Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜି-୨୦ ମନ୍ତ୍ରୀସ୍ତରୀୟ ବୈଠକକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: ‘ଭାରତ ଅପରିସୀମ ସୁଯୋଗ, ବିକଳ୍ପ ଓ ମୁକ୍ତ ବାଣିଜ୍ୟର…

ଜୟପୁର: ‘ବିଗତ ୯ ବର୍ଷ ମଧ୍ୟରେ ଆମର ନିରନ୍ତର ପ୍ରୟାସ ଫଳରେ ଭାରତ ପଞ୍ଚମ ବୃହତ୍ତମ ବିଶ୍ୱ ଅର୍ଥନୀତିରେ ପରିଣତ ହୋଇଛି । ଭାରତ ଲାଲଫିତାରୁ ଦୂରେଇ ରେଡ୍ କାର୍ପେଟକୁ ଯାଇଛି । ଆମକୁ ସ୍ଥିର ଏବଂ ସମାବେଶୀ ବୈଶ୍ୱିକ ମୂଲ୍ୟ ଶୃଙ୍ଖଳା ନିର୍ମାଣ କରିବାକୁ ହେବ ଯାହା ଭବିଷ୍ୟତର ଝଟକାକୁ ସହ୍ୟ…

ଚୁଟି ରଙ୍ଗ କରୁଥିଲେ ଧ୍ୟାନ ଦିଅନ୍ତୁ…

ଦିଲ୍ଲୀ: ବର୍ତ୍ତମାନ ସମୟରେ ଚୁଟି ରଙ୍ଗ କରିବା କିଛି ଲୋକଙ୍କ ପାଇଁ ଫ୍ୟାସନ୍ ହୋଇଥିବାବେଳେ ଆଉ କିଛି ଲୋକ ବାଧ୍ୟ ହୋଇକରୁଛନ୍ତି। କିଛି ଲୋକ ଚୁଟି ରଙ୍ଗ କରିବାକୁ ସେଲୁନକୁ ଯାଉଥିବାବେଳେ ଆଉ କିଛି ଲୋକ ଘରେ କାମ ଚଳାଇ ଦେଉଛନ୍ତି  । ସବୁଠାରୁ ବଡ କଥା ହେଲା ଚୁଟି ରଙ୍ଗ କରିବାବେଳେ କିଛି…

ଦିନକୁ ତିନିଥର ରଙ୍ଗ ବଦଳାଇଥାଏ ଏହି ଶିବଲିଙ୍ଗ, ଜାଣନ୍ତୁ ଏହି ମନ୍ଦିର ବିଷୟରେ…

ରାଜସ୍ଥାନ: ଆମ ହିନ୍ଦୁ ଧର୍ମରେ ଥିବା ହଜାର ହଜାର ଶିବ ମନ୍ଦିର ବିଷୟରେ ଆପଣମାନେ ଶୁଣିଥିବେ କିମ୍ବା ଦେଖିଥିବେ। ଏହି ମନ୍ଦିରମାନଙ୍କ ମଧ୍ୟରୁ ଏମିତି କିଛି ମନ୍ଦିର ରହିଛି ଯାହାର ରହସ୍ୟକୁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ଜାଣି ପାରିନାହାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ରହସ୍ୟମୟ…

ଭରା ନଦୀରେ ଓଲଟି ପଡିଲା ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ଟ୍ରାକ୍ଟର: ୮ ମୃତ, ୧୨ ନିଖୋଜ

ସହାରନପୁର: ଉତ୍ତର ପ୍ରଦେଶ ସହାରନପୁରରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଏକ ବଡ ଦୁର୍ଘଟଣା ଘଟି ଯାଇଛି ।  ଏକ ଟ୍ରାକ୍ଟର ଡାଲାରେ ଭକ୍ତମାନେ ଦର୍ଶନ ସାରି ଫେରୁଥିବାବେଳେ ଡାଲାଟି ନଦୀରେ ଓଲଟି ପଡିଛି । ଫଳରେ ୨ ଶିଶୁ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି । ୧ ୨ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।…

କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ପିଟି ହେଲା ଦ୍ରୁତ ଗତିରେ ଆସୁଥିବା କ୍ୟାବ; ଡ୍ରାଇଭର ନୁହ ଅଞ୍ଚଳର

ନୂଆଦିଲ୍ଲୀ:  କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁଙ୍କ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନର ପାଚେରୀକୁ ଧକ୍କା ଦେଲା କ୍ୟାବ । ଫଳରେ ମନ୍ତ୍ରୀଙ୍କ ବାଉଣ୍ଡରୀ ୱାଲର କିଛି ଅଂଶ ଭାଙ୍ଗି ଯାଇଛି । ଏହି ଘଟଣାରେ ପୋଲିସ କ୍ୟାବ ଡ୍ରାଇଭରକୁ ଧରି ଜେରା କରୁଛି । ତେବେ ଦୀର୍ଘ ସମୟ ଜେରା ପରେ ତାଙ୍କୁ…

ହିମାଚଳରେ ଥମିନି ପ୍ରକୃତିର ପ୍ରକୋପ:ଆଖି ସାମ୍ନାରେ ଭୁଶୁଡି ପଡିଲା ୪ ମହଲା କୋଠା, ୨୪ ଘଣ୍ଟାରେ ଗଲାଣି ୧୧ ଜୀବନ

କୁଲ୍ଲୁ(ହିମାଚଳ ପ୍ରଦେଶ): ବର୍ଷାର ତାଣ୍ଡବରେ ଥରୁଛି ହିମାଚଳ ପ୍ରଦେଶ । ଏଠି ବର୍ଷା ଧୋଇ ନେଲାଣି ହଜାର ହଜାର ଘର । ବାଦଲଫଟା ବର୍ଷା ଯୋଗୁ ଗଲାଣି ୩୬୦ ଜୀବନ । ତଥାପି ବର୍ଷାର ପ୍ରକୋପ କମିନି । ଭୂସ୍ଖଳନ ଲାଗି ରହିଛି । ବହୁତଳ ପ୍ରାସାଦ ଆଖି ସାମ୍ନାରେ ଭୁଶୁଡି ପଡୁଛି । ପ୍ରକୃତିର ଏ…

ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ପ୍ରଜ୍ଞାନ, ଚନ୍ଦ୍ରରେ ୧୪ଦିନ ପର୍ଯ୍ୟନ୍ତ ସଂଗ୍ରହ କରିବ ତଥ୍ୟ

ଦିଲ୍ଲୀ : ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ରୋଭର ପ୍ରଜ୍ଞାନ  । ଲ୍ୟାଣ୍ଡର ବିକ୍ରମର ରାମ୍ପ୍‌ ବାଟେ ବାହାରକୁ ଆସି ରୋଭର୍‌ ପ୍ରଜ୍ଞା ଏବେ ଚନ୍ଦ୍ରପୃଷ୍ଠରେ ଚାଲୁଛି  । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।ଏବେ ଏହା ଚନ୍ଦ୍ରପୃଷ୍ଠରେ ତଥ୍ୟ ସଂଗ୍ରହ କରିବ  । ଗତକାଲି…

କେମିକାଲ ଫ୍ରାକ୍ଟିରେ ଗ୍ୟାସ୍ ଲିକ୍ , ୨୮ ଶ୍ରମିକ ଗୁରୁତର

ବରୁଚ: ଗୁଜୁରାଟ ବରୁଚ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି  ।  ଜମ୍ବୁସାରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରୁ ବିଷାକ୍ତ ବ୍ରୋମିନ ଗ୍ୟାସ ଲିକ୍ ହୋଇ ୨୮ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯିବା ସହ ଆଖପାଖ ଇଲାକାରେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ…

ପୁଟିନଙ୍କୁ ବିରୋଧ କରି ଚର୍ଚ୍ଚାକୁ ଆସିଥିବା ୟେଭଗେନି ପ୍ରିଗୋଝିନଙ୍କ ମୃତ୍ୟୁ!

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାରେ ରୁଷର ଘରୋଇ ସେନା ୱାଗନର୍ ଗ୍ରୁପ୍‌ର ମୁଖ୍ୟ ୟେଭଗେନି ପ୍ରିଗୋଜିନ୍‌ଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ରୁଷ ନିକଟରେ ଏକ ବିମାନ ଦୁର୍ଘଟଣାରେ ପ୍ରିଗୋଜିନଙ୍କର ମୃତ୍ୟୁ ଘଟିଛି। ରୁଷରେ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ହୋଇଥିବା ବିଦ୍ରୋହ…

ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ(ଏନସିଏଫ)ର ଉନ୍ମୋଚନ କରିଛନ୍ତି । ଏହି ଏନସିଏଫ୍ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଦିଗରେ ବଡ଼ ଗତି ଦେବ ବୋଲି ଶ୍ରୀ…