Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ବହୁତ ଦୂରରେ ଥିଲି, ତୁମ ଫଟୋ ଦେଖି ଚାଲିଆସିଲି’ ଯୁବତୀଙ୍କୁ ଏଭଳି ମେସେଜ ପଠାଇଲେ ରାପିଡୋ ଚାଳକ

ନୂଆଦିଲ୍ଲୀ: ସହଜରେ କୌଣସି ସ୍ଥାନକୁ ଯିବା ପାଇଁ ଆଜିକାଲି ସମସ୍ତେ ବାଇକ ଟ୍ୟାକ୍ସି ବ୍ୟବହାର କରୁଛନ୍ତି । ଭାରତରେ ଓଲା, ରାପିଡୋ ଭଳି କିଛି କମ୍ପାନୀ ବାଇକ ଟ୍ୟାକ୍ସି ସେବା ପ୍ରଦାନ କରୁଛନ୍ତି । ତେବେ ବର୍ତ୍ତମାନ ଜଣେ ରାପିଡୋ ଚାଳକ(ରାଇଡର)ଙ୍କ ମେସେଜ ଭାଇରାଲ ହେବାରେ ଲାଗିଛି । ଏହି ଚାଳକ…

ଆମେରିକାରେ ପୁଣି ମୂଳ ଭାରତୀୟଙ୍କ ପ୍ରଭାବ; ପ୍ରତିରକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତ ହେଲେ ରବି ଚୌଧୁରୀ

ୱାଶିଂଟନ ଡିସି: ଆମେରିକାରେ ପୁଣି ଜଣେ ଭାରତୀୟଙ୍କ ପ୍ରଭାବ। ଦେଶର ପ୍ରତିରକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତ ହେଲେ ଭାରତୀୟ ଆମେରିକୀୟ ରବି ଚୌଧୁରୀ। ତାଙ୍କୁ ଆମେରିକା ବାୟୁ ସେନାର ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ ନିଯୁକ୍ତ କରିଛି ଆମେରିକା ସିନେଟ। ଏହି ପଦବିରେ ରବିଙ୍କ…

ଫିଲ୍ମ ଷ୍ଟାର ଦେବ ହେବେ ପଶ୍ଚିମବଙ୍ଗ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସାଡର; ଶାହରୁଖାନ ହଟିବେ ନା ରହିବେ ?

କୋଲକାତା: ଫିଲ୍ମ ଷ୍ଟାର ତଥା ଟିଏମ୍‌ସି ସାଂସଦ ଦେବଙ୍କୁ ପଶ୍ଚିମବଙ୍ଗ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସାଡର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟ ସଚିବାଳୟ ସହ ଆଲୋଚନା କରି ଏହି ଘୋଷଣା କରିଛନ୍ତି ମମତା। ଦେବ ବର୍ତ୍ତମାନ ଘାଟାଲ ନିର୍ବାଚନ ମଣ୍ଡଳୀରୁ ସାଂସଦ ଅଛନ୍ତି।…

ଏରିକ ଗାରସେଟ୍ଟି ହେବେ ଭାରତରେ ଆମେରିକା ରାଷ୍ଟ୍ରଦୂତ; ଦୁଇ ବର୍ଷ ପରେ ପୂରଣ ହେଲା ପଦବି

ୱାଶିଂଟନ ଡିସି: ଦୀର୍ଘ ଦୁଇ ବର୍ଷ ହେଲା ଭାରତରେ ଫାଙ୍କା ପଡ଼ିଥିବା ଆମେରିକା ରାଷ୍ଟ୍ରଦୂତ ଆସନ ଏବେ ପୂରଣ ହେବାକୁ ଯାଉଛି। ଭାରତରେ ଆମେରିକାର କୌଣସି ରାଷ୍ଟ୍ରଦୂତ ନଥିବାରୁ କୌଣସି ଦ୍ୱିପାଖିକ ଆଲୋଚନା ବେଳେ ସମସ୍ୟା ସୃଷ୍ଟି ହେଉଥିଲା। ହେଲେ ଏବେ ଆମେରିକା ସଂସଦ ରାଷ୍ଟ୍ରପତି ଜୋ…

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ; ସୁନାମୀ ସତର୍କ ସୂଚନା ଜାରି

ୱେଲିଂଟନ: ତୁର୍କୀ ପରେ ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ। ଗୁରୁବାର ସକାଳୁ ନ୍ୟୁଜିଲାଣ୍ଡର ଉତ୍ତରାଞ୍ଚଳରେ ଥିବା କର୍ମାଡେକ୍ ଦ୍ୱୀପରେ ଏହି ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୧ ରହିଛି। ଭୂମିକମ୍ପ ଶକ୍ତିଶାଳୀ ଥିବାରୁ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି।…

ଶକ୍ତିକାନ୍ତଙ୍କୁ ଗଭର୍ଣ୍ଣର ଅଫ୍‌ ଦି ଇୟର ପୁରସ୍କାର

ନୂଆଦିଲ୍ଲୀ : ସେଣ୍ଟ୍ରାଲ୍‌ ବ୍ୟାଙ୍କିଙ୍ଗ୍‌ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ଗଭର୍ଣ୍ଣର ଦି ଇୟର ପୁରସ୍କାର  । ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ୍‌ ହେଉଛି ଏକ ପ୍ରକାଶନୀ ସଂସ୍ଥା । ୨୦୧୫ରେ ଏହା ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରାଜନଙ୍କୁ ଏହି…

ବିଶ୍ୱର ସବୁଠାରୁ ଦାମୀ ଘଣ୍ଟା ବାବଦରେ ଜାଣିଛନ୍ତି କି?

ଆଜିକାଲି ସମସ୍ତେ ସ୍ମାର୍ଟ ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଆଉ ସ୍ମାର୍ଟ ଘଣ୍ଟାର ଅଧିକ ଲୋକପ୍ରିୟତା ଯୋଗୁଁ ଦିନକୁ ଦିନ ହାତଘଣ୍ଟାର ଚାହିଦା କମିବାରେ ଲାଗିଛି । ତେବେ ଏବେ ବି ଏମିତି କିଛି ଅଛନ୍ତି ଯେଉଁମାନେ ହାତଘଣ୍ଟା ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି, ଆଉ ଏଥିପାଇଁ ଲକ୍ଷ ଲକ୍ଷ…

ଶାଢ଼ି ପିନ୍ଧି ବୁଲେଟରେ ବୁଲିବେ ୪୦ ଦେଶ

ପୁଣେ: ଶାଢି ପିନ୍ଧି ଓ ବୁଲେଟ୍ ଚଢି ୪୦ଟି ଦେଶ ବୁଲିବେ ଜଣେ ଭାରତୀୟ ମହିଳା । ସେ ହେଉଛନ୍ତି ପୁଣେର ରାମାବାଇ ଲଟ୍‌ପଟେ । ଯେତେବେଳେ ସାରା ବିଶ୍ୱରେ ମହିଳା ସଶକ୍ତୀକରଣର ବାର୍ତ୍ତା ପ୍ରଚାର କରିବା ପାଇଁ ନିଜେ ଦେଶର ପ୍ରଧାନମନ୍ତ୍ରୀ ଉଦ୍ୟମ ଆରମ୍ଭ କରିଛନ୍ତି , ସେଥିରୁ ଅନୁପ୍ରାଣିତ ହୋଇ ଏହି…

ୟୁଟ୍ୟୁବ ପାଇଁ ଖାଦ୍ୟ ଖାଇ ବନାଇଲେ ଭିଡ଼ିଓ: ଏତେ ମୋଟା ହେଲେ ଯେ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଆଜିର ସମୟରେ ଲୋକମାନେ ଇଣ୍ଟରନେଟରୁ ଟଙ୍କା ରୋଜଗାର କରୁଛନ୍ତି । ଯେହେତୁ ସୋସିଆଲ ମିଡିଆର କ୍ରେଜ ବଢିିଚାଲିଛି, ଏହା ମାଧ୍ୟମରେ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ତାଲିକା ମଧ୍ୟ ଲମ୍ବା ହେବାରେ ଲାଗିଛି । ବିଭିନ୍ନ ପ୍ରକାରର ଭିଡିଓ ପୋଷ୍ଟ କରି ଟଙ୍କା ରୋଜଗାର କରିବା ପାଇଁ ଅନେକ ଉଦ୍ୟମ…

ଚର୍ଚ୍ଚାରେ ଯୁବକ: ହାତରେ କ୍ୟୁଆର କୋଡ଼୍ ଟାଟୁ କଲେ

ଇଂଲଣ୍ଡ: ଆଜିର ସମୟ ଡିଜିଟାଲ୍ । ସବୁକିଛି ନଗଦବିହୀନ ଏବଂ କାଗଜହୀନ ହୋଇଗଲାଣି । ପ୍ରଗତି ପାଇଁ ଏହା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଯେଉଁ ବ୍ୟକ୍ତି ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ, ସେ ଏସବୁଠାରୁ ଚାରି ପାଦ ଆଗକୁ ବଢିଛନ୍ତି । ସପିଂ କରିବା ସମୟରେ ପ୍ରତ୍ୟେକ କାର୍ଡ…