Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଖିବାକୁ ସୁନ୍ଦର, ହେଲେ ଦୁନିଆର ସବୁଠାରୁ ବିପଜ୍ଜନକ ପକ୍ଷୀ

ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଓ ଭିଡ଼ିଓ ଭାଇରାଲ ହୁଏ, ଯାହା ଆମକୁ ଜଙ୍ଗଲ ଏବଂ ବନ୍ୟଜନ୍ତୁ ବିଷୟରେ ବହୁତ ସୂଚନା ଦେଇଥାଏ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଥିରେ ଦେଖିବାକୁ ମିଳିଛି ଦୁନିଆର ସବୁଠୁ ସୁନ୍ଦର ଓ ଭୟଙ୍କର ପକ୍ଷୀ । ଏହି ପକ୍ଷୀ ଯଦି କୌଣସି ମଣିଷ ସାମ୍ନାକୁ…

ହନୁମାନ ମୂର୍ତ୍ତି ସାମ୍ନାରେ ବିକିନି ଶୋ; ବିଜେପି ନେତାଙ୍କ ଉପରେ ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ : ହନୁମାନ ମୂର୍ତ୍ତି ସାମ୍ନାରେ ବିକିନି ଶୋ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ମଧ୍ୟ ପ୍ରଦେଶର ରତଲାମରେ ଆୟୋଜିତ ଜୁନିଅର ବଡି ବିଲ୍ଡିଂ ପ୍ରତିଯୋଗିତାକୁ ନେଇ ଦେଖା ଦେଇଛି ବିବାଦ। କଂଗ୍ରେସ ଆୟୋଜକ ବିଜେପି ନେତାମାନଙ୍କ ଉପରେ ଅଶ୍ଳୀଳତା ପ୍ରଚାର କରୁଥିବା ଅଭିଯୋଗ ଆଣିଛି ।…

ଚାଷରେ ଖର୍ଚ୍ଚ ୨ ଲକ୍ଷ, ବିକ୍ରି ମୂଲ୍ୟ ୨୫ ହଜାର; ପିଆଜ କ୍ଷେତରେ ନିଆଁ ଲଗାଇଦେଲେ ଚାଷୀ

ନାସିକ: ବଜାରରେ ପିଆଜର କେଜି ପିଛା ଦର ୧୫ରୁ ୧୮ ଟଙ୍କା ରହିଛି । ପିଆଜ ସୁଲଭ ଦରରେ ମିଳୁଥିବାରୁ ଖାଉଟି ବେଶ୍ ଖୁସି ଅଛନ୍ତି । ହେଲେ ମାସ ମାସ ପରିଶ୍ରମ କରି ସଞ୍ଚିତ ପୁଞ୍ଜି ଖଟାଇ ଯେଉଁ ଚାଷୀ ପିଆଜ ଚାଷ କରିଥିଲେ । ସେମାନେ ପିଆଜ ଅମଳ ବେଳେ ନିବେଶ କରିଥିବା ଅର୍ଥର ୨୫ ପ୍ରତିଶତ ଟଙ୍କା ପାଉ…

୩ ବୋହୂଙ୍କ ସହ ଶାଶୁ ଦେଲେ ପରୀକ୍ଷା

ନାଳନ୍ଦା: ବିହାରର ନାଳନ୍ଦାରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ସମସ୍ତଙ୍କ ଚକିତ କରିଛି । ଏଠାରେ ଅନୁଷ୍ଠିତ ଶାଶୁଙ୍କ ସମେତ ୩ ବୋହୂ ଏକତ୍ର ପରୀକ୍ଷା ଦେବାକୁ ଆସିଥିଲେ । ଅବଶ୍ୟ ପାଠ ପଢ଼ିବା ଏବଂ ସ୍ୱାକ୍ଷର ହେବା ନେଇ ସେମାନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରାଯାଉଛି । ସ୍ଥାନୀୟ…

ଏମିତି ବି ଦେଶ ଅଛି, ଯେଉଁଠି ବଡ଼ ପେଟ ସମସ୍ୟା ନୁହେଁ, ସମ୍ମାନ ଆଣେ

ସମୟ ବଦଳିବା ସହିତ ଲୋକଙ୍କ ନଜର ମଧ୍ୟ ବଦଳିଛି । ପିଲା ହୁଅନ୍ତୁ ବଡ଼ ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ନିଜେ ଫିଟ୍ ରହିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଅନେକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୁଏ ପେଟକୁ ନେଇ । ସାଧାରଣ ଲୋକ ହୁଅନ୍ତୁ ବା ଚାକିରିଆ ଯଦି ଶରୀର ତୁଳନାରେ କାହାର ପେଟ ବଡ଼ ହୋଇଥାଏ…

ଚାକିରି ବଦଳରେ ଜମି ମାମଲା, ଜେରା ପାଇଁ ଲାଲୁ ଯାଦବଙ୍କୁ CBI ନୋଟିସ୍

ନୂଆଦିଲ୍ଲୀ: ଲାଲୁ ଯାଦବଙ୍କୁ ସିବିଆଇର ସମନ । ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) ଲାଲୁ ଯାଦବଙ୍କୁ ସମନ ଜାରି କରିଛି । ଆସନ୍ତାକାଲି ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଏହା ପୂର୍ବରୁ ସିବିଆଇ ସୋମବାର ଲାଲୁଙ୍କ ପତ୍ନୀ…

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ; ୯ ପୋଲିସ କର୍ମୀ ମୃତ

କ୍ୱେଟା: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ସୋମବାର ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏହି ଆକ୍ରମଣରେ ଅତି କମରେ ୯ ଜଣ ପୋଲିସ କମର୍ଚାରୀଙ୍କର ମୃତ୍ୟୁ ଘଟିଛି । ୧୩ରୁ ଅଧିକ ଆହତ ହୋଇଛନ୍ତି । ଏହି ଆକ୍ରମଣ ବୋଲନ ଜିଲ୍ଲାରେ ହୋଇଛି । ସ୍ଥାନୀୟ ପୋଲିସ ଅଧୀକ୍ଷକ ଏହି ସୂଚନା…

ରାତିରେ କାହିଁକି ଦ୍ରୁତ ବେଗରେ ଚାଲେ ଟ୍ରେନ୍‌ ? କ’ଣ ରହିଛି କାରଣ…

ନୂଆଦିଲ୍ଲୀ : ଭାରତୀୟ ରେଳର ଇତିହାସ ବହୁତ ପୁରୁଣା। ଭାରତୀୟ ରେଲଓ୍ୱେ ଲୋକମାନଙ୍କ ଯାତାୟତ ପାଇଁ ଏକ ପ୍ରମୁଖ ମାଧ୍ୟମ । ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି।  କୁହାଯାଏ ବ୍ରିଟିଶ ଶାସନ ସମୟରେ ଇଂରେଜ ମାନେ ନିଜ ସ୍ଥାନକୁ ଯାତ୍ରା କରିବା ପାଇଁ ଅସୁବିଧା ହେଉଥିଲା…

ନୀଳ ରଙ୍ଗ ଫୁଲର ଉପତ୍ୟକା : ଆଖିରେ ନ ଦେଖିଲେ ବିଶ୍ୱାସ ହେବନି

ଯୁଆଡ଼େ ଚାହିଁବ ସିଆଡ଼େ କେବଳ ନୀଳ ଆଉ ନୀଳ ରଙ୍ଗ ଫୁଲର ସମ୍ଭାର । ଆଖି ପାହିଲା ଯାଏଁ ଉଚ୍ଚା ପାହାଡ଼ ଉପରକୁ ଦେଖିଲା ପରେ ଲାଗୁଛି ଏହା ଯେମିତି ନୀଳ ରଙ୍ଗ ଫୁଲର ଉପତ୍ୟକା । ପ୍ରକୃତି ଯେମିତି ସଗର୍ବେ ଏଠି ସଜାଇଛି ଗୋଟେ ସୁନ୍ଦର ବଗିଚାକୁ । ବସନ୍ତ ଋତୁରେ ଏଭଳି ଚମତ୍କାର ଦୃଶ୍ୟ ଦେଖିବାକୁ…

ଜମି ବଦଳରେ ଚାକିରି ଦୁର୍ନୀତି ମାମଲା: ରାବ୍‌ଡ଼ୀ ଦେବୀଙ୍କ ବାସଭବନରେ ପଶିଲା ସିବିଆଇ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍‌ଡ଼ୀ ଦେବୀଙ୍କ ପାଟନାସ୍ଥିତ ବାସଭବନରେ ଆଜି ପଶିଛି ସିବିଆଇ । ଜମି ବଦଳରେ ଚାକିରି ଦୁର୍ନିତି ମାଲାରେ ତାଙ୍କୁ ସିବିଆଇ ଜେରା କରିଛି । ଏହି ମାମଲାରେ ରାବଡୀ ଦେବୀ, ତାଙ୍କ ସ୍ଠାମୀ ତଥା ‘ଆର୍‌ଜେଡି’ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ଅନ୍ୟ ୧୪ଜଣ…