Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକାରେ ବଢ଼ିବ ଘୋଷ୍ଟ ସହର

ନ୍ୟୁୟର୍କ: ଆମେରିକାରେ ଅନେକ ଗୁଡିଏ ସହର ୨୧୦୦ ବେଳକୁ ଘୋଷ୍ଟ ସିଟିରେ ବଦଳି ଯାଇଥିବ ବୋଲି ଏକ ଷ୍ଟଡିରେ ଉଲ୍ଲେଖ କରାଯାଇଛି । ଜଳବାୟୁ ପରିବର୍ତନ, ଜନସଂଖ୍ୟା ଉପରେ ନିୟନ୍ତ୍ରଣ ଏବଂ ପ୍ରଜନନ କ୍ଷମତା ହ୍ରାସ ପାଇବା ଯୋଗୁ ଏ ଭଳି ପରିସ୍ଥିତି ସୃଷ୍ଟି ହେବ । ସଡକ, ଘର, ବିଜୁଳି ସବୁ କିଛି ଥିବ…

ପୁଣି ଜେଲରୁ ଆସିବେ ରାମ ରହିମ, ୪ ବର୍ଷରେ ୯ ଥର ମିଳିଲାଣି ପାରୋଲ 

ହରିୟାଣା: ୨୯ ଦିନ ମଧ୍ୟରେ ଦ୍ୱିତୀୟ ଥର ଜେଲରୁ ବାହାରକୁ ଆସିବେ ଦୁଷ୍କର୍ମକାରୀ ବାବା ଗୁରମୀତ ରାମ ରହିମ। ସେ ଏବେ ହରିୟାଣା ରୋହତକର ସୁନାରିୟା ଜେଲରେ ଦଣ୍ଡ ଭୋଗୁଛନ୍ତି। ତାଙ୍କୁ ପୁଣି ଥରେ କୋର୍ଟ ୫୦ ଦିନିଆ ପାରୋଲ ଦେଇଛନ୍ତି। ଠିକ୍‌‌ ୨୯ ଦିନ ପୂର୍ବରୁ ସେ ଜେଲରୁ ବାହାରକୁ…

ସରକାରୀ ବଙ୍ଗଳା ଖାଲି କଲେ ଟିଏମ୍‌ସି ନେତ୍ରୀ ମହୁଆ ମୋଇତ୍ର

ନୂଆଦିଲ୍ଲୀ: ବାରମ୍ବାର ନୋଟିସ୍ ପରେ ସରକାରୀ ବଙ୍ଗଳା ଖାଲି କଲେ ବହିଷ୍କୃତ ଟିଏମସି ସାଂସଦ ମହୁଆ ମୋଇତ୍ରା । ଆଜି ଟିଏମସି ନେତ୍ରୀ ମୋଇତ୍ରା ଦିଲ୍ଲୀରେ ରହୁଥିବା ସରକାରୀ ବଙ୍ଗଳା ଖାଲି କରିଛନ୍ତି । ମହୁଆ ମୋଇତ୍ରାଙ୍କ ଦିଲ୍ଲୀ ବଙ୍ଗଳା ଖାଲି କରିବାକୁ ଆଜି ଇଷ୍ଟେଟ ନିର୍ଦ୍ଦେଶାଳୟ ଏକ ଟିମ୍…

୨୦୨୮ ସୁଦ୍ଧା ପ୍ରଥମ ଭାରତୀୟ ସ୍ପେସ୍ ଷ୍ଟେସନ ଲକ୍ଷ୍ୟ: ଇସ୍ରୋ ମୁଖ୍ୟ ଏସ ସୋମନାଥ

ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ସଫଳତା ଦିଗରେ ଗତି କରୁଛି। ତେବେ ଏହି କ୍ଷେତ୍ରରେ ଆଉ ପାଦେ ଆଗେଇ ଯିବା ପାଇଁ ଚେଷ୍ଟା କରୁଛି ଭାରତ । ଖୁବଶୀଘ୍ର ଭାରତ ନିଜସ୍ବ ସ୍ପେସ ସେଣ୍ଟର ସ୍ଥାପନ କରିବ। ୨୦୨୮ ସୁଦ୍ଧା ଏହା ସଫଳ ହୋଇପାରିବ ବୋଲି କହିଛନ୍ତି…

ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ କଡା କଡି ହେଲା ସୁରକ୍ଷା ବ୍ୟବସ୍ଥା,୧୧ ଦିନ ଯାଏଁ ଏହି ସମୟରେ ଦିଲ୍ଲୀ ଆକାଶରେ ଉଡିବନି…

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସର ପ୍ରସ୍ତୁତି ଏବଂ ଉତ୍ସବକୁ ଦୃଷ୍ଟିରେ ରଖି ଆଜି ଠାରୁ ଆସନ୍ତା ୧୧ ଦିନ ଯାଏଁ ଜାତୀୟ ରାଜଧାନୀର ଆକାଶପଥରେ ପ୍ରତିବନ୍ଧକ ବଳବତ୍ତର ରହିବ । ଏନେଇ ଜଣେ ଅଧିକାରୀ ଏହି ସୂଚନା ଦେଇ କହିଛନ୍ତି ଯେ, ଏହି ପ୍ରତିବନ୍ଧକ ଜାନୁଆରୀ ୨୯ ପର୍ଯ୍ୟନ୍ତ ବଳବତ୍ତର ରହିବ କିନ୍ତୁ…

ପାଣି ଭିତରେ ନ୍ୟୁକ୍ଲିୟର ଡ୍ରୋନର ପରୀକ୍ଷଣ କଲା ଉତ୍ତର କୋରିଆ

ନୂଆଦିଲ୍ଲୀ: ଉତ୍ତର କୋରିଆ ପୁନର୍ବାର ପାଣି ଭିତରେ ନ୍ୟୁକ୍ଲିୟର ଡ୍ରୋନ ଟେଷ୍ଟର ପରୀକ୍ଷଣ କରିଛି । ସେଠାକାର ସରକାରୀ ମିଡିଆ କେସିଏନଏ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଡ୍ରୋନର ନାମ ହାଇଲ ୫-୨୩ ଦିଆଯାଇଛି । କୋରିଆ ଭାଷାରେ ଏହାର ଅର୍ଥ ସୁନାମୀ । ଏହି ଡ୍ରୋନକୁ ସମୂଦ୍ର ମଧ୍ୟରେ…

ହାଜର ହେଉ ନାହାନ୍ତି କେଜରିୱାଲ, ପଞ୍ଚମ ଥର ସମନ ଜାରି କରିପାରେ ED

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ବା ଇଡ଼ି ଚତୁର୍ଥ ସମନ ଜାରି କରିଥିଲା। ଏହା ସତ୍ତ୍ୱେ ସେ ହାଜର ହୋଇନାହାଁନ୍ତି। ଇଡି ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଅନୁସନ୍ଧାନକାରୀ…

ବାୟୁସେନା ହତ୍ୟାକାରୀଙ୍କୁ ଚିହ୍ନଟ କଲେ ପ୍ରତ୍ୟେକ୍ଷଦର୍ଶୀ, ପଢନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: ୧୯୯୦ ମସିହାରେ ହୋଇଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି ପ୍ରତ୍ୟେକ୍ଷଦର୍ଶୀ। ଗୁରୁବାର ଦିନ ଜମ୍ମୁ କାଶ୍ମୀରରେ ଏକ ସ୍ୱତନ୍ତ୍ର ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) କୋର୍ଟରେ ଜଣେ ପ୍ରମୁଖ ପ୍ରତ୍ୟକ୍ଷଦର୍ଶୀ…

ଗର୍ଭଗୃହରେ ବିରାଜିଲେ ପ୍ରଭୁ ଶ୍ରୀରାମ, ସାମ୍ନାକୁ ଆସିଲା ପ୍ରଥମ ଚିତ୍ର

ନୂଆଦିଲ୍ଲୀ: ଶ୍ରୀ ରାମ ମନ୍ଦିରର ଗର୍ଭଗୃହରେ ପ୍ରଭୁ ଶ୍ରୀ ରାମଙ୍କ ନବନିର୍ମିତ ପ୍ରତିମାକୁ ପ୍ରତିଷ୍ଠା କରାଯାଇଛି। ଗୁରୁବାର ଦିନ ଗଣେଶଙ୍କ ପୂଜାରୁ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଆନୁଷ୍ଠାନିକ ରୀତିନୀତିରୁ ଆରମ୍ଭ ହୋଇଥିଲା। ଗଣେଶ, ଅମ୍ବିକା ଏବଂ ତୀର୍ଥ ପୂଜା ଦ୍ୱିପ୍ରହର…

ନୌକା ଦୁର୍ଘଟଣାରେ ଦୁଇ ଗିରଫ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗୁଜୁରାଟର ଭଦୋଦରାଠାରେ ଘଟିଥିବା ଛାତିଥରା ନୌକା ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଖବର ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଛି। ମୃତକଙ୍କ ମଧ୍ୟରେ ୧୨ ଜଣ ଶିଶୁଙ୍କ ସମେତ ଦୁଇ ଜଣ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ନୌକା ଦୁର୍ଘଟଣାରେ ଦୁଇ ଜଣଙ୍କ ଗିରଫ କରିଛି ସ୍ଥାନୀୟ ପୋଲିସ।…