Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଫଗାନିସ୍ତାନରେ ସମସ୍ତ ରାଜନୈତିକ ଦଳର ମାନ୍ୟତା ରଦ୍ଦ

କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନ କ୍ଷମତାରେ ରହିଛି । ପୂର୍ବରୁ ଗଣତନ୍ତ୍ରର ହତ୍ୟା ହୋଇଥିବା କୁହାଯାଉଥିବା ବେଳେ ଆଜି ବିଧିବଦ୍ଧ ଭାବେ ଏହା ଶେଷ ହୋଇଛି । ଦେଶରେ ଥିବା ସମସ୍ତ ୭୩ ପଂଜିକୃତ ରାଜନୈତିକ ଦଳର ମାନ୍ୟତା ରଦ୍ଦ କରାଯାଇଛି । ଆଇନ ମନ୍ତ୍ରୀ ଅବଦୁଲ ହକିମ ଶେରାଇ ଏହା ଘୋଷଣା…

ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩; ଅଲଗା ହେଲା ଲ୍ୟାଣ୍ଡର ‘ବିକ୍ରମ’

ନୂଆଦିଲ୍ଲୀ: ଆଉ ଅଳ୍ପ ସମୟର ଅପେକ୍ଷା  । ପାଖେଇ ପାଖେଇ ଆସୁଛି ଜହ୍ନମାମୁ ।  ଚନ୍ଦ୍ରର ଖୁବ ନିକଟତର ହୋଇ ଗଲାଣି ଚନ୍ଦ୍ରଯାନ-୩ । ଇତି ମଧ୍ୟରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର  ‘ବିକ୍ରମକ୍ଷ ସଫଳତା ପୂର୍ବକ ମହାକାଶ ଯାନରୁ ଅଲଗା ହୋଇଗଲାଣି । ଏହା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠର ସାଉଥ…

ବଢ଼ିଲା ‘ଗୋ ଫାଷ୍ଟ’ର ସମସ୍ୟା, ୨ ସପ୍ତାହ ମଧ୍ୟରେ ୧୫୦ରୁ ଅଧିକ କର୍ମଚାରୀ ଦେଲେଣି ଇସ୍ତଫା

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଏୟାରଲାଇନ୍ କମ୍ପାନୀ ‘ଗୋ ଫାଷ୍ଟ’। ଦିନକୁ ଦିନ ଗୋ ଫାଷ୍ଟର ସମସ୍ୟା ବଢିଚାଲିଛି। ଗୋଟିଏ ପଟେ କମ୍ପାନୀ ଦୀର୍ଘ ଦିନ ଧରି ଏହାର ବିମାନ ଚଳାଚଳ ଆରମ୍ଭ କରିବାକୁ ଚେଷ୍ଟା କରିଆସୁଛି। ଅନ୍ୟପଟେ ପୁଣି ଏକ ନୂତନ ସମସ୍ୟାର ସାମ୍ମୁଖିନ ହେବାକୁ ପଡିଛି।…

ଦୁନିଆର ଅଜବ ଜନଜାତି; ଏମାନଙ୍କ ପରମ୍ପରା ରୀତିନୀତି ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

ଭୁବନେଶ୍ଵର: ଦୁନିଆରେ ଭିନ୍ନ ଭିନ୍ନ ଜାତି ଏବଂ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ଯେଉଁମାନଙ୍କର ପରମ୍ପରା ଏବଂ ରୀତିନୀତି ମଧ୍ୟ ଅଲଗା ହୋଇଥାଏ। ଏମିତିକି ବିବାହରେ ମଧ୍ୟ ଅଜବ ରୀତିନୀତି ପାଳନ କରିଥାନ୍ତି ଏହି ଭିନ୍ନ ଭିନ୍ନ ଜନଜାତିର ଲୋକେ। ତେବେ ଆଜି ଆମେ ଆପଣଙ୍କୁ ଏପରି…

ନ୍ୟୁୟର୍କରେ ବ୍ୟାନ୍ ହେଲା ଭିଡିଓ ଆପ୍ ଟିକ୍ ଟକ୍, ସୁରକ୍ଷା ଦୃଷ୍ଟିରୁ ନିଆଗଲା ନିଷ୍ପତ୍ତି

ନ୍ୟୁୟର୍କ: ପୁଣି ବ୍ୟାନ ହେଲା ଚାଇନା ଆପ୍ ଟିକ୍ ଟକ୍ । ନ୍ୟୁୟର୍କରେ ବ୍ୟାନ ହୋଇଛି ଟିକ୍ଟକ୍ । ସଟ ଭିଡିଓ ଆପ ଟିକଟକକୁ ବ୍ୟାନ କରିଛନ୍ତ ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ । ସୁରକ୍ଷା କାରଣରୁ ଟିକ୍ଟକ୍ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାରୀ । ପୂର୍ବରୁ ଆମେରିକାର ଏକାଧିକ ଷ୍ଟେଟ…

ନେହେରୁଙ୍କ ପରିଚୟ ତାଙ୍କ କାମରେ ଅଛି , ନାଁରେ ନାହିଁ :ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ ପୁନଃନାମକରଣ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଜି ଲଦାଖ ଯିବା ବେଳେ ବିମାନ ବନ୍ଦରରେ ରାହୁଲ କହିଛନ୍ତି  , ଯେ କେବଳ ନାଁ ପାଇଁ ନୁହେଁ , କାମ ପାଇଁ ନେହେରୁ ସୁପରିଚିତ  ।  ନେହେରୁ ସଂଗ୍ରହାଳୟ’ର ନାଁ…

ଡେନମାର୍କର ‘ଲିଟଲା ଡିମୁନ୍: ମଣିଷ ନୁହେଁ, ସେଠାରେ ରୁହନ୍ତି ମେଣ୍ଢାପଲ

ଡେନମାର୍କ: ବିଶେଷ ଭୌଗୋଳିକ ସ୍ଥିତି କିମ୍ବା ଉଲ୍ଲେଖନୀୟ ଇତିହାସ ପାଇଁ ଅନେକ ଦ୍ବୀପ ପରିଚିତ। ଡେନ୍‌ମାର୍କର ‘ଲିଟଲା ଡିମୁନ୍‌’ ଦ୍ବୀପ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାର ବିଷୟ ହୋଇଛି। ଡେନ୍‌ମାର୍କର ଫାରୋ ଦ୍ବୀପପୁଞ୍ଜ ଅନ୍ତର୍ଗତ ଏହି କ୍ଷୁଦ୍ରତମ ଦ୍ବୀପ ତାହାର ଅନନ୍ୟ ପାଣିପାଗ ପାଇଁ…

ବିଶ୍ୱର ୨୫ଟି ଦେଶକୁ ମାଡ଼ି ଆସୁଛି ଭୟଙ୍କର ଜଳ ସଙ୍କଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜଳ ହିଁ ଜୀବନ। କିନ୍ତୁ ଆଜିର ସମୟରେ ଜଳ ଅଭାବ ଏକ ଚିନ୍ତାର ବିଷୟ ପାଲଟିଛି। ଏହି ସମସ୍ୟାର ମୁକାବିଲା ପାଇଁ ବିଶ୍ୱର ଅନେକ ଦେଶ ଜଳ ସଂରକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଜଳ ଅଭାବ ଯୋଗୁଁ ପୃଥିବୀର ଅନେକ ଦେଶ ପ୍ରଭାବିତ ହେଉଛି। ଏହା ପଛରେ ଅନେକ କାରଣ…

ବଦଳିଲା ନେହେରୁ ମେମୋରିଆଲ୍ ମ୍ୟୁଜିୟମର ନାମ :ନୂଆ ନାଁ ହେଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ

ଦିଲ୍ଲୀ : ବଦଳିଲା ନେହେରୁ ମେମୋରିଆଲ୍‌ ମ୍ୟୁଜିୟମ୍‌ ଏବଂ ଲାଇବ୍ରେରୀ ର ନାମ। ନୂଆଦିଲ୍ଲୀସ୍ଥିତ ଏହି ସଂଗ୍ରହାଳୟ ଏବେ ‘ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍‌ ଏବଂ ଲାଇବ୍ରେରୀ ସୋସାଇଟି’ ନାମରେ ପରିଚିତ ହେବ। ଏହାକୁ ଔପଚାରିକ ଭାବେ ପରିବର୍ତ୍ତନ କରିଦିଆଯାଇଛି। ନାମ ପରିବର୍ତ୍ତନକୁ ନେଇ…

ହିନ୍ଦୁ ଧର୍ମ ପୁରୁଣା, ସବୁ ମୁସଲମାନ ଆରମ୍ଭରୁ ହିନ୍ଦୁ ଥିଲେ-ଗୁଲାମ ନବି ଆଜାଦ

ନୂଆଦିଲ୍ଲୀ: କଂଗ୍ରେସରୁ ଅଲଗା ହୋଇ ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଗଢିଥିବା ଜମ୍ମୁକଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଆଜାଦ ଜମ୍ମୁ କଶ୍ମୀର ଲୋକଙ୍କୁ କହୁଛନ୍ତି, ହିନ୍ଦୁ ଧର୍ମ ଇସଲାମ ଧର୍ମଠାରୁ ମଧ୍ୟ ପୁରୁଣା…