Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶ୍ରୀରାମ ମନ୍ଦିର ଦର୍ଶନ ପାଇଁ ପ୍ରତ୍ୟେକ ଦିନ ୧ଲକ୍ଷ ଭକ୍ତଙ୍କୁ ଅନୁମତି, ଦର୍ଶନ ପାଇଁ ମିଳିବ ୩ ସେକେଣ୍ଡ

ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଶ୍ରୀରାମ ମନ୍ଦିର ଦର୍ଶନ ପାଇଁ ପ୍ରତ୍ୟେକ ଦିନ ୧ ଲକ୍ଷ ଭକ୍ତ ଅଯୋଧ୍ୟା ଆସିବେ ବୋଲି ଆକଳନ କରିଛନ୍ତି । ମନ୍ଦିର ଉଦଘାଟନ ପରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ । ଜଣେ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅତି ବେଶୀରେ ୩ ସେକେଣ୍ଡର…

ଦୁର୍ଗମ ପାହାଡିଆ ଅଂଚଳରେ ଛାତ୍ରଙ୍କ ପାଇଁ ବରଦାନ ସାଜିଛି ଘୋଡା ଲାଇବ୍ରେରୀ

ଡେରାଡୁନ: ଉତରାଖଣ୍ଡର ଦୁର୍ଗମ ଅଂଚଳରେ ଏବେ ବି ସମସ୍ତ ସୁବିଧା ସୁଯୋଗ ପଂହଚିପାରି ନାହିଁ । ପାହାଡିଆ ଅଂଚଳରେ ଛାତ୍ରଛାତ୍ରୀମାନେ ସ୍କୁଲ ଯିବା ଏବଂ ପାଠ ପଢ଼ିବା ପାଇଁ ଅନେକ ପରିଶ୍ରମ କରୁଛନ୍ତି । ଏହା ଦେଖି ସ୍ଥାନୀୟ ବାସିନ୍ଦା ଏକ ଅଭିନବ ଉପାୟ ବାହାର କରିଛନ୍ତି । ସେମାନେ ଘୋଡା ଲାଇବ୍ରେରୀ…

‘୨୫ ବିଧାୟକ ଦଳ ଛାଡିବେ, କର୍ଣ୍ଣାଟକରେ ଭାଙ୍ଗିଯିବ କଂଗ୍ରେସ ସରକାର’

ଭୁବନେଶ୍ୱର: ଆସନ୍ତା ଲୋକସଭା ନିର୍ବାଚନ ପୁର୍ବରୁ କର୍ଣ୍ଣାଟକର କଂଗ୍ରେସ ସରକାର ଭାଙ୍ଗିଯିବ। ଏଭଳି ଦାବି ରଖିଛନ୍ତି କର୍ଣ୍ଣାଟକର ବରିଷ୍ଠ ବିଜେପି ବିଧାୟକ ବାସନାଗୌଡା ପାଟିଲ ୟାତନାଲ। ଶାସକ ଦଳ କଂଗ୍ରେସର ୨୫ ରୁ ଅଧିକ ବିଧାୟକ ଦଳ ଛାଡିବାକୁ ପ୍ରସ୍ତୁତ ହୋଇ ରହିଥିବା ସେ କହିଛନ୍ତି।…

ଶରଦ ପାୱାରଙ୍କ ଖେଳ ବୁଝିହେଉନି, ପ୍ଲାନ ‘ବି’ ପ୍ରସ୍ତୁତ କଲେ ସହଯୋଗୀ !

ଭୁବନେଶ୍ୱର: ପୁଣିଥରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ଗୋଟିଏ ପଟେ ଶରଦ ପାୱାରଙ୍କ ଆଭିମୁଖ୍ୟକୁ ନେଇ ଏମଭିଏ ମେଣ୍ଟ ଦ୍ବନ୍ଦ୍ୱରେ ଥିବା ବେଳେ ଆଉ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଭବିଷ୍ୟତକୁ ନେଇ ନାନା କଳ୍ପନା କଳ୍ପନା ପ୍ରକାଶ ପାଉଛି। ଏଭଳି…

‘ଇଣ୍ଡିଆ’ ମେଣ୍ଟରେ ଫାଟ: ଦିଲ୍ଲୀର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଦେବ କଂଗ୍ରେସ; ଜବାବ ଦେଲା ଆପ୍

ନୂଆଦିଲ୍ଲୀ: ‘ଇଣ୍ଡିଆ’  ମେଣ୍ଟରେ ଫାଟ । ୨୦୨୪ ନିର୍ବାଚନରେ ବିଜେପି ମେଣ୍ଟ ଏନଡିଏକୁ ଟକ୍କର ଦେବା ପାଇଁ ୨୬ ବିରୋଧୀ ଦଳ ଏକାଠି ହୋଇ ନୂଆ ମେଣ୍ଟ ‘ଇଣ୍ଡିଆ’ ଗଢିଛନ୍ତି । ପଣ କରିଛନ୍ତି ବିଜେପିକୁ ହରାଇବେ । ହେଲେ ଘରେ ନ ପଶୁଣୁ ଚାଳ ବାଜିଲାଣି । କାରଣ ନିର୍ବାଚନ ପାଇଁ ଆସନ ବୁଝାମଣାକୁ…

ନେହରୁ ସଂଗ୍ରହାଳୟର ନାମ ବଦଳି ହେଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ; ତାତିଲା କଂଗ୍ରେସ

ନୂଆଦିଲ୍ଲୀ:ସ୍ୱାଧୀନତା ଦିବସ ଅବସରରେ ନେହରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀକୁ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ ସୋସାଇଟି ନାମରେ ନାମିତ କରାଯାଇଛି । ବିଜେପି ସରକାରର ଏପରି ଉଦ୍ୟମକୁ ତୀବ୍ର ନିନ୍ଦା କରିଛି କଂଗ୍ରେସ । ନେହେରୁ ମେମୋରିଆଲ୍…

ଏଫିଲ ଟାୱାର ଉପରେ କଟିଲା ସାରା ରାତି, ମଦ ନିଶାରେ ଚଢିଗଲେ, ଶୋଇପଡିଲେ

ପ୍ୟାରିସ: ଦୁଇଜଣ ଆମେରିକୀୟ ପର୍ଯ୍ୟଟକ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ପ୍ୟାରିସର ଏଫିଲ ଟାୱାର ଉପରକୁ ଚଢି ଯାଇଥିଲେ । ସେଠାରେ ସାରା ରାତି  ଶୋଇଥିଲେ। ସୋମବାର ସକାଳୁ ଉଭୟଙ୍କୁ ଟାୱାର ଉପରେ ଶୋଇଥିବା ସୁରକ୍ଷାକର୍ମୀମାନେ ଦେଖିବା ପରେ ହଇଚଇ ପଡ଼ି ଯାଇଥିଲା । ପୋଲିସ୍ ସୂତ୍ର…

‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା’କୁ କ୍ୟାବିନେଟ ମଞ୍ଜୁରୀ; ୫ ପ୍ରତିଶତ ସୁଧରେ ୧ ଲକ୍ଷ ଟଙ୍କା ଋଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ। ବିଶ୍ୱକର୍ମା ଯୋଜନାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। କୌଳିକ ବୃତ୍ତି କରୁଥିବା ଲୋକ ହେବେ ଉପକୃତ। କୌଳିକ ବୃତ୍ତିଗତ ବ୍ୟବସାୟୀଙ୍କ ଉନ୍ନତି ପାଇଁ 'ବିଶ୍ୱକର୍ମ ଯୋଜନା'କୁ ଆଜି କେନ୍ଦ୍ର…

କୋଟିପତି ଚୋରକୁ କାବୁ କଲା ଦିଲ୍ଲୀ ପୋଲିସ: ୨୫ ବର୍ଷରେ କମାଇଛି କୋଟି କୋଟି ସମ୍ପତ୍ତି

ଦିଲ୍ଲୀ : ଆଜି ଦିଲ୍ଲୀ ପୋଲିସ ଏପରି ଏକ ଚୋରକୁ କାବୁ କରିଛି , ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ୨୫ ବର୍ଷ ହେବ ସେ ଚୋରି କରିଆସୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଦିଲ୍ଲୀରୁ ଆରମ୍ଭ କରି ନେପାଳ ପର୍ଯ୍ୟନ୍ତ କୋଟି କୋଟି ସମ୍ପତ୍ତି ଅର୍ଜନ କରିଛି । ଅଭିଯୁକ୍ତଙ୍କ…

ଚାଲାଣ କାଟିବାକୁ ଯିବାବେଳେ ପୋଲିସ ଗାଡିକୁ ଧକ୍କା ଦେଲା ଏସୟୁଭି ଡ୍ରାଇଭର: ୨ ମୃତ

ଯୋଧପୁର: ରାଜସ୍ଥାନ ଯୋଧପୁରରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି  ।  ଯେତେବେଳେ ପୋଲିସ ଚାଲାଣ କାଟିବାକୁ ଯାଇଛି , ସେତେବେଳେ ଜଣେ ଏସୟୁଭି ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା । କିନ୍ତୁ କିଛି ଦୂର ଯିବା ପରେ ସେ ଏକ ୟୁଟର୍ଣ୍ଣ ନେଇ ଭୁଲ ପାର୍ଶ୍ବରୁ ୧୨ କିଲୋମିଟର ଦ୍ରୁତ ଗତିରେ ଆସି…