Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆପଣଙ୍କ ପିଲାଙ୍କ ପାଇଁ କାହିଁକି ଜରୁରୀ ଅପାର କାର୍ଡ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଆପର୍ କାର୍ଡ ଏକ ସ୍ୱୟଂଚାଳିତ ସ୍ଥାୟୀ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି କାର୍ଡ ଭାବରେ ମଧ୍ୟ ଜଣାଶୁଣା। ଏହା ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ପଦକ୍ଷେପ। ଏହାର ଉଦ୍ଦେଶ୍ୟ ହେଉଛି ଭାରତର ସମସ୍ତ ଛାତ୍ରଙ୍କୁ ଏକ ଅନନ୍ୟ ଏବଂ ଡିଜିଟାଲ୍ ଏକାଡେମିକ୍ ରେକର୍ଡ ପ୍ରଦାନ…

ମାର୍ଚ୍ଚ ପହିଲାରୁ ବଦଳିଯିବ ଏହି ସବୁ ନିୟମ, ସୋସିଆଲ ମିଡ଼ିଆ ନିୟମରେ ହେବ ବଡ଼ ପରିବର୍ତ୍ତନ; ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଆଉ ଦିନକ ପରେ ବିଦାୟ ନେବ ଫେବୃଆରୀ। ସବୁ ମାସ ଭଳି ପହିଲାରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ସୋସିଆଲ ମିଡ଼ିଆ ନିୟମ ଠାରୁ ଆରମ୍ଭ କରି ଆର୍ଥିକ ନେଣଦେଣ ସମ୍ବନ୍ଧିତ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଏପରିକି ଫାସଟ୍ୟାଗ ଠାରୁ ଆରମ୍ଭ କରି ଏଲପିଜି ସିଲିଣ୍ଡର…

ହିମାଚଳ ପ୍ରଦେଶ ରାଜନୀତି: ଇସ୍ତଫା ଦେଇନାହାଁନ୍ତି ମୁଖ୍ୟମନ୍ତ୍ରୀ

ହିମାଚଳ: ଘଡ଼ିକେ ଘଡ଼ି ବଦଳୁଛି ହିମାଚଳ ପ୍ରଦେଶ ରାଜନୀତି । ସୁଖୁ ସରକାର ରାଜ୍ୟସଭା ନିର୍ବାଚନ ପରେ ନମ୍ବର ଗେମରେ ଫସିଯାଇଛନ୍ତି । କ୍ରସ ଭୋଟିଂ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଭିତରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସ୍ପଷ୍ଟ କରିଛନ୍ତି ସେ ପଦରୁ ଇସ୍ତଫା ଦେଇନାହାଁନ୍ତି…

ଗୁଜରାଟରେ ଲାଗିଲା ଇରାନ ଜାହାଜ, ୩ ହଜାରରୁ ଉର୍ଦ୍ଧ୍ବ କେଜିର ଚରସ ସହ ବହୁ ନିଶା ଦ୍ରବ୍ୟ ଜବତ

ଅହମ୍ମଦାବାଦ: ଗୁଜରାଟ କଚ୍ଛ ବନ୍ଦରରୁ ସବୁଠୁ ବଡ଼ ଡ୍ରଗ୍ସ କାରବାରର ପର୍ଦ୍ଦାଫାଶ ହୋଇଛି । ନୌସେନା, ଏନସିବି ଓ ଗୁଜରାଟ ଏଟିଏସର ମିଳିତ ଅପରେସନରେ ଗୁଜୁରାଟ ଉପକୂଳରୁ ଏକ ଇରାନ ଜାହାଜରୁ ୩ ହଜାର ୧୦୦ କିଲୋଗ୍ରାମର ଡ୍ରଗ୍ସ ଜବତ କରିବା ସହ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଜବତ ଡ୍ରଗ୍ସର…

ଡ୍ୟାନ୍ସ କଲେ ଜୋମାଟୋ ବଏ; ୟୁଜର୍ସ କହିଲେ-ତେଣୁ ବିଳମ୍ୱରେ ଆସୁଛି ପିଜ୍ଜା

ନୂଆଦିଲ୍ଲୀ: ବଲିଉଡ୍ ଫିଲ୍ମ ଗୀତରେ ଝୁମିଲେ ଜୋମାଟୋ ବଏ । ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଆଉ ଏହି ଭିଡିଓ ଦେଖି ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଯୁବକ ଜଣକ ରାତିରେ ରାସ୍ତା ଉପରେ ‘ ତେରି ବାତୋଁ ମେ ଏସା ଉଲ୍ ଝା ଜିଆ’…

ଜାହାଜରୁ କୋଟି କୋଟି ଟଙ୍କାର ଡ୍ରଗ୍ସ ଜବତ; ୫ ବିଦେଶୀ ନାଗରିକ ଗିରଫ

ନୂଆଦିଲ୍ଲୀ: ଗୁଜୁରାଟର କଚ୍ଛରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବିପୁଳ ପରିମାଣର ଡ୍ରଗ୍ସ  ଜବତ କରିଛି । ଭାରତୀୟ ନୌସେନା ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମିଳିତ ଭାବେ ଏହି ଅପରେସନ୍ କରିଥିଲେ । ବିଭିନ୍ନ ପ୍ରକାରର ୩୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରାଯାଇଛି । ଏହି…

ମାଲିରେ ମର୍ମନ୍ତୁଦ ଦୁର୍ଘଟଣା;  ୩୧ ମୃତ

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସମସ୍ତ ମୃତକ ପଶ୍ଚିମ ଆଫ୍ରିକା ଅଞ୍ଚଳ ମାଲିୟନର ବୋଲି ସୂଚନା ମିଳିଛି । ଗତକାଲି ଅପରାହ୍ନ ୫ ଟାରେ ମାଲିର ପଶ୍ଚିମ ସହର କେନିବା ନିକଟରେ…

ଦେଶର ନୂଆ ଲୋକପାଳ ହେଲେ ଜଷ୍ଟିସ୍‌ ଏ.ଏମ୍‍ ଖାନୱିଲକର

ନୂଆଦିଲ୍ଲୀ: ଦେଶର ନୂଆ ଲୋକପାଳ ଭାବେ ନିଯୁକ୍ତି ପାଇଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍‍ ଖାନୱିଲକର । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ଜଷ୍ଟିସ ପିନାକୀ ଚନ୍ଦ୍ର ବୋଷ ଲୋକପାଳ ଦାୟିତ୍ୱରୁ ଅବସର ନେବା ପରେ ୨୦୨୨ ମସିହାରୁ ପ୍ରାୟ ଦୁଇବର୍ଷ ହେଲା ଏହି ପଦବୀ…

ଗାଜାରେ ଦୁର୍ଭିକ୍ଷ ପରିସ୍ଥିତି; ଅନାହାରଠୁ ଅଳ୍ପ ଦୂରରେ ଗାଜାବାସୀ

ନୂଆଦିଲ୍ଲୀ: ଇସ୍ରାଏଲ୍-ଗାଜା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଫଳରେ ଉତ୍ତର ଗାଜାରେ ଦୁର୍ଭିକ୍ଷ ପରିସ୍ଥିତି ଦେଖାଦେଇଛି । ଗାଜାବାସୀ ଅନାହାରଠାରୁ ଅଳ୍ପ ଦୂରରେ, ଏଠାରେ ଖାଦ୍ୟର ଅଭାବ ଦେଖାଦେଇଛି । ଜାନୁଆରୀ ୨୩ ଠାରୁ କୌଣସି ସହାୟତା ଉତ୍ତର ଗାଜାର ଲୋକଙ୍କ ନିକଟରେ ପହଞ୍ଚିପାରି ନାହିଁ ।…