Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାଷଣ ମଝିରେ ପୱନ କଲ୍ୟାଣଙ୍କୁ ଅଟକାଇଲେ ମୋଦି, ପୋଲିସକୁ ଦେଲେ ଏଭଳି ଆଦେଶ

ବିଜୟୱାଡ଼ା: ରବିବାର ଦିନ ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲାର ଚିଲକାଲୁରିପେଟ ଟାଉନ ନିକଟ ବପୁଡି ଗ୍ରାମରେ ଏକ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲୁଗୁ ଦେଶମ ପାର୍ଟି ସଭାପତି ଏନ ଚନ୍ଦ୍ରବାବୁ…

ପ୍ରାର୍ଥୀଙ୍କ ଅପରାଧ ରେକର୍ଡ କହିବ ଏହି ମୋବାଇଲ ଆପ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ (ଇସି) ଶନିବାର ଦେଶର ପରବର୍ତ୍ତୀ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଘୋଷିତ ତାରିଖ ଅନୁଯାୟୀ ଏପ୍ରିଲ ୧୯ରୁ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ଜୁନ୍ ୪ରେ ଘୋଷଣା କରାଯିବ। ଏହା ବିଶ୍ୱର ସର୍ବବୃହତ ନିର୍ବାଚନ ପ୍ରକ୍ରିୟା ହେବ। ଏହି…

ସିଏଏକୁ ବିରୋଧ କରି ସୁପ୍ରିମକୋର୍ଟରେ ପହଞ୍ଚିଲେ କେରଳ ସରକାର

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ନିୟମ ୨୦୨୪ ବିରୋଧରେ କେରଳ ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କଠାରୁ ସିଏଏର ନିୟମ ଉପରେ ରହିତାଦେଶ ଦେବାକୁ ଦାବି କରିଛନ୍ତି। ରାଜ୍ୟ ସରକାର ଏନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ପିଟିସନରେ…

ନିର୍ବାଚନୀ ବଣ୍ଡରୁ ବିଜେପିକୁ ମିଳିଲା ୭ ହଜାର କୋଟି, ଜାଣନ୍ତୁ ବିଜେଡିକୁ ମିଳିଲା କେତେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ନିର୍ବାଚନ ଆୟୋଗ ନିର୍ବାଚନ ବଣ୍ଡକୁ ନେଇ ଏକ ନୂତନ ସୂଚନା ନିଜ ୱେବସାଇଟରେ ସେୟାର କରିଛନ୍ତି। ରାଜନୈତିକ ଦଳମାନେ ଏହି ସୂଚନା ଗୁପ୍ତ ଭାବରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଥିଲେ। କିନ୍ତୁ ତତ୍କାଳୀନ ନିୟମ ଯୋଗୁଁ ଏହା ସାର୍ବଜନୀନ…

ବଦଳିଲା ତାରିଖ, ୪ ନୁହେଁ ୨ ଜୁନରେ ହେବ ଅରୁଣାଚଳ ପ୍ରଦେଶ ଓ ସିକ୍କିମର ଭୋଟ ଗଣତି

ନୂଆଦିଲ୍ଲୀ: ୪ ନୁହେଁ ୨ ଜୁନରେ ହେବ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ନିର୍ବାଚନର ଭୋଟ ଗଣତି । ବାସ୍ତବରେ ଏହି ୨ଟି ରାଜ୍ୟର ବିଧାନସଭା କାଳ ୨ଜୁନରେ ଶେଷ ହେବ । ଏପରି ପରିସ୍ଥିତିରେ ଭୋଟ ଗଣତି ୨ଜୁନ ସୁଦ୍ଧା ନିହାତି ଶେଷ ହେବା ଦରକାର । ଏହାକୁ ଧ୍ୟାନରେ ରଖି ନିର୍ବାଚନ ଆୟୋଗ…

ସେମାନେ ଆମ ଦେଶର ଇତିହାସ ବିଷୟରେ କିଛି ଜାଣିନାହାଁନ୍ତି: ଜୟଶଙ୍କର

ନୂଆଦିଲ୍ଲୀ: ଆମେରିକା ତଥା ବିଶ୍ଵର ଅନ୍ୟାନ୍ୟ ଦେଶରେ ନାଗରିକତା ସଂଶୋଧନ ଆଇନ (CAA) କୁ ନେଇ ଚାଲିଥିବା ଆଲୋଚନା ସମାଲୋଚନା ଭିତରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କ ଏକ ବଡ ବୟାନ ଦେଇଛନ୍ତି । ଜୟଶଙ୍କର କହିଛନ୍ତି ଯେ, ଏହାକୁ ବିଭାଜନ ପ୍ରସଙ୍ଗରେ ଦେଖିବା ଜରୁରୀ ଅଟେ ।…

ସରକାରଙ୍କ ଇସାରାରେ କାମ କରୁଛି ନିର୍ବାଚନ ଆୟୋଗ: କପିଲ ସିବଲ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ନିର୍ବାଚନ ବଣ୍ଡ ପ୍ରସଙ୍ଗରେ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କେବଳ ସେତିକି ନୁହେଁ ଦେଶରେ ୭ଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ,…

ନମାଜ ପଢୁଥିବା ବେଳେ ବିଦେଶୀ ଛାତ୍ରଙ୍କୁ ଆକ୍ରମଣ, ୫ ଆହତ

ଅହମ୍ମଦାବାଦ: ନମାଜ ପଢୁଥିବା ବେଳେ ବିଦେଶୀ ଛାତ୍ରଙ୍କୁ ଆକ୍ରମଣ । ଗତକାଲି ରାତିରେ ଗୁଜୁରାଟ ବିଶ୍ଵବିଦ୍ୟାଳୟର ଛାତ୍ରାବାସରେ କିଛି ବିଦେଶୀ ଛାତ୍ର ନମାଜ ପଢୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ୫ଜଣ ଛାତ୍ର ଆହତ ହୋଇଛନ୍ତି । ଉକ୍ତ ଛାତ୍ର ଗୁଡିକ…

୧୮ ପାକିସ୍ତାନୀ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତା, ପ୍ରମାଣପତ୍ର ଦେଲେ ଗୁଜୁରାଟ ଗୃହମନ୍ତ୍ରୀ

ଅହମ୍ମଦାବାଦ: ପଡିଲା କି ସିଏଏ ପ୍ରଭାବ! ୧୮ଜଣ ପାକିସ୍ତାନୀ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତା । ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ଗତକାଲି ଅହମ୍ମଦାବାଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅହମ୍ମଦାବାଦରେ ଅବସ୍ଥାପିତ ୧୮ ଜଣ ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡିର ନବମ ସମନ; ମାର୍ଚ୍ଚ ୨୧ରେ ହାଜର ହେବାକୁ ନୋଟିସ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ନବମଥର ପାଇଁ କେଜ୍ରିୱାଲଙ୍କୁ ସମନ ପଠାଇଛି । ଜେରା ପାଇଁ ମାର୍ଚ୍ଚ ୨୧ ତାରିଖରେ କାର୍ଯ୍ୟାଳୟରେ ହାଜର ହେବାକୁ କେଜ୍ରିୱାଲଙ୍କୁ…