Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମସଜିଦରୁ ଲାଉଡସ୍ପିକର ହଟାଇବା ଆବେଦନକୁ ଖାରଜ କଲେ ହାଇକୋର୍ଟ

ଅହମଦାବାଦ: ମସଜିଦରେ ଲାଉଡ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଗୁଜୁରାଟ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ଲାଉଡ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବାକୁ କରାଯାଇଥିବା ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଛନ୍ତି। ମସଜିଦରୁ ଆଜାନ ପାଇଁ ଲାଉଡ ସ୍ପିକର ବ୍ୟବହାର ଉପରେ…

ଆସନ୍ତୁ ନଜର ପକାଇବା ହିରୋ ସାଜିଥିବା ର‌୍ୟାଟ ହୋଲ ମାଇନର୍ସଙ୍କ ଦୁଃଖ ଭରା ଜୀବନୀ ଉପରେ

ସିଲକାୟାରା: ଭାରତବାସୀ ଆଶ୍ୱସ୍ତ ଓ ଖୁସି । ସେମାନଙ୍କ ଅତି ନଜର ୪୧ ଶ୍ରମିକ ୧୭ ଦିନ ପରେ ଭଲରେ ବାହାରକୁ ଆସି ପାରିଛନ୍ତି । ଏମାନଙ୍କ ଜୀବନ ବଂଚାଇବାରେ ହିରୋ ସାଜିଥିଲେ ର‌୍ୟାଟ ହୋଲ ମାଇନର୍ସ । ଯେଉଁଠାରେ ଅତ୍ୟାଧୂନିକ ଜ୍ଞାନ କୌଶଳ ଫେଲ ମାରୁଥିଲେ ସେଠାରେ ଏହି ପ୍ରତିବନ୍ଧିତ ର‌୍ୟାଟ ହୋଲ…

ଦୀର୍ଘ ୧୭ ଦିନ ପରେ ଟନେଲରୁ ବାହାରିଲେ ଶ୍ରମିକ, ଫୋନରେ ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ଉତ୍ତରାଖଣ୍ଡ: ହାରିଲା ପାହାଡ, ଜିତିଲା ଜୀବନ । ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଦୀର୍ଘ ୧୭ଦିନ ପରେ ଗତକାଲି ସୁରକ୍ଷିତ ଉଦ୍ଧାର କରାଯାଇଛି । ଟନେଲରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯିବା ପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ…

ସବୁ ପ୍ରତୀକ୍ଷାର ଅନ୍ତ କରି ଶେଷରେ ଘରକୁ ଫେରିବେ ଶ୍ରମିକ, ଖୁସିରେ ପରିବାର ଲୋକେ ପାଳିଲେ ଦୀପାବଳି

ଉତ୍ତରାଖଣ୍ଡ: ଶତାବ୍ଦୀର ସବୁଠାରୁ ବଡ ରେସକ୍ୟୁ ଅପରେଶନ । ୪ଶହରୁ ଅଧିକ ଘଣ୍ଟାର ମହା ଅପରେସନ୍ । ୧୪୦ କୋଟି ଭାରତୀୟଙ୍କ ପ୍ରାର୍ଥନା । ୭ରୁ ଅଧିକ ଏଜେନ୍ସିର ଅକ୍ଲାନ୍ତ ପରିଶ୍ରମ ପରେ ଅନ୍ଧାରୀ ଟନେଲ ଭିତରୁ ରକ୍ଷା ପାଇଲା ୪୧ ଜୀବନ । ସବୁ ପ୍ରତୀକ୍ଷାର ଅନ୍ତ କରି ଶେଷରେ ଘରକୁ ଫେରିବେ ଶ୍ରମିକ…

ପ୍ରୋସେଶନରେ ଟଙ୍କା ଉଡାଇଲେ କଟିବ ଲକ୍ଷ ଲକ୍ଷ ଟଙ୍କାର ଇ-ଚାଲାଣ

ନୂଆଦିଲ୍ଲୀ: ବରଯାତ୍ରୀ ପ୍ରୋସେଶନରେ ଟଙ୍କା ଉଡ଼ାଇଲେ କଟିକ ଲକ୍ଷ ଲକ୍ଷ ଟଙ୍କାର ଇ-ଚାଲାଣ । ଯାହା ଲୋକଙ୍କ ବିଶ୍ୱାସ ଯୋଗ୍ୟ ନୁହେଁ । ଦିଲ୍ଲୀ ପୋଲିସ ଏହି ନିୟମ କରିବା ସହ ନିକଟରେ ଲକ୍ଷ ଲକ୍ଷ ଟଙ୍କାର ଇ-ଚାଲାଣ ବି କାଟିଛି । ନିକଟରେ ରାସ୍ତାରେ ଷ୍ଟଣ୍ଟକରୁଥିବା ବାଇକ ଏବଂ କାରର ଭିଡିଓ…

ୟୁକ୍ରେନର ଗୋଇନ୍ଦା ମୂଖ୍ୟ ପତ୍ନୀଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ

କୀଭ: ୟୁକ୍ରେନର ଗୋଇନ୍ଦା ବିଭାଗ ମୂଖ୍ୟଙ୍କ ପତ୍ନୀଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଛି । ଲେଫଟନାଂଟ ଜେନେରାଲ କିରିଲୋ ବୁଡାନୋବାଙ୍କ ପତ୍ନୀ ମାରିୟାନା ବୁଡାନୋୱାଙ୍କୁ ତୁରନ୍ତ ଡାକ୍ତରଖାନା ଭର୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ୟୁକ୍ରେନର…

ସୁଡଙ୍ଗ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ୫ ଓଡ଼ିଆଙ୍କ ସମେତ ୪୧ ଶ୍ରମିକ

ଉତ୍ତରକାଶୀ: ୧୭ ଦିନ ଧରି ଯନ୍ତ୍ରଣାରେ ଛଟପଟ ହେବା ପରେ ଉତ୍ତରାଖଣ୍ଡରେ ଭୁଶୁଡ଼ି ପଡ଼ିଥିବା ସୁଡ଼ଙ୍ଗ ତଳେ ଫସିଯାଇଥିବା ୪୧ ଜଣ ଶ୍ରମିକ ଉଦ୍ଧାର ହୋଇଛନ୍ତି। ସମସ୍ତେ ସୁସ୍ଥ ଥିବା ଜଣାପଡିଛି। ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଏକ ସଫଳତା ମିଳିଥିଲା ଯେତେବେଳେ ରେଟ୍ ହୋଲ୍ ଶ୍ରମିକମାନଙ୍କ ନିକଟରେ…

ଲୋକସଭାରେ ଲଢ଼ିବା ପାଇଁ ଏନଡିଏରେ ଲାଗିଲାଣି ଯୁଦ୍ଧ !

ଭୁବନେଶ୍ୱର: ମହାରାଷ୍ଟ୍ରର ଶାସକ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଲଢେ଼ଇ ଆରମ୍ଭ ହୋଇଗଲାଣି। ଗୋଟିଏ ପଟେ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ଥିବାବେଳେ ସିନ୍ଦେ, ବିଜେପି, ଅଜିତ ସରକାରରେ ନିଜ ନିଜ ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି।…

ସରିଲା ତେଲେଙ୍ଗାନା ପ୍ରଚାର, ‘ବାଏ ବାଏ କେସିଆର’!

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ମତଦାନକୁ ଆଉ ମାତ୍ର ଅଳ୍ପ କିଛି ସମୟ ବାକି ଥିବାବେଳେ ହେଭିୱେଟ ପ୍ରଚାର ଶେଷ ହୋଇଛି। ବହୁଦିନ ଧରି ଚାଲିଥିବା ପ୍ରଚାର ଶେଷ ହୋଇଥିବା ବେଳେ ମତଦାନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ଆରମ୍ଭ କରି କେନ୍ଦ୍ର…

ଅପେକ୍ଷାର ଅନ୍ତ, ସୁଡଙ୍ଗରୁ ବାହାରିଲେ ପାଞ୍ଚ ଶ୍ରମିକ

ଉତ୍ତରକାଶୀ: ଦୀର୍ଘ ୧୭ ଦିନର କଷ୍ଟସାଧ୍ୟ ଉଦ୍ଧାର କାର୍ଯ୍ଯ ପରେ ଉତ୍ତରାଖଣ୍ଡର ସିଲ୍କିୟାରାରେ ଭୁଶୁଡ଼ି ପଡ଼ିଥିବା ସୁଡଙ୍ଗରୁ ପାଞ୍ଚ ଜଣ ଖଣି ଶ୍ରମିକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ହାଇ-ଟେକ୍ ଡ୍ରିଲିଂ ଉପକରଣ ଏବଂ ମାନୁଆଲ "ରାଟ୍-ହୋଲ୍" କୌଶଳର ମିଶ୍ରଣରେ ହୋଇଥିବା ଏହି ଉଦ୍ଧାର ସମସ୍ତ…