Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏହି ତିନୋଟି ମନ୍ଦିର ଆମକୁ ଶାନ୍ତି ପୂର୍ବକ ମିଳିଗଲେ ଆମେ ଆଉ କୌଣସି ମସଜିଦ ଆଡକୁ ଭୁଲରେ ବି ଚାହିଁବୁନି: ଗୋବିନ୍ଦ…

ନୂଆଦିଲ୍ଲୀ: ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ରର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ୍ ଗିରି ମହାରାଜ କାଶୀ, ମଥୁରାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ପୁନେରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ସେଠାରେ କହିଛନ୍ତି ଯେ, ଅଯୋଧ୍ୟା ପରେ କାଶୀ, ମଥୁରାର ମନ୍ଦିର ଆମକୁ ଶାନ୍ତିପୂର୍ଣ୍ଣ ଭାବେ…

ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲା ପିଏମ୍ଓ

ନୂଆଦିଲ୍ଲୀ: ଆୟୁଷ ଉତ୍ପାଦଗୁଡିକର ବିଭ୍ରାନ୍ତିକର ବିଜ୍ଞାପନ ସହ ଜଡିତ ଏକ ଆଇନର ବାରମ୍ବାର ଉଲ୍ଲଂଘନ ହେତୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓ ଆୟୁଷ…

ଆଜି ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ

ରାଞ୍ଚି: ଝାଡଖଣ୍ଡର ରାଜନୀତିରେ ଆଜି ଏକ ବଡ ଦିନ । ବିଧାନସଭାରେ ଚମ୍ପେଇ ସୋରେନ ସରକାର ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବେ । ଏହା ସହିତ ନୂତନ ସରକାରଙ୍କ ଭବିଷ୍ୟତ ମଧ୍ୟ ସ୍ଥିର ହେବ । ଏହାପୂର୍ବରୁ ଜାନୁଆରୀ ୩୧ ରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ଏହା ପରେ ଚମ୍ପେଇ…

ଶ୍ରୀଦେବୀ ମୃତ୍ୟୁ ମାମଲା, ସିବିଆଇ ଚାର୍ଜସିଟରେ ଭୁବନେଶ୍ବରର ୟୁଟ୍ୟୁବର

ନୂଆଦିଲ୍ଲୀ: ପାଞ୍ଚ ବର୍ଷ ତଳେ ଦୁବାଇରେ ବାଥଟବରେ ବୁଡ଼ି ମୃତ୍ୟୁ ବରଣ କରିଥିବା ବଲିଉଡ୍ ସୁପରଷ୍ଟାର ଶ୍ରୀଦେବୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସିବିଆଇ ଏକ ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲାରେ ଭୁବନେଶ୍ୱରସ୍ଥିତ ୟୁଟ୍ୟୁବର ଦୀପ୍ତି ଆର ପିନିତି ମିଥ୍ୟା ଦାବି କରି ଏକ ଭିଡିଓ ତିଆରି…

୩ ହଜାରରୁ ଅଧିକ ଛଟେଇ କରିବ ବିଶ୍ୱର ଏହି ବଡ଼ ବ୍ୟାଙ୍କ !

ନୂଆଦିଲ୍ଲୀ: ଜର୍ମାନୀର ଅନ୍ୟତମ ବୃହତ୍ତମ ବ୍ୟାଙ୍କ ଡଏଚ୍ ବ୍ୟାଙ୍କ ଗୁରୁବାର ଦିନ ୩୫୦୦ କର୍ମଚାରୀଙ୍କ ଛଟେଇ ଘୋଷଣା କରିଛି। ୨୦୨୩ ଆର୍ଥିକ ବର୍ଷରେ ଏହାର ନିଟ୍ ଲାଭରେ ବ୍ୟାପକ ହ୍ରାସ ପରେ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି। ତେବେ କେଉଁ କର୍ମଚାରୀଙ୍କୁ ଚାକିରିରୁ ହଟାଯିବ ତାହା ବ୍ୟାଙ୍କ…

ଜିରୋ ବିଦ୍ୟୁତ ବିଲ ପ୍ରସ୍ତାବ ଉପରେ ସରକାରଙ୍କ ନଜର, ଖୁବଶୀଘ୍ର ଖୁସି ଖବର ଦେଇ ପାରନ୍ତି ମୋଦି ସରକାର

ନୂଆଦିଲ୍ଲୀ: ଜିରୋ ବିଦ୍ୟୁତ ବିଲ ଉପରେ ସରକାରଙ୍କ ନଜର ରହିଛି। ଏହା ଉପରେ ସରକାର ଚିନ୍ତା କରୁଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସୂଚନା ଦେଇଛନ୍ତି। ମୋଦି କହିଛନ୍ତି କି ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ ବିଲକୁ ଶୂନକୁ ହ୍ରାସ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି। ଆସାମରେ…

ଭାରତ ଗସ୍ତରେ ଫିଜି ଉପପ୍ରଧାନମନ୍ତ୍ରୀ, ପ୍ରଥମ ବିଦେଶୀ ନେତା ଭାବେ ଯିବେ ଅଯୋଧ୍ୟା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଫିଜିର ଉପ-ପ୍ରଧାନମନ୍ତ୍ରୀ । ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ଫିଜିର ଉପ-ପ୍ରଧାନମନ୍ତ୍ରୀ ବିମାନ ପ୍ରସାଦ ଆଜିଠାରୁ ଏକ ସପ୍ତାହ ପାଇଁ ଭାରତ ଗସ୍ତରେ ଆସିବେ। ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦଘାଟନ ପରେ ଅଯୋଧ୍ୟାକୁ ଗସ୍ତ…

ପାକିସ୍ତାନରେ ପୋଲିଓ ଆତଙ୍କ, ମାସକରେ ୨୮ସଂକ୍ରମିତ ଚିହ୍ନଟ

ଇସଲାମାବାଦ: ପାକିସ୍ତାନରେ ୱାଇଲ୍ଡ ପୋଲିଓ ଭାଇରସର ନୂଆ ମାମଲା ସାମନାକୁ ଆସିଛି । ଡନ୍ ନ୍ୟୁଜ୍ ଅନୁଯାୟୀ, ଜାନୁଆରୀରେ ପାକିସ୍ତାନର ୧୯ଟି ଜିଲ୍ଲାରୁ ୨୮ ଟି ନମୁନା ନିଆଯାଇଥିବା ବେଳେ ଡିସେମ୍ବରରେ କ୍ୱେଟା ଏବଂ ଖୁଜଦାରରୁ ଦୁଇଟି ନମୁନା ନିଆଯାଇଥିଲା। । ଏହି ସମସ୍ତ ମାମଲା ପଜିଟିଭ ବୋଲି…

୮ମାସ ପରେ ମୁକ୍ତ ହେଲା ପାରା, ଚୀନ ଗୁପ୍ତଚର ସନ୍ଦେହରେ ଥିଲା ବନ୍ଦୀ

ମୁମ୍ବାଇ: ଦୀର୍ଘ ୮ମାସ ପରେ ମୁକୁଳିଲା ବନ୍ଦୀ ଥିବା କଳାପାରା। ଚୀନରେ ଗୁପ୍ତଚର ସନ୍ଦେହରେ ବନ୍ଦୀ ଥିବା ପାରା ଶେଷରେ ମୁକ୍ତ ହୋଇଛି। ମୁମ୍ବାଇର ଏକ ପ୍ରାଣୀ ଚିକିତ୍ସାଳୟରେ ୮ ମାସ ଧରି ପୋରାଟିକୁ କଏଦ କରି ରଖାଯାଇଥିଲା। ପ୍ରାଣୀ ଅଧିକାର ସଙ୍ଗଠନ ‘ପେଟା’ ଓ ପ୍ରାଣୀ ଚିକିତ୍ସାଳୟ ଉଦ୍ୟମରେ…

୨୩ ତାମିଲନାଡୁ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ଚେନ୍ନାଇ: ଅନ୍ତର୍ଜାତୀୟ ସୀମାରେ ବେଆଇନ ଭାବେ ମାଛ ଧରୁଥିବା ଅଭିଯୋଗରେ ୨୩ ଭାରତୀୟ ମତ୍ସ୍ୟଜୀବୀ ଗିରଫ। ୨୩ ତାମିଲନାଡୁ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଶ୍ରୀଲଙ୍କା ନୌସେନା। ଏଥିସହ ୨ଟି ପାଓ୍ବାରବୋଟକୁ ମଧ୍ୟ ଅଟକ ରଖିଛି । ସମସ୍ତ ମତ୍ସ୍ୟଜୀବୀ ରାମନାଥପୁରମ୍ ଜିଲ୍ଲାର ରାମେଶ୍ବରମ୍ ଉପକୂଳରୁ…