Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶ୍ରୀରାମ, ରାବଣ ଏଠାରେ ଏକତ୍ର ପୂଜା ପାଇଲେ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସୋମବାର ସମ୍ପନ୍ନ ହୋଇଛି । ଗ୍ରେଟର ନୋଏଡାର ବିସଖ ସ୍ଥିତ ଶିବ ମନ୍ଦିରରେ ବୈଦିକ ମନ୍ତ୍ରଉଚ୍ଚାରଣ ସହ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ରାବଣଙ୍କ ଜନ୍ମସ୍ଥଳୀ କୁହାଯାଉଥିବା ବିସଖରେ ଥିବା ଏହି ପ୍ରାଚୀନ ଶିବ ମନ୍ଦିରରେ…

ଟ୍ରାକ ସଜାଡିବା ବେଳେ ମାଡିଗଲା ଟ୍ରେନ, ୩ରେଳ କର୍ମଚାରୀ ମୃତ

ମୁମ୍ୱାଇ: ରେଳ ଲାଇନ ମରାମତି ବେଳେ ମାଡିଗଲା ଲୋକାଲ ଟ୍ରେନ। ଘଟଣାସ୍ଥଳରେ ୩ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୁମ୍ୱାଇରେ ଘଟିଛି ଏହି ଦୁର୍ଘଟଣା। ମୃତ କର୍ମଚାରୀ ଭାୟାଣ୍ଡର ମୁଖ୍ୟ ସିଗନାଲିଂ ଇନ୍ସପେକ୍ଟର ବାସୁ ମିତ୍ର, ଇଲେକଟ୍ରିକାଲ ସିଗନାଲିଂ ମେଣ୍ଟେନର ସୋମନାଥ ଉତ୍ତମ ଲମ୍ବୁଟ୍ରେ ଓ…

ନେତାଜୀ ଓ ବାଲା ସାହେବଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଦେଲେ ପ୍ରାଧନମନ୍ତ୍ରୀ, ଉଭୟଙ୍କ ବିରଗାଥା ମନେ ପକାଇଲେ

ନୂଆଦିଲ୍ଲୀ: ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି 'ଏକ୍ସ' ରେ ଏକ ପୋଷ୍ଟ…

ଚିତା ପରିବାରରେ ଖୁସିର ମାହୋଲ, କୁନୋ ଜାତୀୟ ଉଦ୍ୟାନରେ 3 ଶାବକଙ୍କୁ ଜନ୍ମ ଦେଇଛି ଜ୍ବାଲା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଲଗାତାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଆସୁଥିବା ଚିତାଙ୍କ ମଧ୍ୟରେ 10 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଯାହା ଉଦ୍ୟାନ କତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବାବେଳେ, ଏହି ସମୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି । କୁନୋ ଜାତୀୟ…

ଛଅ କିଲୋର ହୀରା ମୁକୁଟ ପିନ୍ଧିବେ ରାମଲାଲା, ସୁରଟର ଏହି ବ୍ୟବସାୟୀ ଦେଲେ ଦାନ

ଅଯୋଧ୍ୟା: ସମାପ୍ତ ହୋଇଛି ଅଯୋଧ୍ୟାରେ ରାମମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ । ନିଜ ଜନ୍ମସ୍ଥାନରେ ବିରାଜମାନ ହୋଇଛନ୍ତି ପ୍ରଭୁ ରାମଲାଲା । ସେଥିପାଇଁ ସାରା ଦେଶରେ ଗତକାଲି ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆଜି ରାମଲାଲାଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ…

ଖୁସିଖବର: ଦୁନିଆର ସବୁଠାରୁ ଅଧିକାଂଶ ଲୋକପ୍ରିୟ ପାନୀୟ ତାଲିକାରେ ସ୍ଥାନ ପାଇଲା ଭାରତର ମସଲା ଚା’ ଓ ଲସି

ଭୁବନେଶ୍ଵର: ଚା ପ୍ରେମୀଙ୍କ ପାଇଁ ଖୁସି ଖବର | ଭାରତରେ ପ୍ରସ୍ତୁତ ମସାଲା ଚା ଦୁନିଆରେ ନନ୍-ଆଲକୋହଲିକ ପାନୀୟ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଚା ’ପ୍ରତ୍ୟକ ଭାରତୀୟଙ୍କ ମନରେ ତା’ର ସ୍ଥାନ ନିଆରା । ଚା ’ବିନା ସତେ ଯେମିତି ଆମର ଦିନ ଆରମ୍ଭ ହୁଏନି । ଆଉ ତା’ର ସେଇ ଆକର୍ଷଣୀୟ ବାସ୍ନା…

ଆଜିଠୁ ରାମଲାଲାଙ୍କ ସର୍ବସାଧାରଣ ଦର୍ଶନ, ହାଡଭଙ୍ଗା ଶୀତରେ ବି ମନ୍ଦିରରେ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ

ଅଯୋଧ୍ୟା: ଆଜିର ସକାଳ ଆମ ଦେଶ ପାଇଁ ସତେ ଯେପରି ଏକ ନୂତନ ସକାଳ । ସମସ୍ତ ରାମଭକ୍ତଙ୍କ ପାଇଁ ଆଜିର ଦିନ ସବୁଠାରୁ ଖାସ୍ । କାରଣ ଆଜିଠାରୁ ସମସ୍ତ ରାମଭକ୍ତ ତାଙ୍କ ଆରାଧ୍ୟଙ୍କ ଦର୍ଶନ ପାଇବେ । ସେଥିପାଇଁ ଅଯୋଧ୍ୟା ରାମ ମନ୍ଦିରରେ ସକାଳୁ ସକାଳୁ ଲାଗିଛି ଭକ୍ତଙ୍କ ଖଚାଖଚ ଭିଡ । ଅଯୋଧ୍ୟାରେ…

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ୩୦ ବର୍ଷର ମୌନବ୍ରତ ଭାଙ୍ଗିଲେ ସରସ୍ୱତୀ

ଅଯୋଧ୍ୟା: ସୀତାରାମ, ସୀତାରାମ ଧୂନରେ ଖାଲି ଆଯୋଧ୍ୟା ନୁହେଁ ସାରା ଭାରତ ଉତ୍ସବମୁଖରିତ ହୋଇ ଉଠିଛି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଆଉ ଏକ ଦୀପାବଳୀକୁ ଡାକି ଆଣିଛି । ତେବେ ମହାପ୍ରଭୂଙ୍କ ଶ୍ରୀରାମଙ୍କ ଏହି କାର୍ଯ୍ୟ ପାଇଁ ଅନେକ ଭକ୍ତ ଶରୀର, ମନ ଓ ଧନରେ ନିଜକୁ ପରୋକ୍ଷ ଭାବେ ନିୟୋଜିତ…

ଏପରି ଏକ ରାମ ମନ୍ଦିର ଯେଉଁଠି ହିନ୍ଦୁଙ୍କୁ ମିଳେନି ପ୍ରବେଶ ଅନୁମତି, ଜାଣନ୍ତୁ କେଉଁଠି… 

ଇସଲାମାବାଦ: ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ହିନ୍ଦୁ ଧର୍ମାମ୍ୱଲମ୍ୱୀ ଲୋକ ବାସ କରୁଛନ୍ତି। ସନାତନ ଧର୍ମରେ ବିଶ୍ୱାସ ରଖିଥିବା ହିନ୍ଦୁମାନେ ସେଠାରେ ମଧ୍ୟ ଅଛନ୍ତି। ତେବେ ପାକିସ୍ତାନର ଇସଲାମାବାଦର ମାରଗାଲା ପାହାଡରେ ମଧ୍ୟ ଶ୍ରୀ ରାମଙ୍କ ମନ୍ଦିର ରହିଛି। ଏହି ମନ୍ଦିରଟି ବହୁତ ପ୍ରାଚୀନ।…

ଖୁବଶୀଘ୍ର ଆରମ୍ଭ ହେବ “ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା”; ଏକ କୋଟି ଘରର ଛାତ ଉପରେ ସୌରଶକ୍ତି ବ୍ୟବହାର ଲକ୍ଷ୍ୟ

ନୂଆଦିଲ୍ଲୀ: ଖୁବଶୀଘ୍ର ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା। ଏକ କୋଟି ଘରର ଛାତ ଉପରେ ସୌର ଶକ୍ତି ବ୍ୟବହାର ଲକ୍ଷ୍ୟ ରଖାଯାଇଛି। ଯୋଜନାର ଶୁଭାରମ୍ଭ କରିବାକୁ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗରିବ ଓ ମଧ୍ୟବିତ୍ତଙ୍କ ବିଦ୍ୟୁତ୍ ବିଲ୍ ହ୍ରାସ…