁରକ୍ଷିତ ଉଦ୍ଧାର

ନୂଆଦିଲ୍ଲୀ: ଆମେରିକାର ବାଲ୍ଟିମୋର ହାର୍ବରରେ ଭୟଙ୍କର ଦୁର୍ଘଟଣା । ଗତକାଲି ରାତିରେ ଏକ ଜାହାଜ ଧକ୍କାରେ ଏକ ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି । ବ୍ରିଜ୍ ଉପରେ ଥିବା କିଛି ଯାନବାହନ ଓ ଲୋକେ ନଦୀରେ ଖସିପଡିଥିଲେ । ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଗତକାଲି କିଛି…