Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶୁଖିଲା ପନିପରିବାକୁ ରାସାୟନିକ ପଦାର୍ଥରେ ମିଶାଇ କରାଯାଉଛି ସତେଜ: ଭାଇରାଲ ଭିଡ଼ିଓରେ ଜଣାପଡ଼ିଲା କାରନାମା

ସୋସିଆଲ୍ ମିଡିଆ ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଏହିପରି ଅନେକ ଜିନିଷ ମଧ୍ୟ ଦେଖାଯାଏ ଯାହା ଆପଣଙ୍କ ଦୈନନ୍ଦିନ ଜୀବନ ଓ ସ୍ୱାସ୍ଥ୍ୟ ପାଇଁ ଦେଖିବା ଏବଂ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପନିପରିବା ଓ ଶାଗକୁ ଆପଣ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରାଥମିକତା ଦିଅନ୍ତି । ହେଲେ ସୋସିଆଲ…

ରାଜସ୍ଥାନର ଚର୍ଚ୍ଚିତ ‘ଥାର ମହୋତ୍ସବ’: ଦୁଇ କୋଟି ଟଙ୍କାର ଅଳଙ୍କାର ପିନ୍ଧି ମଞ୍ଚରେ ଝଲସିଲେ ଯୁବତୀ

ରାଜସ୍ଥାନ: ଆପଣ କୌଣସି ଝିଅ ମେକଅପ୍ ହୋଇ ଭଲ ପୋଷାକ ପିନ୍ଧି ପ୍ରତିଯୋଗିତାରେ ସାମିଲ ହୋଇଥିବା ଦେଖିଥିବେ ନିଶ୍ଚୟ । କିନ୍ତୁ ରାଜସ୍ଥାନରେ ଏପରି ଏକ ଉତ୍ସବ ଆୟୋଜିତ ହୋଇଛି ଯେଉଁଠି ପୋଷାକ ତୁଳନାରେ ଅଳଙ୍କାରକୁ ଗୁରୁତ୍ୱ ଦିଆଯାଉଛି । ଆଶ୍ଚର୍ଯ୍ୟର କଥା ହେଲା ଏହି ପ୍ରତିଯୋଗିତାରେ ଭାଗ…

ସବୁଠି ‘ନାଟୁ-ନାଟୁ’ର କ୍ରେଜ: ପାକିସ୍ତାନରେ ନାଚିଲେ ଯୁବକଯୁବତୀ

ମୁମ୍ବାଇ: ଓସ୍କାର ଜିତିବା ପରେ ‘ନାଟୁ ନାଟୁ’ ଗୀତର ଚାହିଦା ଏବେ ସାରା ବିଶ୍ୱରେ ବଢିଛି । ଏହି ଗୀତ ବାଜିବା କ୍ଷଣି ଗୋଡ଼ ଉଠିବା ସ୍ୱଭାବିକ । କେବଳ ଭାରତ କାହିଁକି, ସମଗ୍ର ବିଶ୍ୱରେ ଲୋକମାନେ ଏହି ଗୀତ ନାଟୁ-ନାଟୁ ଧୁମ୍‌ରେ ନାଚିବାରେ ନିଜକୁ ଅଟକାଇ ପାରୁ ନାହାନ୍ତି । ଏବେ ପାକିସ୍ତାନୀ…

‘ଥାଲ ସେବା’: ୫ ବର୍ଷରେ ଖାଇଲେଣି ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ

ଉତ୍ତରାଖଣ୍ଡ: ଏବେକା ମହଙ୍ଗା ଯୁଗରେ ଚା’ କପଟିଏ ପିଇବା ପାଇଁ ଯେତେବେଳେ ଅତିକମ୍‌ରେ ୧୦ ଟଙ୍କାଟିଏ ଦେବାକୁ ପଡ଼ୁଛି ସେଭଳି ସମୟରେ ମାତ୍ର ୫ ଟଙ୍କାରେ ଲୋକଙ୍କୁ ମିଲ୍ ଖୁଆଇବା କିଭଳି ସମ୍ଭବ ? ସରକାରୀ ଭାବେ ନୁହେଁ ବ୍ୟକ୍ତିଗତ ଉଦ୍ୟମରେ ୫ ଟଙ୍କାରେ ଲୋକଙ୍କୁ ମିଲ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି…

ଆସନ୍ତୁ ଜାଣିବା କେଉଁ ଦେଶର ରାଷ୍ଟ୍ରପତି କହିଲେ ଚିକେନ ପଞ୍ଝା ଖାଇ ଜୀବନ ବଂଚାଅ

କାହିରା: ମିଶରରେ ଏବେ ଆର୍ଥୀକ ମାନ୍ଦାବସ୍ଥା ଏତେ ମାତ୍ରାରେ ବୃଦ୍ଧି ପାଇଛି ସାଧାରଣ ଲୋକଙ୍କ କ୍ଷେତ୍ରରେ ଚଳିବା କଷ୍ଟକର ହୋଇ ପଡିଛି । ଏହି ଅବସ୍ଥାରେ ସେମାନେ ସରକାରଙ୍କଠାରୁ ସାହାଯ୍ୟ ଆଶା କରୁଥିବା ବେଳେ ସେଠାକାର ରାଷ୍ଟ୍ରପତି ଏ ଭଳି ପରାମର୍ଶ ଦେଇଛନ୍ତି ଯେ, ତାହା ଲୋକଙ୍କୁ ଅସନ୍ତୁଷ୍ଟ…

ଗଧ ଗାଡ଼ିରେ ଆସିଲେ ବରକନ୍ୟା

ବିବାହକୁ ସ୍ମୃତି କରି ରଖିବା ପାଇଁ ଅନେକ ଅଜବ ଉପାୟ ଆପଣାଇଥାନ୍ତି । କିଏ ହେଲିକ୍‌ପ୍ଟରରେ ଆସି ବିବାହ କରିଥାଏ ତ ଆଉ କିଏ ସମୁଦ୍ର ଭିତରେ ବୁଡ଼ି ବିବାହ କରି ଚର୍ଚ୍ଚାକୁ ଆସନ୍ତି । ଆଉ କେଉଁଠି ବିବାହ ମଣ୍ଡପକୁ ବର ଓ କନ୍ୟା ଚାଲି ଚାଲି ଯାଇ ବିବାହ କରିବାର ନଜିର ଅଛି । ଏବେ ସେଭଳି ଏକ ଭିଡ଼ିଓ…

ଲାଇଭ୍ ଶୋରେ ଖବର ପଢ଼ୁ ପଢ଼ୁ ଖସି ପଡ଼ିଲେ ଆଙ୍କର, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ଟିଭି ଆଗରେ ଆପଣ ଆଙ୍କରକୁ ନ୍ୟୁଜ୍ ପଢ଼ୁଥିବା ଦେଖନ୍ତି । ବିଭିନ୍ନ ଖବରକୁ ଆଙ୍କର ଗମ୍ଭୀରତାର ସହ ପରସନ୍ତି । ହେଲେ ନ୍ୟୁଜ୍ ପଢ଼ୁଥିବା ବେଳେ ଆଙ୍କର ଚେୟାରରୁ ଖସି ତଳେ ପଡ଼ି ଯାଇଛନ୍ତି । ଏମିତି ଘଟିଛି ଆମେରିକାର ଲୋକପ୍ରିୟ ଚ୍ୟାନେଲ୍ ସିବିଏସର ଲାଇଭ ଶୋରେ ।…

ହେଲମେଟ୍ ମ୍ୟାନ୍ : ଘର,ସୁନା ବିକି ମାଗଣାରେ ବାଣ୍ଟିଲେଣିି ୫୬ ହଜାର ହେଲମେଟ୍‌

ବିହାର: ଦିନକୁ ଦିନ ବଢିବାରେ ଲାଗିଛି ସଡ଼କ ଦୁର୍ଘଟଣା । ବର୍ଷ ତମାମ ଲୋକଙ୍କୁ ଏନେଇ ସଚେତନ କରାଯାଉଥିଲେ ମଧ୍ୟ ଅନେକ କ୍ଷେତ୍ରରେ ତାହାକୁ ଲୋକେ ଅନୁପାଳନ ନ କରୁଥିବାର ଦେଖିବାକୁ ମିଳିଛି । ଏଭଳି ସମୟରେ ଲୋକଙ୍କୁ ସଡ଼କ ସୁରକ୍ଷା ବାବଦରେ ସଚେତନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଘବେନ୍ଦ୍ର…

ଦକ୍ଷିଣ ଆମେରିକା ଦେଶ ଇକୁଆଡରରେ ଶକ୍ତିଶାଳି ଭୂମିକମ୍ପ; ୧୩ ମୃତ, ଭାଙ୍ଗିଲା, ଘର, ସ୍କୁଲ ଓ ହସ୍‌ପିଟାଲ୍

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକା ଦେଶ ଇକୁଆଡର ଓ ଉତ୍ତର ପେରରୁ ଶକ୍ତିଶାଳି ଭୂମିକମ୍ପରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ଏଠାରେ ୬.୮ ତୀବ୍ରତାର ଭୂମିକମ୍ପ ଝଟ୍‌କା ଲାଗିଥିଲା। ଫଳରେ ଦେଶରେ ଅନେକ ସ୍କୁଲ୍, ମେଡିକାଲ ଓ ଘର ଭାଙ୍ଗିଯାଇଥିଲା। ଏହାପରେ ଦେଶର ଉଦ୍ଧାର କାର୍ଯ୍ୟ ଜାରି ରହିଛି।…

ବଡ଼ ଧରଣର ଦୁର୍ଘଟଣା; ନାଳକୁ ଖସିପଡିଲା ଯାତ୍ରୀବାହୀ ବସ୍, ୧୬ ମୃତ, ୩୦ ଆହତ

ଢାକା: ବାଂଲାଦେଶର ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ସକାଳେ ମଦିରାପୁର ଶିବଚର ଉପଜିଲ୍ଲାର କୁତୁବପୁର ଅଞ୍ଚଳରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ପଦ୍ମା ବ୍ରିଜ୍ ଦେଇ ରାଜଧାନୀ ଢାକାକୁ ଫେରୁଥିବା ବେଳେ  ଦୁର୍ଘଟଣାଗ୍ରସ୍ତ ହୋଇ ନାଳକୁ…