Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ହାସଲ କଲେ ବିଶ୍ୱାସମତ

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛନ୍ତି । ସେ ସୋମବାର ଅନୁଷ୍ଠିତ ବିଶ୍ୱାସ ମତ ସହଜରେ ହାସଲ କରି ନେଇଛନ୍ତି । ୨୬୫ ସାଂସଦ ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ । ପ୍ରଚଣ୍ଡ ଗଠବନ୍ଧନକୁ ୧୭୨ ଓ ବିରୋଧୀଙ୍କୁ ୮୯ ଭୋଟ ମିଳିଥିଲା ।…

ଜିମ୍‌ପ୍ରେମୀ ପ୍ରୋଟିନ୍ ପାଇଁ ଖାଉଛନ୍ତି କୁକୁର ଖାଦ୍ୟ

ନ୍ୟୁୟର୍କ : ନିଜକୁ ସୁନ୍ଦର ଏବଂ ସ୍ଲିମ୍ ରଖିବା ସମସ୍ତଙ୍କର ଇଚ୍ଛା । କିନ୍ତୁ କିଛି ଲୋକ ସୁନ୍ଦର ସ୍ୱାସ୍ଥ୍ୟ ଓ ଫିଟ୍ ରହିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ସେଥିଲାଗି ସେମାନେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଜିମରେ ସମୟ କଟାନ୍ତି । ଏଥିପାଇଁ ସେମାନଙ୍କୁ ଭଲ ଖାଦ୍ୟର ଆବଶ୍ୟକ ।…

ଅମ୍ରିତପାଲ ଆଇଏସଆଇ ଏଜେଣ୍ଟ; ହିଂସାକାଣ୍ଡ ଘଟାଇବା ପାଇଁ ଭାରତକୁ ପଠାଇଥିଲା ପାକ୍ ଗୁଇନ୍ଦା ସଂସ୍ଥା

ଅମ୍ରିତସର:ୱାରିସ ପଞ୍ଜାବ ଦେର ମୁଖ୍ୟ ଅମ୍ରିତପାଲ ଜଣେ ଆଇଏସଆଇ ଏଜେଣ୍ଟ । ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଅମ୍ରିତପାଲକୁ ବିପୁଳ ଟଙ୍କା ଦେଇ ଭାରତରେ ଖଲିସ୍ଥାନ ଗଠନ ନାମରେ ହିଂସାକାଣ୍ଡ ଘଟାଇବା ପାଇଁ ପଠାଇଛି । ଏମିତି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଚି ଭାରତୀୟ ଗୋଇନ୍ଦା ସଂସ୍ଥା ।…

ସୁନ୍ଦରୀ ଓକିଲଙ୍କୁ ମିଳୁନି ବର: ସୌନ୍ଦର୍ଯ୍ୟ ସାଜିଛି ବାଧକ

ବିଭିନ୍ନ କାରଣରୁ ଦୁନିଆର ଅନେକ ଲୋକ ଅବିବାହିତ ରହିଯାଇଥାନ୍ତି । କେହି ପ୍ରେମରେ ଅସଫଳ ହେବା କାରଣରୁ ଅବିବାହିତ ରହିଥାନ୍ତି ତ ଆଉ କିଏ ନିଜର ଚେହେରାକୁ ନେଇ ମଧ୍ୟ ଅବିବାହିତ ରୁହନ୍ତି । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯିଏ ନିଜର ସୌନ୍ଦର୍ଯ୍ୟ ପାଇଁ ଅବିବାହିତ ରହିବାକୁ ବାଧ୍ୟ…

ବିଳାସପୂର୍ଣ୍ଣ ଶେଷଶଯ୍ୟା: ଏଠି ଶେଷକୃତ୍ୟ ସହ ଶୁଭକାମ ବି ହୁଏ

ନାଁ ତା’ର ଶ୍ମଶାନ । ହେଲେ ଥରେ ଦେଖିଲେ ଆଖି ଲାଖିଯିବ । ଘଡିଏ ଅଟକି ଯିବାକୁ ମନ କହିବ । ଶ୍ମଶାନ ନାଁ ଶୁଣିଲେ ମଣିଷ ମନରେ ଭୟ ଭାବ ସୃଷ୍ଟି ହେବା ସାଧାରଣ କଥା । ହେଲେ ଏ ଶ୍ମଶାନକୁ ଦେଖିଲେ ମନ କହିବ ଏଠାରେ ଦଣ୍ଡେ  ରହିଯିବାକୁ  । ଏହା ଏମିତି ଏକ ଶ୍ମଶାନ ଯେଉଁଠି ଖାଲି ଅଶୁଭ ନୁହେଁ…

ଲଣ୍ଡନରେ ଭାରତୀୟ ହାଇ କମିଶନ ଅଫିସ୍‌ରେ ଖଲିସ୍ତାନୀ ଆକ୍ରମଣ, ବ୍ରିଟେନ୍ ରାଷ୍ଟ୍ରଦୂତଙ୍କୁ ଭାରତର ସମନ

ନୂଆଦିଲ୍ଲୀ: ବ୍ରିଟେନ୍ ଉପରେ ଅସନ୍ତୋଷ ପ୍ରକାଶ କଲା ଭାରତ। ଲଣ୍ଡନରେ ଥିବା ଭରାତୀୟ ଉଚ୍ଚା ଆୟୋଗ କାର୍ଯ୍ୟାଳୟ ଉପରେ ଆକ୍ରମଣ କରି ଖିଲିସ୍ତାନୀ ଉଗ୍ରବାଦୀମାନେ କାର୍ଯ୍ୟାଳୟରୁ ତ୍ରିରଙ୍ଗା ପତାକା ହଟାଇବା ସହ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାକୁ ଭାରତ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।…

ରେଳ ଷ୍ଟେସନ୍‌ରେ ଯାତ୍ରୀ ଅପେକ୍ଷା କରିଥିବା ବେଳେ ଟିଭି ସ୍କ୍ରିନ୍‌ ଚାଲିଲା ଅଶ୍ଳୀଳ ଭିଡିଓ; ତଦନ୍ତ ଆରମ୍ଭ

ପାଟନା: ବିହାରର ପାଟନା ରେଲୱେ ଷ୍ଟେସନରେ ଅପେକ୍ଷା କରିଥିଲେ ଶତାଧିକ ଯାତ୍ରୀ। ଟ୍ରେନ୍‌ ଆସିଲେ ନିଜ ନିଜ ଗନ୍ତବ୍ୟ ସ୍ତଳକୁ ଯିବେ। ଷ୍ଟେସନ୍‌ରେ ଲାଗିଥିବା ଟିଭିରେ ଚାଲୁଥିଲା ବିଜ୍ଞାପନ। ହେଲେ ହଠାତ୍ ଟିଭିରେ ଅଶ୍ଳୀଳ ଫିଲ୍ମ(ପର୍ଣ୍ଣ ଫିଲ୍ମ) ଦେଖାଇବା ଆରମ୍ଭ ହୋଇଗଲା। ପ୍ରାୟ ୩ ମିନିଟ ଧରି…

ଆତ୍ମସମର୍ପଣ କଲେ ଅମୃତପାଲଙ୍କ ଦାଦା, ଡ୍ରାଇଭର: ଅମୃତପାଲଙ୍କୁ ଧରିବା ପୋଲିସ ନାକେଦମ

ଚଣ୍ଡିଗଡ:ଖଲିସ୍ତାନ ସମର୍ଥକ ତଥା ବାରିସ ପଞ୍ଜାବ ଦେର ମୁଖ୍ୟ ଅମୃତପାଲ ସିଂଙ୍କ ସହ ତାଙ୍କ ସହଯୋଗୀଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ରବିବାର ବିଳମ୍ବିତ ରାତିରେ ଅମୃତପାଲ ସିଂହଙ୍କ ଚାଚା ହରଜିତ ସିଂହ ଏବଂ ତାଙ୍କର ଡ୍ରାଇଭର ପଞ୍ଜାବ ପୋଲିସ  ପାଖରେ ଆତ୍ମସମର୍ପଣ କରିଛନ୍ତି ।…

ଗ୍ୟାରେଜ୍‌ରେ କାମ କରନ୍ତି ଗ୍ଲାମରସ୍ ଲେଡ଼ି ମେକାନିକ୍‌

କାଲିଫର୍ନିଆ: ଯେତେବେଳେ କୌଣସି କାର୍ଯ୍ୟ ପାଇଁ ଶାରିରୀକ ଦକ୍ଷତାର ଆବଶ୍ୟକ ପଡ଼େ ସେତେବେଳେ ପ୍ରଥମେ ଆସନ୍ତି ପୁରୁଷ । କିନ୍ତୁ ଜଣେ ସୁନ୍ଦରୀ ମହିଳା ଯଦି ମେକାନିକ କାର୍ଯ୍ୟକୁ ଆପଣାନ୍ତି ତେବେ ଏକଥା ଶୁଣିବା ପରେ ଆପଣଙ୍କୁ କେମିତି ଲାଗିବ । ବାସ୍ତବରେ ଜଟିଳ ମେକାନିକ କାର୍ଯ୍ୟକୁ ଦକ୍ଷତାର ସହ…

ଘରେ କଲେ ଦୁନିଆର ସବୁଠୁ ବଡ଼ ଆକ୍ୱାରିୟମ

ଇସ୍ରାଏଲ୍‌: ଅନେକ ଲୋକଙ୍କର ଭିନ୍ନ ଭିନ୍ନ ପ୍ରକାରର ସଉକ ଥାଏ । କିଏ ଘରେ ପାଳିତ ପଶୁ ପକ୍ଷୀ ରଖିବାକୁ ପସନ୍ଦ କରନ୍ତି ତ ଆଉ କିଏ ଆକ୍ୱାରିୟମରେ ରଙ୍ଗବେରଙ୍ଗର ମାଛ ରଖିଥାନ୍ତି । କିନ୍ତୁ ଇସ୍ରାଏଲ୍‌ର ଏଲି ନାମକ ଜଣେ ବ୍ୟକ୍ତି ନିଜ ଘରେ ତିଆରି କରିଛନ୍ତି ଏକ ବୃହତ୍ତ ଆକ୍ୱାରିୟମ୍ । ଏହାକୁ…