Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାରାଷ୍ଟ୍ର ରାଜନୀତି ସରଗରମ ! ଏନସିପି ନେତା ଅଜିତ ପାୱାର ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର

ମହାରାଷ୍ଟ୍ର : ଏନସିପି ନେତା ଅଜିତ ପାୱାର ବିଜେପିରେ ଯୋଗ ଦେବା ନେଇ ମଙ୍ଗଳବାର ଚର୍ଚ୍ଚା ଜୋର ଧରିବା ପରେ ସରଗରମ ହୋଇଛି ମହାରାଷ୍ଟ୍ର ରାଜନୀତି । କୁହାଯାଉଛି ଏନସିପି ବିଧାୟକ ଅଜିତ ପାୱାର ତାଙ୍କ ଦଳର ପ୍ରାୟ ୩୦-୪୦ ବିଧାୟକଙ୍କ ସହ ବିଜେପି-ସିନ୍ଦେ ସରକାରରେ ସାମିଲ ହେବେ। ଏହି…

ଲାଜପତ ଅଡିଟରିୟମରେ ଅନୁଷ୍ଠିତ ହେଲା ନୃତ୍ୟ ବିଳାସ ଉତ୍ସବ

ନୂଆଦିଲ୍ଲୀ: ସ୍ଥାନୀୟ ଲାଜପତ ଅଡିଟରିୟମରେ ଓଡିଶୀ ଦର୍ଶନ ନୃତ୍ୟ ଏକାଡେମୀ ଦ୍ୱାରା ଦ୍ୱିତୀୟ ନୃତ୍ୟ ବିଳାସ ଉତ୍ସବ ଆୟୋଜିତ ହୋଇଯାଇଛି । ଓଡିଶୀ ନୃତ୍ୟ କଳା ଜଗତର ପ୍ରତିଷ୍ଠିତ ଗୁରୁ ସୁଦର୍ଶନ ସାହୁ ଏହି ଏକାଡେମୀ ୨୦୧୯ରେ ସ୍ଥାପିତ କରିଥିଲେ । ଦିଲ୍ଲୀ ଏନସିଆରରେ ସେ ଓଡିଶୀ ନୃତ୍ୟର ପ୍ରଚାର ଓ…

ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ଅଫିସ୍‌ ଆଗରେ ଭଙ୍ଗାରୁଜା ଘଟଣା, ଯାଞ୍ଚ କରିବ ଏନଆଇଏ !

ନୂଆଦିଲ୍ଲୀ : ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସାମ୍ନାରେ ଭଙ୍ଗାରୁଜା ଘଟଣାର ଏନଆଇଏ ଯାଞ୍ଚ କରିବ ବୋଲି ଜଣାପଡ଼ିଛି। ପାକ-ଖଲିସ୍ତାନ ଷଡଯନ୍ତ୍ରର ଅନୁସନ୍ଧାନ କରିବ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି । ସୂଚନାଯୋଗ୍ୟ, ପ୍ରଦର୍ଶନ ମାମଲାରେ ପାକିସ୍ତାନ ଓ ଖଲିସ୍ତାନ ସମର୍ଥକ ଜଡିତ ଥିବା…

ଦିଲ୍ଲୀରେ ମୁକୁଲ ରୟ, ‘ଖେଲା’ ହେବାର ଆଭାସ?

ନୂଆଦିଲ୍ଲୀ: ଟିଏମସିର ବରିଷ୍ଠ ନେତା ମୁକୁଲ ରୟ ସୋମବାର ସଂଧ୍ୟାରୁ କୋଲକାତା ବିମାନ ବନ୍ଦରରୁ କୁଆଡେ ଗଲେ ତାଙ୍କ ସହ ଯୋଗାଯୋଗ ହୋଇପାରୁନି। ଏହା ତାଙ୍କ ପୁଅ ତଥା ଟିଏମସି ନେତା ଶୁଭ୍ରାଂଶୁ ରୟ କହିବା ପରେ କୋଲକାତାରୁ ଦିଲ୍ଲୀ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ମୁକୁଲ ରୟ ଦିଲ୍ଲୀରେ…

ପୂର୍ବତନ ରେଳମନ୍ତ୍ରୀ ତଥା ଟିଏମସି ନେତା ମୁକୁଲ ରୟ ନିଖୋଜ!

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ବିଜେପି ଛାଡି ନିଜ ପୂର୍ବ ରାଜନୈତିକ ଦଳ ତୃଣମୂଳ କଂଗ୍ରେସକୁ ଫେରିଥିବା ବରିଷ୍ଠ ନେତା ତଥା ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରୟ ସୋମବାର ବିଳମ୍ବିତ ସନ୍ଧ୍ୟାରୁ ନିଖୋଜ ରହିଛନ୍ତି। ତାଙ୍କ ପୁଅ ଶୁଭ୍ରାଂଶୁ ରୟ ଏହି ସୂଚନା ଦେଇଛନ୍ତି। ସେ ଦାବି…

ଉଦ୍ଧବଙ୍କୁ ଭେଟିଲେ ଭେନୁଗୋପାଳ, ଏକାଠି ଗଣତନ୍ତ୍ରକୁ ‘ବଞ୍ଚାଇବା’ର ଦେଲେ ପ୍ରତିଶ୍ରୁତି

ମୁମ୍ବାଇ: ଆସନ୍ତା ବର୍ଷ ୨୦୨୪। ରାଜନୈତିକ ଦୃଷ୍ଟିକୋଣରୁ ବହୁତ ଆହ୍ବାନମୂଳକ ରହିବ ଏହି ବର୍ଷ। କାରଣ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜନୈତିକ ଦଳମାନେ ସେମାନଙ୍କର ରଣନୀତି ତିଆରି କରିବାରେ ଲାଗିଛନ୍ତି। ବିଭିନ୍ନ ସ୍ଥାନରେ ସଭା ସମିତି ହେଉଥିବା ବେଳେ ଘନ ଘନ ବୈଠକ ମଧ୍ୟ…

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ହିଟ୍ ଓ୍ବେଭ୍ ଆଲର୍ଟ ଜାରି, ଗ୍ରୀଷ୍ମ ପ୍ରବାହ ପଛର କାରଣ କ’ଣ?

ନୂଆଦିଲ୍ଲୀ: ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତାତିରେ ଜୀବଜନ୍ତୁଠାରୁ ମଣିଷ ଛଟପଟ ହେଉଥିବା ବେଳେ ଭାରତୀୟ ପାଣିପାଗ ବିଭାଗର ସତର୍କତା ଚିନ୍ତା ବଢ଼ାଇଛି। ଯେଉଁଥିରେ କୁହାଯାଇଛି ପଶ୍ଚିମବଙ୍ଗ, ବିହାର ଏବଂ ଆନ୍ଧ୍ରପ୍ରଦେଶର ତିନୋଟି ରାଜ୍ୟରେ ଗ୍ରୀଷ୍ମପ୍ରବାହ ପୂର୍ବାନୁମାନ କରାଯାଇଛି। ଏହି…

ଅତିକର ହତ୍ୟାକାରୀ କେମିତି ପାଇଲେ ତୁର୍କୀ ନିର୍ମିତ ବନ୍ଧୁକ?

ଲକ୍ଷ୍ନୌ: ଅତିକ ଅହମ୍ମଦ ଏବଂ ତା ଭାଇ ଅଶରଫକୁ ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ପଚରାଉଚରା ବେଳେ ଉଭୟ ମାଫିଆ ବ୍ରଦର୍ସଙ୍କ ଉପରକୁ ଗୁଳି ଚଳାଇଥିବା ତିନି ଆକ୍ରମଣକାରୀଙ୍କ ଦ୍ୱାରା ଏହି ସୂଚନା ଦିଆଯାଇଛି। ପଚରାଉଚରା ବେଳେ ଆକ୍ରମଣକାରୀମାନେ କହିଥିଲେ ଯେ କାନପୁରର ଜଣେ ଇତିହାସ ଲେଖକ…

୧୯ ଦିନ ନ ଶୋଇ ରେକର୍ଡ଼ କଲେ ବ୍ୟକ୍ତି, ପରେ ଗିନିଜ ବୁକ୍ ଏପରି ରେକର୍ଡ଼କୁ ସମ୍ପୂର୍ଣ୍ଣ ନିଷେଦ୍ଧ କରିଦେଲେ

ନ୍ୟୁୟର୍କ: ଜଣଙ୍କୁ ଦିନକୁ ୬ରୁ ୮ ଘଣ୍ଟା ଶୋଇବା ଉଚିତ୍ ବୋଲି ଡ଼ାକ୍ତର ପରାମର୍ଶ ଦିଅନ୍ତି । କିନ୍ତୁ ଜଣେ ବ୍ୟକ୍ତି ୪୫୩ ଘଣ୍ଟା ୪୦ ମିନିଟ୍ ଅର୍ଥାତ୍ ପ୍ରାୟ ୧୯ ଦିନ ନ ଶୋଇ ବିଶ୍ୱ ରେକର୍ଡ଼ କରିଥିଲେ । ଏହି ସଫଳତା ଏତେ ବିପଜ୍ଜନକ ଥିଲା ଯେ, ଗିନିଜ ବୁକ୍‌ର କର୍ମକର୍ତ୍ତା ଏଭଳି ଅବାଞ୍ଚିତ…

କାରିଗରଙ୍କ ଅପୂର୍ବ କଳାକୃତି: ପାଣି ଉପରେ ଫୁଲରେ ସଜ୍ଜିତ ହୋଇଛି ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତି

ଦୁନିଆରେ କୁଶଳୀ କାରିଗରଙ୍କ ଅଭାବ ନାହିଁ । ସେମାନଙ୍କର ଏପରି କଳାକୃତି ଦେଖିବାକୁ ମିଳେ, ଯାହା ଆଖିରେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ । ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜ ଆଗ୍ରହର କଳାକୃତିକୁ ନେଇ ବିଭୋର । ଏବେ ସୋସିଆଲ ମିଡିଆରେ ଏହିପରି ଏକ କଳାର ଏକ ଭିଡିଓ ସେୟାର…