Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗତ ୨୪ ଘଣ୍ଟାରେ ୧୪୦୦ ଥର ଭୂକମ୍ପରେ ଥରିଲା ଦେଶ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ପୃଥିବୀର ବିଭିନ୍ନ ସ୍ଥାନରେ ଭୂକମ୍ପ ଘଟୁଛି | ଭୂକମ୍ପ କାରଣରୁ ଘଟୁଥିବା ବିନାଶକୁ ମଧ୍ୟ ଲୋକମାନେ ଅତି ନିକଟରୁ ଦେଖିଛନ୍ତି । ନିକଟରେ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଏଠାରେ ଘଟିଥିବା ଭୂକମ୍ପ ଦିନକୁ ଥରେ କିମ୍ବା ଦୁଇଥର…

ପ୍ରଧାନମନ୍ତ୍ରୀ ଲେଖିଥିବା ମିଲେଟ ଗୀତ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ଗୀତ ‘ଏମ୍ବେଡେନ୍ସ ଇନ ମିଲେଟ୍ସ’ କୁ ବେଷ୍ଟ ଗ୍ଲୋବାଲ ମ୍ୟୁଜିକ କାଟେଗୋରିରେ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଛି ।   ଗାୟକ ଫାଲଗୁନି ଶାହ ଏବଂ ଗୌରବ ଶାହଙ୍କ ଗୀତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣର କିଛି ଅଂଶ ବି ରହିଛି…

ଦୀପାବଳିରେ କର୍ମଚାରୀଙ୍କୁ କାର, ସୁନା, ଘର ଉପହାର ଦେଉଥିବା ଢୋଲକିଆ ଏଥର କ’ଣ ଦେଲେ?

ଅହମଦାବାଦ: ଅନ୍ୟର ଭାଗ୍ୟ ଭବିଷ୍ୟତ ଚମକାଇବାରେ ବିଶ୍ବାସ ରଖୁଥିବା ବ୍ୟକ୍ତି ବେଳେ ବେଳେ ନିଜେ ନିଜ ଭବିଷ୍ୟତକୁ ନେଇ ଘନ ଅନ୍ଧକାର ଭିତରେ ଫସିଯାଆନ୍ତି। ଏଭଳି କିଛି ଘଟିଛି ହୀରା ବ୍ୟବସାୟୀଙ୍କ କ୍ଷେତ୍ରରେ। ପ୍ରତିବର୍ଷ ଆଲୋକର ପର୍ବ ଦୀପାବଳି ଆସେ ଏହି ସମୟରେ ଅନେକ ଲୋକ କିଣାକିଣି କରନ୍ତି…

“ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩”କୁ କେନ୍ଦ୍ର୍ରର ଅନୁମୋଦନ, ଜାଣନ୍ତୁ ଏହାର ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ମିଡିଆ ମାଧ୍ୟମରେ ଅଭିଯାନ ଆରମ୍ଭ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାପନ ଶାଖା କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) କୁ ସକ୍ଷମ ଏବଂ ସଶକ୍ତ କରିବା ନିମନ୍ତେ  ଏକ  "ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩" କୁ ଅନୁମୋଦନ କରିଛି । ବିକଶିତ…

ଇସ୍ରାଏଲ ପରେ ଭାରତୀୟ ଶ୍ରମିକଙ୍କ ଉପରେ ତାଇୱାନର ନଜର

ନୂଆଦିଲ୍ଲୀ: ଭାରତ ଓ ତାଇୱାନ ମଧ୍ୟରେ ନିଯୁକ୍ତି ସମ୍ପର୍କୀତ ଏକ ବଡ ଚୁକ୍ତି ହେବାକୁ ଯାଉଛି । ଏହି ଚୁକ୍ତି ଅନୁସାରେ ଭାରତର ୧ ଲକ୍ଷ ଶ୍ରମିକଙ୍କୁ ନିଯୁକ୍ତ ଦେବା ତାଇୱାନ ଆଗ୍ରହ ପ୍ରକାଶ କରିଛି । ଉତ୍ପାଦନ, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଶ୍ରମିକଙ୍କ ଆବଶ୍ୟକ ଥିବାରୁ ତାଇୱାନ ଭାରତର…

ଦିନକୁ ୪ ଘଣ୍ଟା ଗାଜା ଉପରେ ଆକ୍ରମଣ ବନ୍ଦ ରଖିବ ଇସ୍ରାଏଲ:ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ: ନରମିଲା ଇସ୍ରାଏଲ । ଘୋଷଣା କଲା ଯୁଦ୍ଧ ବିରତି । ପ୍ରତିଦିନ ୪ ଘଣ୍ଟା ଉତ୍ତର ଗାଜା ଉପରେ ଆକ୍ରମଣ ବନ୍ଦ ରଖିବାକୁ ପ୍ରସ୍ତୁତ ଅଛି ଇସ୍ରାଏଲ । ଏହି ଘୋଷଣା ଆମେରିକା ପକ୍ଷରୁ କରାଯାଇଛି । ଆଜିଠାରୁ ଏହି ସାମୟିକ ଯୁଦ୍ଧ ବିରତି ଘୋଷଣା କରାଯିବ । ହ୍ୱାଇଟ ହାଉସ ପକ୍ଷରୁ…

୧୧୧ ବର୍ଷ ପରେ ନିଲାମ ହେବ ଟାଇଟାନିକ୍‌ର ଡିନର ମେନ୍ୟୁ

ମୁମ୍ବାଇ: ଦୀର୍ଘ ୧୧୧ ବର୍ଷ ପରେ ନିଲାମ ହେବାକୁ ଯାଉଛି ଟାଇଟାନିକ୍‌ର ଡ଼ିନର ମେନ୍ୟୁ । ମେନ୍ୟୁ କାର୍ଡ ନିଲାମରେ ପ୍ରାୟ ୫୧ ଲକ୍ଷରୁ ୭୧ ଲକ୍ଷ ଟଙ୍କା ରୋଜଗାର ହେବ ବୋଲି ଆଶା କରାଯାଉଛି । ଏହି ଐତିହାସିକ ନିଲାମ ୧୧ ନଭେମ୍ବରରେ ଡେଭିସ୍‌, ୱିଲଟସାୟାରରେ ହେନେରୀ ଆଲଡ୍ରିଜ ଆଣ୍ଡ ସନ ଲିମିଟେଡରେ…

ଭାଗ୍ୟ ବଦଳାଇ ଦେଲା ମାଛ, ରାତାରାତି କୋଟିପତି ହୋଇଗଲେ ମତ୍ସ୍ୟଜୀବୀ

କରାଚି: ଭାଗ୍ୟ ବଦଳାଇ ଦେଲା ମାଛ। ରାତାରାତି ବନିଗଲେ କୋଟିପତି। ଆପଣ ଲଟେରୀ ମାଧ୍ୟମରେ କୋଟି କୋଟି ଜିତିବାର ଖବର ଦେଖିଥିବେ କିମ୍ବା ପଢ଼ିଥିବେ। କିନ୍ତୁ ଜଣେ ମାଛ ବିକାଳୀ ଔଷଧିୟ ଗୁଣ ଥିବା ଦୁର୍ଲଭ ମାଛ ବିକି କୋଟିକୋଟି ଟଙ୍କା କମାଇଛନ୍ତି। ଗରିବ ଉପରେ ଭାଗ୍ୟଦେବୀ ଏପରି ପ୍ରସନ୍ନ ହେଲେ…

ନୀତୀଶଙ୍କ ଖାଦ୍ୟରେ ବିଷାକ୍ତ ପଦାର୍ଥ ଦିଆଯାଉଛି: ଜିତନ ରାମ ମାଞ୍ଝି

ପାଟଣା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି ତଥା ହିନ୍ଦୁସ୍ଥାନୀ ଆବାମ ମୋର୍ଚ୍ଚାର ମୁଖ୍ୟ ଶୁକ୍ରବାର ଏକ ବଡ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଦିଆଯାଉଥିବା ଖାଦ୍ୟରେ 'ବିଷାକ୍ତ ପଦାର୍ଥ' ମିଶାଯାଉଛି। ଯେଉଁମାନେ କି "ତାଙ୍କ ଚେୟାର ଉପରେ…

ପ୍ରଧାନମନ୍ତ୍ରୀଙ୍କ ସୁଟ ଏବଂ ନିଜର ଟି ସାର୍ଟର ତୁଳନା କରି ରାହୁଲ ଗାନ୍ଧୀ କଲେ କଟାକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ମଧ୍ୟପ୍ରଦେଶରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଲକ୍ଷ ଲକ୍ଷ ଟଙ୍କାର ସୁଟ୍ ପିନ୍ଧନ୍ତି, କିନ୍ତୁ ସେ କେବଳ ଏହି ଧଳା ରଙ୍ଗର ଟି-ସାର୍ଟ…