Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆନ୍ଦୋଳନରତ ରେସଲରଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ, ହଟିଲା ଜନ୍ତରମନ୍ତରରୁ ତମ୍ବୁ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ସହ ନ୍ୟାୟ ପାଇଁ ରେସଲରମାନେ ଜନ୍ତରମନ୍ତରରେ ଧାରଣା ଦେଇଥିଲେ । ରବିବାର ରେସଲରମାନେ ନୂତନ ସଂସଦ ଭବନ ଯିବାକୁ ବାହାରିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।…

ନୂଆ ସଂସଦ ଭବନରୁ ଦେଶବାସୀଙ୍କୁ ପିଏମଙ୍କ ସମ୍ବୋଧନ, ‘ଭାରତ ଆଗକୁ ବଢ଼ିଲେ ବିଶ୍ୱ ଆଗକୁ ଯିବ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆ ସଂସଦ ଭବନକୁ ଲୋକାର୍ପିତ କରିଛନ୍ତି । ବୈଦିକ ରୀତିନୀତି ଅନୁସାରେ ଓ ସର୍ବ ଧର୍ମ ପ୍ରାର୍ଥନା ପରେ ଉଦଘାଟିତ ହୋଇଛି ନୂଆ ସଂସଦ ଭବନ । ସଂସଦ ଭନବରେ ସେଙ୍ଗୋଲକୁ ସ୍ଥାପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ…

ନୂଆ ସଂସଦ ଭବନକୁ କଫୀନ ସହ ତୁଳନା କଲା ଆର୍‌ଜେଡି ! ବିଜେପି କହିଲା, ରାଜଦ୍ରୋହ ମାମଲା ହେଉ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘଟାନ ସରିଲା। ହେଲେ ବିବାଦ ଥମିଲାନି। ଏବେ ନୂଆ ସଂସଦ ଭବନକୁ କଫୀନ ସହ ତୁଳନା କରିଛି ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)। ନୂଆ ସଂସଦ ଭବନର ଏକ ଫଟୋ ଓ କଫୀନର ଏକ ଫଟୋକୁ ଏକା ସାଙ୍ଗରେ ଟ୍ୱିଟ୍ କରି ଏହା କ’ଣ ବୋଲି ପଚାରିଛି। ଏହାକୁ ନେଇ ବିବାଦ ଉଠିବା ପରେ…

ନୂଆ ସଂସଦ ଭବନରେ ପଡ଼ିଥିବା କାର୍ପେଟ୍‌କୁ ବୁଣିଛନ୍ତି ୯୦୦ କାରିଗର, ଲାଗିଛି ୧୦ ଲକ୍ଷ ଘଣ୍ଟାର ସମୟ

ନୂଆଦିଲ୍ଲୀ: ବହୁ ରାଜି ଅରାଜି ଓ ତର୍କ ବିତର୍କ ପରେ ଉଦ୍‌ଘାଟିତ ହୋଇଛି ନୂଆ ସଂସଦ ଭବନ। ସର୍ବଧର୍ମର ପ୍ରାର୍ଥନା ସହ ମନ୍ତ୍ରସିଦ୍ଧ ହୋଇଛି ଆଇନର ଏହି ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍‌ଘାଟନ କରିବା ସହିତ ଐତିହାସିକ ସେଙ୍ଗୋଲ୍‌କୁ ବାଚସ୍ପତି ଚୌକୀ ପାଖରେ ସ୍ଥାପନା…

ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀକୁ କ୍ଷମା ମିଳିଛି, ତେଣୁ ୟାସିନ ମଲ୍ଲିକ ମାମଲାକୁ ପୁନଃ ବିଚାର କରାଯାଉ: ମେହେବୁବା…

ଶ୍ରୀନଗର: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଅଭିଯୋଗରେ ସଜା କାଟୁଥିବା ୟାସିନ ମଲ୍ଲିକଙ୍କ ଉପରେ ଦୟା ଦେଖାଇଛନ୍ତି ଜାମ୍ମୁ-କାଶ୍ମୀର ପୂର୍ବତୁ ମୁଖ୍ୟମନ୍ତ୍ରୀ ମେହେବୁବା ମୁପ୍‌ତୀ। ୟାସିନ ବିରୋଧରେ ଲାଗିଥିବା ମାମଲାରେ ଦଣ୍ଡ କୋହଳ କରାଯାଉ ଓ ମାମଲାର ପୁନର୍ବିଚାର କରାଯାଉ ବୋଲି ସେ ଦାବି…

ନୂଆ ସଂସଦ ଭବନ ଲୋକାର୍ପିତ; ଐତିହାସିକ ‘ସେଙ୍ଗୋଲ୍’ ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଝଲୁସୁଛି ନୂଆ ସଂସଦ ଭବନ । ଆଜି ବହୁ ପ୍ରତୀକ୍ଷିତ ନୂଆ ପାର୍ଲାମେଣ୍ଟ ଭବନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୋମପୂଜା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନରେ ଐତିହାସିକ ‘ସେଙ୍ଗୋଲ୍‌’ ସ୍ଥାପନ କରିଛନ୍ତି। ଆଜି ସକାଳେ ବିଧିବିଧାନ…

ଭାରତକୁ ବିଦ୍ୟୁତ୍ ବିକ୍ରି କରିବା ଆରମ୍ଭ କଲା ନେପାଳ

କାଠମାଣ୍ଡୁ: ଗତାକାଲି ଠାରୁ(ମେ ୨୭) ଭାରତକୁ ବିଦ୍ୟୁତ ବିକ୍ରି କରିବା ଆମ୍ଭ କଲା ନେପାଳ। ଶନିବାର ଠାରୁ ୬୦୦ ମେଗାୱାଟ୍ ଆୱର ଇଲେକ୍ଟ୍ରିସିଟି ବିକ୍ରି କରିବା ଆରମ୍ଭ କରିଛି ପଡ଼ୋଶୀ ଦେଶ। ମୌସୁମୀ ଆସିବା ପୂର୍ବରୁ ନେପାଳରେ ଅଧିକ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଗଲାଣି। ‘ରନ୍‌ ଅପ୍‌ ଦ…

ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ନୂଆ ସଂସଦ ଭବନ ପାଇଁ ଭଏସ ଓଭର ଦେଲେ ଶାହରୁଖ ଓ ଅକ୍ଷୟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଉଦ୍‌ଘଟାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ସମସ୍ତ ଧର୍ମର ପ୍ରାର୍ଥନା ସହ ନୂଆ ସଂସଦ ଭବନକୁ ସର୍ବଧର୍ମ ସମନ୍ୱୱ କରାଯାଉଛି। ସମସ୍ତେ ଉପସ୍ଥିତ ରହିଛନ୍ତି। ତେବେ ଉଦ୍‌ଘାଟନ ପୂର୍ବରୁ ନୂଆ ସଂସଦ ଭବନ ବିଷୟରେ ଆଉ ଏକ ନୂଆ ଖବର ଶୁଣିବାକୁ ମିଳିଛି। ନୂଆ ସଂସଦ ଭବନ…

ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ହସ୍ତାନ୍ତର କଲେ ମହନ୍ତ, ମୋଦୀ କହିଲେ ଏହା ସ୍ୱାଧୀନତାର ପ୍ରତୀକ

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଉଦଘାଟନୀ ସମାରୋହର ଗୋଟିଏ ଦିନ ପୂର୍ବରୁ ତାମିଲନାଡୁର ମହନ୍ତ ସେଙ୍ଗୋଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହସ୍ତାନ୍ତର କରିଛନ୍ତି। ଚେନ୍ନାଇର କିଛି ମହନ୍ତ ଶନିବାର ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି…

ନୀତି ଆୟୋଗ ସହିତ ମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୀତି ଆୟୋଗର ଅଷ୍ଟମ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିଥିଲେ । ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୯ ଟି ରାଜ୍ୟ ଏବଂ ୬ ଟି କେନ୍ଦ୍ରଶାସିତ ଅଞ୍ଚଳକୁ…