Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଝି ଆକାଶରେ ନିୟନ୍ତ୍ରଣ ହରାଇଲା ହେଲିକପ୍ଟର: ଅଳ୍ପକେ ବର୍ତ୍ତିଗଲେ ୟେଦୁରପ୍ପା

କଲବୁର୍ଗୀ: ବିଜେପିର ବରିଷ୍ଠ ନେତା ୟେଦୁରପ୍ପା ଆଜି ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହେଲିକପ୍ଟ ଲାଣ୍ଡିଂ ଅବ୍ୟବସ୍ଥା ଯୋଗୁ ଏପରି ଘଟଣା ଘଟିଥିଲା  । କଲବୁର୍ଗୀର ଜେବରଗୀରେ ୟେଦୁରପ୍ପାଙ୍କ ହେଲିକପ୍ଟର ଲାଣ୍ଡିଂର ବ୍ୟବସ୍ଥା କରାଯାଇଥିଲା । ଲାଣ୍ଡିଂ ସ୍ଥାନରେ ଏକ…

ୟୁଟ୍ୟୁବ ଦେଖି ଛୁଆ ଜନ୍ମ କରିବା ପରେ ମାରିଦେଲେ ନାବାଳିକା

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁର ସହରରୁ ଆଜି ଏକ ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି । ସହରରେ ଜଣେ ନାବାଳିକା ୟୁଟ୍ୟୁବ ଦେଖିବା ପରେ ଘରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ତେବେ ଶିଶୁଟିକୁ ଜନ୍ମ ଦେବା ପରେ ନାବାଳିକା ଜଣକ ନବଜାତ ଶିଶୁଟିକୁ ଗଳା କାଟି ମାରିଦେଇଛନ୍ତି । ପୋଲିସର କହିବା…

ହିଜାବ ବିରୋଧୀ ଆନ୍ଦୋଳନର ପ୍ରତିଶୋଧ ! ୯୦୦ ଛାତ୍ରୀଙ୍କୁ ବିଷ ପିଆଯାଇଥିବା ଅଭିଯୋଗ

ତେହରାନ: ଇରାନରେ ମହିଳାଙ୍କ ଅଧିକାର ଏବଂ ଶିକ୍ଷାକୁ ନେଇ ବିଶ୍ୱସ୍ତରରେ ଚିନ୍ତା ପ୍ରକଟ କରାଯାଇଛି  । ଗତ ସେପ୍ଟେମ୍ବରରେ ମହସା ଅମିନୀ ନାମ୍ନୀ ଜଣେ ୨୨ ବର୍ଷର ଯୁବତୀଙ୍କ ମୃତ୍ୟୁ ପରେ ଇରାନରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ମହସା ଇରାନ ମହିଳାଙ୍କ ଡ୍ରେସ କୋଡକୁ ବିରୋଧ କରି…

୨୦୧୪ ପରେ ୨ ଗୁଣା ବଢିଛି ମୁଣ୍ଡପିଛା ଆୟ

ନୂଆଦିଲ୍ଲୀ: ଲୋକଙ୍କ ମୁଣ୍ଡପିଛା ଆୟ ବଢୁଛି । ୨୦୧୪ ପରେ ଏହା ଦ୍ୱିଗୁଣିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ ଏହି ସଫଳତା ପରିଲକ୍ଷିତ ହୋଇଛି । ଏକ ତଥ୍ୟ ଅନୁଯାୟୀ, ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ମୁଣ୍ଡପିଛା ଆୟ ୮୬, ୬୪୭ ଟଙ୍କାରୁ ବୃଦ୍ଧି ପାଇ ୧, ୭୨, ୦୦୦ ଟଙ୍କା…

ସକାଳୁ ସକାଳୁ ଏନ୍‌କାଉଣ୍ଟର୍‌: ପୋଲିସ ଗୁଳିରେ ଉମେଶ ପାଲ୍‌ ହତ୍ୟାକାଣ୍ଡର ଅଭିଯୁକ୍ତ ଉସ୍‌ମାନ ନିହତ

ପ୍ରୟାଗରାଜ:ସକାଳୁ ସକାଳୁ ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ କୌଧିୟାରା ଅଞ୍ଚଳରେ ଏନକାଉଣ୍ଟର ହୋଇଯାଇଛି। ପୁଲିସର ଗୁଳିମାଡରେ ‘ଆତିକ୍‌ ଅହମଦ୍‌ ଗ୍ୟାଙ୍ଗ୍‌’ର ସୁଟର୍‌ ବିଜୟ ଚୌଧୁରୀ ଓରଫ୍‌ ଉସ୍‌ମାନ୍‌ର ମୃତ୍ୟୁ ଘଟିଛି । ପୋଲିସ ଗୁଳିମାଡରେ ଉସ୍ମାନ ଗୁରୁତର ହୋଇଥିଲା। ଡାକ୍ତରଖାନା…

ତୋପ ମାଡରେ ଖିନଭିନ ୟୁକ୍ରେନର ବଖମୁଟ; ଚାଲି ଚାଲି ସହର ଛାଡି ପଳାଉଛନ୍ତି ଲୋକେ

ନୂଆଦିଲ୍ଲୀ:ଏକ ବର୍ଷରୁ ଅଧିକ ହେଲାଣି । ତଥାପି ଥମୁନି ରୁଷ-ୟୁକ୍ରେନ ଯୁଦ୍ଧ । ଯୁଦ୍ଧରେ ଦୁଇ ଦେଶ ଅନେକ କିଛି ହରାଇ ସାରିଲେଣି । ୟୁକ୍ରେନର ଅନେକ ଇଲାକା କବ୍ଚା କରିନେବା ପରେ ଏବେ ଏବେ ରୁଷ ସେନା ବଖମୁଟକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛି । ବିଦେଶୀ ଖବର ଏଜେନ୍ସି ଏପିର ସୂତ୍ରରୁ…

ଗୋମୁତ୍ର ଛିଞ୍ଚି ଦେଶ ସ୍ବାଧୀନ ହୋଇଥିଲା କି..? ବିଜେପି ଓ ଆରଏସଏସକୁ ଉଦ୍ଧବଙ୍କ ଟାର୍ଗେଟ

ମୁମ୍ବାଇ: ଉଦ୍ଧବ ବାଲାସାହେବ ଠାକରେର ସଭାପତି ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ଉପରେ ଜୋରଦାର ବର୍ଷିଛନ୍ତି। ଗୋମୁତ୍ରକୁ ପ୍ରସଙ୍ଗ କରି ସେ ପ୍ରଶ୍ନ କରିଛନ୍ତି ଯେ ଗୋମୁତ୍ର ଛିଞ୍ଚି ଆମ ଦେଶ ସ୍ୱାଧୀନତା…

୧୨ ଘଣ୍ଟା ମଧ୍ୟରେ ୩ଟି ମୃଦୁ ଭୂମିକମ୍ପ ଉତ୍ତରାଖଣ୍ଡରେ ଅନୁଭୂତ

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ରବିବାର ଦିନ ୧୨ ଘଣ୍ଟା ମଧ୍ୟରେ ୩ଟି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରଥମ ଭୂକମ୍ପଟି ସକାଳ ୧୨.୪୫ରେ ୨.୫ ତୀବ୍ରତାର ଥିଲା, ଯାହାର କେନ୍ଦ୍ରସ୍ଥଳ ଭଟବାରୀ ବ୍ଲକ ସିରୋର ଜଙ୍ଗଲରେ ଥିଲା। ଏହାର କିଛି ସମୟ ପରେ ସେହି ଅଞ୍ଚଳରେ ଦ୍ୱିତୀୟ ରେକର୍ଡ…

ଇମ୍ରାନ୍ ଖାନଙ୍କୁ ଗିରଫ କରିବାକୁ ଆସି ଖୋଜି ପାଇଲାନି ପାକିସ୍ତାନ ପୋଲିସ

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଅନେକ ଆଇନଗତ ମାମଲା ଚାଲିଥିବା ବେଳେ ସେ ଆଗୁଆ ନିର୍ବାଚନ ପାଇଁ ମଧ୍ୟ ସରକାର ଉପରେ ଚାପ ପକାଉଥିବା ଅଭିଯୋଗ ରହିଛି। ଏହି ସମୟରେ ପାକିସ୍ତାନ ପୁଲିସ ରବିବାର ତାଙ୍କୁ ଗିରଫ କରିବାକୁ ଉଦ୍ୟମ କରିଛି। ଆଉ ପୂର୍ବତନ…

କ୍ଷମତାକୁ ଫେରିଲେ ଋଷ-ୟୁକ୍ରେନ ଯୁଦ୍ଧ ଗୋଟିଏ ଦିନରେ ଶେଷ ହେବ: ଟ୍ରମ୍ପ

ନୂଆଦିଲ୍ଲୀ:ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ କ୍ଷମତାରେ ଥିଲେ, ଋଷ-ୟୁକ୍ରେନର ଯୁଦ୍ଧ ହୋଇନଥାନ୍ତା। ଟ୍ରମ୍ପ କହିଛନ୍ତି ଯେ ଯଦି ସେ ପୁଣିଥରେ କ୍ଷମତାକୁ ଫେରନ୍ତି ତାହେଲେ ଋଷ-ୟୁକ୍ରେନ ଯୁଦ୍ଧକୁ ଗୋଟିଏ ଦିନରେ ଶେଷ କରିଦେବେ। କେବଳ ଏହା ନୁହେଁ ତୃତୀୟ…