Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହିନ୍ଦୁ ରୀତିନୀତିରେ ବାହାଘର କାର୍ଡ ଛପେଇଲେ ମୁସଲିମ୍ ପରିବାର, ପ୍ରଥମେ ଗଣେଷଙ୍କୁ କଲେ ନିମନ୍ତ୍ରଣ

ଲକ୍ଷ୍ନୌ: ଯେତେବେଳେ ବି କାହାର ବିବାହ ସ୍ଥିର ହୁଏ, ସେତେବେଳେ ପ୍ରଥମେ ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ନିମନ୍ତ୍ରଣ କାର୍ଡର ଖୋଜା ପଡିଥାଏ । ହିନ୍ଦୁ ଧର୍ମରେ ବିବାହ କରୁଥିବା ଲୋକମାନେ ପ୍ରଥମେ ଭଗବାନ ଗଣେଶଙ୍କୁ ସେମାନଙ୍କ ବିବାହ ନିମନ୍ତ୍ରଣ କାର୍ଡ ପ୍ରଦାନ କରନ୍ତି ଏବଂ ପରେ…

ତମ୍ବାଖୁ କମ୍ପାନୀରେ ରେଡ୍: ପୁଳାପୁଳା ଟଙ୍କା ସହ ୬୦ କୋଟିର ଗାଡ଼ି ଜବତ

ଉତ୍ତରପ୍ରଦେଶ: ଏକ ତମ୍ବାଖୁ କମ୍ପାନୀରେ ଆୟକର ବିଭାଗର ରେଡ୍ । ଚଢ଼ାଉରୁ ମିଳିଛି ପୁଳାପୁଳା ଟଙ୍କା  ସହ ୬୦ କୋଟିରୁ ଅଧିକ ଟଙ୍କାର କାର ମଧ୍ୟ ଜବତ ହୋଇଛି ।  କାନପୁର ସ୍ଥିତ ବଂଶୀଧର ତମ୍ବାଖୁ  କମ୍ପାନୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ରେଡ୍ ବେଳେ ସମସ୍ତ ସମ୍ପତି ଆୟକର ବିଭାଗ…

ଅକାଳରେ ମୃତ୍ୟୁବରଣ କରିଥିବା ଛୁଆ ହାତୀକୁ ସମାଧୀ ଦିଏ ମା’ ହାତୀ, ସାମ୍ନାକୁ ଆସିଲା ପୁରା ତଥ୍ୟ

ନୂଆଦିଲ୍ଲୀ: ହାତୀ ଏକ ସମ୍ବେଦନଶୀଳ ପ୍ରାଣୀ । ସେମାନେ ବହୁତ ବୁଦ୍ଧିମାନ ମଧ୍ୟ । ଆଜି ବି ଭାରତର ଅନେକ ମନ୍ଦିରରେ ହାତୀ ଥିବା ଦେଖାଯାଏ । ହାତୀ ତା’ର ଶୁଣ୍ଢରେ ସମସ୍ତଙ୍କୁ ଆଶୀର୍ବାଦ ଦେଇଥାଏ । ଏହାରି ଭିତରେ ଏକ ଅଧ୍ୟୟନରୁ ହାତୀ ମାନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ ପାଇଛି ।…

ବେଙ୍ଗାଲୁରୁରେ ବଡ ଧରଣର ବିସ୍ଫୋରଣ, ୪ ଆହତ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବା ବେଳେ କୌଣସି ସନ୍ଦେହଜନକ ବିସ୍ଫୋଟକ ଫାଟିଥିବାର ସନ୍ଦେହ କରାଯାଉଛି । ବିସ୍ଫୋରଣ କାରଣରୁ ଚାରିଆଡେ ଏବେ ଭୟର ବାତାବରଣ ଖେଳିଯାଇଛି । ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ…

୨୦ ବର୍ଷର ପ୍ରତୀକ୍ଷାର ଘଟିଲା ଅନ୍ତ, ସିନ୍ଦରୀ ପାଇଲା ନୂଆ ଜୀବନ

ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝାଡଖଣ୍ଡ ଗସ୍ତକୁ ନେଇ ଯଦି କୌଣସି ବିଷୟରେ ଅଧିକ ଆଲୋଚନା ହେଉଛି, ତେବେ ତାହା ହେଉଛି ହର୍ଲ କାରଖାନା । ଦୀର୍ଘ ୨୦ବର୍ଷ ପରେ ଯାହାକୁ ନୂତନ ଜୀବନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦୀର୍ଘ ୨୦ ବର୍ଷର ଅପେକ୍ଷା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଛତିଶଗଡ଼ ମାଓ ପ୍ରବଣ ଜିଲ୍ଲା ସୁକୁମାକୁ ହେଲିକପ୍ଟରରେ ଗଲା ପ୍ରଶ୍ନପତ୍ର

ସୁକୁମା: ହେଲିକପ୍ଟରରେ ଗଲା ପରୀକ୍ଷା ପ୍ରଶ୍ନପତ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡର ସୁକୁମା ଜିଲ୍ଲାରେ । ଆଜିଠାରୁ ଛତିଶଗଡରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇଛି । ହେଲେ ସୁକମା ଜିଲ୍ଲା ମାଓ ପ୍ରବଣ ହୋଇଥିବାରୁ ସେଠାର ଜଗରଗୁଣ୍ଡା ପରୀକ୍ଷା କେନ୍ଦ୍ରକୁ ହେଲିକପ୍ଟର ଯୋଗେ ଦଶମ…

ମାତ୍ର ୨୦୦ ଟଙ୍କାରେ ପାଇବେ ଭଳି କି ଭଳି ପନିପରିବା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ: ବର୍ତ୍ତମାନ, ଦୁଇ-ଚାରୋଟି ପନିପରିବା ବ୍ୟତୀତ ବଜାରରେ ସମସ୍ତ ପନିପରିବାର ଦର ଆକାଶଛୁଆଁ । ସାଧାରଣ ଲୋକେ ଫୁଲ କୋବି, ପତ୍ର କୋବି, ଗାଜର ଏବଂ କିଛି କିଛି ସବୁଜ ପନିପରିବା ଖାଇବାକୁ ବାଧ୍ୟ ହେଉଛନ୍ତି । କାରଣ ଏଗୁଡିକ ବର୍ତ୍ତମାନ କମ୍ ଦରରେ ବିକ୍ରି ହେଉଥିବାରୁ ସେମାନଙ୍କ ବଜେଟ୍…

ସ୍କୁଲ ଭିତରେ ମଦ ପିଇଲେ ଶିକ୍ଷକ; କହିଲେ, ମୁଁ ପ୍ରତିଦିନ ପିଏ, ଉଠାଅ ଫଟୋ

ନୂଆଦିଲ୍ଲୀ:  ଜଣେ ଶିକ୍ଷକ ସ୍କୁଲରେ ବସି ମଦ୍ୟପାନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଛତିଶଗଡ଼ ବିଳାସପୁର ସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଅଭିଯୁକ୍ତ ଶିକ୍ଷକଙ୍କ ନାଁ ସନ୍ତୋଷ କୁମାର କେନୱାଡା। ସୂଚନା ଅନୁସାରେ,ଗତ…

ହିମାଚଳ: କଂଗ୍ରେସ ସରକାର ଉପରୁ ଟଳିନି ସଙ୍କଟ!

ଶିମଲା: ହିମାଚଳ ପ୍ରଦେଶ ରାଜନୀତିକୁ ନେଇ ଜାରି ହଟଚମଟ । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସରକାରଙ୍କ ଉପରେ ସଂକଟ ଜାରି ରହିଛି । ଏବେବି ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ବିପଦରେ ଥିବା ରହିଛି । କେଉଁ ସମୟରେ ଏଠାରେ କିଛି ବି ଘଟିପାରେ । କଂଗ୍ରେସର ଅନେକ ବିଧାୟକ ବିରୋଧୀଙ୍କ ସହ…

ପୁଣିଥରେ ବାରଣାସୀରୁ ଲଢ଼ିବେ ମୋଦି !

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୪ ନିର୍ବାଚନରେ ବିଜୟ ପତାକା ଉଡ଼ାଇବା ପାଇଁ  କସରତ ଆରମ୍ଭ କରିଛି । ଲୋକସଭା ନିର୍ବାଚନ ପାଇଁ  ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରାର୍ଥୀ ଚୟନକୁ ନେଇ ଗତକାଲି ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ…