Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଘବ ଚଡ୍ଡା ହେଲେ ଆପ୍ ରାଜ୍ୟସଭା ମୁଖ୍ୟ 

ନୂଆଦିଲ୍ଲୀ: ଆପ୍ ସାଂସଦ ରାଘବ ଚଡ୍ଡାଙ୍କୁ ମିଳିଲା ନୂଆ ଦାୟିତ୍ୱ। ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ମୁଖ୍ୟ ଭାବେ ନିଯୁକ୍ତ ହେଲେ ରାଘବ ଚଡ୍ଡା। ପୂର୍ବରୁ ସଞ୍ଜୟ ସିଂହ ରାଜ୍ୟସଭାରେ ଆମ୍‌ ଆଦମୀ ପାର୍ଟିର ନେତା ଥିଲେ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସଞ୍ଜୟ ସିଂହ ଜେଲରେ ଥିବାରୁ ତାଙ୍କ…

ରତନ ଟାଟାଙ୍କୁ ହତ୍ୟା ଧମକ: ଧମକ ଦେଇଥିବା ବ୍ୟକ୍ତିଙ୍କୁ ଟ୍ରାକ୍‌ କଲା ପୋଲିସ

ମୁମ୍ବାଇ: ଦେଶର ଶ୍ରେଷ୍ଠ ଉଦ୍ଦ୍ୟୋଗପତି ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ରତନ ଟାଟାଙ୍କୁ ହତ୍ୟା ଧମକ। ମୁମ୍ବାଇ ପୋଲିସକୁ ଆସିଥିବା ଏକ ଫୋନ୍ କଲ ମାଧ୍ୟମରେ ଏହି ଧମକ ଦିଆଯାଇଛି । ତେବେ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଟ୍ରାକ୍ କରିଛି ପୋଲିସ। ଫୋନ କରିଥିବା ବ୍ୟକ୍ତି ମାନସିକ ରୋଗ…

ଏହି ରାଜ୍ୟର ଅଧିକାଂଶ ଲୋକ ମାଂସାହାରୀ, ଜାଣନ୍ତୁ କେଉଁ ରାଜ୍ୟ ପ୍ରଥମ

ନୂଆଦିଲ୍ଲୀ: ଆମ ଦେଶରେ ପ୍ରୟ ସବୁବେଳେ ମାଂସାହାରୀ ଓ ଶାକାହାରୀ ଲୋକଙ୍କ ମଧ୍ୟରେ ବିତର୍କ ଲାଗି ରହିଥାଏ | ନିକଟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଖୋଲା ସ୍ଥାନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିର୍ଦ୍ଦେଶକୁ ନେଇ ବର୍ତ୍ତମାନ ସେ ସବୁଆଡେ ଚର୍ଚ୍ଚାରେ…

ବାପା କ୍ଷମତାରେ ଥିବାରୁ ପୁଅର ନାହିଁ ଡର, ରାସ୍ତା ମଝିରେ ଘଟାଇଲା ଉନ୍ମୁକ୍ତ କାଣ୍ଡ, ପ୍ରେମିକା ଉପରେ ଚଢାଇଦେଲା କାର

ମୁମ୍ବାଇ: ‘ପ୍ରେମିକର ସତ ଜାଣିଦେଲି ବୋଲି ପ୍ରଥମେ ମୋତେ ମାଡ ମାରିଲା । ପରେ ମୋ ଉପରେ କାର୍ ଚଢ଼ାଇ ଦେଲା ଆଉ ମୋତେ ରାସ୍ତା ଉପରେ ମରିବାକୁ ଛାଡ଼ି ଦେଲା ’। ଇଏ ହେଉଛି ହସ୍ପିଟାଲ ବେଡରେ ପଡି ରହିଥିବା ୨୬ ବର୍ଷୀୟା ବ୍ୟୁଟିସିଆନ ପ୍ରିୟା ଉମେନ୍ଦ୍ର ସିଂହଙ୍କ ବୟାନ । ମହାରାଷ୍ଟ୍ର ଠାଣେର…

ସଂସଦ ଭବନ ସୁରକ୍ଷା ମାମଲା: ୬ଷ୍ଠ ଅଭିଯୁକ୍ତ ଗିରଫ, ଇନଷ୍ଟା ଭିଡିଓ କରି ଯୁବଗାେଷ୍ଠୀଙ୍କ ବ୍ରେନୱାଶ କରୁଥିଲା

ନୂଆଦିଲ୍ଲୀ:ସଂସଦ ସୁରକ୍ଷା ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ମାଷ୍ଟର ମାଇଣ୍ଡ ଲଳିତ ଝାଙ୍କ ସାଥୀ ମହେଶ କୁମାବତଙ୍କୁ ଗରିଫ କରିଛି । ଏହାକୁ ମିଶଇ ଏହି ମାମଲାରେ ମୋଟ ୬ ଜଣ ଗିରଫ ହେଲେଣି । ମହେଶ ଲଳିତଙ୍କ ସହ ଥାନାକୁ ଆସିଥିଲା । ପୋଲିସ ମହେଶଙ୍କୁ ଥାନାକୁ ଆଣି…

୬୮ ତମ ଜାତୀୟ ରେଳ ପୁରସ୍କାର ସମାରୋହ: ୨ଟି ପୁରସ୍କାର ଗ୍ରହଣ କଲା ପୂର୍ବତଟ ରେଳପଥ

ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ହୋଇଯାଇଛି ୬୮ ତମ ଜାତୀୟ ରେଳ ପୁରସ୍କାର ସମାରୋହ । ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ପିଏସୟୁ ପାଇଁ ୨୧ ଟି ଶିଲ୍ଡ ସହିତ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ସାରା ଦେଶରେ ୧୦୦ ରେଳ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି ।…

ଆଜି ଦେଶ ପାଳୁଛି ୫୨ତମ ବିଜୟ ଦିବସ : ଭାରତୀୟ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ବିଜୟ ଦିବସ। ଭାରତୀୟ ଯବାନଙ୍କ ବୀରତ୍ବକୁ ମନେ ପକାଉଛି ଭାରତବର୍ଷ। ଏହି ଅବସରରେ ଆଜି ନ୍ୟାସନାଲ ଓ୍ବାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆର୍ମି ମୁଖ୍ୟ…

ସାବରିମାଲା ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଅଟୋ, ୫ ମୃତ

ନୂଆଦିଲ୍ଲୀ : ମୃତ୍ୟୁ କେବେ , କାହାକୁ , କେଉଁଠାରେ ଆସିବ , ତାହା କେହି କହିପାରିବେ ନାହିଁ । ଏମିତି କିଛି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେରଳରେ  । ନିମିଷକରେ ଚାଲିଯାଇଛି ୫ ଜଣଙ୍କ ଜୀବନ । କେରଳ ମଲ୍ଲପୁରମଠାରେ ଘଟିଛି ଏକ ଭୟାବହ ଦୁର୍ଘଟଣା  । ସୂଚନା ମୂତାବକ ଏକ ବସ୍ କିଛି…

ଭାରତ-ଆମେରିକା ସମ୍ପର୍କରେ ଭୟଙ୍କର କ୍ଷତି ହୋଇପାରେ..ପନ୍ନୁ ମାମଲାରେ ଏମିତି କହିଲେ ଭାରତୀୟ-ଆମେରିକୀ ସାଂସଦ

ନୂଆଲ୍ଦିଳୀ: ଭାରତୀୟ ନାଗରିକ ନିଖିଲ ଗୁପ୍ତା ଉପରେ ଆମେରିକା-କାନ୍ନାଡା ନାଗରିକ ତଥା ଖଲିସ୍ଥାନୀ ଆତଙ୍କୀ ପନ୍ନୁ ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ଅଭିଯୋଗ ଆଣିବା ଉପରେ ମୁମ୍ବାଇ:ଆମେରିକା ସାଂସଦମାନେ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି । ଭାରତୀୟ-ଆମେରିକୀ ସାଂସଦଙ୍କ କହିବା ଅନୁସାରେ, ଏହି…

ଧୋନିଙ୍କ ମାନହାନି ମାମଲାରେ ଜେଲ ଗଲେ ଆଇପିଏସ ଅଧିକାରୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବମାନନା ଯାଚିକା ଉପରେ ମାଡ୍ରାସ ହାଇକୋର୍ଟ ଶୁଣାଣି କରିଛନ୍ତି । ମାମଲାର ଶୁଣାଣିବେଳେ କୋର୍ଟ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଧୋନୀ ଅଧିକାରୀଙ୍କ…