Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଂଗ୍ରେସ ହେଉଛି ଦେଶର ସବୁଠାରୁ ବଡ ଧଳା ହାତୀ: ବିଆରଏସ

ହାଇଦ୍ରାବାଦ: ଦେଶର ୫ଟି ରାଜ୍ୟରେ ହେବାକୁଯାଉଛି ବିଧାନସଭା ନିର୍ବାଚନ । ଏନେଇ ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି ଏବଂ ଜୋରସୋରରେ ଚାଲିଛି ନିର୍ବାଚନୀ ପ୍ରଚାର ପ୍ରସାର । ଗୋଟିଏ ଦଳ ଆଉ ଏକ ଦଳ ଉପରେ କାଦୁଅ ଫୋପାଡିବାରେ ମଧ୍ୟ ଲାଗିଛନ୍ତ । ସମସ୍ତ ଦଳ ସରକାର ଗଠନ କରିବାକୁ ଦାବି…

ଅଣନିଶ୍ଵାସୀ କଲା ଦିଲ୍ଲୀ ବାୟୁ ପ୍ରଦୁଷଣ, AQI ସ୍ତର ୨୮୬

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଶୀତଦିନ । ଆଉ ତା ସାଙ୍ଗକୁ ଆରମ୍ଭ ହେଲାଣି ଦିଲ୍ଲୀର ବାୟୁ ପ୍ରଦୁଷଣ । ଆଜି ଦିଲ୍ଲୀ-ଏନସିଆରରେ ବାୟୁପ୍ରଦୁଷଣ ଆହୁରି ଖରାପ ସ୍ତରରେ ପହଞ୍ଚିଛି । SAFAR-India ରିପୋର୍ଟ ଅନୁସାରେ, ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା ୨୮୬ ରେ AQI ସ୍ତର ରେକର୍ଡ କରାଯାଇଛି ।…

ପ୍ରଧାନମନ୍ତ୍ରୀ ରୋଜଗାର ମେଳା : ୫୧ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି

ନୂଆଦିଲ୍ଲୀ : ଆଜି ରୋଜଗାର ମେଳାରେ ୫୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦେଶର ୩୭ଟି ସ୍ଥାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ନବନିଯୁକ୍ତମାନେ ଭିନ୍ନ ଭିନ୍ନ ବିଭାଗର ବିଭିନ୍ନ ପଦରେ ଚୟନ ହୋଇଛନ୍ତି  । ଏହି ଅବସରରେ…

ଖୁବ ଶିଘ୍ର ଏହି ଫୋନରେ ବନ୍ଦ ହୋଇଯିବ WhatsApp ସେବା, ଜାଣନ୍ତୁ…

ନୂଆଦିଲ୍ଲୀ: ହ୍ଵାଟ୍ସଆପ୍ ୟୁଜର୍ସଙ୍କୁ ମିଳିବ ଶକ୍ତ ଧକ୍କା । ଖୁବ ଶିଘ୍ର ବ୍ୟବହାର କରାଯାଉଥିବା କିଛି ଫୋନରେ ବନ୍ଦ ହୋଇଯିବ ହ୍ଵାଟ୍ସଆପ୍ ସେବା । ଆଜିଠାରୁ ଅନେକ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଫୋନରେ ହ୍ଵାଟ୍ସଆପ୍ ସପୋର୍ଟ ବନ୍ଦ ହୋଇଯିବ। ହ୍ଵାଟ୍ସଆପ୍ ଅକ୍ଟୋବର ୨୪ରୁ କିଛି ଆଣ୍ଡ୍ରଏଡ୍ ଏବଂ…

ଲକ୍ଷ୍ନୌରେ ଚାଞ୍ଚଲ୍ୟ : ପ୍ରେମିକା ପାଇଁ ବଡ ଭାଇକୁ ମାରିଲା ସାନ ଭାଇ, ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ: ପ୍ରେମିକା ପାଇଁ ବଡ ଭାଇକୁ ମାରିଲା ସାନ ଭାଇ  । ଏଭଳି  କିଛି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ରାଜ୍ୟର ବେଉଲି ଗାଁରେ  ।  ଦିଅର ହେବ କହି ଭାଇର ପ୍ରେମିକାକୁ ଫୋନ୍‌ କରିବା , ତାକୁ ପ୍ରେମ କରିବା ଓ ପରେ ବାହା ହେବାକୁ ମନବଳାଇ ଜଣେ ସାନଭାଇ ତା’ର ବଡ଼ଭାଇକୁ ହତ୍ୟା କରିଛି…

ମହୁଆ ମାନିଲେ ସେ ଆଇଡି ସେୟାର କରିଥିଲେ, କ’ଣ ଏବେ ଆକ୍ସନ ନେବେ ମମତା?

ନୂଆଦିଲ୍ଲୀ: ପ୍ରଥମେ ନା ନା । ଆଉ ଏବେ ହଁ.. ମାରିଲେ ଟିଏମସି ନେତ୍ରୀ ମହୁଆ ମୈତ୍ର। ସାଂସଦ ମହୁଆ ଶୁକ୍ରବାର ଦିନ ହିରାନନ୍ଦନୀ ଗ୍ରୁପର ସିଇଓ ଦର୍ଶନ ହିରାନନ୍ଦନୀଙ୍କୁ ତାଙ୍କ ଲୋକସଭା ଲଗଇନ ଆଇଡି ଓ ପାସଓ୍ବାର୍ଡ ବ୍ୟବହାର କରି ପ୍ରଶ୍ନ ପୋଷ୍ଟ କରିବାକୁ ଅନୁମତି ଦେଇଥିବା ସ୍ୱୀକାର କରିଛନ୍ତି।…

ଇସ୍ରାଏଲ ଆକ୍ରମଣର ମାଷ୍ଟରମାଇଣ୍ଡ ମଧ୍ୟରୁ ଅନ୍ୟତମ ରକାବା ହମାସ ନିହତ

ତେଲ ଅଭୀବ: ଇସ୍ରାଏଲ ସେନା ଏବେ ଖୋଜି ଖୋଜି ତାଙ୍କ ଉପରେ ଆକ୍ରମଣ କରିଥିବା ହମାସର ପ୍ରମୁଖ ଆତଙ୍କବାଦୀଙ୍କୁ ମାରିବାରେ ଲାଗିଛି । ଶନିବାର ଆଇଡିଏଫ ଦାବୀ କରିଛି ଯେ, ଇସ୍ରାଏଲ ସୀମାରେ ପ୍ରବେଶ କରିଥିବା ପାରା ଗ୍ଲାଇଡର୍ସ ମୂଖ୍ୟ ରକାବା ହମାସଙ୍କ ମୃତ୍ୟୁ ଘଟିଛି । ଏହା ଆମ ପାଇଁ ଏକ ବଡ ସଫଳତା…

ମିଆଁମାରରେ ଭୟଙ୍କର ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୪.୫ ରେକର୍ଡ

ନୂଆଦିଲ୍ଲୀ : ମିଆଁମାରରେ ଭୟଙ୍କର ଭୂମିକମ୍ପ । ଆଜି ସକାଳ ୪.୫୩ ମିନିଟରେ ୪.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି  । ଏଥିରେ କେହି ମୃତାହତ କିମ୍ବା କ୍ଷୟକ୍ଷତିର ସୂଚନା ମିଳିନି ।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ୩୦ କିଲୋମିଟର…

ହାଙ୍ଗଝୌ ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ: ଭାରତର ପଦକ ସେଞ୍ଚୁରୀ, କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ : ହାଙ୍ଗଝୌ ଏସୀୟ କ୍ରୀଡାରେ ଭାରତ ଇତିହାସ ରଚିଛି । ସ୍ବର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୦୦ ଛୁଇଁଛି । ୨୬ଟି ସ୍ବର୍ଣ୍ଣ , ୨୯ଟି ରୌପ୍ୟ ଓ ୪୫ ଟି ବ୍ରୋଞ୍ଚ ସହ ପଦ ସଂଖ୍ୟା ଶହେରେ ପହଞ୍ଚିଛି । ସଫଳତା ପାଇଁ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘X’ ଆଣିଲା ନୂଆ ଫିଚର୍; ଏଣିକି ୟୁଜର୍ସ କରିପାରିବେ ଭିଡିଓ ଓ ଅଡିଓ କଲ୍

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ବଡ଼ ଘୋଷଣା । 'X'ରେ ହେଲା ବଡ଼ ପରିବର୍ତ୍ତନ । ଏଣିକି ଏକ୍ସରେ ହୋଇପାରିବ ଅଡିଓ ଓ ଭିଡିଓ କଲ୍ । ସାଧାରଣତଃ ଲୋକ ମାନେ ଅଡିଓ ଏବଂ ଭିଡିଓ କଲିଂ ପାଇଁ ମେଟାର ହ୍ୱାଟ୍ସଆପ୍ ବ୍ୟବହାର କରିଥାନ୍ତି । ଏଥିପାଇଁ ହ୍ୱାଟ୍ସ ଆପ୍ ସବୁଠାରୁ ଲୋକପ୍ରିୟ ଆପ୍ ହୋଇପାରିଛି ।…