Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଜେପି ହାରିବା କାରଣ ଖୋଜୁଛି, ଜିତିବା ରାସ୍ତା ପ୍ରସ୍ତୁତ କରୁଛି

ଭୁବନେଶ୍ୱର: ହାରିବାର କାରଣ ଖୋଜୁଛି ବିଜେପି। କର୍ଣ୍ଣାଟକରେ ସବୁ ଶକ୍ତି ଖଟାଇବା ପରେ ମଧ୍ୟ ଦଳ କାହିଁକି ହାରିଲା ତାର କାରଣ ଖୋଜା ଆରମ୍ଭ ହୋଇଛି। ବିଜେପିର ଜାତୀୟ ସଭାପତି ଜେ ପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ଦଳର ସାଧାରଣ ସମ୍ପାଦକ ବି ଏଲ ସନ୍ତୋଷ ପ୍ରମୁଖ ବୈଠକ କରିବା ସହ ହାରିବାର…

ଧାନ ସହ ମୁଗ, ବିରି ଓ ହରଡ଼ର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଖୁସି ଖବର । କେନ୍ଦ୍ର କ୍ୟାବିନେଟ୍ ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । କେନ୍ଦ୍ରର ମୋଦି ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ଖରିଫ ଫସଲର ଏମଏସପି ବୃଦ୍ଧିକୁ ଅନୁମୋଦନ ଦେଇଛନ୍ତି । ଧାନ ଦର ୧୪୩ ଟଙ୍କା ବୃଦ୍ଧି କରିଛନ୍ତି…

ପୁଣି ଦୁର୍ଘଟଣା; ଏଲ୍‌ପିଜି ଗ୍ୟାସ୍ ନେଇ ଯାଉଥିବା ମାଲ୍‌ବାହୀ ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ଚ୍ୟୁତ

ଜବଲପୁର: ପୁଣି ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍। ଏଥର ମଧ୍ୟ ପ୍ରଦେଶର ଜବଲପୁର ଜିଲ୍ଲାରେ ଏକ୍ ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଛି। ମଙ୍ଗଳବାର ରାତିରେ ମାଲବାହୀ ଟ୍ରେନ୍‌ର ଦୁଇଟି ଏଲ୍‌ପିଜି ରାକ୍‌ ବଗି ଲାଇନ୍‌ଚ୍ୟୁତ ହୋଇଛି। ଗ୍ୟାସ୍ ଟ୍ୟାଙ୍କର ଖାଲି କରିବାକୁ ଟ୍ରେନ୍‌ଟି ମଧ୍ୟ ପ୍ରଦେଶର…

୨୦୩୦ ସୁଦ୍ଧା ଲୋପ ପାଇବ ସମୁଦ୍ର ବରଫ, ବୃଦ୍ଧି ପାଇବ ବିଶ୍ୱର ତାପମାତ୍ରା

ଓଡିଶା ସମ୍ବାଦ ବ୍ୟୁରୋ: ପ୍ରକୃତିର ପରିବର୍ତ୍ତନ ଯୋଗୁଁ ପରିବେଶ ବହୁତ ପ୍ରଭାବିତ ହୋଇଛି। ଶହ ଶହ ବିଶ୍ୱସ୍ତରୀୟ ଆଲୋଚନା ଏବଂ ଅନେକ ପ୍ରୟାସ ପରେ ମଧ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରିଲା ନାହିଁ। ନୂତନ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆର୍କଟିକ୍ ମହାସାଗରର ସମର ସି ଆଇସ ବା…

ଇରାନକୁ ଆହୁରି ଶକ୍ତିଶାଳୀ କଲା ହାଇପରସୋନିକ ମିସାଇଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶବ୍ଦ ଠାରୁ ଅଧିକ ୧୫ ଗୁଣ ଦୃତରେ ଗତି କରୁଥିବା ଏକ ହାଇପରସୋନିକ୍ ମିସାଇଲ ଲଞ୍ଚ କଲା ଇରାନ। ଇରାନ ଦାବି କରିଛି ଯେ ଫତାହ ନାମକ ଏହି ମିସାଇଲର ଲକ୍ଷ୍ୟ ଭେଦ କରିବାର କ୍ଷମତା ୧୪ଶହ କିମି ରହିଛି। ଏହାର ଗତି ଅଧିକ ସ୍ପିଡ ଥିବା ସହ ଶତ୍ରୁପକ୍ଷଙ୍କ ଟାର୍ଗେଟକୁ ନଷ୍ଟ…

ମଝି ଆକାଶରେ ଏୟାର ଇଣ୍ଡିଆକୁ ଝଟକା, ଋଷ ବିମାନ ବନ୍ଦରରେ କଲା ଜରୁରୀକାଳୀନ ଅବତରଣ

ଓଡିଶା ସମ୍ବାଦ ବ୍ୟୁରୋ: ମଝି ଆକାଶରେ ଏୟାର ଇଣ୍ଡିଆ ବିମାନର ଇଞ୍ଜିନ ତୃଟି। ଜରୁରୀକାଳୀନ ଅବତରଣ ପାଇଁ ଋଷକୁ ମାଗିଲା ଅନୁମତି। ସୂଚନା ଅନୁସାରେ ମଙ୍ଗଳବାର ଦିଲ୍ଲୀରୁ ସାନ ଫ୍ରାନ୍ସିସକୋକୁ ଏୟାର ଇଣ୍ଡିଆ ବିମାନ AI173 ଉଡ଼ାଣ ଭରିଥିଲେ। ହେଲେ ହଠାତ ମଝି ଆକାଶରେ ଦେଖାଦେଇଥିଲା ଯାନ୍ତ୍ରୀକ…

ଏଣିକି ୨୪ ଘଣ୍ଟା ପାଇଁ ଖୋଲା ରହିବ ବାଣିଜ୍ୟିକ ପ୍ରତିଷ୍ଠାନ, ଅନୁମୋଦନ ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର। ଏଣିକି ସ୍ଥାନୀୟ ଲୋକେ କରିପାରିବେ ନାଇଟ ସପିଂ। ୨୪ ଘଣ୍ଟା ପାଇଁ ଖୋଲା ରହିବ ଦୋକାନ। ଜାତୀୟ ରାଜଧାନୀ ଦିଲ୍ଲୀରେ ୧୫୫ଟି ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନକୁ ୨୪ ଘଣ୍ଟା ଖୋଲା ରଖିବା ପାଇଁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ମୃତ୍ୟୁର ଦୁଇ ଦିନ ପରେ ମୃତକଙ୍କୁ ମିଳିଲା ଜାମିନ

ମୁମ୍ବାଇ: ମୃତ୍ୟୁର ଦୁଇ ଦିନ ପରେ ଜଣେ ବ୍ୟକ୍ତିଙ୍କୁ ମିଳିଲା "ଚିକିତ୍ସା ଏବଂ ମାନବ ଅଧିକାର" ଆଧାରରେ ଅସ୍ଥାୟୀ ଜାମିନ। ଏକ ଠକେଇ ମାମଲାରେ ଗିରଫ ହୋଇଥିବା ୬୨ ବର୍ଷିୟ ବ୍ୟକ୍ତିର ମୃତ୍ୟୁ ପରେ ମୁମ୍ବାଇ କୋର୍ଟ ଅସ୍ଥାୟୀ ଜାମିନ ପ୍ରଦାନ କରିଛନ୍ତି। ମେ ୯ ତାରିଖରେ ତାଙ୍କ ଜାମିନ ଆବେଦନ ଉପରେ…

ଆତଙ୍କବାଦୀ ସହଯୋଗୀଙ୍କ ୧୦ଟି ସ୍ଥାନରେ ଏନଆଇଏର ଚଢାଉ

ନୂଆଦିଲ୍ଲୀ: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) କାନାଡାରେ ରହୁଥିବା ଆତଙ୍କବାଦୀ ଅର୍ଶଦୀପ ଡାଲାର କିଛି ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ପଞ୍ଜାବ ଏବଂ ହରିୟାଣାରେ ସେମାନଙ୍କ ସହ ଜଡିତ ୧୦ ଟି ସ୍ଥାନରେ ଚଢାଉ କରିଛି। ଏନେଇ ଜଣେ ଅଧିକାରୀ ସୂଚନା…

ଟ୍ରେନ ଦୁର୍ଘଟଣା ପୀଡ଼ିତଙ୍କୁ ସହାୟତାର ହାତ ବଢାଇଲେ ମୁକେଶ ଅମ୍ବାନୀ : ପୀଡ଼ିତ ପରିବାରର ଜଣଙ୍କୁ ଦେବେ ଚାକିରି

ନୂଆଦିଲ୍ଲୀ: ବାଲେଶ୍ୱର ବାହାନାଗାରେ ଘଟିଯାଇଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱ ଦୁଃଖ ପ୍ରକାଶ କରିଛି । ବିଶ୍ୱର ବହୁ ବଡ଼ ବଡ଼ ନେତାଙ୍କଠାରୁ ଆରମ୍ଭ କରି ବଲିଉଡ଼ର ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ତ୍ୱରିତ ଆରୋଗ୍ୟ…