Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ଲାଲକୃଷ୍ଣ ଆଡଭାନୀ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ବରିଷ୍ଠ ବିଜେପି ନେତା ତଥା ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ତାଙ୍କ ପାଖକୁ ନିମନ୍ତ୍ରଣ ପତ୍ର ଯିବା ପରେ ପ୍ରଥମେ ଏଥିନିମନ୍ତେ ଆଡଭାନୀ ସମ୍ମତି ଜଣାଇଥିବା ବେଳେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରିଛନ୍ତି।…

ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲା, ଆତ୍ମସମର୍ପଣ କଲେ ସମସ୍ତ ଅଭିଯୁକ୍ତ

ଗୁଜୁରାଟ: ବହୁ ଚର୍ଚ୍ଚିତ ଗୁଜରାଟ ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଗୋଧ୍ରା ଉପ-କାରଗାରରେ ଗତକାଲି ଆତ୍ମସମର୍ପଣ କରିଛନ୍ତି ସମସ୍ତ ୧୧ ଅଭିଯୁକ୍ତ । ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାରେ ଜଡିତ ୧୧ଜଣ ଅଭିଯୁକ୍ତଙ୍କୁ ଗୁଜରାଟ ସରକାର ଦୋଷମୁକ୍ତ…

ରାମମୟ ଅଯୋଧ୍ୟା, ୫୦୦ବର୍ଷ ପରେ ଏକାଠି ହେବେ ଭକ୍ତ ଓ ଭଗବାନ

ଭୁବନେଶ୍ଵର: ୫୦୦ବର୍ଷର ବନବାସର ହେବ ଅନ୍ତ । ଏକାଠି ହେବେ ଭକ୍ତ ଭଗବାନ । ସାକାର ହେବାକୁ ଯାଉଛି ଶହ ଶହ ବର୍ଷର ସଂଘର୍ଷ ଓ ବଳିଦାନ । ସ୍ୱରୂପ ନେବାକୁ ଯାଉଛି ଅଗଣିତ ରାମଭକ୍ତଙ୍କ ଶ୍ରଦ୍ଧା, ନିଷ୍ଠା ଓ ତ୍ୟାଗ l ଆସୁଛନ୍ତି ଦଶରଥ ନନ୍ଦନ ପ୍ରଭୁ ଶ୍ରୀରାମ l ୫୦୦ ବର୍ଷର ପ୍ରତୀକ୍ଷା ପରେ ପୂରଣ…

ପ୍ରାଣ ପ୍ରତିଷ୍ଠା ସମୟରେ ଅଯୋଧ୍ୟାରେ କିପରି ରହିବ ପାଣିପାଗ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ପାଣିପାଗ ବିଭାଗ ଅନୁଯାୟୀ ଆଜି ରାମମନଗରୀ ଅଯୋଧ୍ୟାରେ ସକାଳୁ ସକାଳୁ କୁହୁଡ଼ି ଦେଖିବାକୁ ମିଳିଥିଲା। ତେବେ ଦିନ ତମାମ ହାଲୁକା ଧରଣର କୁହୁଡ଼ି ଦେଖିବାକୁ ମିଳିବ। ଭିଜିବିଲିଟି ୧୦୦ ମିଟର ରହିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସେହିପରି ଅଯୋଧ୍ୟାରେ ୧୫ ରୁ ୧୭ ଡିଗ୍ରୀ…

ପ୍ରାଣପ୍ରତିଷ୍ଠା ପାଇଁ ଆଉ କିଛି ସମୟର ଅପେକ୍ଷା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ଆଉ କିଛି ସମୟର ବ୍ୟବଧାନ ପରେ ପ୍ରତିଷ୍ଠା ହେବ ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିର। ଦିନ ପ୍ରାୟ ୧୨.୨୦ ମିନିଟ ସମୟରେ ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ସମାପନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ…

ଭଗବାନ ରାମଙ୍କ ଶୋଭା ଯାତ୍ରା ଉପରେ ପଥର ମାଡ଼; ଲୁହବୁହା ଗ୍ୟାସ ପ୍ରୟୋଗ କରି ୧୫ ଜଣଙ୍କୁ ଅଟକ ରଖିଲା ପୋଲିସ

ଅହମଦାବାଦ: ଗୁଜୁରାଟର ମେହସାନା ଜିଲ୍ଲାରେ ଭଗବାନ ରାମଙ୍କ ଶୋଭାଯାତ୍ରା ଉପରେ ପଥର ମାଡ଼ ହେବା ପରେ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ଖେରାଲୁ ସହରରେ ଏହି ଘଟଣା ଘଟିଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୩ଟି…

ଭାରତ ଦେଇ ଯାଇଛି ସ୍ୱର୍ଗକୁ ରାସ୍ତା, ଜାଣନ୍ତୁ କେଉଁଠି ରହଛି ଏହି ସ୍ଥାନ

ଗାନ୍ଧିନଗର: ଗୁଜୁରାଟର କଚ୍ଛ ଅଞ୍ଚଳ ଏହାର ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା । ଏଠାରେ ଥିବା ଧଳା ମରୁଭୂମି ବିଷୟରେ ପ୍ରାୟତଃ ସମସ୍ତେ ଅବଗତ । କିନ୍ତୁ ପାଚାମ ଏବଂ ଖଦିର ମଧ୍ୟରେ ଥିବା ଧଳା ମରୁଭୂମି ଦେଇ ଏକ ରାସ୍ତା ବର୍ତ୍ତମାନ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଛି । କାରଣ ଏହି ରାସ୍ତାର ଉଭୟ…

ବେଆଇନ ଇମିଗ୍ରେସନ ରାକେଟ୍‌ର ପର୍ଦ୍ଦାଫାସ, ଦିଲ୍ଲୀ ଓ ଗୁଜରାଟର ବିଭିନ୍ନ ସ୍ଥାନରେ ଇଡି ରେଡ୍

ନୂଆଦିଲ୍ଲୀ: ବେଆଇନ ଇମିଗ୍ରେସନ ରାକେଟ୍‌ର ପର୍ଦ୍ଦାଫାସ ହୋଇଛି। ଗୁଜରାଟର ଅହମ୍ମଦାବାଦ, ସୁରଟ ଓ ମେହସଣା ସମେତ ରାଜଧାନୀ ଦିଲ୍ଲୀର ଏକାଧିକ ସ୍ଥାନରେ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ନକଲି ଭିସା ଏବଂ ପାସପୋର୍ଟ ଜରିଆରେ ଏମାନେ ଭାରତୀୟ ନାଗରିକଙ୍କୁ ବିଦେଶ ପଠାଉଥିଲେ।…

ସର୍ବ ପୁରାତନ ବ୍ଲାକହୋଲର ସନ୍ଧାନ କଲା ନାସାର ଜେମ୍ସ ୱେବ୍ ଟେଲିସ୍କୋପ

ୱାଶିଂଟନ୍: ମହାକାଶରେ ଥିବା ସବୁଠାରୁ ପୁରାତନ ବ୍ଲାକ ହୋଲର ସନ୍ଧାନ କରିଛି ନାସାର ଜେମ୍ସ ୱେବ୍ ଟେଲିସ୍କୋପ। ଏହି ବ୍ଲାକ ହୋଲ ବ୍ରହ୍ମାଣ୍ଡର ଆରମ୍ଭ ସମୟରୁ ଥିବା କୁହାଯାଉଛି।ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି ଯେ ଏହା ଆକାଶଗଂଗାକୁ ନିଜ ଭିତରେ ସମାହିତ କରିବାରେ ଲାଗିଛି। କେମ୍ବ୍ରିଜ୍…

ଭାରତୀୟ ବିମାନ ବୋଲି ଏୟାରଲିଫ୍ଟ ପାଇଁ ଅନୁମତି ଦେଲେନି ମାଳଦ୍ୱୀପ ରାଷ୍ଟ୍ରପତି, ଅସୁସ୍ଥ ନାବାଳକର ମୃତ୍ୟୁ

ନୂଆଦିଲ୍ଲୀ: ଭାରତ-ମାଳଦ୍ୱୀପ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତିକ୍ତତା। ଏପରିସ୍ଥିତିରେ ଭାରତୀୟ ବିମାନକୁ ଅନୁମତି ନଦେବାରୁ ୧୪ବର୍ଷୀୟ ଅସୁସ୍ଥ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି। ମାଳଦ୍ୱୀପର ଜଣେ ସାଂସଦ ସୋସିଆଲ ମିଡିଆ ଏକ୍ସରେ ଏହାକୁ…