Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀରେ ସରକାରଙ୍କୁ ଘାରୁଛି ପ୍ରଦୂଷଣ ଚିନ୍ତା, ୫୦ ପ୍ରତିଶତ କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ ହୋମ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ଏବେ ଅତି ଖରାପ ସ୍ତରରେ ପହଞ୍ଚିଛି । ପ୍ରଦୂଷଣ ଯୋଗୁଁ ବହୁ ଅସୁବିଧାରେ ପଡ଼ିଛନ୍ତି ଦିଲ୍ଲୀବାସୀ । ବିଭିନ୍ନ ଉପାୟ ଅବଲମ୍ବନ କରିବା ସତ୍ତ୍ୱେ ପ୍ରଦୂଷଣରୁ ମୁକ୍ତି ମିଳୁନାହିଁ । ସରକାର ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କରୁଥିବା…

ଡାକ୍ତରଙ୍କ ଚମତ୍କାର; ଚୁମ୍ବକରେ କାଢିଲେ ଶିଶୁର ଫୁସଫୁସରେ ଲାଗିଥିବା ଛୁଞ୍ଚି

ନୂଆଦିଲ୍ଲୀ: କୁହାଯାଏ ଡାକ୍ତର ହେଉଛନ୍ତି ଦ୍ୱୀତୟ ଭଗବାନ । ମଣିଷ ଯେତେବେଳେ ଜୀବନ-ମରଣ ସହ ଲଢୁଥାଏ ସେତବେଳେ ଭଗବାନ ସାଜି ସେ ଜୀବ ନ ରକ୍ଷା କରିଥାନ୍ତି । ସେହିଭଳି ଏକ ଉଦାହରଣ ଆସିଛି ଦିଲ୍ଲୀ ଏମସରୁ । ଜଣେ ୭ ବର୍ଷ ଶିଶୁର ଫୁସଫୁସରୁ ବାହାରିଛି ଏକ ସିଲେଇ ଛୁଞ୍ଚି । ଯାହାଫଳରେ ଅସହ୍ୟ…

ବିମାନ ଉଡାଇଦେବା ଧମକ ମାମଲା: ଆତଙ୍କବାଦୀ ପନ୍ନୁନର ଗିରଫ ଦାବି କଲେ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା

ନୂଆଦିଲ୍ଲୀ: ଖଲିସ୍ତାନ ଆତଙ୍କୀଙ୍କ ଖୁଲମଖୁଲା ଧମକ। ୧୯ ନଭେମ୍ବର ଏୟାର ଇଣ୍ଡିଆ ଦେଇ ଯାତ୍ରା କରିବାକୁ ଯୋଜନା କରୁଥିବା ଲୋକଙ୍କୁ ଧମକ ଦେଇଛି ଆତଙ୍କୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍। ୧୯ ନଭେମ୍ବରକୁ ଏୟାର ଇଣ୍ଡିଆ ଫ୍ଲାଇଟରେ ଗଲେ ଆଉ…

ବିହାରରେ ଗର୍ଜିଲେ ଅମିତ ଶାହ; କହିଲେ ଦୁର୍ନୀତିଗ୍ରସ୍ତ ଲୋକଙ୍କ ସହ କ୍ଷମତାକୁ ଉପଭୋଗ କରୁଛନ୍ତି ନୀତୀଶ

ପାଟନା: ଦିନିକିଆ ବିହାର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ମୁଜାଫରପୁରର ପତାହି ବିମାନବନ୍ଦର ପଡିଆରେ ଏକ ନିର୍ବାଚନୀ ପ୍ରଚାର ସମାବେଶକୁ ସମ୍ବୋଧିତ କରି ନୀତିଶ ସରକାରଙ୍କ ଉପରେ ଉପରେ ଗର୍ଜିଛନ୍ତି ଶାହ । ଅମିତ ଶାହ କହିଛନ୍ତି ଯେ, ଇଣ୍ଡି ଆଲାଇନ୍ସର କେବଳ ଗୋଟିଏ ଏଜେଣ୍ଡା…

ପୁଣି ନକ୍ସଲ- ସୁରକ୍ଷାକର୍ମୀ ମୁହାଁମୁହିଁ, ଏନକାଉଣ୍ଟରେ ମାଓ କ୍ୟାମ୍ପ ଧ୍ଵଂସ

ଛଡିଶଗଡ: ଛତିଶଗଡ କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ବର୍ତ୍ତମାନ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଥିବା ବେଳେ ଗୁଳି ବିନିମୟରେ ସେଠାରେ ଥିବା ମାଓ କ୍ୟାମ୍ପ ସମ୍ପୁର୍ଣ୍ଣ ଧ୍ଵଂସ ହୋଇଯାଇଥିବା ସୂଚନା ମିଳିଛି । ଛତିଶଗଡ କାଙ୍କେର ଜିଲ୍ଲା…

ବିଶ୍ୱ ସୁନାମୀ ସଚେତନତା ଦିବସ: ଜାଣନ୍ତୁ ସମୁଦ୍ରରେ ସୁନାମୀ ସୃଷ୍ଟିର କାରଣ?

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ବ ସୁନାମୀ ସଚେତନତା ଦିବସ । ପ୍ରତ୍ୟେକ ବର୍ଷ ନଭେମ୍ବର ୫ ତାରିଖକୁ ବିଶ୍ୱ ସୁନାମୀ ସଚେତନତା ଦିବସ ଭାବେ ପାଳନ କରାଯାଇଥାଏ । ମିଳିତ ଜାତିସଂଘର ସାଧାରଣ ସଭାରେ ୨୨ ଡିସେମ୍ବର ୨୦୧୫ ରେ ଘୋଷଣା ପରେ ବିଶ୍ୱ ସୁନାମି ଦିବସ ପ୍ରଥମେ ୫ ନଭେମ୍ବର ୨୦୧୬ରେ ପାଳନ…

ଇସ୍ରାଏଲ ଉପରେ ପୁଣି ବର୍ଷିଲେ ପ୍ରିୟଙ୍କା: ଗାଜାରେ ୫୦୦୦ରୁ ଉର୍ଦ୍ଧ୍ୱ ପିଲାଙ୍କ ହତ୍ୟା, ଅସ୍ତ୍ରବିରତି ପାଇଁ କଲେ…

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ୱକୁ ଚକିତ କରିଛି। ଉଭୟ ପାର୍ଶ୍ୱରେ ଘଟିଥିବା ହତ୍ୟାକାଣ୍ଡର ଭୟଙ୍କର ଚିତ୍ର ମନରୁ ଅଲିଭା। ଏହି ହତ୍ୟାକାଣ୍ଡକୁ ରୋକିବା ପାଇଁ ସବୁ ଦିଗରୁ ଆବେଦନ କରାଯାଉଛି। ଭାରତରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳୁଛି। ପାଲେଷ୍ଟାଇନର…

‘ଟାଇମ’ କଭର ପେଜ୍ ରେ ବାଙ୍ଗଲାଦେଶ ପିଏମ ଶେଖ ହସିନା

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ ପତ୍ରିକା ଟାଇମର କଭର୍ ପେଜରେ ସ୍ଥାନ ପାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ଟାଇମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, 'ଗଣତାନ୍ତ୍ରିକ ବ୍ୟବସ୍ଥା ମାଧ୍ୟମରେ ତାଙ୍କ ସରକାରକୁ ହଟାଇବା କଷ୍ଟକର। କେବଳ ମୋର ହତ୍ୟା କରିବା ପରେ ହିଁ ମୋତେ…

ଅଣନିଶ୍ଵାସୀ କରୁଛି ଦିଲ୍ଲୀର ବାୟୁ ପ୍ରଦୂଷଣ: ୧୦ ଯାଏଁ ସ୍କୁଲ ବନ୍ଦ, ଆଗାମୀ ୩ ଦିନ ପାଇଁ ରେଡ ଆଲର୍ଟ

ନୂଆଦିଲ୍ଲୀ: ଶୀତ ଆସିଲେ ଦିଲ୍ଲୀରେ ଯେଉଁ ପରିସ୍ଥିତିକୁ ସେହି ପରିସ୍ଥିତି। ଚଳିତ ବର୍ଷ ଶୀତ ଆରମ୍ଭରୁ ଚରମ ସୀମାରେ ପହଞ୍ଚିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ। ନଭେମ୍ବର ୧୦ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଗୋଟିଏ ପଟେ ନିଶ୍ଵାସ ପ୍ରଶ୍ଵାସ…

୩୫ ବର୍ଷରେ ପାଦ ଥାପିଲେ କିଙ୍ଗ କୋହଲି : ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ : ଭାରତର ଶ୍ରେଷ୍ଠ କ୍ରିକେଟର ତଥା ପୂର୍ବତନ କ୍ୟାପଟେନ ତଥା ଟିମ୍ ଇଣ୍ଡିଆର ସବୁଠୁ ଦମଦାର ଖେଳାଳୀଙ୍କ ର ଆଜି ଜନ୍ମଦିନ  । ହଁ ଆଜ୍ଞା ଆମେ କହୁଛୁ ବିରାଟ କୋହଲିଙ୍କ କଥା  । ଆଜି ୩୫ ବର୍ଷରେ ପାଦ ଥାପିଲେ ବିରାଟ  । ଜନ୍ମଦିନ ଅବସରରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ୧୯୮୮…