Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୂକମ୍ପ ପରେ ଭୂକମ୍ପ : ଆଜି ବି ଥରିଲା ନେପାଳ ମାଟି , ରିକ୍ଟର ସ୍କେଲରେ ତୀବ୍ରତା ୩.୬ ରେକର୍ଡ

ନୂଆଦିଲ୍ଲୀ : ପୁଣି ଥରିଲା ନେପାଳ ମାଟି  । ଗୋଟେ ପରେ ଗୋଟେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ନେପାଳ । ଆଜି ପୁଣି ଭୂକମ୍ପ ଝଟକା ଲାଗିଛି  । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୩.୬ ରହିଛି  । କାଠମାଣ୍ଡୁର ଉତ୍ତର ପଶ୍ଚିମ ଦିଗରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏ ପର୍ଯ୍ୟନ୍ତ…

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ୨ ଯୁବକ ଗିରଫ

ମୁମ୍ବାଇ: ଦେଶର ସବୁଠାରୁ ବଡ ଶିଳ୍ପପତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ଏମଡି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ। ଇ-ମେଲରେ ଧମକ ଦେଉଥିବା ମାମଲାରେ ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରିଛି। ଗିରଫ ହୋଇଥିବା ୧୯ ବର୍ଷୀୟ ଯୁବକଙ୍କ ନାମ…

‘ମହାଦେବଙ୍କୁ ବି ଛାଡିଲନି’ ବୋଲି ମୋଦୀଙ୍କ ଅଭିଯୋଗର ଜବାବ ରଖିଲେ ଛତିଶଗଡ ସିଏମ୍ ବାଘେଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଛତିଶଗଡ଼ରେ କଂଗ୍ରେସ ସରକାର ଉପରେ ଦୁର୍ନୀତି ଅଭିଯୋଗ ଆଣି କହିଛନ୍ତି ଯେ, କଂଗ୍ରେସ ସରକାର 'ମହାଦେବ'ଙ୍କୁ ମଧ୍ୟ ଛାଡ଼ି ନାହିଁ। ଅନଲାଇନ୍ ବେଟିଂ ଆପ୍ ମହାଦେବର ପ୍ରମୋଟରଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ 508 କୋଟି ଟଙ୍କା…

ନିଜ ବହିରେ ପୂର୍ବତନ ଅଧ୍ୟକ୍ଷ ଶିବନଙ୍କୁ ନେଇ ବିବାଦ, ପ୍ରକାଶନ ଉପରେ ରୋକ୍ ଲଗାଇଲେ ଇସ୍ରୋ ଅଧ୍ୟକ୍ଷ

ବେଙ୍ଗାଲୁରୁ: ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ତାଙ୍କ ଆଗାମୀ ପୁସ୍ତକର ରିଲିଜ୍ ରୋକିବାକୁ ନିଷ୍ପତ୍ତି ନେଇଛନ୍ତି। ମାଲାୟଲମ ବହି "ନୀଲାଭୁ କୁଦିଚା ସିଂହାଙ୍ଗଲ" (ଚନ୍ଦ୍ରମାକୁ ପାନ କରିଥିବା ସିଂହ), ଏହି ପୁସ୍ତକର କିଛି ଅଂଶରେ ପୂର୍ବତନ ଅଧ୍ୟକ୍ଷ କେ. ଶିବନ ତାଙ୍କ ନିଯୁକ୍ତିକୁ ରଦ୍ଦ କରିବା…

ଗାଜାରେ ଆତଙ୍କୀ ହମାସର ଚାଲରେ ଫସିବେ ଇସ୍ରାଏଲ ସେନା!

ନୂଆଦିଲ୍ଲୀ: ଇସ୍ରାଏଲ ସେନା ଟ୍ରାପ ହେବେ। ଯେତେ ଇସ୍ରାଏଲ ସେନା ପ୍ରବେଶ କଲେ ମଧ୍ୟ ଆତଙ୍କବାଦୀ ଗୋଷ୍ଠୀ ଠିକ ସମୟରେ ସମସ୍ତ ସେନାକୁ ନିଜ ଜାଲରେ ଛିନ୍ଦା ଦେବାକୁ ପ୍ଲାନ ପ୍ରସ୍ତୁତ କରିଛି ବୋଲି କହିଛି। ଗାଜାରେ ଅକ୍ଟୋବର ମାସରୁ ଚାଲିଥିବା ଯୁଦ୍ଧ ଆହୁରି ଚାଲିବ। ହେଲେ ଏହାକୁ ନେଇ…

କର୍ଣ୍ଣାଟକରେ ‘ପେସିଏମ’ ଭଳି ତେଲେଙ୍ଗାନାରେ ‘ଏଟିଏମ’ କଂଗ୍ରେସକୁ ଜିତାଇଦେବ!

ଭୁବନେଶ୍ୱର: ତେଲେଙ୍ଗାନାରେ ସମ୍ପୂର୍ଣ୍ଣ କର୍ଣ୍ଣାଟକ ଢାଞ୍ଚାରେ ଆଗ୍ରେସିଭ ପ୍ରଚାର କରୁଛି କଂଗ୍ରେସ। କର୍ଣ୍ଣାଟକ ନିର୍ବାଚନରେ ଯେଭଳି ୪୦ ପ୍ରତିଶତ କମିଶନ ସରକାର କ୍ୟାମ୍ପେନ କରି ତତ୍କାଳୀନ ବିଜେପି ସରକାର ବିପକ୍ଷରେ ଏକ ବଡ଼ ମାହୋଲ ତିଆରି କରିଥିଲା । କଂଗ୍ରେସ ଏବେ ତେଲେଙ୍ଗାନାରେ…

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଭେଟି, ୫ ବର୍ଷ ଯାଏ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଦେଶର କୋଟି କୋଟି ଗରିବ ଲୋକଙ୍କୁ ଦୀପାବଳି ଉପହାର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶର କୋଟି…

ଭୋଟର ତିନି ଦିନ ପୂର୍ବରୁ ଛତିଶଗଡରେ ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ

ରାୟପୁର: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନର ତିନି ଦିନ ପୂର୍ବରୁ ମାଓବାଦୀମାନେ ନିର୍ବାଚନ ପ୍ରଚାର କରୁଥିବା ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ବୋଲି ପୁଲିସ କହିଛି। ରତନ ଦୁବେ ନାରାୟଣପୁର ଜିଲ୍ଲା ବିଜେପି ଉପସଭାପତି ଥିଲେ। ଶନିବାର ଦିନ କୌଶଲନର ଅଞ୍ଚଳରେ ଏହି ଘଟଣାଟି ଘଟିଛି।…

ଦିଲ୍ଲୀରେ ଏକାଧିକ ଯାନକୁ ଧକ୍କା ଦେଲା ଡିଟିସି ବସ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଇଲାକାରେ ଶନିବାର ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି ।  ଅପରାହ୍ନରେ ଏକ ଡିଟିସି ବସ ନିୟନ୍ତ୍ରଣ ହରାଇ ଏକାଧିକ ଯାନକୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୩୦ ବର୍ଷର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଜଣେ ଆହତ ହୋଇଛନ୍ତି । ଦୁର୍ଘଟଣାର ଦୃଶ୍ୟ ସିସିଟିଭି…

୨୫ ଟଙ୍କାରେ ମିଳିଲା ଏକ କିଲୋ ପିଆଜ; ବିକିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:  ଖରିଫ ଫସଲ ଆସିବାରେ ବିଳମ୍ବ ହେବା କାରଣରୁ ପିଆଜ ଦର ବୃଦ୍ଧିରୁ ଉପଭୋକ୍ତା ମାନଙ୍କୁ ରକ୍ଷା କରିବା ପାଇଁ ସରକାର ବଫରରୁ ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ଖୁଚୁରା ବିକ୍ରି ଆରମ୍ଭ କରିଛନ୍ତି । ଖାଉଟି ବ୍ୟାପାର ବିଭାଗ ଏନ୍ସିସିଏଫ୍, ନାଫେଡ, କେନ୍ଦ୍ରୀୟ ଭଣ୍ଡାର ଏବଂ…