Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୟୁଏଇରେ ଖୋଲିବ ବିୟର ଫ୍ୟାକ୍ଟ୍ରି

ଦୁବାଇ: ୟୁଏଇରେ ପ୍ରଥମ ଥର ପାଇଁ ବିୟର ଫ୍ୟାକ୍ଟ୍ରି ଖୋଲିବାକୁ ଯାଉଛି । ଆମେରିକୀୟ କମ୍ପାନୀ କ୍ରାଫ୍ଟ ବାୟ ସାଇଡ ଏ ନେଇ କାର୍ଯ୍ୟ ଆରମ୍ଭ କରି ଦେଇଛି । ୨ ବର୍ଷ ତଳେ ୟୁଏଇ ପକ୍ଷରୁ କମ୍ପାନରକୁ ଏ ନେଇ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ଏହା ଏକ ମୁସଲିମ ଦେଶ ହୋଇଥିବାରୁ କମ୍ପାନୀକୁ କେତେକ…

ମହାଦେବ ବେଟିଂ ଆପର ମାଷ୍ଟର ମାଇଣ୍ଡ ରବି ଉପ୍ପଲ ଗିରଫ

ନୂଆଦିଲ୍ଲୀ: ପୋଲିସ କବଜାରେ ମହାଦେବ ବେଟିଂ ଆପର ଅନ୍ୟତମ ମାଷ୍ଟର ମାଇଣ୍ଡ ରବି ଉପ୍ପଲ । ମାଷ୍ଟର ମାଇଣ୍ଡ ରବିକୁ ଗିରଫ କରିଛି ଦୁବାଇ ପୋଲିସ୍ । ଭାରତରେ ଇଡି ଏହି ଆପକୁ ନେଇ ଖୋଳତାଡ଼ କରୁଛି । ଏହି ସମୟରେ ଆପର ମାଲିକଙ୍କ ଅନ୍ୟତମ ସହଯୋଗୀ ରବି ଉପ୍ପଲ ଦୁବାଇରୁ ଧରା ପଡ଼ିଛି। ଇଡିର ଅନୁରୋଧ…

ଉଦବୋଧନ ଅଧାରେ ସଂସଦ ଭିତରେ ପଡିଗଲେ ତୁର୍କୀ ସାଂସଦ

ଆଙ୍କାରା: ଉଦବୋଧନ ଦେବାବେଳେ ସଂସଦ ଭିତରେ ତଳେ ପଡିଗଲେ ସାଂସଦ । ଇସ୍ରାଏଲ-ଗାଜା ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ବେଳେ ନିଜ ମତ ରଖୁଥିଲେ ସାଂସଦ ହାସନ ବିତମେଜ । ଇସ୍ରାଏଲ ଭଗବାନଙ୍କ କୋପର ଶିକାର ହେବ ବୋଲି କହିବାବେଳେ ହଠାତ ତଳେ ପଡିଯାଇଥିଲେ । ତୁର୍କୀର ଗ୍ରାଣ୍ଡ ନ୍ୟାସନାଲ ଆସେମ୍ବ୍ଲିରେ…

ଗୁପ୍ତଧନ ଆଳରେ ସିରିଜ ମର୍ଡର ଘଟଣାର ପର୍ଦ୍ଦଫାସ, ବନ୍ଧାହେଲା ଭଣ୍ଡ ତାନ୍ତ୍ରିକ

ହାଇଦ୍ରାବାଦ: ଗୁପ୍ତଧନ ଆଳରେ ସିରିଜ ମର୍ଡର ଘଟଣାର ପର୍ଦ୍ଦଫାସ କରିଛି ପୋଲିସ। ସାମନାକୁ ଆସିଛି ସିରିଜ ହତ୍ୟାର କୁତ୍ସିତ କାରନାମା । ଗୁପ୍ତଧନ ଠାବ କରିଦେବା ପ୍ରଲୋଭନ ଦେଖାଇ ଜଣେ କି ଦୁଇ ଜଣଙ୍କୁ ନୁହେଁ, ୧୧ଜଣଙ୍କୁ ହତ୍ୟା କରିଥିଲା ଭଣ୍ଡ ତାନ୍ତ୍ରିକ । ନିଜକୁ ରିଅଲ ଏଷ୍ଟେଟ ଏଜେଣ୍ଟ ପରିଚୟ…

ପୋଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହେଲେ ‘ଡୋନାଲ୍ଡ ଟସ୍କ’ 

ନୂଆଦିଲ୍ଲୀ: ପୋଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହେଲେ ଡୋନାଲ୍ଡ ଟସ୍କ । 'ସିଭିକ୍ ପ୍ଲାଟଫର୍ମ' ନେତା ଟସ୍କ ସଂସଦରେ ବହୁମତ ହାସଲ କରି ପୁଣି ଥରେ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହା ସହ ଲ ଆଣ୍ଡ ଜଷ୍ଟିସ୍ ପାର୍ଟିର ଦୀର୍ଘ ୮ ବର୍ଷର ଶାସନର ଅନ୍ତ ଘଟିଛି। ପୋଲାଣ୍ଡରେ ୟୁରୋପୀୟ ସଂଘ…

ରେଳ ଷ୍ଟେସନରେ ଓଭରହେଡ୍‌ ପାଣିଟାଙ୍କି ଖସି ୩ ଯାତ୍ରୀ ମୃତ 

କୋଲକାତା: ରେଲୱେ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ ଯାତ୍ରୀ । ସେହି ସମୟରେ ଓଭରହେଡ୍‌ ପାଣି ଟାଙ୍କି ଖସି ଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆଜି ମଧ୍ୟାହ୍ନରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଲୱେ ଷ୍ଟେସନରେ ଏହି ବଡ଼ ଧରଣର ଅଘଟଣ ଘଟିଛି ।…

ଗାଜାରେ ଟନେଲ ଭିତରକୁ ସମୂଦ୍ର ପାଣି ଛାଡିବା ଆରମ୍ଭ କଲା ଆଇଡିଏଫ

ୱାଶିଂଟନ: ଗାଜାର ଭୂମି ତଳେ ଲୁଚି ରହିଥିବା ହମାସ ଆତଙ୍କବାଦୀଙ୍କୁ ବାହାରକୁ ବାହାର କରିବା ପାଇଁ ଇସ୍ରାଏଲ ଡିଫେନ୍ସ ଫୋର୍ସ ପୂର୍ବରୁ ଘୋଷଣା କରିଥିବା ରଣନୀତି ଆପଣାଇଛି । ଏବେ ଗାଜାର ଟନେଲ ଗୁଡିକରେ ଆଇଡିଏଫ ସମୂଦ୍ର ପାଣି ଛାଡିବା ଆରମ୍ଭ କରିଛି । ଇସ୍ରାଏଲ ଫୋର୍ସ ଏବେ ବି ଶତି ପ୍ରତିଶତ…

ଆସନ୍ତୁ ଜାଣିବା କଣ ପାଇଁ ଜଣେ ବ୍ୟକ୍ତିଙ୍କ ଦୁଇ ଥର କରାଗଲା ଅନ୍ତିମ ସଂସ୍କାର

ଲଣ୍ଡନ: ଏଠାରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଏଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାରବର୍ଗଙ୍କୁ ୨ ଥର ଅନ୍ତିମ ସଂସ୍କାର କରିବାକୁ ପଡିଛି । ଘଟଣାଟି ଏହିପରି... ପରିବାର ସଦସ୍ୟ ତାଙ୍କ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର କରିବା ପରେ ଶୋକସଭାର ଆୟୋଜନ…

କିଏ ଏହି ୪ ଜଣ ଯୁବକ ଯୁବତୀ ? ସଂସଦ ଭିତରେ ଓ ବାହାରେ ଆତଙ୍କ ଖେଳାଇବା ପାଇଁ କିପରି କରିଥିଲେ ଯୋଜନା ?

ନୂଆଦିଲ୍ଲୀ: ସଂସଦ ଭବନର ସୁରକ୍ଷାକୁ ନେଇ ବଡ ଚାଲେଞ୍ଜ । ହାଇସିକ୍ୟୁରିଟି ଭିତରେ କେମିତି ସଂସଦ ଭବନକୁ ପଶି ଆସିଲେ ଦୁଇ ଯୁବକ ? କିଏ ଏମାନେ ? କାହିଁକି ଆସିଥିଲେ ? କ’ଣ ଥିଲା ଏମାନଙ୍କ ଉଦ୍ଦେଶ୍ୟ ? ଆଜିର ସଂସଦ ଭବନରେ ଦୁଇଜଣ ଅଜଣା ଯବକ ଦର୍ଶକ ଗ୍ୟାଲେରୀରୁ ଡେଇଁବା ପରେ ଏପରି ଅନେକ ପ୍ରଶ୍ନ…

‘ଗୋଟିଏ ସମୟରେ ଲାଗୁଥିଲା ଜୀବନ ବଞ୍ଚିବନି’: ଅଭିଯୁକ୍ତ ଯୁବକଙ୍କୁ କବ୍ଜା କରିଥିବା ବିଏସପି ସାଂସଦ ବଖାଣିଲେ ଅନୁଭୂତି

ନୂଆଦିଲ୍ଲୀ: ଆଜି ସଂସଦ ଆକ୍ରମଣ ଘଟଣାକୁ ଠିକ ୨୨ ବର୍ଷ ବିତିଲା । ସେଦିନର ସେ ଭୟଙ୍କର ସ୍ମୃତି ମନରୁ ଲିଭି ନ ଥିବାବେଳେ ନୂଆ ସଂସଦ ଭବନରେ ଆଜିର ଦିନରେ ଏମିତି ଏକ ଘଟଣା ଘଟିବ କେହି ସ୍ୱପ୍ନରେ ବି ଭାବି ନ ଥିଲେ । ବୁଧବାର ସଂସଦର ଶୀତକାଳିନ ଅଧିବେଶନ ଚାଲିଥିବାବେଳେ ଲୋକସଭାରେ ବିଜେପି…