Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସକାଳୁ ସକାଳୁ ଏସବୁ ରାଜ୍ୟରେ ଭୂକମ୍ପ ଝଟକା

ତେଜପୁର: ସକାଳୁ ସକାଳୁ ଭୂକମ୍ପ ଝଟକ । ସୋମବାର ସକାଳୁ ଆସାମ, ମେଘାଳୟ, ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ନାଶନାଲ ସେଣ୍ଟର ଫର ସିସ୍ମୋଲଜି ଅନୁସାରେ, ସୋମବାର ସକାଳେ ତେଜପୁର ନିକଟରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୪ । ତେବେ ଭୂକମ୍ପ ଜନିତ କୌଣସି…

ନେହେରୁ ଓ ମୋଦୀଙ୍କ ମଧ୍ୟରେ ଫଟୋରେ ତୁଳନା, ବିଜେପି ଓ କଂଗ୍ରେସ ମଧ୍ୟରେ ଟ୍ବିଟର ଓ୍ୱାର୍

ନୂଆଦିଲ୍ଲୀ: ରବିବାର ବିଜେପି ଓ କଂଗ୍ରେସ ମଧ୍ୟରେ ଏକ ଟୁଇଟର ଓ୍ୱାର ଆରମ୍ଭ ହୋଇଛି। ଯେଉଁଥିରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଚିତ୍ର ସେୟାର କରାଯାଇଥିଲା। କଂଗ୍ରେସ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛି ଯେଉଁଥିରେ ନେହେରୁଙ୍କ ଛବି ସାମ୍ନାରେ…

୨୦୨୪ ନିର୍ବାଚନ ପାଇଁ ବିରୋଧୀ ଏକାଠି କରିବେ ବୈଠକ, ସ୍ଥିର ହେଲା ତାରିଖ ଏବଂ ସ୍ଥାନ

ନୂଆଦିଲ୍ଲୀ: ବିରୋଧୀ ଦଳ ଆସନ୍ତା ମାସର ୧୨ ତାରିଖରେ ପାଟନାରେ ଏକ ବଡ ବୈଠକ କରିବାକୁ ଯାଉଛନ୍ତି। ସୂଚନାନୁସାରେ, ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ରଣନୀତି ଏହି ବୈଠକରେ ଆଲୋଚନା କରାଯାଇପାରେ। ବିରୋଧୀ ଦଳର ଜଣେ ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଏକ…

ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ସମ୍ପୃକ୍ତ ରାଜ୍ୟରେ ଚାଲିଥିବା ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଉପରେ…

ନୂଆ ସଂସଦ ଭବନ ଉଦଘାଟନକୁ ବର୍ଜନ କଲା ଟିଏମସି, କିନ୍ତୁ ସାମିଲ ହେଲେ ୨ ସାଂସଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆ ସଂସଦ ଗୃହର ଉଦଘାଟନ କରିଛନ୍ତି। ଉଦ୍‌ଘାଟନୀ ସମାରୋହରେ ବିରୋଧୀ ଦଳ ସମେତ ଟିଏମସି ଏହାକୁ ବର୍ଜନ କରିଛି। କିନ୍ତୁ ଏହି କାର୍ଯ୍ୟକ୍ରମରେ ଦୁଇ ଟିଏମସି ସାଂସଦ ଶିଶିର ଅଧିକାରୀ ଏବଂ ଦ୍ବିବେନ୍ଦୁ ଅଧିକାରୀ ଉପସ୍ଥିତ ଥିଲେ। ନୂଆ ସଂସଦ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ସଂସଦ ଭବନର ଅଖଣ୍ଡ ଭାରତର ଚିତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି । ଏହି ସଂସଦ ଭବନର ଅନେକ ଚିତ୍ର ସୋସିଆଲ ମିଡିଆରେ ଶେୟାର ହେବାରେ ଲାଗିଛି । ଏହା ମଧ୍ୟରେ ଅଖଣ୍ଡ ଭାରତର ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି । ଏହାର ସତ୍ୟତା ସମ୍ପୂର୍ଣ୍ଣ ପୃଷ୍ଠ ହୋଇପାରି ନାହିଁ ।…

ଅଶାନ୍ତ ମଣିପୁର, ୪୦ ସନ୍ଦିଗ୍ଧଙ୍କୁ ଗୁଳି କଲେ ସୁରକ୍ଷାକର୍ମୀ

ଇମ୍ଫାଲ୍: ଅଶାନ୍ତ ମଣିପୁରରେ ଏନକାଉଣ୍ଟର । ୪୦ ସନ୍ଦିଗ୍ଧଙ୍କୁ ଗୁଳି କଲେ ମଣିପୁର ପୋଲିସର ଯବାନ । ମଣିପୁରର ଏକାଧିକ ଅଞ୍ଚଳରେ ୮ ଘଣ୍ଟା ଧରି ଅପରେସନ୍ ପରେ ହିଂସାରେ ସମ୍ପୃକ୍ତ ୪୦ ଜଣ ସନ୍ଦିଗ୍ଧଙ୍କୁ ଗୁଳି କରିଛନ୍ତି ସୁରକ୍ଷାକର୍ମୀ । ଏନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ…

ଆନ୍ଦୋଳନରତ ରେସଲରଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ, ହଟିଲା ଜନ୍ତରମନ୍ତରରୁ ତମ୍ବୁ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ସହ ନ୍ୟାୟ ପାଇଁ ରେସଲରମାନେ ଜନ୍ତରମନ୍ତରରେ ଧାରଣା ଦେଇଥିଲେ । ରବିବାର ରେସଲରମାନେ ନୂତନ ସଂସଦ ଭବନ ଯିବାକୁ ବାହାରିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।…

ନୂଆ ସଂସଦ ଭବନରୁ ଦେଶବାସୀଙ୍କୁ ପିଏମଙ୍କ ସମ୍ବୋଧନ, ‘ଭାରତ ଆଗକୁ ବଢ଼ିଲେ ବିଶ୍ୱ ଆଗକୁ ଯିବ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆ ସଂସଦ ଭବନକୁ ଲୋକାର୍ପିତ କରିଛନ୍ତି । ବୈଦିକ ରୀତିନୀତି ଅନୁସାରେ ଓ ସର୍ବ ଧର୍ମ ପ୍ରାର୍ଥନା ପରେ ଉଦଘାଟିତ ହୋଇଛି ନୂଆ ସଂସଦ ଭବନ । ସଂସଦ ଭନବରେ ସେଙ୍ଗୋଲକୁ ସ୍ଥାପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ…

ନୂଆ ସଂସଦ ଭବନକୁ କଫୀନ ସହ ତୁଳନା କଲା ଆର୍‌ଜେଡି ! ବିଜେପି କହିଲା, ରାଜଦ୍ରୋହ ମାମଲା ହେଉ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘଟାନ ସରିଲା। ହେଲେ ବିବାଦ ଥମିଲାନି। ଏବେ ନୂଆ ସଂସଦ ଭବନକୁ କଫୀନ ସହ ତୁଳନା କରିଛି ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)। ନୂଆ ସଂସଦ ଭବନର ଏକ ଫଟୋ ଓ କଫୀନର ଏକ ଫଟୋକୁ ଏକା ସାଙ୍ଗରେ ଟ୍ୱିଟ୍ କରି ଏହା କ’ଣ ବୋଲି ପଚାରିଛି। ଏହାକୁ ନେଇ ବିବାଦ ଉଠିବା ପରେ…