Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୀନ ବିଦେଶ ମନ୍ତ୍ରୀଙ୍କ ନିଖୋଜ ପଛରେ ପୁଟିନଙ୍କ ହାତ ! ଜିନ ପିଙ୍ଗଙ୍କୁ ଦେଇଥିଲେ ସାଂଘାତିକ ତଥ୍ୟ

ବେଜିଂ:ଚୀନର ବିଦେଶ ମନ୍ତ୍ରୀ କିନ ଗାଙ୍ଗ ନିଖୋଜ ହେବାର ଆଜକୁ ୫ ମାସ ହୋଇଗଲାଣି  । ଦୀର୍ଘ ମାସ ପରେ ଏକ ବଡ ରହସ୍ୟ ସାମ୍ନାକୁ ଆସିଛି । କୁହାଯାଉଛି, ରୁଷ ରାଷ୍ଟ୍ରପତି ବ୍ଲାଦିମାର ପୁଟିନଙ୍କ ପାଇଁ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ନିଜ ବିଦେଶ ମନ୍ତ୍ରୀଙ୍କୁ ଗାଏବ କରିବାକୁ ବାଧ୍ୟ…

ସଂସଦ ସୁରକ୍ଷାରେ ଷଡ଼ଯନ୍ତ୍ର: ଦୁଇ ବର୍ଷ ହେବ ଯୋଗାଯୋଗରେ ଥିଲେ ଅଭିଯୁକ୍ତ!

ନୂଆଦିଲ୍ଲୀ: ଶନିବାର ସଂସଦରେ ଆତଙ୍କ ଖେଳାଇବା ମାମଲାରେ ପୋଲିସ ଆଉ ଜଣଙ୍କୁ ଗିରଫ କରିଛି। ପୋଲିସ କହିଛି ଯେ ରାଜସ୍ଥାନର ନାଗୌରରୁ ମହେଶ କୁମାୱତଙ୍କୁ ଗିରଫ କରାଯାଇଛି। ପୋଲିସ କହିଛି ଯେ ମହେଶ କୁମାୱାତ ଗତ ଦୁଇ ବର୍ଷ ଧରି ଅନ୍ୟ ଅଭିଯୁକ୍ତଙ୍କ ସହ ଏକ ଷଡଯନ୍ତ୍ର ରଚିଥିଲେ ଏବଂ ପ୍ରମାଣ ନଷ୍ଟ…

ଅଫିସ ଯିବା ପାଇଁ ପୁରା ବସ ବୁକିଂ କରିଦେଲେ ଯୁବକ

ବେଙ୍ଗାଲୁରୁ : ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ଅଫିସ ଯିବା ପାଇଁ ଘଣ୍ଟାକ ପୂର୍ବରୁ ଘରୁ ବାହାରିଥାନ୍ତି । ଟ୍ରାଫିକ୍ ସମସ୍ୟା ହେଉ ବା ଅନ୍ୟ କୌଣସି କାରଣ । ସମସ୍ତେ ଚାହାଁନ୍ତି ଠିକ୍ ସମୟରେ ଅଫିସରେ ପହଞ୍ଚିବା ପାଇଁ । ପୁଣି ପବ୍ଲିକ ଟ୍ରାନ୍ସପୋର୍ଟରେ ଯାତୟାତବେଳେ ଲୋକେ ନାହିଁ ନ ଥିବା…

ମୁସଲମାନଙ୍କ ଦାବି: ରାମ ମନ୍ଦିର ଉଦଘାଟନ ପୂର୍ବରୁ ମସଜିଦର ଶିଳାନ୍ୟାସ କରନ୍ତୁ ମୋଦି

ଅଯୋଧ୍ୟା : ଉତ୍ତରପ୍ରଦେଶର ଅଯୋଧ୍ୟାରେ ଏକ ବିଶାଳ ରାମ ମନ୍ଦିର ନିର୍ମିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ଜାନୁଆରୀରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ । ରାମ ମନ୍ଦିର ଉଦଘାଟନ ପୂର୍ବରୁ ଅଲ ଇଣ୍ଡିଆର ମୁସଲିମ ଜମାତର ରାଷ୍ଟ୍ରୀୟ ସଭାପତି ମୌଲାନା ମୁଫତି ଶାହାବୁଦ୍ଦିନ…

ବେକାରୀ ଯୋଗୁ ଭାଙ୍ଗିଲା ସଂସଦ ସୁରକ୍ଷା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଯୋଗୁଁ ସୃଷ୍ଟି ହୋଇଛି ବେକାରୀ ସମସ୍ୟା । ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବେକାରୀ ହିଁ ପାର୍ଲାମେଣ୍ଟ ସୁରକ୍ଷା ଉଲ୍ଲଂଘନ ପାଇଁ ଦାୟୀ ବୋଲି ଆଜି ସାମ୍ବାଦିକମାନଙ୍କୁ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ କହିଛନ୍ତି ।…

ମଧ୍ୟପ୍ରଦେଶରେ କମଲନାଥଙ୍କୁ ପିସିସି ସଭାପତି ପଦରୁ ଛୁଟି ଦେଲା କଂଗ୍ରେସ

ଭୋପାଳ: ମଧ୍ଯ଼ପ୍ରଦେଶ ଏବଂ ଛତିଶଗଡ଼ରେ ପରାଜୟ ପରେ କଂଗ୍ରେସ ସଂଗଠନରେ ବଡ଼ ପରିବର୍ତ୍ତନ ଆଣିଛି। କଂଗ୍ରେସ ମଧ୍ଯ଼ପ୍ରଦେଶ କଂଗ୍ରେସ ସଭାପତି ପଦରୁ କମଲନାଥଙ୍କୁ ହଟାଇ ନୂଆ ଅଧ୍ଯ଼କ୍ଷ ଭାବେ ଜିତୁ ପଟୱାରୀଙ୍କୁ ନିଯୁକ୍ତ କରିଛି। ହେମନ୍ତ କଟାରେ ବିରୋଧୀ ଦଳ ଉପନେତା ଏବଂ ଉମଙ୍ଗ ସିଂଘର ବିରୋଧୀ…

ଡିସେମ୍ବର ୧୭ ଓ ୧୮ରେ ସୁରତ ଓ ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସୁରତ ଓ ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଦୁଇ ରାଜ୍ୟର ଗସ୍ତରେ ଯାଇ ବହୁମୁଖୀ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ପୂର୍ବାହ୍ନ ପ୍ରାୟ ୧୦ଟା ୪୫ମିନିଟ୍‌ରେ ପ୍ରଧାନମନ୍ତ୍ରୀ ସୁରତ ବିମାନବନ୍ଦର ନୂତନ…

୮୬ ବର୍ଷ ବୟସରେ ଆଖିବୁଜିଲେ କୁଏତର ଏମିର ଶେଖ ନୱାଫ ଅଲ ଅହମ୍ମଦ ଅଲ ସାବ 

ନୂଆଦିଲ୍ଲୀ: କୁଏତ ମୁଖ୍ୟ ଏମିର ଶେଖ ନୱାଫ ଅଲ ଅହମ୍ମଦ ଅଲ ସାବଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ନଭେମ୍ବର ମାସରେ ଅସୁସ୍ଥତା ପାଇଁ ଶେଖ ନୱାଫଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଆଜି ତାଙ୍କର ପରଲୋକ ଘଟିଛି। ଭାଇ ଶେଖ ସବାଙ୍କର…

ଜାନୁୟାରୀ ୨୨ରେ ଅଯୋଧ୍ୟା ନ ଆସିବାକୁ ଅନୁରୋଧ କଲେ ରାମ ମନ୍ଦିର ଅଧିକାରୀ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିରରେ ଆୟୋଜିତ ହେବ ପ୍ରାଣ ପ୍ରତିଷ୍ଠା ସମାରୋହ। ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଭବ୍ୟ ଉଦଘାଟନ ପୂର୍ବରୁ ସହରର ମୌଳିକ ଭିତ୍ତିଭୂମି କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ…

ବିବାହ ଭୋଜିରୁ ଫେରିବା ବେଳେ କାର୍-ଟ୍ରକ୍ ଧକ୍କା, ୬ ମୃତ 

ମୁମ୍ବାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିବାହରେ ଯୋଗ ଦେଇ ଫେରିବା ବେଳେ ଜଗି ରହିଥିଲା ମୃତ୍ୟୁ। କାର ସହ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୬ଜଣଙ୍କର ମୃତ୍ୟୁ ହୋଇଛି । ନାଗପୁର କାଟୋଲ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ମୃତକ ନାଗପୁର ଜିଲ୍ଲା…