Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ବି ଇଡିରେ ହାଜର ହେବେନି ଅରବିନ୍ଦ କେଜ୍ରିୱାଲ, ସମନକୁ ବେଆଇନ କହିଲା ଆପ

ନୁଆଦିଲ୍ଲୀ: ଦିଲ୍ଲୀ ଜଳ ବୋର୍ଡରେ ହୋଇଥିବା ଅନିୟମିତତା ସହ ଜଡିତ ଅର୍ଥ ହେରଫେର ଯାଞ୍ଚ ମାମଲାରେ ଆଜି ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଜଳ ବୋର୍ଡ ମାମଲାରେ 'ମନି ଲଣ୍ଡରିଂ ଆକ୍ଟ' (PMLA)ର ଧାରା ୫୦ ଅନୁଯାୟୀ…

ପୁଣି ଦିଲ୍ଲୀ ଗଲେ ମନମୋହନ ସାମଲ, ପ୍ରାର୍ଥୀ ତାଲିକା ଉପରେ ଲାଗିପାରେ ମୋହର

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବସୁଛି ବିଜେପିର କୋର କମିଟି ବୈଠକ । ଏହି ପରିପ୍ରେକ୍ଷିରେ ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଗସ୍ତ କରିଛନ୍ତି । ପ୍ରାର୍ଥୀ ତାଲିକା ଉପରେ ମୋହର ମାରିବ…

ବାଜିବ କି ତୃତୀୟ ବିଶ୍ଵଯୁଦ୍ଧ ଘଣ୍ଟି! ନିର୍ବାଚନ ଜିତି ରଣହୁଙ୍କାର ଦେଲେ ପୁଟିନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ନିର୍ବାଚନରେ ରେକର୍ଡ ବିଜୟ ସହ ପୁଟିନ ଇତିହାସ ରଚିଛନ୍ତି । ପୁଟିନଙ୍କୁ ମିଳିଛି ୮୮ ପ୍ରତିଶତ ଭୋଟ୍ । ତେବେ ବହୁ ବିରୋଧ ସତ୍ତ୍ୱେ ପୁଟିନଙ୍କୁ ପୁଣି ଥରେ ଜିତାଇଛନ୍ତି ମତଦାତା। ଲଗାତର ୫ମ ଥର ଭାବେ…

ଏମଏଚ ୩୭୦: ସାମ୍ନାକୁ ଆସିଲା ଘଟଣା ପଛର ସତ୍ୟ, ନିଖୋଜ ନୁହେଁ ଥିଲା ସାମୁହିକ ହତ୍ୟା ଏବଂ ଆତ୍ମହତ୍ୟାର ଯୋଜନା

ନୂଆଦିଲ୍ଲୀ: ଆଜିଠୁ ପ୍ରାୟ ଏକ ଦଶକ ପୂର୍ବରୁ ଅର୍ଥାତ୍ ୨୦୧୪ ମସିହା ମାର୍ଚ୍ଚ ୮ତାରିଖ । ସେଦିନ ଏପରି କିଛି ଘଟଣା ଘଟିଥିଲା ଯାହା ସାରା ବିଶ୍ଵକୁ ସ୍ତବ୍ଧ କରିଦେଇଥିଲା । ଏମଏଚ ୩୭୦ ବିମାନ ଯାହା ଅଚାନକ ଭାବରେ ନିଖୋଜ ହୋଇଯାଇଥିଲା । ଘଟଣାଟି ଆଜି ମଧ୍ୟ ରହସ୍ୟଘେରରେ ଅଛି । ବିମାନ ଚଳାଚଳ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ଶିଶୁ ସମେତ ୭ ମୃତ

ପାଟଣା: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅକାଳରେ ଚାଲିଗଲା ୩ଶିଶୁଙ୍କ ସମେତ ୭ଜଣଙ୍କ ଜୀବନ । ବିହାରର ଖଗାଡିଆରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ,…

ଆଇଟି ରେଡ୍ ପରେ ହିରୋ ମୋଟୋକର୍ପ କିଣିଥିଲା ହଜାରେ କୋଟିର ନିର୍ବାଚନୀ ବଣ୍ଡ!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣାର ଗୋଟିଏ ଦିନ ପରେ ରବିବାର ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ଇଲେକ୍ଟୋରାଲ୍ ବଣ୍ଡ ବା ନିର୍ବାଚନୀ ବଣ୍ଡ ସମ୍ପର୍କରେ ମିଳିଥିବା ସଦ୍ୟତମ ତଥ୍ୟର ତଥ୍ୟ ନିଜ ୱେବସାଇଟରେ ଅପଲୋଡ୍ କରିଛନ୍ତି।…

୧୬ ବର୍ଷ ପରେ ଟାଇଟଲ ଜିତି ଇତିହାସ ରଚିଲା ଆରସିବି: ଫାଇନାଲରେ ପରାସ୍ତ ହେଲା ଦିଲ୍ଲୀ

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ସଂସ୍କରଣର ଫାଇନାଲ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଦିଲ୍ଲୀ ଅଧିନାୟକ ମେଗ୍ ଲାନିଂ ଟସ୍ ଜିତି ପ୍ରଥମେ…

‘୧୪୭ଟି ବିଧାନସଭା ଏବଂ ୨୧ ଟି ଲୋକସଭା ଆସନ ପାଇଁ ବିଜେପି ପ୍ରସ୍ତୁତ’

ଭୁବନେଶ୍ୱର: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ନିକଟରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି ଘୋଷଣା କରିଛି। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ…

ନିର୍ବାଚନ ବେଳେ ହ୍ଵାଟସଆପକୁ ଆସୁଛି ମୋଦୀଙ୍କ ମେସେଜ, ତେଜିଲା ବିବାଦ

ନୂଆଦିଲ୍ଲୀ: ନିର୍ବାଚନ ବେଳେ ମୋବାଇଲ ହ୍ବାଟସଆପକୁ ଆସୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେସେଜ। ଯେଉଁଥିରେ 'ବିକଶିତ ଭାରତ ସମ୍ପର୍କ'ର ଏକ ହ୍ଵାଟସଆପ୍ ମେସେଜ୍ ବିବାଦ ସୃଷ୍ଟି କରିଛି। ଜନସାଧାରଣଙ୍କ ମତାମତ ଓ ପରାମର୍ଶ ଲୋଡ଼ିଥିବା ଏହି ବାର୍ତ୍ତାକୁ ରାଜନୈତିକ ଉଦ୍ଦେଶ୍ୟରେ ସରକାରୀ…

୧୨୫ ବର୍ଷୀୟ ବୟସ୍କ କଇଁଛ ଚାଣକ୍ୟର ପରଲୋକ

ହାଇଦ୍ରାବାଦ: ଏଠାକାର ଜୁଲୋଜିକାଲ ପାର୍କରେ ମୂଖ୍ୟ ଆକର୍ଷଣ କେନ୍ଦ୍ର ସାଜିଥିବା ବୟସ୍କ କଇଁଛ ଚାଣକ୍ୟର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ଚାଣକ୍ୟକୁ ୧୨୫ ବର୍ଷ ବୟସ ହୋଇଥିଲା । ୧୦ ଦିନ ହେବ ଏହି ବୟସ୍କ କଇଁଛଟି ଖାଦ୍ୟ ଖାଉ ନ ଥିଲା । ଯାହାକୁ ନେଇ ଅଧିକାରୀମାନେ ଚିନ୍ତିତ ହୋଇ ପଡିଥିଲେ ।…