Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଂଗ୍ରେସର ନୂଆ ନିର୍ବାଚନୀ ଫର୍ମୁଲା, ଦଳ ସାଜିଛି ଅନାଥର ନାଥ !

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ କଂଗ୍ରେସ ଆଗ୍ରେସିଭ ଢଙ୍ଗରେ ପ୍ରଚାରକୁ ଜୋରଦାର କରିଛି। ଯେଉଁଠି ଦଳର ସରକାର ଅଛି ସେସବୁ ସ୍ଥାନରେ କିଭଳି ଦଳ ବିଭିନ୍ନ ପ୍ରତିଶ୍ରୁତି ପୂରଣ କରୁଛି ଓ ଆଗକୁ ଅନ୍ୟ ରାଜ୍ୟରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି ତାହା ତୁରନ୍ତ ପୂରଣ ହେବ ବୋଲି ପ୍ରଚାର ମାଧ୍ୟମରେ…

ଆସୁଛି ବାତ୍ୟା ବିପର୍ଯ୍ୟୟ: ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ୪୦ ହଜାରରୁ ଉର୍ଦ୍ଧ୍ୱ ସ୍ଥାନାନ୍ତର

ଗାନ୍ଧୀନଗର: ଆସନ୍ତାକାଲି ସନ୍ଧ୍ୟାରେ ଗୁଜୁରାଟର ସୌରାଷ୍ଟ୍ର ଏବଂ କଚ୍ଛ ଜିଲ୍ଲା ମଧ୍ୟଭାଗ ସହିତ ପାକିସ୍ଥାନ ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ୍ କରିବ ନେଇ ଅନୁମାନ କରାଯାଇଛି। ବର୍ତ୍ତମାନ ଏହି ଘୂର୍ଣ୍ଣିବାତ୍ୟା ପୋରବନ୍ଦରଠାରୁ ପ୍ରାୟ ୩୫୦ କିଲୋମିଟର ଦୂର…

ଗେମିଂ ଆପ୍ ଜରିଆରେ ବାର୍ତ୍ତାଳାପ କରୁଥିବା ଯୁବକର ପାକିସ୍ତାନ ଲିଙ୍କ୍

ଓଡି଼ଶା ସମ୍ବାଦ ବ୍ୟୁରୋ: ଗେମିଂ ଆପ୍ ଜରିଆରେ ବାର୍ତ୍ତାଳାପ କରିବା ମାମଲାରେ ଗାଜିୟାବାଦ ପୋଲିସ ବୁଧବାର ଏଟିଏସ ଏବଂ କେନ୍ଦ୍ରୀୟ ଏଜେନ୍ସି ସହ ମିଶି ଅଭିଯୁକ୍ତ ଶାହନାୱାଜକୁ ୭ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛି। ଏହି ତଦନ୍ତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।…

ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ଲଢିପାରନ୍ତି ୧୦ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୮ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ଲଢିପାରନ୍ତି ୧୦ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୮ ରାଜ୍ୟ ସଭା ସାଂସଦ । ୧୦ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୮ ରାଜ୍ୟସଭା ସାଂସଦ  ଓ କିଛି ବିଧାୟକଙ୍କୁ ଲୋକସଭା ନିର୍ବାଚନ ଲଢ଼ିବା ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ବିଜେପି କହିଥିବା ଜାତୀୟ ଗଣମାଧ୍ୟମ…

ପୁଣି ଅଶାନ୍ତ ମଣିପୁର, ଅଧରାତିରେ ଗୁଳିମାଡ଼ରେ ୯ ଜଣଙ୍କ ମୃତ୍ୟୁ

ଇମ୍ଫାଲ୍: ଅଧରାତିରେ ଗୁଳିମାଡ଼, ୯ ଜଣଙ୍କ ମୃତ୍ୟୁ । ଜଣେ ମହିଳାଙ୍କ ସମେତ ଗୁଳିମାଡ଼ରେ ମଣିପୁରରେ ଆଖି ବୁଜିଛନ୍ତି ୯ ଜଣ । ସେନାର ସୂଚନା ଅନୁସାରେ, ଖାମେନଲୋକ ଅଞ୍ଚଳରି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ମାସେ ହେଲା ଜଳୁଥିବା ମଣିପୁରରେ ଶାନ୍ତି ଫେରାଇ ଆଣିବା ଲାଗି ଉଦ୍ୟମ…

ଜୁନ୍ ୨୧ ରେ ଜାତିସଂଘ ସଚିବାଳୟରେ ଯୋଗ ଅଧିବେଶନର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜୁନ୍ ୨୧ ରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ସଚିବାଳୟରେ ଆୟୋଜିତ ଯୋଗ ଅଧିବେଶନର ନେତୃତ୍ୱ ନେବେ। ଭାରତରେ ମିଳିତ ଜାତିସଂଘର ରେସିଡେଣ୍ଟ ସଂଯୋଜକ ଶମ୍ବି ଶାର୍ପ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି। ମିଳିତ…

ଜୋ ବାଇଡେନଙ୍କୁ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି କହିଲେ ଡୋନାଲ୍ଡ ଟ୍ରମ୍ପ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋ ବାଇଡେନଙ୍କୁ 'ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି' ବୋଲି କହିଛନ୍ତି। ସିକ୍ରେଟ୍ ଡକ୍ୟୁମେଣ୍ଟ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଆମେରିକାର ମିଆମି କୋର୍ଟରେ ହାଜର ହୋଇଥିଲେ। କୋର୍ଟରେ ନିଜକୁ…

ଗୁଜୁରାଟ ଉପକୂଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବାକୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆରବସାଗରରେ ସୃଷ୍ଟି ବାତ୍ୟା ବିପର୍ଯ୍ୟୟ ଏବେ ଗୁଜୁରାଟ ମୁହାଁ। ଏଥିଲାଗି ହାଇଆଲର୍ଟ ଜାରି ରହିଛି। ଅସୁରକ୍ଷିତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁଜୁରାଟ ସରକାରଙ୍କୁ କହିଛନ୍ତି। ଏଥିସହିତ ବିଦ୍ୟୁତ୍,…

ନାଇଜେରିଆରେ ବୋଟ୍‌ ବୁଡ଼ି ଶତାଧିକ ମୃତ, ଅନେକ ନିଖୋଜ

ଓଡ଼ିଶା ସମ୍ବାଦ ବ୍ୟୁରୋ: ନାଇଜେରିଆରେ ଗତ ସୋମବାର ବୋଟ୍ ବୁଡି ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଉସ୍‌ମାନ ଇବ୍ରାହିମ୍‌ର ୨ଟି ଗ୍ରାମର ଲୋକେ ନାଇଜର ଷ୍ଟେଟର ଇଗବୋଟିରେ ଏକ ବିବାହ ସମାରୋହ ଯୋଗଦେବାକୁ ଯାଇଥିଲେ। ଏହି ବିବାହ ସମାରୋହରେ ଯୋଗ ଦେଇ ବୋଟରେ ପ୍ରାୟ ୩ଶହ ଲୋକ ନଦୀ ପାର୍‌ ହେଉଥିବା…

ଇଡି ହାଜତରେ କାନ୍ଦି ପକାଇଲେ ତାମିଲ୍‌ନାଡୁ ମନ୍ତ୍ରୀ ସେନ୍ଥିଲ୍‌ ବାଲାଜୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ତାମିଲନାଡୁର ଶକ୍ତି ତଥା ଅବକାରୀ ମନ୍ତ୍ରୀ ଭି. ସେନ୍ଥିଲ୍‌ ବାଲାଜୀ ଗିରଫ। ମଙ୍ଗଳବାର ରାତିରେ ମନ୍ତ୍ରୀଙ୍କୁ ଗିରଫ କରିଛି‘ଇଡି’। ଦିନରେ ବାଲାଜୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯାଇଥିଲା। ଘର ତଲାସ କରିବା ପରେ…