Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଛତିଶଗଡରେ ଓଡିଶାକୁ ଜିତାଇଦେବେ ପୁରନ୍ଦର !

ଭୁବନେଶ୍ୱର: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ହେଭିୱେଟ ମାନେ ପ୍ରତ୍ୟେକ ଦିନ ପ୍ରଚାରକୁ ଓଲ୍ହାଉଛନ୍ତି। ଉଭୟ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପ୍ରଚାରରେ ଲାଗି ପଡିଛନ୍ତି। ଏସବୁ ଭିତରେ ଛତିଶଗଡରେ ଓଡ଼ିଆ ପ୍ରାର୍ଥୀ ପୁରନ୍ଦର ମିଶ୍ରଙ୍କୁ ନେଇ ଜୋରଦାର ଚର୍ଚ୍ଚା।…

ତେଲେଙ୍ଗାନାରେ ଜିତିବା ପାଇଁ ଅସନ୍ତୁଷ୍ଟଙ୍କ ପିଠି ଥାପୁଡାଉଛି କଂଗ୍ରେସ !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ସପକ୍ଷରେ ସମ୍ଭାବନା ସୃଷ୍ଟି ହୋଇଥିବା କୁହାଯାଉଛି। ଏଭଳି ସ୍ଥିତିରେ ଦଳୀୟ ଟିକେଟ ପାଇଁ ଆଶା କରିଥିବା ବହୁ ଦାବିଦାର ବାଦ ପଡିବା ପରେ ସେମାନେ ସାମୁହିକ ଦଳ ଛାଡିବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି। ସେସବୁକୁ ରୋକିବା…

କର୍ଣ୍ଣାଟକରେ ୟେଦ୍ୟୁରପ୍ପାଙ୍କୁ ଦୁରେଇ ଦେଇଥିଲେ, କଂଗ୍ରେସ ଡରରେ ପୁଣି ଆପଣାଇଲେ !

ଭୁବନେଶ୍ୱର: କର୍ଣ୍ଣାଟକ ରାଜନୀତି ଏବେ ପୁଣିଥରେ ଚଳଚଞ୍ଚଳ ହୋଇଉଠିଛି। ଗତ ବିଧାନସଭା ନିର୍ବାଚନ ବେଳେ ଯେଭଳି କର୍ଣ୍ଣାଟକ ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିଲା ଏବେ ବି ସେମିତି ଚର୍ଚ୍ଚା ହେଉଛି। ଏ ଭିତରେ ବିଜେପି ଓ ଜେଡିଏସର ବହୁ ନେତା ଆସନ୍ତା ୧୫ ତାରିଖରେ କଂଗ୍ରେସରେ…

‘ଫାଇଭ ଫିଙ୍ଗର ପଲିସି’ କୁ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି କି ଡ୍ରାଗନ ସରକାର?

ନୂଆଦିଲ୍ଲୀ: ଭାରତର ପଡୋଶୀ ତଥା ବନ୍ଧୁ ଦେଶ ଭୁଟାନର ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକଙ୍କ ଭାରତ ଗସ୍ତ ଶେଷ ହୋଇଛି । କିନ୍ତୁ ଭାରତର ଚିନ୍ତା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ତାଙ୍କର ଭାରତ ଗସ୍ତରୁ ଅନେକ ଅର୍ଥ ଅନୁମାନ କରାଯାଉଛି । ଭୁଟାନ ରାଜା ଏକ ସମୟରେ ଭାରତ ଆସିଥିଲେ ଯେତେବେଳେ ଚୀନ୍…

ଡାଲ ହ୍ରଦର ହାଉସବୋଟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପ୍ରସିଦ୍ଧ ଡାଲ ହ୍ରଦରେ ହୁ ହୁ ହୋଇ ଜଳିଗଲା ହାଉସବୋଟ୍ ଗୁଡିକ । ଗତକାଲି ରାତିରେ ଡାଲ୍ ହଦ୍ରରେ ଥିବା ଏକାଧିକ ବୋଟ୍‌ ରେ ନିଆଁ ଲାଗିଯାଇଥିଲା । ଫଳରେ ବୋଟ୍ ଗୁଡିକ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କେହି ମୃତହାତ ହୋଇଥିବାର…

ମୋ ହାତରେ ଦୁଇମାସର ଜୀବନ..କୁନି ଝିଅକୁ ଛାଡି ମୁଁ ଚାଲିଯିବି..ସୋସିଆଲ ମିଡିଆରେ ଏମିତି ଭାବବିହ୍ୱଳ ପୋଷ୍ଟ କଲେ…

‘ମୋ ପାଖରେ ଆଉ ଦୁଇମାସର ସମୟ । ଦୁଇମାସ ପରେ ମୋର ଏଇ କୁନି ଝିଅକୁ ଏକା କରି ମୋତେ ଯିବାକୁ ପଡିବ ସେଇ ଅଫେରା ରାଇଜକୁ ।  ମୋ ଝିଅର ଥିରିଥିରି ଚାଲି ମୁଁ ଦେଖିପାରିବିନ । ତାର ଦରୋଟି କଥା ଶୁଣିବା ମୋ ଭାଗ୍ୟରେ ନାହିଁ ।  ଏସବୁ ଭାବିଲା ବେଳକୁ ବହୁତ କଷ୍ଟ ହେଉଛି । ଆଖି ଓଦା ହୋଇ…

ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ଜେଲରୁ ବାହାରିଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ମନୀଷ ସିସୋଦିଆ । ସିସୋଦିଆ ନିଜର ଅସୁସ୍ଥ ପତ୍ନୀଙ୍କୁ ଭେଟିବା ଲାଗି ଗୁରୁବାର କୋର୍ଟରେ ଆବେଦନ କରିଥିଲେ । କୋର୍ଟରୁ ଅନୁମତି ମିଳିବା ପରେ ଆପ୍ ନେତା ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପୋଲିସ ସୁରକ୍ଷା ବଳୟ ସହ ନିଜ ଘରେ ପହଞ୍ଚିଛନ୍ତି । ଆଜି ପ୍ରାୟ…

କ୍ଲାସ ରୁମରେ ହମାସ ଆତଙ୍କୀଙ୍କୁ ପ୍ରଶଂସା, ପ୍ରଫେସର ଓ ବକ୍ତାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଆଇଆଇଟି ଶିକ୍ଷାର୍ଥୀ

ମୁମ୍ବାଇ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ବମ୍ବେ କ୍ଲାସ ରୁମରେ ହମାସ ଆତଙ୍କବାଦୀଙ୍କୁ ପ୍ରଶଂସା । ହମାସ ଆତଙ୍କବାଦୀଙ୍କ ସମର୍ଥନରେ କହିଥିବା ଜଣେ ପ୍ରଫେସର ଓ ଅତିଥି ଭାବେ ଯୋଗ ଦେଇଥିବା ଜଣେ ବକ୍ତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ । ଏନେଇ…

ନିଜ ହତ୍ୟା ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ୧୧ ବର୍ଷର ବାଳକ

ନୂଆଦିଲ୍ଲୀ: ମୋର ମର୍ଡର ହୋଇନାହିଁ । ମୁଁ ଜୀବିତ । ମୋତେ କେହି ହତ୍ୟା କରିନାହାନ୍ତି । ଏପରି ଅଭିଯୋଗ ସମ୍ପୂର୍ଣ୍ଣ ମିଛ ।  ଏମିତି ଦାବି ନେଇ ଉତ୍ତରପ୍ରଦେଶ ପିଲଭିଟର ଜଣେ ଏଗାର ବର୍ଷର ଶିଶୁ ସୁପ୍ରିମକୋର୍ଟ ଡିଭିଜନାଲ ବେଞ୍ଚରେ ହାଜର ହୋଇଥିଲା । ସୁପ୍ରିମକୋର୍ଟ ଏହି ସ୍ୱତନ୍ତ୍ର…

ଦୀପାବଳି ପାଇଁ ଚଳଚଞ୍ଚଳ ଅଯୋଧ୍ୟା ନଗର, ଏଥର ଜଳିବ ୨୪ ଲକ୍ଷ ଦୀପ

ଉତ୍ତରପ୍ରଦେଶ: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଚଳଚଞ୍ଚଳ ଅଯୋଧ୍ୟା ନଗର । ସଜେଇ ହୋଇଛି ପୁରା ସହର । ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଚଳିତ ବର୍ଷ ଦୀପାବଳିରେ ଅଯୋଧ୍ୟା ନଗରରେ ଜଳିବ ୨୪ ଲକ୍ଷ ଦୀପ । ଆସନ୍ତା ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ ।…