Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶିବ ନବରାତ୍ରୀ: ଦେଖି ଆଶ୍ଚର୍ଯ୍ୟ ହେବେ ମହାକାଳଙ୍କର ଏହି ଶେଷନାଗ ବେଶ

ଉଜୈନି: ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱର ମନ୍ଦିରରେ ବାବା ମହାକାଳଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ଦିନ ବାବା ମହାକାଳ ବର ହେବେ । ସେଦିନ ତାଙ୍କ ଦେବୀ ପାର୍ବତୀଙ୍କ ସହ ବିବାହ ହେବ । କିନ୍ତୁ ଏହାପୂର୍ବରୁ ମହାକାଳ ମନ୍ଦିରରେ…

ଛତିଶଗଡରେ ବିଜେପି ନେତା ତିରୁପତି କଟଲାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ମାଓବାଦୀ

ବିଜାପୁର: ଛତିଶଗଡ ବିଜାପୁର ଜିଲ୍ଲାରେ ପୁଣି ଲାଲ ଆତଙ୍କ । ବିଜାପୁରରେ ବିଜେପି ନେତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ଶୁକ୍ରବାର ଏକ ବାହାଘର କାର୍ଯ୍ୟରେ ତୋଏନାର ଗାଁକୁ ଯୋଗ ଦେବା ଲାଗି ଯାଉଥିବା ସମୟରେ ବିଜେପି ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ତିରୁପତି କଟଲାଙ୍କୁ ନକ୍ସଲ…

ରିମୋର୍ଟ କଣ୍ଟ୍ରୋଲରେ ଚାଲୁଛି ରାଜସ୍ଥାନ ସରକାର: ଅଶୋକ ଗେହଲଟ୍

ନୂଆଦିଲ୍ଲୀ: ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଟାଗେର୍ଟ। କହିଛନ୍ତି,  ରିମୋର୍ଟ କଣ୍ଟ୍ରୋଲରେ ଚାଲୁଛି ରାଜସ୍ଥାନ ସରକାର ।  ମୁଖ୍ୟ ସଚିବ ହିଁ ବାସ୍ତବ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ଠାରୁ ଅଧିକ ପାୱାରଫୁଲ…

ବିଶ୍ୱରେ ମୋଟା ଲୋକଙ୍କ ସଂଖ୍ୟା ଶହେ କୋଟି ଅତିକ୍ରମ: ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ସାରା ବିଶ୍ୱରେ ମେଦବହୁଳତାର ଶିକାର ହେଉଥିବା ସଂଖ୍ୟା ୧୦୦ କୋଟିରେ ପହଞ୍ଚିଛି । ଏହାର ଅର୍ଥ ହେଉଛି ଦୁନିଆର ପ୍ରତି ୮ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମେଦବହୁଳତାର ଶିକାର ହୋଇଛନ୍ତି । ଏଥିମଧ୍ୟରୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ପ୍ରାୟ ଦେଢ଼ଗୁଣ ଅଧିକ ରହିଛି ।…

ଭକ୍ତଙ୍କ ପାଇଁ ଖୋଲିଲା ୟୁଏଇ ସ୍ଥିତ ବିଏପିଏସ ମନ୍ଦିର, ସୋମବାର ବ୍ୟତୀତ ଅନ୍ୟ ସବୁଦିନ ଖୋଲାରହିବ

ଦୁବାଇ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପଥରରେ ନିର୍ମିତ ପ୍ରଥମ ହିନ୍ଦୁ ମନ୍ଦିର ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲିଦିଆଯାଇଛି । ୧୪ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବୁଧାବିର ଏହି ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିଥିଲେ । ଦୁବାଇ-ଆବୁଧାବି ଶେଖ ଜାୟଦ ରାଜପଥରେ…

ରୋଗୀର ଶରୀର ଭିତରୁ ମିଳିଲା ଅସରପା, ଡାକ୍ତର ଚକିତ

କୋଚ୍ଚି: ଏଠାରେ ଜଣେ ୫୫ ବର୍ଷୀୟ ବ୍ୟକ୍ତି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଆବଶ୍ୟକ ପରୀକ୍ଷଣ ପରେ ରୋଗୀର ଫୁସଫୁସରେ ଅସରପା ରହିଥିବା ଜଣା ପଡିଥିଲା । ଯାହାକି ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ବହୁ…

ଗୁଗୁଲ ହଟାଇଲା ଭାରତ ମାଟ୍ରିମୋନି, ଜୀବନସାଥୀ ଆପ୍

ନୂଆଦିଲ୍ଲୀ: ଲୋକପ୍ରିୟ ବୈବାହିକ ପ୍ଲାଟଫର୍ମ ଭାରତ ମାଟ୍ରିମୋନି ଏବଂ ଜୀବନସାଥି ଆପ୍ ସମେତ ୧୦ଟି ଭାରତୀୟ କମ୍ପାନିରୁ ଗୁଗୁଲ୍ ଆପ୍ଲିକେସନ୍ ହଟାଇବା ଆରମ୍ଭ କରିଛି। ସର୍ଭିସ ଫି' ପୈଠକୁ ନେଇ ଚାଲିଥିବା ମତଭେଦ ଯୋଗୁଁ ଷ୍ଟାର୍ଟଅପ୍ କମ୍ପାନୀଗୁଡ଼ିକ ସହ ବିବାଦ ସୃଷ୍ଟି ହେବାରୁ ଏଭଳି ପଦକ୍ଷେପ…

ଚାଉଳ, ଡାଲି, ଅଟା ପରେ ଏବେ ଶାସ୍ତା ମସୁର ଡାଲି ବିକ୍ରି କରିବେ କେନ୍ଦ୍ର ସରକାର, ବଜାରକୁ ଆସିବ ଭାରତ ମସୁର ଡାଲି

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଭିତରେ ଚଳିତ ବର୍ଷ ଡାଲି ଦର ମଧ୍ୟ ରେକର୍ଡ ସୃଷ୍ଟି କରିଛି । ପ୍ରଥମେ ବୁଟ ଡାଲି, ଅଟା ଏବଂ ଚାଉଳ ପରେ ବର୍ତ୍ତମାନ ସରକାର ଶସ୍ତା ଦରରେ ବଜାରରେ 'ଭାରତ ମସୁର ଡାଲି' ଲଞ୍ଚ କରିବାକୁ ଯୋଜନା କରିଛନ୍ତି । ନିର୍ବାଚନ ବର୍ଷରେ ସରକାର ଏହି ଉପହାର ଦେବାର ଉଦ୍ଦେଶ୍ୟ…

ରାମ ଲାଲାଙ୍କ ଗର୍ଭ ଗୃହରେ ‘ଗରୁଡ’, ହାତ ଯୋଡ଼ି ପକାଇଲେ ଭକ୍ତ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଣିଷ ସହିତ ପଶୁପକ୍ଷୀ ମଧ୍ୟ ରାମଲଲାଙ୍କ ଦରବାର ଯାଉଛନ୍ତି। କିଛି ଦିନ ତଳେ ରାମଲାଲାଙ୍କ ମନ୍ଦିରରେ ଏକ ମାଙ୍କଡ଼ ଦେଖିବାକୁ ମିଳିଥିଲା। ଏବେ ମନ୍ଦିର ଚାରିପଟେ ଏକ ପକ୍ଷୀ ଉଡୁଥିବା ଦେଖିବାକୁ…

ଗୋଟେ ଦିନରେ ଦୁଇ ଦୁଇ ଥର ଆସିଲା ହୃଦଘାତ, ୫୦ମିନିଟରେ ୨ଥର ବନ୍ଦ ହେଲା ନିଶ୍ଵାସ, ତଥାପି ଜୀବିତ ଯୁବକ

ନୂଆଦିଲ୍ଲୀ: ୩୧ ବର୍ଷିୟ ବେନ ୱିଲସନ ଗତ ବର୍ଷ ଜୁନ ମାସରେ ଦୁଇ ଦୁଇଥର ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ସେ ପୁରା ସୁସ୍ଥ । ନିଜ ଘରେ ଥିବା ବେଳେ ପ୍ରାୟ ୫୦ ମିନିଟର ବ୍ୟବଧାନରେ ତାଙ୍କୁ ଦୁଇ ଦୁଇ ଥର ହୃଦଘାତ ହୋଇଥିଲା । ନିଶ୍ଵାସ ମଧ୍ୟ ୨ଥର ବନ୍ଦ ହୋଇଯାଇଥିଲା । ଯାହା…