Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଢ଼ିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ: ସରକାରୀ ବଙ୍ଗଳା ନବୀକରଣର ଅଡ଼ିଟ୍ କରୁଛି CAG

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନର ନବୀକରଣରେ ଆର୍ଥିକ ଅନିୟମିତତା ଅଭିଯୋଗର ଅଡିଟ୍ ଆରମ୍ଭ କରିଛି କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (CAG) । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅଧିକାରୀମାନେ । ଏହି…

ମୌସୁମୀ ଆରମ୍ଭରୁ ପ୍ରଳୟ : ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ

ହିମାଚଳ ପ୍ରଦେଶ : ମୌସୁମୀ ଆରମ୍ଭରୁ ଦେଶରେ ଦେଖାଦେଲାଣି ପ୍ରଳୟର ଚିତ୍ର । ଉତ୍ତର ଭାରତରେ ଜାରି ରହିଛି ବର୍ଷା ବିତ୍ପାତ । ହିମାଚଳ ଏବଂ ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳ ଏମିତିକି ମେଟ୍ରୋ ସିଟି ଦିଲ୍ଲୀରେ ମଧ୍ୟ ଦେଖାଦେଇଛି ବର୍ଷା ବିତ୍ପାତ । କେଉଁଠି ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍ ହେଲାଣି…

ଆସାମରେ ହ୍ରାସ ପାଇବ କି ମୁସଲମାନ ସଂଖ୍ୟାଗରିଷ୍ଠତା !

ଗୌହାଟି: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଅଣ୍ଟା ଭିଡୁଥିବା ବେଳେ ଆସାମରେ ଆସନ ସଂଖ୍ୟାକୁ ନେଇ ବିରୋଧୀ ଦଳଙ୍କ ମଧ୍ୟରେ ଚାଲିଛି ଜୋରଦାର ଆଲୋଚନା। ନିର୍ବାଚନ ଆୟୋଗ ସପ୍ତାହ ତଳେ ଆମାସ ପାଇଁ ପରିସୀମା ନିର୍ଦ୍ଧାରଣ ପ୍ରସ୍ତାବର ଡ୍ରାଫ୍ଟ ପ୍ରକାଶ କରିଥିଲେ। ନିର୍ବାଚନ ଆୟୋଗ…

ରାଇସିନା ହିଲର ଫ୍ୟାମିଲି କିଚେନରେ ରାଷ୍ଟ୍ରପତିଙ୍କ ପାଇଁ କ’ଣ ରନ୍ଧା ହୁଏ ?

ନୂଆଦିଲ୍ଲୀ : ସାଧାରଣ ଆଦିବାସୀ ଘରର ଝିଅ ଆଜି ଦେଶର ପ୍ରଥମ ନାଗରିକ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଏକ ଆଦିବାସୀ ଇଲାକାରୁ ରାଇସିନା ହିଲ୍ ପର୍ଯ୍ୟନ୍ତ ପହଞ୍ଚିବା ମଧ୍ୟରେ ରହିଛି ଅନେକ ସଂଘର୍ଷର କାହାଣୀ। ଆଜ୍ଞା ହଁ, ଆମେ କହୁଛୁ ଆମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନଶୈଳୀ ବିଷୟରେ…

ନ୍ୟୁୟର୍କ ସିଟିରେ ପବ୍ଲିକ୍ ସ୍କୁଲ ହଲିଡେ ତାଲିକାରେ ସାମିଲ ହେଲା ଦୀପାବଳି

ଓଡି଼ଶା ସମ୍ବାଦ ବ୍ୟୁରୋ: ଆଲୋକର ପର୍ବ ଦୀପାବଳି। ଏହି ପର୍ବ ସାରା ଦେଶରେ ପାଳନ କରାଯାଉଥିଲେ ହେଁ ବିଦେଶରେ ମଧ୍ୟ ଦୀପାବଳିକୁ ଭାରତୀୟମାନେ ଧୁମଧାମର ସହ ପାଳନ କରନ୍ତି। ବର୍ତ୍ତମାନ ନ୍ୟୁୟର୍କ ସିଟିରେ ଦୀପାବଳିକୁ ପବ୍ଲିକ ସ୍କୁଲ ହଲିଡେ ତାଲିକାରେ ସାମିଲ କରାଯାଇଛି। ଯାହାକୁ ନେଇ ଖୁସି…

ଦେଶରେ ଗଡ଼ିଲା ଆଉ ୫ ବନ୍ଦେ ଭାରତ ଏକ୍ସପ୍ରେସ; ସବୁଜ ପତାକା ଦେଖାଇ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶରେ ଗଡିଛି ୫ ନୂଆ ବନ୍ଦେ ଭାରତ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଅଛନ୍ତି ଏବଂ ସେଠାରେ ସେ ସବୁଜ ପତାକା ଦେଖାଇ ଏହି ବନ୍ଦେ ଭାରତ ଟ୍ରେନର…

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା: ଜଣେ ମୃତ, ପାଞ୍ଚ ଆହତ

କୋଲକାତା: ପଶ୍ଚିମବଙ୍ଗରେ ସରଗରମ ରହିଛି ରାଜନୈତିକ ମାହୋଲ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜାରି ରହିଛି ହିଂସା। କୁଚବିହାରର ଗୀତଲଦାହାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। କୁହାଯାଉଛି ଗୋଟିଏ ରାଜନୈତିକ ଦଳ ମଧ୍ୟରେ ଦୁଇଟି ଗୋଷ୍ଠୀରେ ପରିଣତ ହୋଇଥିଲା ଏବଂ ଏହି ଉଭୟ ଗୋଷ୍ଠୀ ମଧ୍ୟରେ…

୧୧ ବର୍ଷ ମଧ୍ୟରେ ୭୦ ହଜାର ଭାରତୀୟ ସରେଣ୍ଡର କଲେ ନିଜ ପାସପୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗତ ୧୧ ବର୍ଷ ମଧ୍ୟରେ ପ୍ରାୟ ୭୦ ହଜାର ଭାରତୀୟ ନିଜ ଦେଶର ନାଗରିକତ୍ୱ ଛାଡିଛନ୍ତି। ସେଥିମଧ୍ୟରୁ 40 ପ୍ରତିଶତ ଭାରତୀୟ ଗୋଆ ଥିବା ବେଳେ ଦ୍ୱିତୀୟ ନମ୍ବରରେ ପଞ୍ଜାବ ରହିଛି। ଏକ ଆରଟିଆଇ ରିପୋର୍ଟରେ ଏହି ସୂଚନା ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ, ୨୦୧୧ ରୁ…

ବଘେଲଙ୍କ ବାଣରେ ବିଜେପି ଘାଇଲା! ଶାହା ବଦଳାଇଲେ ରଣନୀତି

ଭୁବନେଶ୍ୱର: ଛତିଶଗଡ଼ରେ ଶାସନକୁ ବଜାୟ ରଖିବା ସହ ଲୋକସଭା କ୍ଷେତ୍ରରେ ଅଧିକରୁ ଅଧିକ ସିଟ ଜିତିବା ପାଇଁ ଶାସନରେ ଥିବା କଂଗ୍ରେସ ସବୁ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଦଳ ପକ୍ଷରୁ ସଂଭାଗୀୟ ସମ୍ମିଳନୀ ଆୟୋଜିତ ହେଉଥିବା ବେଳେ ବିଧାନସଭା ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।…

ହତ୍ୟା ଧମକ ପରେ ହନୀ ସିଂଙ୍କୁ ମିଳିଲା ସୁରକ୍ଷା

ନୂଆଦିଲ୍ଲୀ: ର‌୍ୟାପର ହନୀ ସିଂଙ୍କୁ ହତ୍ୟା ଧମକ ମିଳିବା ପରେ ସୋମବାର ଦିଲ୍ଲୀ ପୋଲିସ ତାଙ୍କୁ ସୁରକ୍ଷା ପ୍ରଦାନ କରିଛି । ଆଧୁନିକ ଅସ୍ତ୍ରଶସ୍ତ୍ର ସହ ୨ଜଣ ପୋଲିସକର୍ମୀ ତାଙ୍କ ସହ ୨୪ ଘଂଟା ରହିବେ । ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାର ପକ୍ଷରୁ ତାଙ୍କ ଜୀବନରୁ ମାରିଦେବା ନେଇ ଧମକ ମିଳିଥିଲା ।…