Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୧ ବର୍ଷ ପରେ ଏସିଡ ପୀଡିତାଙ୍କୁ ମିଳିଲା ନ୍ୟାୟ, ଗିରଫ ହେଲା ଅଭିଯୁକ୍ତ

ଉତ୍ତରପ୍ରଦେଶର: ସେଦିନ ଥିଲା ୨୦୦୨ ମସିହା ସେପ୍ଟେମ୍ବର ୭ ତାରିଖ । ସ୍ଥାନ ଆଗ୍ରା । ନିଜ ଘର ସମ୍ନାରେ ଠିଆ ହୋଇଥିଲେ ଜଣେ ଯୁବତୀ । ଠିକ୍ ସେତିକି ବେଳେ ଜଣେ ଯୁବକ ଜଣକ ଆସି ତାଙ୍କ ଉପରକୁ ଏସିଡ ମାଡ କରିଥିଲା । ଏସିଡ ଆକ୍ରମଣରେ ମହିଳାଙ୍କ ସମ୍ପୁର୍ଣ୍ଣ ମୁହଁ ଓ ଶରୀରର କିଛି ଅଂଶ ଜଳି…

ଆଜି ପ୍ରଧାନମନ୍ତ୍ରୀଙ୍କ ୧୦୬ତମ ମନ କି ବାତ୍ କାର୍ଯ୍ୟକ୍ରମ: ଦିନ ୧୧ଟାରେ ମନର କଥା କହିବେ ମୋଦି

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀଙ୍କ ୧୦୬ତମ ମନ କି ବାତ୍ କାର୍ଯ୍ୟକ୍ରମ  । ସକାଳ ୧୧ଟାରେ ରେଡିଓରେ ମନର କଥା କହିବେ ପିଏମ୍ ମୋଦି । ଏହି କାର୍ଯ୍ୟକ୍ରମ ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନ,  ଅଲ୍ ଇଣ୍ଡିଆ ରେଡିଓ ୱେବସାଇଟରେ ପ୍ରସାରିତ ହେବ । ହିନ୍ଦୀ ଟେଲିକାଷ୍ଟ ପରେ ତୁରନ୍ତ ଅଲ ଇଣ୍ଡିଆ…

ସାମ୍ବାଦିକାଙ୍କ କାନ୍ଧରେ ହାତ ପକାଇବା ପଡ଼ିଲା ମହଙ୍ଗା : କ୍ଷମା ମାଗିଲେ ସୁରେଶ ଗୋପୀ

ମୁମ୍ବାଇ: ମାଲାୟାଲମ ସୁପରଷ୍ଟାର ତଥା ବିଜେପି ନେତା ସୁରେଶ ଗୋପୀଙ୍କୁ ଜନୈକା ମହିଳା ସାମ୍ବାଦିକଙ୍କ କାନ୍ଧରେ ହାତ ପକାିବା ମହଙ୍ଗା ପଡ଼ିଛି । ଏଥିପାଇଁ ସେ ଶନିବାର ସଂପୃକ୍ତ ମହିଳା ସାମ୍ବାଦିକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ…

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ପରେ ୫୫ ସୁରକ୍ଷାକର୍ମୀ ସଜାଗ

ମୁମ୍ବାଇ: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ପୁଣିଥରେ ମିଳିଛି ହତ୍ୟା ଧମକ । ଏକ ଇ-ମେଲ ଜରିଆରେ ତାଙ୍କୁ ଏହି ଧମକ ଦିଆଯାଇଛି । ହତ୍ୟା ଧମକ ମିଳିବା ପରେ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ଏଥିସହିତ ୫୫ ସୁରକ୍ଷାକର୍ମୀ ସଜାଗ ହୋଇଛନ୍ତି । ଇ-ମେଲ…

ଇଜିପ୍ଟର କାଏରୋରେ ଭୟଙ୍କର ସଡକ ଦୁର୍ଘଟଣା, ୩୫ ମୃତ, ୬୩ ଆହତ

କାଏରୋ: ଇଜିପ୍ଟର ରାଜଧାନୀ କାଏରୋରେ ଭୟଙ୍କର ସଡକ ଦୁର୍ଘଟଣା । ଏଥିରେ ୩୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୩ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ୨୯ଟି ଯାନ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାନୀୟ ଗଣମାଧ୍ୟମର ଖବରମୁତାବକ, ଏକ ସୁରକ୍ଷା…

‘୨୦ କୋଟି ନୁହେଁ, ୨୦୦ କୋଟି ନ ଦେଲେ ଡେଥ ୱାରେଣ୍ଟ..’ପୁଣି ମୁକେଶ ଅମ୍ବାନୀଙ୍କୁ ମିଳିଲା ଧମକ

ମୁମ୍ବାଇ: କୋଟିପତି ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ପୁଣି ମିଳିଲା ହତ୍ୟା ଧମକ । ଏଥର ୨୦ କୋଟି ନୁହେଁ ୨୦୦ କୋଟି ମାଗିଲେ ଅଭିଯୁକ୍ତ । ଇମେଲ କରି ୨୦୦ କୋଟି ମାଗିଛି । ପୂର୍ବରୁ ୨୦ କୋଟି ମାଗିଥିଲା । ହେଲେ ଏବେ ମାଗିଛି ୨୦୦ କୋଟି । ଉତ୍ତର ଦେବାରେ ବିଳମ୍ବ ହେବାରୁ ପରିମାଣ…

ପ୍ରିୟଙ୍କା ଗର୍ଜିଲେ, ଶାହା ବୁଝାଇଲେ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ମୁହାଁମୁହିଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ। ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶରେ ଏଥର କଡା ଫାଇଟ ଦେଖିବାକୁ ମିଳୁଛି। କଂଗ୍ରେସକୁ ମିଳିଥିବା ଝଟକାର ପ୍ରତିଶୋଧ ନେବାକୁ ଦଳ ପକ୍ଷରୁ ଜୋରଦାର ଉଦ୍ୟମ…

ବିରୋଧୀ ଓବିସି କାର୍ଡ ଖେଳିବା ପରେ, ପଛୁଆ ବର୍ଗଙ୍କ ପଛରେ ଦୌଡୁଛି ବିଜେପି!

ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ନେଇ କଂଗ୍ରେସ ଜାତିଗତ ଜନଗଣନାକୁ ମୁଖ୍ୟ ଅସ୍ତ୍ର କରିବା ପରେ ବିଜେପି ଏହାକୁ କାଉଣ୍ଟର କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଦେଶରେ ପଛୁଆ ବର୍ଗଙ୍କ ସଂଖ୍ୟା ଅଧିକ ଥିବାରୁ ଏହି ବର୍ଗଙ୍କୁ ନିଜ ପକ୍ଷକୁ ଆଣିବାକୁ ପ୍ରମୁଖ ଦଳ ଉଦ୍ୟମ କରୁଛନ୍ତି। ବିରୋଧୀ ମେଣ୍ଟ…

ଛତିଶଗଡରେ ଦୁଇ ଦିନ ଘାଣ୍ଟିବେ ରାହୁଲ, ତୃତୀୟ ଦିନରେ ହେବ ପ୍ରିୟଙ୍କା ଶୋ

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ହେବାକୁ ଥିବା ଛତିଶଗଡରେ ରାହୁଲ ବିଜେପିକୁ ଟାର୍ଗେଟ କରିଛନ୍ତି। ଦୁଇଦିନିଆ ଛତିଶଗଡରେ ଗସ୍ତରେ ଯାଇ ପ୍ରଥମ ଦିନରେ ରାହୁଲ ଗାନ୍ଧୀ କାଂକେର ଜିଲ୍ଲାର ଭାନୁପ୍ରତାପପୁରରେ ବିଶାଳ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଆଦାନୀ ପ୍ରସଙ୍ଗ ଉଠାଇ ସେ…

ଆସିଲା ୧୧ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍‌, ଦମ୍ପତିଙ୍କ ଉଡ଼ିଗଲା ହୋସ

ଲଣ୍ଡନ: ଲଣ୍ଡନ: ବିଦ୍ୟୁତ୍ ବିଲ ୧୧ ଲକ୍ଷ ଟଙ୍କା । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌?କା ଲାଗିପାରେ । କାରଣ ମଧ୍ୟବିତ୍ ପରିବାରରେ ୩/୪ ହଜାର ବିଲ୍ ଆସିଗଲେ ଲୋକେ ବିଚଳିତ ହୋଇପଡ଼ନ୍ତି । ଆଉ ୧୧ ଲକ୍ଷ ବିଲ୍ ଆସିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ଏବେ ଲଣ୍ଡନରେ ଜଣେ ବ୍ୟକ୍ତିଙ୍କ…