Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡଙ୍ଗା ବୁଡ଼ି: ୧୪ ଜଣ ପିଲା ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ, ଦୁର୍ଘଟଣା ପାଇଁ ଦାୟୀ କିଏ?

ଭଦୋଦରା: ଗୁଜରାଟର ଭଦୋଦରା ଜିଲ୍ଲାର ହରନି ହ୍ରଦରେ ଗୁରୁବାର ଏକ ଡଙ୍ଗା ବୁଡ଼ି ଯିବାରୁ ୧୪ ଜଣ ପିଲା ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଦୁଃଖ ପ୍ରକାଶ କରିଛନ୍ତି। କୁହାଯାଉଛି ଯେ ସ୍କୁଲ ପିଲାମାନେ ବୋଟିଂ…

ଆହତ ସୈନିକଙ୍କୁ ଉଦ୍ଧାର କରିବା ପାଇଁ ରୁଷ ପ୍ରସ୍ତୁତ କଲା ରୋବୋଟ ଆମ୍ବୁଲାନ୍ସ

ମସ୍କୋ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ରୁଷର ଅନେକ ସୈନିକ ଗୁରୁତର ଆହତ ହେଉଥିଲେ ମଧ୍ୟ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇବ ସମ୍ଭବପର ହେଉ ନ ଥିଲା । ଏବେ ଏଥିପାଇଁ ଏକ ସ୍ୱତନ୍ତ୍ର ରୋବଟ ଆମ୍ବୁଲାନ୍ସ ପ୍ରସ୍ତୁତ କରାଯାଇଛି । ଏହାର ପଛରେ ଏକ ସ୍ଲାଇଡର ଲାଗିଛି । ସୈନିକ ଏହା ଉପରେ ଶୋଇଲେ…

ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ। ଏହି…

ଆଉ ୫୧ ବର୍ଷ ପରେ ଚନ୍ଦ୍ରମାରେ ମଣିଷ ସନ୍ତାନ ଜନ୍ମ କରିପାରିବ : ଷ୍ଟଡି

ନୂଆଦିଲ୍ଲୀ: ୨୦୭୫ ବେଳକୁ ଚନ୍ଦ୍ରପୃଷ୍ଠରେ ମଣିଷ ରହିବା ସହ ସନ୍ତାନ ଜନ୍ମ କରିପାରିବ ବୋଲି ଏକ ଷ୍ଟଡିରେ ଉଲ୍ଲେଖ କରାଯାଇଛି । ଦକ୍ଷିଣ ଧ୍ରୁବର ହେନ୍ସନ କ୍ରେଟରରେ ନୀଲ ଆର୍ମଷ୍ଟ୍ରଙ୍ଗ ଇଂଟରନ୍ୟାଶନାଲ ଲୁନାର ବେସ ହେବ । ଏହା ଚନ୍ଦ୍ରର ସାଉଥ ପୋଲରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ । ଚୀନ ଏବଂ…

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ‘ଅନୁଷ୍ଠାନ’ରେ ଅଛନ୍ତି ପ୍ରଧାନମନ୍ତ୍ରୀ, ଜାଣନ୍ତୁ ତାଙ୍କ ଦିନଚର୍ଯ୍ୟା ବିଷୟରେ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର 'ପ୍ରାଣ ପ୍ରତିଷ୍ଠା' ସମାରୋହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୨ ତାରିଖରୁ ପ୍ରଧାନମନ୍ତ୍ରୀ ‘ଅନୁଷ୍ଠାନ’ରେ ଅଛନ୍ତି । ୧୧ ଦିନ ଧରି ମୋଦି ଚଟାଣରେ ଶୋଉଛନ୍ତି, ସାତ୍ବିକ ଆହାର ରେ କେବଳ ନଡିଆ ପାଣି ପିଉଛନ୍ତି, ଜପ ଓ ଧ୍ୟ୍ୟାନ…

ଏନପିଏସ ଉପରେ ସରକାରଙ୍କ ବଡ ନିଷ୍ପତ୍ତି, ଫେବୃଆରୀ ପହିଲାରୁ ବଦଳିବ ଟଙ୍କା ଉଠାଇବା ନିୟମ

ନୂଆଦିଲ୍ଲୀ: ପେନସନ୍ ପାଣ୍ଠି ସଂସ୍ଥା PFRDA (ପେନସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ) ଏକ ନୂତନ ନିୟମ ଜାରି କରିଛି । ଯାହା ଜାତୀୟ ପେନସନ୍ ସିଷ୍ଟମ୍ (ଏନପିଏସ୍) ଅଧୀନରେ ପେନସନ୍ ପ୍ରତ୍ୟାହାର ପାଇଁ ବ୍ୟବସ୍ଥା ରହିଛି । ଏହି ନିୟମ ଫେବୃଆରୀ 1 ତାରିଖ ରୁ କାର୍ଯ୍ୟକାରୀ ହେବ ।…

ଏସଇସିଏଲ ଏବଂ ଏମ୍ସିଏଲ ଦ୍ୱାରା ତାପଜ ବିଦ୍ୟୁତ ପ୍ଲାଣ୍ଟ ସ୍ଥାପନ ପାଇଁ ଇକ୍ୟୁଟି ନିବେଶକୁ ମିଳିଲା କ୍ୟାବିନେଟ୍…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଆଜି ଦୁଇଟି ତାପଜ ବିଦ୍ୟୁତ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଇକ୍ୟୁଟି ନିବେଶ ପ୍ରସ୍ତାବକୁ ମଞ୍ଜୁର କରିଛି । ପ୍ରଥମ ପ୍ରକଳ୍ପ ଭାବେ ସାଉଥ୍‌ ଇଷ୍ଟର୍ଣ୍ଣ…

ଜାନୁଆରୀ ୨୨ରେ ହାଫ୍ ଡେ ଛୁଟି ଘଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସାରା ଦେଶରେ ଏବେ ରାମ ମନ୍ଦିର ଉଦଘାଟନ ପାଇଁ ଉତ୍ସବର ମାହୋଲ । ଏହାରି ଭିତରେ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ଜାନୁଆରୀ ୨୨ତାରିଖକୁ ହାଫ୍ ଡେ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଜନସାଧାରଣଙ୍କ…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ‘ସୁପର୍ଣ୍ଣଖା ପରି ବ୍ୟବହାର କରୁଛି କଂଗ୍ରେସ’

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭଗବାନ ରାମଙ୍କର ଏକ ବିଶାଳ ମନ୍ଦିର ନିର୍ମାଣ କରାଯାଉଛି । ଜାନୁଆରୀ 22ରେ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହି ସମାରୋହ ପାଇଁ ଅଯୋଧ୍ୟାରେ ପ୍ରସ୍ତୁତି ଶେଷ ହୋଇଛି । ପ୍ରାଣ ପ୍ରତିଷ୍ଠାରେ ଭାଗ ନେବାକୁ ସମସ୍ତ ରାଜନୈତିକ ଦଳର ନେତାଙ୍କୁ ନିମନ୍ତ୍ରଣ…

ପୌରାଣିକ ଯୁଗରେ ଅଯୋଧ୍ୟାର ନାଁ କଣ ରହିଥିଲା, କେତେ ଥର ବଦଳିଛି ଏହି ସହରର ନାଁ

ନୂଆଦିଲ୍ଲୀ: ରାମମୟ ପାଲଟିଛି ଅଯୋଧ୍ୟା। ଆସନ୍ତା ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ହେବ। ଏଥିପାଇଁ ହୋମଯଜ୍ଞ ଜାରି ରହିଛି। ଆଜି ହେଉଛି ତୃତୀୟ ଦିନ। ପ୍ରଭୁ ରାମଙ୍କ ଆଗମନ ପାଇଁ ଅଯୋଧ୍ୟା ପାଲଟିଛି ରାମମୟ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଅତୀତରେ ଏହି ଅଯୋଧ୍ୟାକୁ ନେଇ କେତେ ବିବାଦ…