Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦଳର ଅତି ନିକଟତର, ୩ଥର ବିଧାୟକ, କିଏ ଏହି ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ?

ନୂଆଦିଲ୍ଲୀ: ଗତ ସପ୍ତାହେ ଧରି ଲାଗିରହିଥିବା ସମସ୍ତ ଦ୍ଵନ୍ଦର ଶେଷ ହୋଇଛି । ଶେଷରେ ମଧ୍ୟପ୍ରଦେଶକୁ ମିଳିଛି ତାର ନୂତନ ମୁଖ୍ୟମନ୍ତ୍ରୀ । ମୋହନ ଯାଦବଙ୍କୁ ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି ବିଜେପି । କୁହାଯାଉଛି କାଳେ ଖୋଦ୍ ଶିବରାଜ ସିଂ ମୋହନ ଯାଦବଙ୍କୁ…

ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ

ଭୋପାଳ: ସବୁ ସସ୍ପେନ୍ସକୁ ଅନ୍ତ କରି ପ୍ରକାଶ ପାଇଲା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାଁ । ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ । ବିଧାୟକ ଦଳ ବୈଠକ ପରେ ଏ ନେଇ ଘୋଷଣା କରିଛି ଦଳ । ମୋହନଙ୍କ ନାଁକୁ ନେଇ ସହମତି ପ୍ରକାଶ ପାଇଛି । ମୋହନ ଯାଦବ ସଂଘର ଅତି ନିକଟତର…

ସୁପ୍ରିମକୋର୍ଟଙ୍କ ରାୟକୁ ମୋଦୀଙ୍କ ସ୍ଵାଗତ, କହିଲେ ଏହା ଏକ ଐତିହାସିକ ରାୟ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଆଜି #NayaJammuKashmir ହ୍ୟାସଟ୍ୟାଗ ସହ ଟ୍ୱିଟ କରି କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦକୁ କାଏମ ରଖି ସୁପ୍ରିମକୋର୍ଟ ଏକ…

୧୯୧ତମ ଜନ୍ମଦିନ ପାଳିଲା ବିଶ୍ବର ସବୁଠୁ ବୟୋଜ୍ୟେଷ୍ଠ କଇଁଛ ଜୋନଥନ

ନୂଆଦିଲ୍ଲୀ: ୧୯୧ ତମ ଜନ୍ମଦିନ ପାଳନ କଲା ଜୋନଥନ । ଆପଣମାନେ ବି ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ଯେ  ଏତେ ବୟସ୍କ ବ୍ୟକ୍ତି କେଉଁଠି ଅଛନ୍ତି ?  ନାଁ ଆଜ୍ଞା, ଆମେ କୌଣସି ବୟସ୍କ ମଣିଷ କଥା କହୁନିୁ  । ଆମେ କହୁଛୁ ଏକ ବୟସ୍କ କଇଁଚର କଥା । ଏହି କଇଁଛଟି ନିଜର ବୟସକୁ ନେଇ ସବୁବେଳେ ଚର୍ଚ୍ଚାରେ…

କିଛି ଲଢେଇ ହାରିବା ପାଇଁ ଲଢିବାକୁ ପଡ଼ିଥାଏ-କପିଲ ସିବ୍ବଲ

ନୂଆଦିଲ୍ଲୀ:ଧାରା ୩୭୦ ଉଚ୍ଛେଦ ବିରୋଧରେ ଆଗତ ମାମଲାର ରାୟଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଯାଇଛି । ଏହି ଧାରା ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ସାମ୍ବିଧାନିକ ଭାବେ ବୈଧ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି । ତେବେ ରାୟ ଶୁଣାଣି ପୂର୍ବରୁ ବରିଷ୍ଠ…

ରେକର୍ଡ କଲା କାଶୀ ବିଶ୍ୱନାଥ ଧାମ, ୨ ବର୍ଷରେ ବାବାଙ୍କୁ ଦର୍ଶନ କରିଛନ୍ତି ପ୍ରାୟ ୧୩ କୋଟି ଶ୍ରଦ୍ଧାଳୁ

ବାରଣାସୀ: ଦ୍ବାଦ୍ଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ ହେଉଛି କାଶୀ ବିଶ୍ୱନାଥ ଧାମ । ଉତ୍ତରପ୍ରଦେଶର ବାରଣାସୀ ଠାରେ ବିରାଜମାନ ଏହି ଧାମକୁ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ନିମନ୍ତେ ଆସିଥାନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ଧାମ ପରିଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତ ​​ପହଞ୍ଚିଛନ୍ତି ।…

ଇତିହାସ ପାଲଟିଲା ଧାରା ୩୭୦: ୪ବର୍ଷ, ୪ମାସ, ୬ ଦିନ ତଳେ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ବାଜିଲା ‘ସୁପ୍ରିମ’ ମୋହର

ନୂଆଦିଲ୍ଲୀ: ଆଜିଠୁ ଇତିହାସ ପାଲଟିବ ଧାରା ୩୭୦ । ଆଜକୁ  ୪ବର୍ଷ, ୪ମାସ ଏବଂ ୬ ଦିନ ତଳେ ମୋଦି ସରକାର ନେଇଥିବା ନିଷ୍ପତ୍ତି ଉପରେ ବାଜିଛି ସୁପ୍ରିମ ମୋହର ।  ସେତିକି ନୁହେଁ, ରାଜ୍ୟକୁ ଦୁଇ ଭାଗରେ ଜମ୍ମୁ କଶ୍ମୀର ଏବଂ ଲଦାଖରେ ବାଣ୍ଟିବା ଏବଂ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା…

୧୦ ମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ ନିର୍ବାଚନ ହେବ, ରାଜ୍ୟ ପୁନର୍ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ଯଥାଶୀଘ୍ର ରାଜ୍ୟ ମାନ୍ୟତା ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋର୍ଟ ଭାରତୀୟ ନିର୍ବାଚନ କମିସନଙ୍କୁ ମଧ୍ୟ ସେପ୍ଟେମ୍ବର ୩୦, ୨୦୨୪ ସୁଦ୍ଧା ଜମ୍ମୁ-କଶ୍ମୀର ବିଧାନସଭା ପାଇଁ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…