Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏକଜିଟ୍ ପୋଲ୍: ପଶ୍ଚିମବଙ୍ଗରେ ଏଥର କିଏ କରିବ ଖେଲା, ନିଦ ହଜିବ ଟିଏମସିର?

କୋଲକାତା: ପଶ୍ଚିମବଙ୍ଗରେ ୪୨ ଜଣ ସାଂସଦ ଚୟନ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଟିଏମସି, ବିଜେପି ଏବଂ ବାମପନ୍ଥୀ-କଂଗ୍ରେସ ମେଣ୍ଟ ମଧ୍ୟରେ ଜୋରଦାର ଲଢେଇ ହୋଇଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ୨୦୨୧ ବିଧାନସଭା ନିର୍ବାଚନରେ ନିଜର ସଫଳତାର…

ଏକଜିଟ୍ ପୋଲ: ଧାରା ୩୭୦ ଉଚ୍ଛେଦ ପରେ ବିଜେପିକୁ ଜମ୍ମୁ କଶ୍ମୀରରେ ଲାଭ ନା କ୍ଷତି?

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ପାଇଁ ୭ଟି ପର୍ଯ୍ୟାୟ ମତଦାନ ଜୁନ୍ ପହିଲାରେ ଅର୍ଥାତ ଆଜି ଶେଷ ହୋଇଛି। ଏକ ହଜାରରୁ ଅଧିକ ପ୍ରାର୍ଥୀ ଓ ୫୪୩ଟି ନିର୍ବାଚନ ମଣ୍ଡଳୀର ଭାଗ୍ୟ ଓ ଭାଗ୍ୟ ଷ୍ଟ୍ରଙ୍ଗରୁମରେ ସିଲ୍ ହୋଇଛି। କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ କଶ୍ମୀରରେ ପ୍ରଥମ ଥର ପାଇଁ ମତଦାନ…

ଏକଜିଟ୍ ପୋଲ୍: ହରିଆଣାରେ କମିବ ବିଜେପିର ପ୍ରଭାବ!

ଚଣ୍ଡିଗଡ: ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ନିର୍ବାଚନ ଶେଷରେ ଶେଷ ହୋଇଛି। ଏକଜିଟ୍ ପୋଲ୍ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ହରିଆଣାକୁ ନେଇ ଯେଉଁ ରିପୋର୍ଟ ଆସିଛି। ୧୦ଟି ଲୋକସଭା ଆସନରେ ପ୍ରାୟତଃ ବିଜେପିର ପ୍ରଭାବ ରହିଥାଏ। କିନ୍ତୁ ଏଥର ପୂର୍ବଭଳି ପ୍ରଭାବ ବିଜେପିର ରହିବ ନାହିଁ…

ଏକଜିଟ୍ ପୋଲ୍: ଏଥର ବିହାରରେ କମିବ ଏନଡିଏର ଆସନ ସଂଖ୍ଯା!

ପାଟଣା: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ବିହାର ଲୋକସଭା ନିର୍ବାଚନ ୨୦୨୪ର ଏକଜିଟ୍ ପୋଲ୍ ଫଳାଫଳ ପ୍ରକାଶ ପାଇଛି। ବିହାରରେ ମୋଟ ୪୦ଟି ଲୋକସଭା ଆସନ ରହିଛି ଏବଂ ରାଜ୍ୟରେ ସାତଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ଏନଡିଏରେ ବିଜେପି, ଜନତା ଦଳ (ୟୁନାଇଟେଡ୍) - ଜେଡିୟୁ, ଲୋକ ଜନଶକ୍ତି…

ସରିଲା ମତଦାନ, ଭୋଟର ଓ ରାଜନୈତିକ ଦଳ ସମେତ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ସରିଛି ଗଣତନ୍ତ୍ରର ମହାନପର୍ବ । ଇତିହାସ ରଚିଛି ଭାରତ । ଏପ୍ରିଲ ୧୯ ରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟରେ ଚାଲିଥିବା ଲୋକସଭା ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆଜି ମତଦାନ ଶେଷ ହୋଇଛି। ଅଷ୍ଟାଦଶ ଲୋକସଭା ଗଠନ ପାଇଁ ଭାରତୀୟ ଭୋଟରମାନେ ଭୋଟ୍ ଦେବାର ଅଧିକାର…

ଆସିଲା ଏକଜିଟ୍ ପୋଲ୍: ଏନଡିଏକୁ ମିଳିପାରେ ବହୁମତ

ଭୁବନେଶ୍ଵର: ସରିଲା ନିର୍ବାଚନ, ଆସିଲା ଏକଜିଟ୍ ପୋଲ୍। ବୁଥ ବାହୁଡା ମତରେ ଏନଡିଏକୁ ବହୁମତ ନେଇ ଆକଳନ । ବିଜେପି ନେତୃତ୍ବଧୀନ ଏନଡିଏକୁ ବଡ଼ ବିଜୟ ନେଇ ବିଭିନ୍ନ ଏକଜିଟ୍ ପୋଲ୍ ଆକଳନ କରିଛନ୍ତି । ରିପବ୍ଲିକ୍ ଭାରତ-ପି ମାର୍ଗ ଏନଡିଏକୁ ୩୫୯ସିଟ୍ ଦେଇଛି ତ ଇଣ୍ଡିଆ ନ୍ୟୁଜ ଡି-ଡାଇନାମିକ୍ସ…

କର୍ତ୍ତବ୍ୟନିଷ୍ଠ ଏସପି, ୮ ମାସ ଗର୍ଭବତୀ ଥାଇ ମଧ୍ୟ କରୁଛନ୍ତି ନିର୍ବାଚନୀ ଡ୍ୟୁଟି

ଉମରିଆ: କୁହାଯାଏ ଯଦି ଜଣେ ନାରୀ କିଛି କରିବା ପାଇଁ ମନସ୍ଥ କରିନିଏ ତାହେଲେ ସେ ତାହା କଳେ ବଳେ କୌଶଳେ କରିକି ହିଁ ଦେଖାଇଥାଏ। ସେ ଗୃହ ହେଉ କି କର୍ମକ୍ଷେତ୍ର ସବୁଠି କିପରି ସନ୍ତୁଳନ ରଖାଯିବ ତାହାର କୌଶଳ ନାରୀଟିକୁ ବେଶ୍ ଜଣା। ସବୁ ବାଧାବିଘ୍ନ ସହ ଲଢ଼ି ସେ ତାର କର୍ତ୍ତବ୍ୟକୁ ସୁଚାରୁରୂପେ…

ପ୍ରାୟ ୪୫ ଘଣ୍ଟା ପରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି

ଚେନ୍ନାଇ: ସରିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ମେଡିଟେସନ। ପ୍ରାୟ ୪୫ ଘଣ୍ଟା ପରେ ଧ୍ୟାନରୁ ଉଠିଲେ ମୋଦି। ପ୍ରତିବର୍ଷ ପରି ଏଥର ମଧ୍ୟ ନିର୍ବାଚନ ପ୍ରଚାର ପରେ ମାନସିକ ଶାନ୍ତି ପାଇଁ ଧ୍ୟାନରେ ବସିଥିଲେ ପ୍ରଧାନମନ୍ତ୍ରୀ ମୋଦି। ତାମିଲନାଡୁର କାନ୍ୟକୁମାରୀ ରେ ବିବେକାନନ୍ଦ ମେମୋରିଆଲରେ ଶିଳାରେ…

ଶେଷ ପର୍ଯ୍ୟାୟ ନିର୍ବାଚନ ସମୟରେ କମିଲା କମର୍ସିଆଲ ଏଲପିଜି ଦର

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପୂର୍ବରୁ ଗ୍ରାହକଙ୍କୁ ମିଳିଳା ଆଶ୍ଵସ୍ତି । କମିଲା କମର୍ସିଆଲ ଏଲପିଜି ଦର । ଲଗାତର ତୃତୀୟ ଥର ପାଇଁ ଏଲପିଜି ଦର ହ୍ରାସ କରିଛନ୍ତି ସରକାରୀ ତୈଳ ଏବଂ ଗ୍ୟାସ ବିତରଣ କମ୍ପାନୀ । ଗଣତନ୍ତ୍ରର ମହାନ ପର୍ବ ତଥା ଲୋକସଭା ନିର୍ବାଚନ ଆରମ୍ଭ ହେବା ଦିନରୁ ଆଜି…

ମାତ୍ରାଧିକ ଭୋଟ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନରେ ସପ୍ତମ ତଥା ଶେଷ ପର୍ୟ୍ୟାୟର ମତଦାନ ଚାଲିଥିବା ଭିତରେ ଭୋଟରଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ମାତ୍ରାଧିକ ଭୋଟ ଦେବାକୁ ଜନତାଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସୋସିଆଲ…