Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସଂସଦ ଭବନ ସୁରକ୍ଷା ମାମଲା: ୬ଷ୍ଠ ଅଭିଯୁକ୍ତ ଗିରଫ, ଇନଷ୍ଟା ଭିଡିଓ କରି ଯୁବଗାେଷ୍ଠୀଙ୍କ ବ୍ରେନୱାଶ କରୁଥିଲା

ନୂଆଦିଲ୍ଲୀ:ସଂସଦ ସୁରକ୍ଷା ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ମାଷ୍ଟର ମାଇଣ୍ଡ ଲଳିତ ଝାଙ୍କ ସାଥୀ ମହେଶ କୁମାବତଙ୍କୁ ଗରିଫ କରିଛି । ଏହାକୁ ମିଶଇ ଏହି ମାମଲାରେ ମୋଟ ୬ ଜଣ ଗିରଫ ହେଲେଣି । ମହେଶ ଲଳିତଙ୍କ ସହ ଥାନାକୁ ଆସିଥିଲା । ପୋଲିସ ମହେଶଙ୍କୁ ଥାନାକୁ ଆଣି…

୬୮ ତମ ଜାତୀୟ ରେଳ ପୁରସ୍କାର ସମାରୋହ: ୨ଟି ପୁରସ୍କାର ଗ୍ରହଣ କଲା ପୂର୍ବତଟ ରେଳପଥ

ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ହୋଇଯାଇଛି ୬୮ ତମ ଜାତୀୟ ରେଳ ପୁରସ୍କାର ସମାରୋହ । ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ପିଏସୟୁ ପାଇଁ ୨୧ ଟି ଶିଲ୍ଡ ସହିତ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ସାରା ଦେଶରେ ୧୦୦ ରେଳ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି ।…

ଆଜି ଦେଶ ପାଳୁଛି ୫୨ତମ ବିଜୟ ଦିବସ : ଭାରତୀୟ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ବିଜୟ ଦିବସ। ଭାରତୀୟ ଯବାନଙ୍କ ବୀରତ୍ବକୁ ମନେ ପକାଉଛି ଭାରତବର୍ଷ। ଏହି ଅବସରରେ ଆଜି ନ୍ୟାସନାଲ ଓ୍ବାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆର୍ମି ମୁଖ୍ୟ…

ସାବରିମାଲା ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଅଟୋ, ୫ ମୃତ

ନୂଆଦିଲ୍ଲୀ : ମୃତ୍ୟୁ କେବେ , କାହାକୁ , କେଉଁଠାରେ ଆସିବ , ତାହା କେହି କହିପାରିବେ ନାହିଁ । ଏମିତି କିଛି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେରଳରେ  । ନିମିଷକରେ ଚାଲିଯାଇଛି ୫ ଜଣଙ୍କ ଜୀବନ । କେରଳ ମଲ୍ଲପୁରମଠାରେ ଘଟିଛି ଏକ ଭୟାବହ ଦୁର୍ଘଟଣା  । ସୂଚନା ମୂତାବକ ଏକ ବସ୍ କିଛି…

ଭାରତ-ଆମେରିକା ସମ୍ପର୍କରେ ଭୟଙ୍କର କ୍ଷତି ହୋଇପାରେ..ପନ୍ନୁ ମାମଲାରେ ଏମିତି କହିଲେ ଭାରତୀୟ-ଆମେରିକୀ ସାଂସଦ

ନୂଆଲ୍ଦିଳୀ: ଭାରତୀୟ ନାଗରିକ ନିଖିଲ ଗୁପ୍ତା ଉପରେ ଆମେରିକା-କାନ୍ନାଡା ନାଗରିକ ତଥା ଖଲିସ୍ଥାନୀ ଆତଙ୍କୀ ପନ୍ନୁ ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ଅଭିଯୋଗ ଆଣିବା ଉପରେ ମୁମ୍ବାଇ:ଆମେରିକା ସାଂସଦମାନେ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି । ଭାରତୀୟ-ଆମେରିକୀ ସାଂସଦଙ୍କ କହିବା ଅନୁସାରେ, ଏହି…

ଧୋନିଙ୍କ ମାନହାନି ମାମଲାରେ ଜେଲ ଗଲେ ଆଇପିଏସ ଅଧିକାରୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବମାନନା ଯାଚିକା ଉପରେ ମାଡ୍ରାସ ହାଇକୋର୍ଟ ଶୁଣାଣି କରିଛନ୍ତି । ମାମଲାର ଶୁଣାଣିବେଳେ କୋର୍ଟ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଧୋନୀ ଅଧିକାରୀଙ୍କ…

୧୦ ଦିନ ପରେ ମୁହଁ ଖୋଲିଲେ ଧୀରଜ, କହିଲେ ଟଙ୍କା ତାଙ୍କର ନୁହେଁ

ନୂଆଦିଲ୍ଲୀ :କଂଗ୍ରେସ ଏମ୍‌ପି ଧୀରଜ ସାହୁଙ୍କର ଓଡ଼ିଶା ଓ ଝାଡ଼ଖଣ୍ଡରେ ଥିବା ଘର ଓ ସଂସ୍ଥା ଉପରେ ଆୟକର ବିଭାଗ ଚଢ଼ାଉ କରି ୩୫୩.୫ କୋଟି ଟଙ୍କା ଜବତ କରିଛି । ଏହାର ୧୦ ଦିନ ପରେ ମୁହଁ ଖୋଲିଛନ୍ତି ଧୀରଜ । ତାଙ୍କ ପରିବାର ବ୍ୟବସାୟ ସମ୍ଭାଳୁଥିଲେ । ତେଣୁ ଜବତ ହୋଇଥିବା ଟଙ୍କା ସହ ସେ ସିଧାସଳଖ…

ସାମ୍ନାକୁ ଆସିଲା ସଦ୍ଦାମ ହୁସେନଙ୍କ ସୁନାର ବନ୍ଧୁକ

ବାଗଦାଦ : ସାମ୍ନାକୁ ଆସିଲା ସଦ୍ଦାମ ହୁସେନଙ୍କ ସୁନାର ବନ୍ଧୁକ । ବିଶ୍ୱାସ କରାଯାଏ ଯେ ସଦ୍ଦାମ ଏହାକୁ କାହାକୁ ଉପହାର ଦେଇଛନ୍ତି । ତାଙ୍କର ଏହି ଗୋଲଡେନ ବା ସୁନାର ବନ୍ଧୁକକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦଶନ୍ଧି ଧରି ଇରାକକୁ ଶାସନ କରୁଥିବା ସଦ୍ଦାମ ହୁସେନ ତାଙ୍କର ମହଙ୍ଗା ଜୀବନଶୈଳୀ…

ଭାରତୀୟ ସ୍ଥଳସେନାକୁ ୧୦ବର୍ଷ ପାଇଁ ଇଲେକ୍ଟ୍ରୋନିକ ଫ୍ୟୁଜ ଯୋଗାଇବ ବେଲ୍, ‘ବେଲ୍’ ସହିତ ପ୍ରତିରକ୍ଷା ମନ୍ତ୍ରଣାଳୟର…

ନୂଆଦିଲ୍ଲୀ: ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟ ପୁଣେସ୍ଥିତ ଭାରତ ଇଲେକ୍‌ଟ୍ରୋନିକ୍ ଲିମିଟେଡ (ବେଲ୍‌)  ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି । ଏହି ଚୁକ୍ତି ଅନୁସାରେ ‘ବେଲ’କୁ ୫୩୩୬.୨୫ କୋଟି ଟଙ୍କା ଦେବ ଭାରତ ଏବଂ ସମ୍ପୃକ୍ତ ସଂସ୍ଥା ଭାରତୀୟ ସେନା ପାଇଁ ଇଲେକ୍‌ଟ୍ରୋନିକ…

ମଝି ଆକାଶରେ ଅଟିକଗଲା ଫ୍ଲାଇଟ୍‌, ଭିଡ଼ିଓ ଭାଇରାଲ

ଫ୍ରାନ୍ସିସ୍କୋ: ମଝି ଆକାଶରେ ଯଦି ଉଡୁଥିବା ବିମାନଟି ହଠାତ୍ ବନ୍ଦ ହୋଇଯାଏ, ତେବେ ଯେକେହି ଭୟଭୀତ ହେବା ସ୍ୱଭାବିକ । ଏବେ ସୋସିଆଲ ମିଡିଆରେ ଏମିତିି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସାନ ଫ୍ରାନ୍ସିସ୍କୋରେ ଅନ୍ୟ ବିମାନରେ ବସିଥିବା ଜଣେ…