Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଘନ କୁହୁଡି ବଳୟରେ ଦିଲ୍ଲୀ: ବିମାନ ଓ ରେଳ ଚଳାଚଳ ପ୍ରଭାବିତ ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଘନ କୁହୁଡି ବଳୟ ଭିତରେ ରାଜଧାନୀ ଦିଲ୍ଲୀ । ପ୍ରବଳ ଶୀତରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଘନ କୁହୁଡି କାରଣରୁ ଦୃଶ୍ୟମାନତା ହ୍ରାସ ପାଇଛି । ଶୂନ୍ୟ ଦୃଶ୍ୟମାନତା ହେତୁ ରେଳ ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମଙ୍ଗଳବାର ରାତିରୁ ସକାଳ ମଧ୍ୟରେ ୫ଟି…

ପାକିସ୍ତାନର ଏହି ପୂର୍ବତନ ପିଏମ୍ ଥରେ ଆଗତ କରିଛନ୍ତି ଭାରତର ବଜେଟ୍, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଆଜିଠୁ ସଂସଦର ବଜେଟ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଆସନ୍ତା କାଲି ୨୦୨୪-୨୫ ବର୍ଷ ପାଇଁ ଅନ୍ତରୀଣ ବା କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ…

ବଜେଟ ଅଧିବେଶନ୨୦୨୪: କାଶ୍ମୀର ଠାରୁ ଜ୍ଞାନବ୍ୟାପୀ ପର୍ଯ୍ୟନ୍ତ…ଜାଣନ୍ତୁ କେଉଁ ପ୍ରସଙ୍ଗରେ ଗୃହରେ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜିଠୁ ସଂସଦର ବଜେଟ ଅଧିବେଶନ । ଆଜି ଠାରୁ ଆରମ୍ଭ ହୋଇ ଏହା ଆସନ୍ତା ଫେବୃୟାରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ବର୍ତ୍ତମାନ ଲୋକସଭାର ଏହା ହେଉଛି ଶେଷ ଅଧିବେଶନ | ଏପ୍ରିଲ-ମେ ମାସରେ…

ଦେଶରେ ଅଛନ୍ତି ୭୧୮ ସ୍ନୋ ଲିଓପାର୍ଡ, ଲଦାଖରେ ସର୍ବାଧିକ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ଭାରତୀୟ ବନ୍ୟଜୀବ ସଂସ୍ଥାନ ଦ୍ୱାରା ସ୍ନୋ ଲିଓପାର୍ଡ ଗଣତି କରାଯାଇଛି । ଏହି ଗଣନାରେ ଦେଶରେ ୭୧୮ ସ୍ନୋ ଲିଓପାର୍ଡ ରହିଥିବା ଜଣାପଡିଛି । ଯାହାକୁ ନେଇ ପରିବେଶପ୍ରେମୀ ଓ ପଶୁପ୍ରେମୀମାନେ ଉତ୍ସାହିତ ହୋଇ ପଡିଛନ୍ତି । କେନ୍ଦ୍ର ଜଳବାୟୁ ଜଙ୍ଗଲ ଓ ପରିବେଶ…

ମାନବ ମସ୍ତିଷ୍କରେ ଚିପ୍ ପ୍ରତିରୋପଣ ସଫଳ ହୋଇଛି : ଏଲନ ମସ୍କ

ଓ୍ବାଶିଂଟନ: ଏବେ ହାତ ନୁହେଁ ମସ୍ତିଷ୍କ ନିର୍ଦ୍ଦେଶରେ ଚାଲିବ ଫୋନ ଓ କମ୍ପ୍ୟୁଟର। ବ୍ରେନରେ ଚିପ ପ୍ରତିରୋପଣ ସଫଳ ହୋଇଥିବା ସୂଚନା ଦେଇଛନ୍ତି ଏକ୍ସର ପ୍ରତିଷ୍ଠାତା ଏଲନ ମସ୍କ। ନ୍ୟୁରୋଲିଙ୍କ କମ୍ପାନୀ ମଣିଷଙ୍କ ମସ୍ତିଷ୍କରେ ଚିପ ଲଗାଇବା ସଫଳ ହୋଇଛି ବୋଲି ସେ ଘୋଷଣା କରିଛନ୍ତି ।ଯେଉଁ…

ଲୋକସଭା ନିର୍ବାଚନ: ୟୁପିରେ ୧୬ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ସପା

ଲକ୍ଷ୍ନୌ:  ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଜାରି କଲା ପ୍ରାର୍ଥୀଙ୍କ ପ୍ରଥମ ତାଲିକା। କିଏ କେଉଁଠି ନିର୍ବାଚନ ଲଢ଼ିବେ ସପା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଯେଉଁଥିରେ ଡିମ୍ପଲ ଯାଦବ, ଧର୍ମେନ୍ଦ୍ର…

ବଜେଟ ଅଧିବେଶନ ପୂର୍ବରୁ ଗୃହକୁ ଫେରିବେ ନିଲମ୍ବିତ ୧୪୬ ସାଂସଦ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଚଳିତ ଅଧିବେଶନ ପୂର୍ବରୁ ସମସ୍ତ ନିଲମ୍ବିତ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରାଯିବ।ଗତ ଶୀତ ଅଧିବେଶନରେ ହଟ୍ଟଗୋଳ ଓ ଅଶୋଭନୀୟ ଆଚରଣ ପାଇଁ ଉଭୟ ଗୃହର ୧୪୬ସାଂସଦକୁ ନିଲମ୍ବିତ କରାଯାଇଥିଲା । ସମସ୍ତଙ୍କ ଉପରୁ ନିଲମ୍ବନ…

ଝାଡଖଣ୍ଡରେ ଚାଲିବ ଓଡ଼ିଆଙ୍କ ଶାସନ!

ରାଞ୍ଚି: ହେମନ୍ତଙ୍କ ପରେ କିଏ? କିଏ ହେବ ଝାଡ଼ଖଣ୍ଡର ଆଗାମୀ ଶାସନକର୍ତ୍ତା? ଏହି ରେସରେ ସବୁଠୁ ଆଗରେ ଚର୍ଚ୍ଚା ଓଡ଼ିଆ ଝିଅ କଳ୍ପନା ସୋରେନଙ୍କ ନାଁ। କଳ୍ପନା ହେଉଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ। ରାଜ୍ୟରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଖୋଜା ଚାଳିଛି ସମ୍ଭାବ୍ୟ…

ଗୁପ୍ତ ତଥ୍ୟ ଲିକ୍ ମାମଲରେ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍। ଦେଶର ଗୁପ୍ତ ତଥ୍ୟ ପ୍ରଘଟ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଇମ୍ରାନ। ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି…

ଛତିଶଗଡ଼ ସୁକମାରେ ଏନକାଉଣ୍ଟର, ୩ ଯବାନ ଶହୀଦ 

ରାୟପୁର: ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ସୁରକ୍ଷାବାହିନୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ମାଓବାଦୀଙ୍କ ଆକ୍ରମଣରେ ୩ ଯବାନ ଶହୀଦ ହୋଇଥିବା ବେଳେ ୧୪ ରୁ ଅଧିକ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି। ସୁକମାର ତେକାଲଗୁଡେମରେ ଏକ…