Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁପ୍ରିମକୋର୍ଟଙ୍କୁ ଏସବିଆଇର ଅନୁରୋଧ: ଇଲେକ୍ଟୋରାଲ ବଣ୍ଡ ତଥ୍ୟ ଦେବାକୁ ଅଧିକ ସମୟସୀମା ଆବଶ୍ୟକ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ସୋମବାର ସୁପ୍ରିମକୋର୍ଟଙ୍କୁ ଇଲେକ୍ଟୋରାଲ୍ ବଣ୍ଡ୍ ସମ୍ପର୍କିତ ସୂଚନା ପ୍ରଦାନ କରିବାର ସମୟସୀମା ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁରୋଧ କରିଛି। ସର୍ବୋଚ୍ଚ ନ୍ୟାୟାଳୟ ଏକ ଐତିହାସିକ ରାୟରେ ଇଲେକ୍ଟୋରାଲ ବଣ୍ଡ ସ୍କିମ୍କୁ ରଦ୍ଦ…

 ୧୫ ଜୁନ୍ ଭିତରେ ଦଳୀୟ ଅଫିସ ଖାଲି କର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଦଳୀୟ ଅଫିସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।  ଜୁନ୍ ୧୫ ସୁଦ୍ଧା ଖାଲି କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି । ରାଉଜ ଆଭିନ୍ୟୁ ଠାରେ ଆପର ଏହି ଅଫିସ ରହିଛି । ଆପର ତିଆରି ହୋଇଥିବା ପ୍ଲଟଟି ଦିଲ୍ଲୀ…

ଏସୀୟ ନାଗରିକଙ୍କୁ ରୋଜଗାର ଯୋଗାଇବାରେ ସାଉଦି ଆରବ ବିଶ୍ୱରେ ଏକ ନମ୍ବର

ନୂଆଦିଲ୍ଲୀ: ଗତ କିଛି ବର୍ଷ ହେବ ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ଶ୍ରୀଲଙ୍କା ସରକାର ଋଣ ଏବଂ ସହାୟତା ପାଇଁ ଆଇଏମଏଫଠାରୁ ଆରମ୍ଭ କରି ଜାତିସଂଘ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। କିନ୍ତୁ ଏସବୁ ମଧ୍ୟରେ ସାଉଦି ଆରବ ଶ୍ରୀଲଙ୍କାର ସବୁଠାରୁ ବଡ ସହାୟକ ଭାବରେ ଉଭା…

କେତେ ସମ୍ପତ୍ତିର ମାଲିକ ବିଲ୍ ଗେଟସଙ୍କୁ ଚା’ ଦେଇଥିବା ଡଲି ଚା’ବାଲା

ନୂଆଦିଲ୍ଲୀ: ରଙ୍ଗ ବେରଙ୍ଗର ସାର୍ଟ, ହାତରେ ବ୍ରେସଲେଟ୍ ଓ ଘଡ଼ି, କାନରେ ୱାୟାରଲେସ୍, ଆଖିରେ ରଙ୍ଗୀନ ଚଷମା ଓ ଷ୍ଟାଇଲିଶ ହେୟାର କଟ୍ ଆଉ ତା’ସହ ପୁରା ରଙ୍ଗିଲା ଅନ୍ଦାଜ୍… ଆଜ୍ଞା ହଁ, ଆମେ ଆଉ କାହା କଥା ନୁହେଁ ବରଂ ଆମେ କହୁଛୁ ଡଲି ଚା’ବାଲାଙ୍କ ବିଷୟରେ । ଯିଏ ଆଜିକାଲି ସୋସିଆଲ ମିଡିଆରେ…

ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କୁ କ୍ୟାନସର

ବେଙ୍ଗାଳୁରୁ: ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ କ୍ୟାନସର ହୋଇଥିବା ଏକ ସାକ୍ଷାତକାରରେ ସେ ନିଜେ ଏ ବିଷୟରେ କହିଛନ୍ତି । ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ ଲଞ୍ଚ ବେଳେ ତାଙ୍କୁ କ୍ୟାନସର ହୋଇଥିବା ଜାଣିବାକୁ ପାଇଥିଲେ । ଚନ୍ଦ୍ରଯାନ-୩ ମିଶନ ଲଂଚ ବେଳେ ସ୍ବାସ୍ଥ୍ୟ ସମ୍ବନନ୍ଧୀୟ ସମସ୍ୟା…

ସାରା ଦେଶ କହୁଛି ମୁଁ ମୋଦିଙ୍କ ପରିବାର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆଜି ତେଲେଙ୍ଗାନର ଆଦିଲାବାଦରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ୍ କରିଛନ୍ତି । ମୋଦି କହିଛନ୍ତି,‘‘ ମୋ ପରିବାର ଯୋଗୁଁ ବିରୋଧୀ  ମୋତେ ଟାର୍ଗେଟ୍ କରିଥିଲେ । କିନ୍ତୁ ବର୍ତ୍ତମାନ…

ରାମେଶ୍ଵରମ୍ କେଫ୍ ବିସ୍ଫୋରଣ, ଏନଆଇଏକୁ ଦିଆଗଲା ତଦନ୍ତ ଭାର

ଚେନ୍ନାଇ; ବେଙ୍ଗାଲୁରୁରେ ଥିବା ରମେଶ୍ୱରମ୍ କାଫେ ବିସ୍ଫୋରଣର ତଦନ୍ତ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କୁ ହସ୍ତାନ୍ତର କରାଯାଇଛି। ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲା ଏନଆଇଏ ତଦନ୍ତ କରିବ ବୋଲି ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଯିଏ ଏହି ମାମଲାରେ ଦୋଷୀ, ତାଙ୍କୁ ଧରି କୋର୍ଟରେ…

କାମ ଦେଲାନି ମହାମେଣ୍ଟ: ଜିତିଲା ବିଜେପି, ହାରିଲା ଆପ୍

ଚଣ୍ଡିଗଡ଼: ଚଣ୍ଡିଗଡ଼ର  ଡେପୁଟି ମେୟର ନିର୍ବାଚନରେ ଆପ୍-କଂଗ୍ରେସର ମହାମେଣ୍ଡକୁ ବଡ଼ ଝଟକା । ସିନିୟର ଡେପୁଟି ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ବିଜେପରି କୁଲଜିତ ସଂନ୍ଧୁ ୧୯ଟି ଭୋଟ ପାଇଛନ୍ତି । ସେପଟେ କଂଗ୍ରେସ-ଆପ ମହାମେଣ୍ଟ ତରଫରୁ ପ୍ରାର୍ଥୀ…

ବଜେଟରେ କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା; ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା

ନୂଆଦିଲ୍ଲୀ:  ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ୧୮ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ୧୦୦୦ ଟଙ୍କା ପ୍ରଦାନ କରିବେ। ପ୍ରତି ମାସରେ ଏହି ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନାରେ  ୨୦୦୦ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା କରାଯାଇଛି । ଏନେଇ ଆଜି ଦିଲ୍ଲୀ…

ପୁଣି ଛାଡପତ୍ର କଥାକୁ ମିଥ୍ୟା ପ୍ରମାଣିତ କଲେ ଅଭିଷେକ-ଐଶ୍ଵର୍ଯ୍ୟା, ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଙ୍ଗରେ ଏକାଠି ଆସିଲେ…

ମୁମ୍ବାଇ: ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ । ଏହାପୂର୍ବରୁ ଅମ୍ବାନୀ ପରିବାର ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ…