Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନମସ୍କାର ନକରିବାରୁ ଦଳିତ ବୃଦ୍ଧଙ୍କୁ ନିର୍ଯାତନା; ରଶିରେ ବାନ୍ଧି ନିସ୍ତୁକ ପିଟିଲେ

ଭୋପାଳ: ନମସ୍କାର ନକରିବାରୁ ବୃଦ୍ଧଙ୍କୁ ନିସ୍ତୁକ ମାଡ଼ । ଉଚ୍ଚଜାତିର ଲୋକଙ୍କୁ ଦେଖି ହାତ ଯୋଡି ନମସ୍କାର ନକରିବାରୁ ଜଣେ ଦଳିତ ବୃଦ୍ଧଙ୍କୁ ମାଡ ମରା ଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଛତରପୁରରେ । ସୂଚନା ଅନୁସାରେ, ଖଜୁରାଓ ଥାନା ଉଦୟପୁରା ଗାଁର ନାଥୁରାମ…

ପଞ୍ଜାବର ଜେଲରେ ବିକ୍ରି ହେଉଛି ନିଶାଦ୍ରବ୍ଯ! ମିଛ ସାବ୍ଯସ୍ତ ହେଲେ ରାଜନୀତି ଛାଡିବେ ସିଦ୍ଧୁ

ଚଣ୍ଡିଗଡ଼: ପଞ୍ଜାବର ଜେଲରେ ବିକ୍ରି ହେଉଛି ନିଶାଦ୍ରବ୍ଯ । ମାନ୍ ସରକାରଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ଯ ନବଜୋତ ସିଂ ସିଦ୍ଧୁ। ଏଭଳି ଗୁରୁତର ଅଭିଯୋଗ ଆଣିବା ସହ ସରକାରଙ୍କୁ ଖୋଲା ଚାଲେଞ୍ଜ୍ କରିଛନ୍ତି। ଯଦି ଏହି ଅଭିଯୋଗ ମିଥ୍ଯା ସାବ୍ଯସ୍ତ ହୁଏ ତେବେ…

ୟୁରୋପରୁ ଲିବିୟା ଯିବାବେଳେ ମଝି ସମୁଦ୍ରରେ ବୁଡିଗଲା ଜାହାଜ, ୬୧ ଶ୍ରମିକ ମୃତ

ଟ୍ରିପୋଲି: ମଝି ସମୁଦ୍ରରେ ଜାହାଜ ବୁଡି ଯିବାରୁ ୬୧ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଲିବିୟା ସୀମାରେ ଘଟିଛି ଅଘଟଣ। ଲିବିୟାର ଉତ୍ତର -ପଶ୍ଚିମ ଘାଟ ଜୁବାଶାରୁ ବାହାରିବା ପରେ ଉଚ୍ଚ ଲହଡି ଯୋଗୁ ଓଲଟି ପଡିଥିଲା । ଜାହାଜ ବୁଡିଯିବା କାରଣରୁ ୬୧ ଜଣଙ୍କର ମୃତ୍ୟୁ ହୋଇଛି ।ଏନେଇ ଇଣ୍ଟରନ୍ୟାସନାଲ…

ବିଭାଜନ ସମୟରେ ଯେଉଁମାନଙ୍କର ସମ୍ପତ୍ତି ପାକିସ୍ତାନରେ ରହିଯାଇଥିଲା, କ’ଣ ତାହା ଏବେ ଆପଣ ପାଇପାରିବେ? ଜାଣନ୍ତୁ…

ନୂଆଦିଲ୍ଲୀ: ୧୯୪୭ ମସିହାରେ ପରସ୍ପର ଠାରୁ ବିଭାଜିତ ହୋଇଥିଲେ ଦୁଇ ଦେଶ ଭାରତ ଏବଂ ପାକିସ୍ଥାନ । ଏହାପୂର୍ବରୁ ପାକିସ୍ତାନ ଭାରତର ଏକ ଅଂଶ ଥିଲା । ୧୯୪୭ରେ ଯେତେବେଳେ ଏହି ବିଭାଜନ ହୋଇଥିଲା, ସେତେବଳେ ଅନେକ ଲୋମହର୍ଷଣକାରୀ କାଣ୍ଡ ଘଟିଥିଲା ​​| ଅନେକ ଲୋକ ଭାରତରୁ ପାକିସ୍ତାନ ଯାଇଥିଲେ।…

ବିଶ୍ୱର ସର୍ବବୃହତ ଅଫିସ୍, ରହିଛି ୪୫୦୦ରୁ ଅଧିକ କାର୍ଯ୍ୟାଳୟ କଠୋରୀ

ଗୁଜୁରାଟ: ଡାଇମଣ୍ଡ ସହର ସୁରତ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମେ ସକାଳ ୧୧.୪୫ରେ ସୁରତ ବିମାନବନ୍ଦରରେ ନୂତନ ଇଣ୍ଟିଗ୍ରେଟେଡ୍ ଡର୍ମିନାଲ ବିଲ୍ଡିଙ୍ଗର ଏଦଘାଟନ କରିଥିଲେ ମୋଦୀ ।…

ବ୍ରହ୍ମାଣ୍ଡର କୌଣସି ଶକ୍ତି ଜମ୍ମୁ-କଶ୍ମୀରରେ ଧାରା ୩୭୦ ଫେରାଇ ଆଣିପାରିବ ନାହିଁ: ମୋଦି

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ମୋହର ମାରିଛନ୍ତି । ଏହାପରେ ବିରୋଧୀ ଦଳ ସମେତ କଶ୍ମୀରର ଅନେକ ରାଜନୈତିକ ଦଳ ଧାରା ୩୭୦ କୁ ପ୍ରତ୍ୟାହାର ପାଇଁ ଲଢେଇ କରିବୁ ବୋଲି କହିଛନ୍ତି । ବିରୋଧୀଙ୍କର ଏହି ମନ୍ତବ୍ୟ…

ସୁରଟରେ ବିଶ୍ବର ସର୍ବବୃହତ ଡାଇମଣ୍ଡ ବୋର୍ସ ସହ ବିମାନବନ୍ଦର ନୂଆ ଟର୍ମିନାଲ୍ ବିଲ୍ଡିଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟକୁ ଦୁଇଟି ବଡ଼ ଉପହାର ଦେଇଛନ୍ତି । ଆଜି ଗୁଜୁରାଟ ଗସ୍ତ କରି ସୁରଟ ବିମାନବନ୍ଦର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂ ଏବଂ ସୁରଟ ଡାଇମଣ୍ଡ ବୋର୍ସର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ନୂତନ ଇଣ୍ଟିଗ୍ରେଟେଡ୍…

ସୁକୁମାରେ ସେନା-ନକ୍ସଲ ଗୁଳିବିନିମୟ, ଜଣେ ସବ୍-ଇନ୍ସପେକ୍ଟର ସହିଦ

ସୁକମା: ନକ୍ସଲ ପ୍ରଭାବିତ ଛତିଶଗଡରେ ପୁଣିଥରେ ନକ୍ସଲମାନେ ସକ୍ରିୟ ହୋଇଛନ୍ତି । ପୁଣି ଥରେ ସୁରକ୍ଷାବଳ ଉପରେ ନକ୍ସଲମାନେ ଆକ୍ରମଣ କରିଛନ୍ତି । ଗତ ଚାରି ଦିନ ମଧ୍ୟରେ ସୁରକ୍ଷା ବାହିନୀ ଏବଂ ନକ୍ସଲ ତିନିଥର ମୁହାଁମୁହିଁ ହୋଇଛନ୍ତି । ଏଥିରେ ଦୁଇ ଜବାନ ସହିଦ ହୋଇଛନ୍ତି ଏବଂ ଅନେକ ଆହତ…

ସଂସଦ ଭବନ ସୁରକ୍ଷା ମାମଲା: ଅଭିଯୁକ୍ତଙ୍କ ଅଧାପୋଡା ମୋବାଇଲ ଫୋନ ରାଜସ୍ଥାନରୁ ଜବତ କଲା ପୋଲିସ

ନୂଆଦିଲ୍ଳୀ: ସଂସଦ ଭବନର ସୁରକ୍ଷା ମାମଲାକୁ  ନେଇ ବଡ ଖବର ସାମ୍ନାକୁ ଆସିଛି । ଅଭିଯୁକ୍ତର ମୋବାଇଲ ଫୋନର ପାର୍ଟସ ରାଜସ୍ଥାନରୁ ଜବତ କରିଛି ପୋଲିସ । ମୋବାଇଲ ଫୋନର ପାର୍ଟସ ଜଳି ଯାଇଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ଏହି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଲଳିତ ଝାଙ୍କ…

ସଂସଦ ସୁରକ୍ଷାରେ ତୃଟି ମାମଲା; ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଚିନ୍ତାଜନକ: ମୋଦି

ନୂଆଦିଲ୍ଲୀ: ଡିସେମ୍ବର ୧୩ ତାରିଖରେ ସଂସଦର ସୁରକ୍ଷା ବ୍ୟବସ୍ଥାରେ ତୃଟି ଘଟଣାରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିବୃତ୍ତି ଦେଇଛନ୍ତି । ପିଏମ ମୋଦି କହିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁର୍ଘଟଣାକୁ ନେଇ ଯୁକ୍ତିତର୍କ କିମ୍ବା ବିରୋଧ କରିବା…