Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କର୍ଣ୍ଣାଟକ ରାଜ୍ୟପାଳଙ୍କୁ ନନେଇ ଚାଲିଗଲା ଏୟାର ଏସିଆର ବିମାନ, ପ୍ରୋଟୋକଲ ଉଲ୍ଲଂଘନ ଅଭିଯୋଗ

ବେଙ୍ଗାଲୁରୁ: ପ୍ରୋଟୋକଲରେ ଗୁରୁତର ତୃଟି। ଗୁରୁବାର କର୍ଣ୍ଣାଟକ ରାଜ୍ୟାପାଳଙ୍କୁ ନନେଇ ଚାଲିଗଲା ଏୟାର ଏସିଆର ବିମାନ। ଏନେଇ ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀ ବିମାନବନ୍ଦର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍-୨ ରୁ…

ନିଖୋଜ ହେଉଛନ୍ତି ଶିଶୁ; ପାଞ୍ଚ ବର୍ଷରେ ଗାଏବ ୨.୭୫ ଲକ୍ଷ, ୨ ଲକ୍ଷରୁ ଅଧିକ କେବଳ ନାବାଳିକା

ନୂଆଦିଲ୍ଲୀ:ଦେଶରୁ ଗାଏବ ହୋଇ ଯାଉଛନ୍ତି ଶିଶୁ । କୁଆଡେ ଯାଉଛନ୍ତି ପତ୍ତା ମିଳୁନି । କିଛି ଶିଶୁ ମିଳୁଛନ୍ତି ଆଉ କିଛି ମିଳୁନାହାନ୍ତି । ଶିଶୁ ନିଖୋଜ ଏବେ ଦେଶରେ ଏକ ଚିନ୍ତାର ବିଷୟ ହୋଇ ପଡ଼ିଲାଣି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗତ ୫ ବର୍ଷ ମଧ୍ୟରେ ଦେଶରେ ୨ ଲକ୍ଷ ୭୫ ହଜାରରୁ ଅଧିକ ଶିଶୁ…

ଚାନ୍ଦା କରି କିଣିଥିଲେ ୨୫୦ ଟଙ୍କିଆ ଲଟେରି: ଏବେ ଜିତିଲେ ୧୦କୋଟି

କେରଳ: କଥାରେ ଅଛି “ଉପର ବାଲା ଯେବେ ଦିଏ ଛପର ଫାଡ଼ିକି ଦିଏ” । ଏହି ଲୋକକଥାଟି କେରଳର ୧୧ଜଣ ମହିଳାଙ୍କ ଠାରେ ସମ୍ପୁର୍ଣ୍ଣ ମେଳ ଖାଉଛି । ପ୍ରକୃତରେ କଥାଟି ହେଇଛି ଏପରି, କେରଳର ପରାପ୍ପାନାନ୍‌ଗାଡ଼ି ପୌରପାଳିକା ଅନ୍ତର୍ଗତ ସବୁଜ ବାହିନୀ ‘ହରିତ କର୍ମ ସେନା’ର ୧୧ଜଣ ସଦସ୍ୟା ଗତ କିଛିଦିନ ତଳେ…

ମଣିପୁର ଭାଇରାଲ ଭିଡିଓ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି, ରାଜ୍ୟ ବାହାରେ ଶୁଣାଣି ପାଇଁ ଗୁହାରି

ନୂଆଦିଲ୍ଲୀ: ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଜାରି ରହିଛି ଚର୍ଚ୍ଚା। ସଡ଼କଠୁ ସୋସିଆଲ ମିଡିଆ ଏବଂ ସଂସଦରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସବୁଠି ମହୋଲ ଗରମ। ମଣିପୁରର ଲଜ୍ଜାଜନକ ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ସୋସିଆଲ ମିଡିଆ ମାଧ୍ୟମରେ ତୀବ୍ର ସମାଲୋଚନା କରାଯାଉଛି। ଏହି ଭିଡିଓ ଭାଇରାଲ…

ମଣିପୁରରେ ଥମୁନି ହିଂସା: ଥୋରବୁଙ୍ଗରେ ପ୍ରବଳ ଗୁଳି ବିନିମୟ, ଏପଟେ ଆକ୍ସନ ମୋଡରେ ସିବିଆଇ

ଇମ୍ଫାଲା: ମଣିପୁରରେ ହିଂସା ଥମିବାର ନାଁ ନେଉନି । ସ୍ଥାନୀୟ ଚୁରାଚାନ୍ଦପୁର ଜିଲ୍ଲାରେ ଗୁରୁବାର ହିଂସା ପୁଣି ଉଗ୍ର ରୂପ ନେଇଛି । ମିଳିଥିବା ସୂଚନା ଅନୁସାରେ, ଥୋରବୁଙ୍ଗ ଇଲାକାରେ ପ୍ରବଳ ଗୁଳି ବିନିମୟ ହୋଇଛି । ଏହି ଫାୟାରିଂରେ କେତେ ମୃତାହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।…

ଆଜି ବିଶ୍ଵ ହେପାଟାଇଟିସ୍ ଦିବସ: ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ହେପାଟାଇଟିସ୍-ବି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ବିଶ୍ଵ ହେପାଟାଇଟିସ୍ ଦିବସ । ପ୍ରତି ବର୍ଷ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଦ୍ଵାରା ୨୮ ଜୁଲାଇକୁ ବିଶ୍ଵ ହେପାଟାଇଟିସ୍ ଦିବସ ଭାବରେ ପାଳନ କରାଯାଏ । ହେପାଟାଇଟିସ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିନର ମୁଖ୍ୟ ଲକ୍ଷ । ଏହି ଅବସରରେ ଭାରତ ସରକାର ୨୮…

ପୁଣି ଏକ ବଡ଼ ଅଘଟଣ: ହ୍ରଦରେ ଡଙ୍ଗା ଓଲଟି ୨୧ ମୃତ

ମାନିଲା: ଫିଲିପାଇନ୍ସରେ ଭୟଙ୍କର ଦୁର୍ଘଟଣା। ରାଜଧାନୀ ମାନିଲାର ପୂର୍ବରେ ଅବସ୍ଥିତ ରିଜାଲ ରାଜ୍ୟର ଏକ ହ୍ରଦରେ ଡଙ୍ଗା ବୁଡ଼ି ୨୧ ଜଣଙ୍କର ମୃତ୍ୟୁ ଘଟିଛି। ଜୋରରେ ପବନ ହେବାରୁ ମୋଟର ଡଙ୍ଗାଟି ଓଲଟି ପଡ଼ିଥିଲା। ଫିଲିପାଇନ୍ସ କୋଷ୍ଟଗାର୍ଡ (ପିସିଜି) ର ମୁଖପାତ୍ର ଏବଂ ପୋଲିସ ଏହି ସୂଚନା…

କେବଳ ରାକ୍ଷୀ ପୂର୍ଣ୍ଣିମା ଦିନ ଖୋଲାଯାଏ ଏହି ମନ୍ଦିର: ଜାଣନ୍ତୁ ଏହାର ରହସ୍ୟ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତରେ ଏମିତି ବହୁତ ସ୍ଥାନ ଅଛି ଯାହାକି ଆଜି ପର୍ଯ୍ୟନ୍ତ ରହସ୍ୟ ଘରେ ମଧ୍ୟରେ ଲୁଚି ଅଛି । ଯାହାର କିଛି ରହସ୍ୟ ଉଜାଗାର ହୋଇସାରିଛି ତ ଅନ୍ୟ ପଟେ ଅନ୍ୟ କିଛି ରହସ୍ୟ ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି । ଏମିତି ଏକ ରହସ୍ୟମୟ ମନ୍ଦିର ଉତ୍ତରାଖଣ୍ଡର ଚମୋଲି…

ଆଫଗାନିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା: ୪୭ ମୃତ, ୫୭ରୁ ଅଧିକ ଗୁରୁତର

କାବୁଲ: ଆଫଗାନିସ୍ତାନର ବନ୍ୟାର ତାଣ୍ଡବ। ଥମିବାର ନା ନେଉ ନାହିଁ ଏହି ବନ୍ୟା। ଦିନକୁ ଦିନ ଏଠାରେ ବନ୍ୟାର ପରିସ୍ଥିତ ଭୟାବହ ହେବାରେ ଲାଗିଛି। ଆଫଗାନିସ୍ତାନର ୧୧ଟି ପ୍ରୋଭିନ୍ସରେ ପ୍ରଳୟଙ୍କାରୀ ବନ୍ୟା ସୃଷ୍ଟି ହୋଇଛି। ଗତ ଏକ ସପ୍ତାହରେ ବନ୍ୟାରେ ପାଖାପାଖି ୪୭ ଜଣଙ୍କର ଜୀବନ ଗଲାଣି ଏବଂ…

ଅଜବ ଏ ରିଲ୍‌ସ ନିଶା, ଆଇଫୋନ କିଣିବାକୁ ୮ ମାସର ପୁଅକୁ ବିକିଦେଲେ ବାପା-ମାଆ

କୋଲକାତା: ସୋସିଆଲ ମିଡିଆ ଏବେ ଅନେକ ଲୋକଙ୍କ ଦୈନିନ୍ଦିନ ଜୀବନର ଅବଚ୍ଛେଦ୍ୟ ଅଂଶ ପାଲଟି ଗଲାଣି। ଆଜିକାଲି ଯୁବପିଢିଙ୍କର ଇନଷ୍ଟାଗ୍ରାମରେ ରିଲ୍‌ସ ଭିଡିଓ ବନେଇ ପୋଷ୍ଟ କରିବା ଏକ ନିଶା ପାଲଟିଲାଣି। ହେଲେ ପଶ୍ଚିମବଙ୍ଗର ଏକ ଦମ୍ପତିଙ୍କ ଏଭଳି ନିଶା କଥା ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହେବେ।…