Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶର ଏମିତି ଏକ ମନ୍ଦିର, ଯେଉଁଠି ପ୍ରସାଦରେ ଭକ୍ତଙ୍କୁ ମିଳେ ଟଙ୍କା ସହ ସୁନାରୂପା ଅଳଙ୍କାର

ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ । ବିଚିତ୍ର ତାର ପରିକଳ୍ପନା । ଆମ ଦେଶରେ ଏପରି ଅନେକ ରହସ୍ୟ ରହିଛି ଯାହା ବିଷୟରେ ଜାଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଭାରତରେ ଏପରି ଅନେକ ମନ୍ଦିର ଅଛି ଯେଉଁ ମନ୍ଦିର ନିଜର ଅଲୌକିକ ଶକ୍ତି ଏବଂ ପ୍ରଥା ପାଇଁ ପ୍ରସିନ୍ଧ । ତେବେ ଆଜି ଆମେ…

କେନ୍ଦ୍ରମନ୍ତ୍ରୀଙ୍କ ଘରେ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: କେନ୍ଦ୍ର ରାଜ୍ୟ ମନ୍ତ୍ରୀ ତଥା ଉତ୍ତରପ୍ରଦେଶ ମୋହନଲାଲ  ଗଞ୍ଜ ଆସନର ସାସଂଦ କୌଶଲ କିଶୋରଙ୍କ ଲକ୍ଷ୍ନୌସ୍ଥିତ ଘରେ ଯୁବକଙ୍କୁ ହତ୍ୟା । ମୃତ ଯୁବକଙ୍କ ନାମ ବିନୟ ଶ୍ରୀବାସ୍ତବ ଓ ବୟସ ୩୦ ବର୍ଷ  । ବିନୟ ଜଣେ ବିଜେପି କର୍ମୀ ଏବଂ କୌଶଲ କିଶୋରଙ୍କ ପୁଅ ବିକାଶଙ୍କର ବନ୍ଧୁ  ।…

ଘରୋଇ ସିଲିଣ୍ଡର ପରେ ଏବେ କମିଲା କମର୍ସିଆଲ ସିଲିଣ୍ଡର ଦର

ନୂଆଦିଲ୍ଲୀ: ଘରୋଇ ଗ୍ୟାସ ସିଲିଣ୍ଡର ଦାମ ହ୍ରାସ ପରେ ଏବେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ପାଳି । ତଳମୁହାଁ ହୋଇଛି କମର୍ସିଆଲ ଗ୍ୟାସ ସିଲିଣ୍ଡର । ୧୯କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୫୮ ଟଙ୍କା ହ୍ରାସ ପାଇଛି । ଦର ହ୍ରାସ ପାଇବା ପରେ ୧୯ କିଲୋ ବାଣିଜ୍ୟିକ ସିଲିଣ୍ଡର ଦାମ ୧୫୨୨…

ତାଜ୍ ହୋଟେଲ ଉଡାଇଦେବେ ୨ ପାକିସ୍ତାନୀ ! ମୁମ୍ବାଇ ପୁଲିସକୁ ଚେତାବନୀପୂର୍ଣ୍ଣ କଲ୍ ଆସିବା ପରେ ଆଲର୍ଟ

ମୁମ୍ବାଇ : ମୁମ୍ବାଇରେ ଚାଞ୍ଚଲ୍ୟ । ମୁମ୍ବାଇର ତାଜ୍ ହୋଟେଲକୁ ୨ ପାକିସ୍ତାନୀ ଆକ୍ରମଣ କରି ଉଡାଇଦେବେ ବୋଲି ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ଫୋନ୍ କଲ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ମୁମ୍ବାଇ ପୋଲିସ ଏବଂ ସୁରକ୍ଷା ବଳ ଆଲର୍ଟ ହୋଇଛି  । ସୂଚନା ଅନୁସାରେ ମୁମ୍ବାଇ ପୁଲିସର…

ଜଳୁଛି ମଣିପୁର: କୁକି ଓ ମୈତୀ ସମ୍ପ୍ରଦାୟ ମଧ୍ୟରେ ଗୁଳି ବିନିମୟ, ୫ରୁ ଉର୍ଦ୍ଧ୍ୱ ମୃତ, ୧୮ ଆହତ

ମଣିପୁର: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । କୁକି ଓ ମୈତୀ ସମ୍ପ୍ରଦାୟ ମଧ୍ୟରେ ଲଗାତର ଗୁଳିବିନିମୟ ଜାରି ରହିଛି । ଫଳରେ ଗତ ୭୨ ଘଣ୍ଟାରେ ୮ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସେହିପରି ୧୮ ଜଣ ଆହତ ମଧ୍ୟ ହୋଇଛନ୍ତି । ବିଷ୍ଣୁପୁର ଜିଲ୍ଲାର ଖୋଇରାଣ୍ଟକର ପାଦଦେଶ ଓ…

୪ ଲକ୍ଷ ଟଙ୍କା ବିନିମୟରେ ମେଟ୍ରୋ ଷ୍ଟେସନ କାନ୍ଥରେ ଲେଖିଲେ ଦେଶ ବିରୋଧୀ ସ୍ଲୋଗାନ

ନୂଆଦିଲ୍ଲୀ: ଦିଲ୍ଲୀରେ ଆସନ୍ତା ମାସ ୯ ଓ ୧୦ ତାରିଖ ଦୁଇଦିନ ଧରି ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟରେ ବେଆଇନ ଘୋଷିତ ଶିଖ୍‌ ସଂଗଠନର ପ୍ରତିନିଧିମାନେ ଦିଲ୍ଲୀ ମେଟ୍ରୋ ଷ୍ଟେସନର କାନ୍ଥରେ ନିନ୍ଦନୀୟ ବାର୍ତ୍ତା ଲେଖିଥିବା ଘଟଣା ସାମ୍ନାକୁ ଆସିଛି। ଅନେକ ମେଟ୍ରୋ…

ଛତିଶଗଡ଼ ଗସ୍ତରେ ଦ୍ରୌପଦୀ ମୁର୍ମୁ, ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଲେ ରାଷ୍ଟ୍ରପତି

ରାୟପୁର: ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗସ୍ତ ଅବସରରେ ରାଷ୍ଟ୍ରପତି ଆଜି ସକାଳୁ ରାୟପୁର ଗାୟତ୍ରୀ ନଗରସ୍ଥିତ ଜଗନ୍ନାଥ ମନ୍ଦିରକୁ ଭ୍ରମଣରେ ଯାଇ ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବା ସହ ମହାପ୍ରଭୁଙ୍କର ଆଶୀର୍ବାଦ ନେଇଛନ୍ତି। ସାଥିରେ ତାଙ୍କର…

୩୨ ବର୍ଷ ବୟସରେ ୯୬ଟି ସନ୍ତାନର ବାପା ହେଲେ ଯୁବକ

ଭୁବନେଶ୍ୱର: ୯୬ଟି ପିଲାଙ୍କ ବାପାର ବୟସ ମାତ୍ର ୩୨ ବର୍ଷ । ୯୬ ପିଲାଙ୍କର ବାପା ବର୍ତ୍ତମାନ ସୁଧା କେବଳ ୨୫ ଜଣଙ୍କୁ ଭେଟିଛନ୍ତି। ସେ ଯୁବକ ଜଣଙ୍କ ହେଉଛନ୍ତି ଆମେରିକାର ଜର୍ଜିଆ ଷ୍ଟେଟ୍ ୟୁନିଭରସିଟିର ସାଇକୋଲୋଜି ବିଭାଗର ଛାତ୍ର। ଯୁବକ ଜଣଙ୍କ ଏଭଳି ଏକ ଅବିଶ୍ୱସନୀୟ ଘଟଣାକୁ ସତ ପ୍ରମାଣିତ…

ଚନ୍ଦ୍ରରୁ ଆସିଲା ନୂଆ ନୂଆ ତଥ୍ୟ, ଇସ୍ରୋ ଜାରି କଲା ଭିଡିଓ

ବେଙ୍ଗାଲୁରୁ: ଜହ୍ନ ରାଇଜରେ ବୁଲୁଛି କୁନି ପୁଅ। ସତେ ଯେପରି ଜହ୍ନମାମୁଁ ଅଗଣାରେ ଖେଳୁଛି ପୁଅ, ଆଉ ପୁଅକୁ ଶ୍ରଦ୍ଧାରେ ଚାହିଁ ରହିଛି ମାଆ। ଏପରି କିଛି ମଜାଦାର ବାକ୍ୟ ଲେଖି ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛି ଇସ୍ରୋ। ଏହାସହ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି। ଏହାସହ ଚନ୍ଦ୍ରରେ…

ଆମେରିକାରେ ଭୟଙ୍କର ଝଡ଼ ତୋଫାନ: ୧୫ ଫୁଟ ଉଚ୍ଚରେ ଉଠିଲା ଜୁଆର

ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ଏକ ଭୟଙ୍କର ସାମୁଦ୍ରିକ ଝଡ଼ ଲୋକଙ୍କ ପାଇଁ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିଛି । ହରିକେନ୍ ଇଡାଲିଆ ଆମେରିକାର ଫ୍ଲୋରିଡ଼ାରେ ଲ୍ୟାଣ୍ଡଫଲ୍ କରି ଧ୍ୱଂସର ତାଣ୍ଡବ ରଚିଛି । ସମୁଦ୍ରରେ ୧୫ ଫୁଟରୁ ଅଧିକ ଉଚ୍ଚ ଜୁଆର ଉଠିବା ସହିତ ୨୦୦ କିଲୋମିଟରରୁ ଅଧିକ…