Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗାଜାରେ ଇସ୍ରାଏଲ ସେନାର ଖୋଲା ଗୁଳି ଚାଳନା: ୧୦୪ ମୃତ, ୭୦୦ରୁ ଅଧିକ ଆହତ

ପାଲେଷ୍ଟାଇନ: ପାଲେଷ୍ଟାଇନ ସ୍ଥିତ ଗାଜାରେ ଇସ୍ରାଏଲ ସେନା ଆକ୍ରମଣରେ ଅତିକମରେ ୧୦୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ଗାଜାରେ ସହାୟତା ପାଇଁ ଏକାଠି ହୋଇଥିବା ଲୋକଙ୍କ ଉପରକୁ ଇସ୍ରାଏଲ ସେନା ପକ୍ଷରୁ ଖୋଲା ଗୁଳି ଚାଳନା  ଯୋଗୁଁ ଏଭଳି ନରସଂହାର ଘଟିଛି…

ଢାକା ସ୍ଥିତ ଏକ ରେସ୍ତୋରାଁରେ ଭୀଷଣ ଅଗ୍ନିକାଣ୍ଡ, ୪୩ ମୃତ, ୪୦ ଆହତ

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଅଘଟଣ । ଏକ ସାତ ମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନେକ ଲୋକ ଆହତ ହୋଇଛନ୍ତି । ବହୁ ସମୟର କସରତ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ବାଂଲାଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସାମନ୍ତ…

୪୧ ଶ୍ରମିକଙ୍କ ଜୀବନ ବଞ୍ଚାଇଥିବା ରାଟ ମାଇନରଙ୍କ ଘର ଭାଙ୍ଗିଦେଲା ଡିଡିଏ

ଦିଲ୍ଲୀ: ଦିଲ୍ଲୀ ବିକାଶ ପ୍ରାଧିକରଣ ଉଚ୍ଛେଦ ଅଭିଯାନ ଭିତରେ ରାଟ ମାଇନରଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି । ଯିଏ ଗତ ବର୍ଷ ଉତ୍ତରାଖଣ୍ଡ ଉତ୍ତରକାଶୀରେ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଜୀବନ ରକ୍ଷା କରିଥିଲେ । ଡିଡିଏ ପକ୍ଷରୁ ଖଜୁରୀ ଖାସେର ଉଚ୍ଛେଦ ଅଭିଯାନ ଚାଲିଥିଲା । ଏହାରି…

ପିଏମ ସୂର୍ଯ୍ୟଘରକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ, ପ୍ରତି ଘରକୁ ମିଳିବ ୭୮ହଜାରର ସବସିଡି

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନାକୁ ମିଳିଲା କ୍ୟାବିନେଟ୍ ଅନୁମୋଦନ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ ପ୍ରେସ୍ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନାକୁ ମଞ୍ଜୁରୀ ମିଳିଛି…

ଏୟାର ଇଣ୍ଡିଆ ଦେବ ୩୦ ଲକ୍ଷ ଫାଇନ୍

ମହାରାଷ୍ଟ୍ର: ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଫାଇନ । ଏହି ଫାଇନ୍ ଲଗାଇଛନ୍ତି ଡିଜିଏସ ବିମାନ ସେବା ପ୍ରଦାନକାରୀ ସଂସ୍ଥା । ଏୟାର ଇଣ୍ଡିଆରେ ହ୍ବିଲ ଚେୟାର ନଥିବାର ଆଇନ ଉଲ୍ଲଂଘନ କରିଥିଲା । ଯାହାର ଜରିମାନାରେ ଏହି ମୋଟା ଅଙ୍କର ଫାଇନ ଲଗାଇଛି ଡିଜିଏସ । ଏହା ପୂର୍ବରୁ କାରଣ ଦର୍ଶାଅ…

କିଏ ଏହି ଅବଦୁଲ କରିମ ଟୁଣ୍ଡା, ଯିଏ ୧୯୯୩ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ନିର୍ଦ୍ଦୋଷରେ ହେଲେ ଖଲାସ

ନୂଆଦିଲ୍ଲୀ: ୧୯୯୩ ସିରିଏଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଅବଦୁଲ କରିମ ଟୁଣ୍ଡାଙ୍କୁ ଆଜି ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅଜମେରର ଟାଡା କୋର୍ଟ । ଅଦାଲତ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଟୁଣ୍ଡାଙ୍କ ବିରୋଧରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିନାହିଁ। ୧୯୯୩ରେ ହୋଇଥିବା ବୋମା…

ହୋଲି ପୂର୍ବରୁ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି, ଆସିଲା ପିଏମ କିସାନର ୧୬ତମ କିସ୍ତି

ନୂଆଦିଲ୍ଲୀ: ହୋଲି ପୂର୍ବରୁ ଦେଶର ଚାଷୀ ଭାଇଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଉପହାର । ପୂର୍ବ ମହାରାଷ୍ଟ୍ରର ବିଦର୍ଭ ଅନ୍ତର୍ଗତ ୟବତମାଳ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ପିଏମ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଧନରାଶୀ ବଣ୍ଟନ କରିଛନ୍ତି ।…

ସନ୍ଦେଶଖାଲି କାଣ୍ଡ: ମମତା ସରକାରଙ୍କ ବଡ ନିଷ୍ପତି, ଶାହାଜାହାନ ଶେଖ୍ ମାମଲାର ଯାଞ୍ଚ କରିବେ ସିଆଇଡି

କୋଲକାତା; ବହୁଚର୍ଚ୍ଚିତ ସନ୍ଦେଶଖାଲି ବିବାଦରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଖଙ୍କ ମାମଲାରେ ଏକ ବଡ ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ଶାହାଜାହାନ ଶେଖ ମାମଲାର ତଦନ୍ତକୁ ସିଆଇଡି ହାତକୁ ହସ୍ତାନ୍ତର କରିଛନ୍ତି ସରକାର । ସନ୍ଦେଶଖାଲି ଘଟଣା ପୁରା ଦେଶରେ ହଇଚଇ…

ସବୁଠୁ ଶକ୍ତିଶାଳି ୧୦୦ ଭାରତୀୟଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ମୋଦୀ, ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ଅମିତ୍ ଶାହା

ନୂଆଦିଲ୍ଲୀ: ପ୍ରକାଶ ପାଇଛି ମୋଷ୍ଟ ପାୱାରଫୁଲ୍ ଭାରତୀୟ ୨୦୨୪ ତାଲିକା । ପ୍ରଥମ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ତାଲିକାରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଗଠନ (ଆରଏସଏସ) ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି । ଏହା ବ୍ୟତୀତ ପ୍ରସିଦ୍ଧ…

ଆଜି ସିବିଆଇରେ ହାଜର ହେବେନି ଅଖିଳେଶ!

ଲକ୍ଷ୍ନୌ: ବେଆାଇନ୍ ଖଣି ଖନନ ମାମଲାରେ ଆଜି ସିବିଆାଇରେ ହାଜର ହେବେନି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବେଆାଇନ୍ ଖଣି ଖନନ ମାମଲାରେ ଆଜି ହାଜର ହେବାକୁ ସିବିଆଇ ପକ୍ଷରୁ ଅଖିଳେଶଙ୍କୁ କୁହାଯାଇଥିଲା । ଦଳ ପକ୍ଷରୁ କୁହାଯାଇଛି ଲକ୍ଷ୍ନୌ ପାର୍ଟି…