Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଘାରିଲା ହାରିବା ଭୟ, ରାଜସ୍ଥାନରୁ ‘ଇଣ୍ଡିଆ’ କୁ ଗାଳି କଲେ ମୋଦି!

ଭୁବନେଶ୍ୱର: ରାଜସ୍ଥାନରୁ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜସ୍ଥାନର ଶିକାର ଠାରେ ପିଏମ କିଷାନ ସମୃଦ୍ଧି କେନ୍ଦ୍ରର ଉଦଘାଟନ କରିବା ସହ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସେଥିରେ ମୋଦି ସିଧାସଳଖ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି।…

ମସ୍ତିଷ୍କ ପଢ଼ି ପାରୁଥିବା ନ୍ୟୁରୋଟେକ୍ନୋଲୋଜି ଡିଭାଇସ ସାଜିପାରେ ମାରାତ୍ମକ

ନୂଆଦିଲ୍ଲୀ: ବିଜ୍ଞାନର ଅଗ୍ରଗତି ହେବା ଭଲ କଥା । ମାତ୍ର ତାହା ଯଦି ମନୁଷ୍ୟର ବିନାଶ ପାଇଁ କାର୍ଯ୍ୟ କରେ ତାହାକୁ ଆମେ କଣ କହିବା ? ଅତ୍ୟାଧୂନିକ ଜ୍ଞାନକୌଶଳର ବଶୀଭୂତ ହୋଇ ଆମେ ନିଜେ ନିଜର ସମସ୍ତ ପ୍ରାଇଭେଟ ତଥ୍ୟ ଉଜାଗର କରିବାରେ ଲାଗିଛି । ଏହା କେତେ ଯେ, ଭୟଙ୍କର ତାହା ଅନୁମାନ କରି…

ଇଡି ନିର୍ଦ୍ଦେଶକ ଏସକେ ମିଶ୍ରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ଯାଏ ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭର୍ତ୍ସନା କଲେ, କାର୍ଯ୍ୟକାଳ ବଢ଼ାଇଲେ । ଇଡି ନିର୍ଦ୍ଦେଶକ ଏସକେ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରି କେନ୍ଦ୍ର ସରକାରଙ୍କୁ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ଏବେ ସଞ୍ଜୟ କୁମାର ମିଶ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନିର୍ଦ୍ଦେଶକ ଭାବେ ସେପ୍ଟେମ୍ବର ୧୫ ଯାଏ ରହିବ…

୩୦୦୦ କାର ନେଇ ଯାଉଥିବା ମାଲବାହୀ ଜାହାଜରେ ଅଗ୍ନିକାଣ୍ଡ: ଜଣେ ଭାରତୀୟ ମୃତ, ୨୦ ଗୁରୁତର

ନୂଆଦିଲ୍ଲୀ: ବୁଧବାର ଉତ୍ତର ସାଗରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ନେଦରଲ୍ୟାଣ୍ଡସ ଉପକୂଳରେ ପ୍ରାୟ ୩୦୦୦ କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ଲାଗିଲା ନିଆଁ। ଏହି ଭୟଙ୍କର ଅଗ୍ନିକାଣ୍ଡରେ ଜଣେ ଭାରତୀୟ କୃ ସଦସ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି।…

କାଶ୍ମୀରରେ ନିର୍ବାଚନ ଲଢିବାକୁ ବିଜେପି ଡରୁଛି: କେନ୍ଦ୍ର ଉପରେ ବର୍ଷିଲେ ଓମାର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବିଜେପି ଉପରେ ଆକ୍ରମଣ ଜାରି ରଖିଛି ବିରୋଧୀ ଦଳ। ନ୍ୟାସନାଲ କନଫରେନ୍ସ ମଧ୍ୟ ଲଗାତର ବିଜେପିକୁ ଟାର୍ଗେଟ କରୁଛି। ବୁଧବାର ଏନସି ନେତା ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ରାଜ୍ୟରେ ବେକାରୀ…

ଗଙ୍ଗା ନଦୀ ଉପରେ ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ଘଟଣା, ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢାଉ

ପାଟନା: ବିହାର ବ୍ରିଜ ନିର୍ମାଣ ନିଗମର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ। ବାହାରିଲା ସୁଟେକଶ ଭର୍ତ୍ତି ନୋଟ୍‌। ଗତ କିଛି ଦିନ ତଳେ ଗଙ୍ଗା ନଦୀ ଉପରେ ନିର୍ମାଣାଧୀନ ବ୍ରିଜ ଦୁଇ ଥର ଭୁଶୁଡ଼ିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ମାତ୍ର ଏହି ବ୍ରିଜ ନିର୍ମାଣ କରିଥିବା…

ରଙ୍ଗ ସାଜିଲା ବାଧକ; ସବୁ ଯୋଗ୍ୟତା ଥାଇ ବି ଗୋରା ବୋଲି ମିଳିଲାନି ଚାକିରି

ନୂଆଦିଲ୍ଲୀ: ଯୁଗ ଆଗକୁ ବଢିଛି । ମଣିଷ ଚନ୍ଦ୍ରରେ ଜାଗା କିଣିଲାଣି । ଅନ୍ୟଗ୍ରହରେ ବସତି ସନ୍ଧାନ କଲାଣି । ହେଲେ ଅନ୍ଧବିଶ୍ୱାସରୁ ମୁକୁଳି ପାରୁନି ମଣିଷ । ସେଦିନର କଳାଗୋରା ଭେଦଭାବ ଏବେ ବି ମନରୁ ଲିଭିନି  ଯାହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ  । ପ୍ରତୀକ୍ଷା…

ପିଏମ ମୋଦୀଙ୍କ କାର୍ଯ୍ୟକ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟସୂଚି ବାଦ୍, ଟ୍ୱିଟ୍ ଯୋଗେ ଅଭିଯୋଗ କଲେ ଗେହଲଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ଗସ୍ତରେ ଅଛନ୍ତି। ସିକରଠାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଏମ କିଷାନ ସମ୍ମାନ ଯୋଜନାର ରାଶି ଉନ୍ମୋଚନ କରିଛନ୍ତି। ଏହା ବ୍ୟତୀତ ସେ ଅନେକ ବିକାଶମୂଳକ ଯୋଜନାର ମୂଳଦୁଆ ପକାଇ ଏହାକୁ ଉଦ୍ଘାଟନ କରିବେ। ତେବେ ଏହି…

ମହିଳା କର୍ମଚାରୀଙ୍କୁ ମିଳିବ ବର୍ଷେ ମାତୃତ୍ୱ ଛୁଟି

ଗ୍ୟାଙ୍ଗଟକ୍‌: ମାତୃତ୍ୱ ଛୁଟି ନେଇ ସିକ୍କିମ ସରକାରଙ୍କ ବଡ ନିଷ୍ପତ୍ତି। ଏଣିକି ଯେଉଁ ମହିଳା କର୍ମଚାରୀମାନେ ରାଜ୍ୟରେ ମାଆ ହେବେ ସେମାନଙ୍କୁ ବର୍ଷେ ଛୁଟି ଦିଆଯିବ। ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏହି ଘୋଷଣା କରିଛନ୍ତି। ରାଜ୍ୟ ସରକାର ମାତୃତ୍ୱ ଛୁଟି ୬ ମାସରୁ ବଢାଇ ବର୍ଷେ…

ବିରୋଧୀଙ୍କ ‘ଇଣ୍ଡିଆ’ ଏବଂ ସରକାରଙ୍କ ‘ମୋଦି’ ନାରାରେ କମ୍ପିଲା ସଂସଦ ଭବନ

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସଂସଦର ମୌସୁମୀ ଅଧିବେଶନ ଏକପ୍ରକାର ଅଚଳ ହୋଇପଡିଛି । ଏହି ଅଧିବେଶନର  ଗୋଟିଏ ବି ଦିନ ଠିକରେ ଚାଲିବାକୁ ଦେଇ ନାହାନ୍ତି ବିରୋଧୀ । ବୁଧବାର ବିରୋଧୀ ଅନସ୍ଥା ପ୍ରସ୍ତାବ ଅଣାଯାଇଥିଲା । ବାଚସ୍ପତି ମଧ୍ୟ ଏହାକୁ ଅନୁମୋଦନ କରିଥିଲେ। ଆଜି ଅର୍ଥାତ…