Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ମଦ ଦୁର୍ନୀତି ମାମଲା: କବିତାଙ୍କ ବାସଭବନରେ ଇଡି ରେଡ୍

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆକ୍ସନମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତାଙ୍କ ହାଇଦ୍ରାବାଦର ବଞ୍ଜାରା ହିଲ୍ସ ସ୍ଥିତ ବାସଭବନରେ ଇଡି ଚଢାଉ କରିଛି । ଏହି ଚଢାଉରେ ଇଡିର ୧୦ ଜଣ…

ଇଡି ପକ୍ଷରୁ ୮ଥର ସମନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡିର ଅଭିଯୋଗ ପରେ ରାଉଜ ଏଭିନ୍ୟୁ କୋର୍ଟ ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ସମନକୁ ସେଶନ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହି ମାମଲରେ ଆଜି ଶୁଣାଣି ହୋଇଥିଲା ।ଶୁଣାଣି ସମୟରେ ଅରବିନ୍ଦ…

ଶ୍ରଦ୍ଧା ୱାକର ହତ୍ୟା ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଅଭିଯୁକ୍ତକୁ ଦିନକୁ ୮ଘଣ୍ଟା କରାଯିବ ଅନଲକ୍

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀର ହାଇପ୍ରୋଫାଇଲ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାୱାଲାକୁ ଅନ୍ୟ କଏଦିଙ୍କ ପରି ଅନଲକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଦିଲ୍ଲୀ ହାଇକୋର୍ଟ । ଅନ୍ୟ କଏଦୀମାନଙ୍କ ପରି ଅଫତାବ ପୁନାୱାଲାକୁ ଦିନକୁ ୮ ଘଣ୍ଟା ଅନଲକ୍ କରିବାକୁ…

ଖୁବ ଶୀଘ୍ର ମୋଟା ହୋଇଯାଉଛନ୍ତି ଭାରତୀୟ ଲୋକେ, ଏହା ପଛର କାରଣ କହିଲା ‘ହୁ’

ନୂଆଦିଲ୍ଲୀ: ଆଜିକାଲି ଜୀବନଶୈଳୀ ଏତେ ବ୍ୟସ୍ତ ହୋଇପଡୁଛି ଯେ ଲୋକମାନେ ଶାରୀରିକ କାର୍ଯ୍ୟକଳାପ ପାଇଁ ସମୟ ପାଇପାରୁ ନାହାଁନ୍ତି, ଯେଉଁଥିପାଇଁ ସେମାନଙ୍କ ଶରୀରକୁ ସେସବୁର ସମସ୍ୟା ଉଠାଇବାକୁ ପଟେ । ଏହି କାରଣରୁ, ମେଦବହୁଳତା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯେଉଁଥିପାଇଁ ଅନେକ ଗମ୍ଭୀର…

ସିଏଏକୁ ବିରୋଧ କରିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ବିକ୍ଷୋଭ, ରାଗିଗଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶରେ ନାଗରିକ ସଂଶୋଧନ ଆଇନ ଲାଗୁ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଏହାକୁ ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ପାକିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଶରଣାର୍ଥୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ…

ଇଣ୍ଡିଆ ମେଣ୍ଟ ତାମିଲନାଡୁରେ କେବେ ବିକାଶ କରିପାରିବ ନାହିଁ: ବିରୋଧିଙ୍କ ଉପରେ ବର୍ଷିଲେ ମୋଦୀ

କନ୍ୟାକୁମାରୀ: ଦକ୍ଷିଣଭାରତ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ କନ୍ୟାକୁମାରୀରେ ଆୟୋଜିତ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରି ମୋଦୀ ବିରୋଧି ଦଳ ଡିଏମକେ ଏବଂ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି ଯେ, ଡିଏମକେ ଏବଂ କଂଗ୍ରେସର ଇଣ୍ଡିଆ…

ଦରମା ବୃଦ୍ଧି ପାଇଁ ରାଜଧାନୀ ରାଜରାସ୍ତାରେ ସମିତି ସଭ୍ୟଙ୍କ ଆନ୍ଦୋଳନ

ଭୁବନେଶ୍ବର: ରାଜଧାନୀରେ ଗର୍ଜିଲେ ରାଜ୍ୟ ତମାମରୁ ଆସିଥିବା ସମିତି ସଭ୍ୟ । ସରପଞ୍ଚଙ୍କ ଭଳି ସମାନ ଦରମା ଓ ଅଧିକାର ଦାବିରେ ଆନ୍ଦୋଳନ । ସରପଞ୍ଚଙ୍କୁ ୧୦ ହଜାର, ଆମକୁ କାହିଁକି ୭୫୦୦ ବୋଲି ସରକାରଙ୍କୁ କଲେ ପ୍ରଶ୍ନ । ୩୦ ଜିଲ୍ଲାର ୬ ହଜାର ୭ଶହ ୯୮ ଜଣ ସମିତିସଭ୍ୟ ଆଜି ରାଜଧାନୀରେ ଏକାଠି ହୋଇ…

ବାଜିବ ବିଗୁଲ୍, ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ବାଜିବ ବିଗୁଲ, ଆସିବ ତାରିଖ । ଆସନ୍ତାକାଲି ଘୋଷଣା ହେବ ସାଧାରଣ ନିର୍ବାଚନ ତାରିଖ । ଲୋକସଭା ଓ କିଛି ରାଜ୍ୟର ବିଧାନସଭା ତାରିଖ ଘୋଷଣା କରିବେ ନିର୍ବାଚନ କମିଶନର । ଆସନ୍ତାକାଲି ଅପରାହ୍ନ ୩ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିବେ ନିର୍ବାଚନ କମିସନର । ଏନେଇ…

କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦୁରପ୍ପାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ଜଣେ ନାବାଳିକାକୁ ସେ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ତାଙ୍କ ବିରୁଦ୍ଧରେ ପୋକ୍ସୋ ଆକ୍ଟ ଏବଂ ଆଇପିସି ଧାରା ୩୫୪ (ଏ) ରେ ଆଇନ…