Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଛୁଆ ଜନ୍ମ କରିବାକୁ ଇଚ୍ଛା କରୁନାହାନ୍ତି ଚିନ୍ ମହିଳା: କମିଲା ଜନ୍ମ ହାର

ନୂଆଦିଲ୍ଲୀ: ଚାଇନାରେ ଦେଖାଯାଇଛି ଏବେ ଜନସଂଖ୍ୟା ସଙ୍କଟ । ବଢ଼ୁଥିବା ଜନସଂଖ୍ୟା ସହିତ ଲଢ଼େଇ କରି ବିଶ୍ୱର ବହୁ ଜନସଂଖ୍ୟା ବିଶିଷ୍ଟ ଦେଶ ମଧ୍ୟରେ ଜଣେ ହୋଇ ଭାରତକୁ ଅତିକ୍ରମ କରିବାକୁ ପ୍ରସ୍ତୁତ ହୋଇସାରିଥିବା ଚାଇନା ଏହାର ଜନ୍ମ ହାର ବୃଦ୍ଧି କରିବା ପାଇଁ ଏବେ ସଂଘର୍ଷ କରୁଛି । କାରଣ…

ପାକିସ୍ତାନ ଗୀର୍ଜା ଆକ୍ରମଣ: ୧୦୦ ଅଟକ; ଧାର୍ମିକ ଆକ୍ରୋଶଜନିତ ହିଂସାକାଣ୍ଡ କହିଲା ଆମେରିକା

ଇସ୍‌ଲାମାବାଦ: ଫୈସଲାବାଦ ଅନ୍ତର୍ଗତ ଜରାନ୍‌ୱାଲା ଜିଲ୍ଲାରେ ଏକାଧିକ ଗୀର୍ଜା ଓ ଗୀର୍ଜା ଚତୁଃପାର୍ଶ୍ବ ଅଞ୍ଚଳରେ ଥିବା କେତେକ କୋଠାବାଡ଼ି ଭଙ୍ଗାରୁଜା ଘଟଣାରେ ପାକିସ୍ତାନରେ ଦଙ୍ଗା ଓ ଗଣ୍ଡଗୋଳ ହୋଇଥିବା କଥା ‘ଜିଓ ନିଉଜ୍‌’ ରିପୋର୍ଟ କରିଛି। ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ…

ଉତ୍ତରାଖଣ୍ଡରେ ଓ ହିମାଚଳ ପ୍ରଦେଶରେ ବର୍ଷା ଓ ଭୂସ୍ଖଳନ ବିତ୍ପାତ: ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି

ନୂଆଦିଲ୍ଲୀ: ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ । ତାସ ଘର ପରି ଭୁଶୁଡ଼ୁଛି ଘର । ପାହାଡରୁ ଖସୁଛି ବଡ ବଡ ପଥର ଖଣ୍ଡ । ଯେଉଁ ଆଡ଼େ ଦେଖିବ କେବଳ ବିଧ୍ବଂସର ଚିତ୍ର। ଦୁଇଟି ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ । ମାତ୍ର ୩ ଦିନ ମଧ୍ୟରେ ୮୧ ଜଣଙ୍କ ଜୀବନ ଗଲାଣି। ଲଗାଣ ବର୍ଷା ସାଙ୍ଗକୁ…

ମଣିପୁର ହିଂସାର ଯାଞ୍ଚ କରିବ ସିବିଆଇ; ୧୭ ଏଫଆଇଆରର ହେବ ଟିକିନିଖି ଛାନଭିନ୍

ନୂଆଦିଲ୍ଲୀ:ମଣିପୁର ହିଂସାର ଯାଞ୍ଚ କରିବ ସିବିଆଇ । ୧୭ ଏଫଆଇଆରର ଟିିକିନିଖି ତଦନ୍ତ କରିବେ । ଏଥିପାଇଁ ବୁଧବାର ବିଭିନ୍ନ ରାଙ୍କର ୫୩ ଜଣ ସିବିଆଇ ଅଧିକାରୀ ରାଜ୍ୟରେ ମୁତୟନ ଅଛନ୍ତି । ଏଥିରେ ୨୯ ମହିଳା ଅଧିକାରୀଙ୍କୁ ବି ସାମିଲ କରାଯାଇଛି । ଅଧିକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ,…

ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତିବ୍ରତା ୩.୬

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା । ଜମ୍ମୁ କାଶ୍ମୀରର ରଜୌରୀରେ ଆଜି ସକାଳ ସମୟରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ରେକର୍ଡ କରାଯାଇଛି । ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ମିଳିଛି । NCS ସୂଚନା ଅନୁଯାୟୀ,…

କେପ ବର୍ଡେ ଉପକୂଳରେ ବୁଡିଲା ଜାହାଜ: ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

କେପ ବର୍ଡେ: ପଶ୍ଚିମ ଆଫ୍ରିକୀୟ ଦେଶ କେପ ବର୍ଡେରେ ବଡ ଅଘଟଣ । କେପ ବର୍ଡେ ଉପକୂଳରେ ଏକ ପ୍ରବାସୀ ଜାହାଜ ସମୁଦ୍ରରେ ବୁଡି ଯିବାରୁ ୬୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏନେଇ ଅନ୍ତର୍ଜାତୀୟ ପ୍ରବାସୀ ସଂଗଠନ ପକ୍ଷରୁ ସୂଚନା ମିଳିଛି । ଅନ୍ତର୍ଜାତୀୟ ପ୍ରବାସୀ ସଂଗଠନ(IOM)ର ସୂଚନା…

କେରଳରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଟେକାମାଡ: ଝରକା କାଚ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ, ୩ ଦିନରେ ତୃତୀୟ ଘଟଣା

ତିରୁଅନନ୍ତପୁରମ୍‌ : କେରଳରେ କାସରଗୋଡ଼-ତିରୁଅନନ୍ତପୁରମ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ କୁ ଟେକାମାଡ କରିଛନ୍ତି କିଛି ଦୁର୍ବୁତ୍ତ  । ୩ ଦିନରେ ଏହା ହେଉଛି ୩ୟ ଘଟଣା  । ଏହି ଟେକାମାଡ ଘଟଣାରେ ଟ୍ରେନର ଝରକା କାଚ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ରେଳବାଇ ଅଧିକାରୀଙ୍କ ପକ୍ଷରୁ…

ବିଦେଶ ମାଟିରେ ଉତ୍କଳ କାରୁକାର୍ଯ୍ୟ: ନ୍ୟୁୟର୍କର ଐତିହାସିକ ଟାଇମ୍ସ ସ୍କୋୟାରରେ ଶୋଭା ପାଇଲା ସୂର୍ଯ୍ୟ ମନ୍ଦିର ଚକ୍ର

ୱାଶିଂଟନ: ବିଦେଶ ମାଟିରେ ଉତ୍କଳ କାରୁକାର୍ଯ୍ୟର ଝଲକ । ନ୍ୟୁୟର୍କର ଐତିହାସିକ ଟାଇମ୍ସ ସ୍କୋୟାରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ୍ରର ଏକ ପ୍ରତିରୂପ ଉନ୍ମୋଚନ କରାଯାଇଛି । ଦେଶର ୭୭ତମ ସ୍ବାଧୀନତା ଦିବସ ଅବସରରେ ଭାରତର ଷ୍ଟାର ସେଫ୍ ବିକାଶ ଖନ୍ନା ଏହି ବିଶାଳର ମୂର୍ତ୍ତିର ଉନ୍ମୋଚନ…

ସିଏଜି ରିପୋର୍ଟରେ ୭ଟି ପ୍ରକଳ୍ପରେ ଅନିୟମିତତା, ପ୍ରଧାନମନ୍ତ୍ରୀ କାହିଁକି ନିରବ ପ୍ରଶ୍ନ କଲା କଂଗ୍ରେସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲାରୁ ଅଭିଭାଷଣ ଦେଇ ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରିବାର ଦିନକ ଦିନ ପରେ କଂଗ୍ରେସ ବୁଧବାର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରିପୋର୍ଟର ଉଦାହରଣ ଦେଇ…

ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ସଂପ୍ରସାରଣକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ: ୧୪,୯୦୩ କୋଟି ଟଙ୍କାର ବ୍ୟୟ ବରାଦ

ନୂଆଦିଲ୍ଲୀ:  ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ  ସମ୍ପ୍ରସାରଣକୁ ମିଳିଛି କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ । ଆଜି ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥି ପାଇଁ ମୋଟ ୧୪.୯୦୩ କୋଟି ଟଙ୍କା…