Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ୬ ଜୀବନ୍ତ ଦଗ୍ଧ

ସିକନ୍ଦରାବାଦ:ଜଳିଗଲାଳ ୩ ମହଲା କୋଠା । କୋଠା ସହ ଜୀବନ୍ତ ଦଗ୍ଧ ହୋଇଗଲେ ୬ । ଏପରି ହୃଦୟଥରା ଘଟଣା ଘଟିଛି ତେଲେଙ୍ଗାନାର ସିକନ୍ଦରାବାଦରେ । ସିକନ୍ଦରାବାଦର  ସ୍ୱପ୍ନାଲୋକ୍ କମ୍ପେ୍ଲକ୍ସର ୮ ମହଲା ବିଲ୍ଡିରେ  ଗତକାଲି ରାତିରେ ନିଆଁ ଲାଗି ଯାଇଛି । କୋଠା ଭିତରେ ଥିବା ୪ଜଣ ଯୁବତୀ ଓ ୨ଜଣ…

ଭୁଶୁଡିଲା ଶୀତଳଭଣ୍ଡାରର ଛାତ, ୮ ଶ୍ରମିକଙ୍କ ମୃତ୍ୟୁ

ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲର ଚାନ୍ଦୁସି ଅଞ୍ଚଳରେ ଏକ ଶୀତଳଭଣ୍ଡାର ଭୁଶୁଡି ପଡିବାରୁ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ୧୧ ଜଣ ଶ୍ରମିକ ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ବି ଅଧିକାଂଶ ଶ୍ରମିକ ଭଗ୍ନ ଛାତ ତଳେ ଫସିରହିଥିବାରୁ ଏନଡିଆରଏଫ ଓ ଏସଡ଼ିଆରଏଫର ଟିମ ଉଦ୍ଧାର କାର୍ଯ୍ୟରେ…

ବଢ଼ୁଛି କରୋନା ସଂକ୍ରମଣ, ୬ଟି ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୬ଟି ରାଜ୍ୟକୁ ଚିଠି ଲେଖିଛନ୍ତି। ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଚିଠି…

ପୀଡ଼ିତାଙ୍କ ତଥ୍ୟ ଦେବାକୁ ରାହୁଲ ଗାନ୍ଧୀଙ୍କୁ ନୋଟିସ, କଂଗ୍ରେସ କହିଲା ‘ଡାର୍ଟି ପଲିଟିକ୍ସ’

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍କୁ ନେଇ ଦିଲ୍ଲୀ ପୋଲିସ ନୋଟିସ୍ ଜାରି କରିଛି। ଏହାପରେ କଂଗ୍ରେସ ଜବବା ରଖି କହିଛି, ଶାସକ ଦଳ ଏକ ଖରାପ ରାଜନୀତି ଆରମ୍ଭ କରିଛି। ମୋଦୀ ସରକାରକୁ ଟାର୍ଗେଟ କରି କଂଗ୍ରେସ କହିଛି, 'ଭାରତ ଯୋଡ଼ୋ' ଯାତ୍ରାର ୪୫ ଦିନ ପରେ ରାହୁଲ…

କାନାଡାରୁ ଫେରିବେ ୭୦୦ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: କାନାଡାର ଜଷ୍ଟିନ ଟ୍ରୁଡୋ ସରକାର ଭାରତର ୭୦୦ ଛାତ୍ରଙ୍କୁ ସ୍ୱଦେଶ ଫେରିଯିବା ପାଇଁ କହିଛନ୍ତି । କାନାଡିଆନ ବର୍ଡର ସିକ୍ୟୁରିଟି ଫୋର୍ସ ଏଜେନ୍ସି ଏହି ସମସ୍ତ ଛାତ୍ରଙ୍କ ବିରୋଧରେ ଡିର୍ପୋଟେଶନ ଜାରୀ କରିଛି । ଏମାନେ ସମସ୍ତେ ୨୦୧୮ ପରେ ଷ୍ଟଡି ପ୍ରୋଗ୍ରାମ ମାଧ୍ୟମରେ କାନାଡାରେ…

କମେଡିଆନ ତଥା ଆପ ନେତା ଖୟାଲୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

ଜୟପୁର: ଲୋକପ୍ରିୟ କମେଡିଆନ ତଥା ଆମ ଆଦମୀ ପାର୍ଟିର ନେତା ଖୟାଲୀଙ୍କ ନାମରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ମହିଳା ଏବଂ ତାଙ୍କର ଜଣେ ସାଙ୍ଗଙ୍କୁ କାମ ଦେବା ବାହାନାରେ ହୋଟେଲକୁ ଡକାଇଥିଲେ । ସେମାନେ ସେଠାରେ ପଂହଚିବା ପରେ ଖୟାଲୀ ଅସଭ୍ୟ ଆଚରଣ ପ୍ରଦର୍ଶନ କରିଥିଲେ । ମହିଳାଙ୍କ…

ଅରୁଣାଚଳ ପ୍ରଦେଶ ସୀମା ନିକଟରେ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର: ଅରୁଣାଚଳ ପ୍ରଦେଶର ଚୀନ ସୀମା ନିକଟରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ୨ ପାଇଲଟଙ୍କ ଶବ ମିଳିଛି । ଗୁରୁବାର ସକାଳ ୯ଟା୧୫ରୁ ଏୟାର ଟ୍ରାଫିକ କଂଟ୍ରୋଲ ସହ ଚିତା ହେଲିକପ୍ଟରର ସମ୍ପର୍କ ଚ୍ଛିନ୍ନ ହୋଇଥିଲା ବୋଲି ଗୁଆହାଟୀର ଜନସମ୍ପର୍କ…

ଏହି କାରଣରୁ ନୋବେଲ ଶାନ୍ତି ପୁରସ୍କାର ପାଇବେ କି ମୋଦି!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିବ କି ନୋବେଲ ପୁରସ୍କାର! ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ଜୋର ଧରିଛି । ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିପାରେ ବୋଲି ଲାଗି ରହିଛି । ବାସ୍ତବରେ ନୋବେଲ ଶାନ୍ତି ପୁରସ୍କାର କମିଟିର ଉପାଧ୍ୟକ୍ଷ ଅସଲେ ତୋଜେ ଏକ…

ରାସ୍ତାକଡରେ କାଠ ଚୁଲିରେ ରାନ୍ଧୁଥିବା ଏହି ମହିଳାଙ୍କର ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସହ କି ସମ୍ପର୍କ ରହିଛି ?

ତିରୁଅନନ୍ତପୁରମ:ଖୁବ ସାଧାସିଧା ମହିଳା  ଜଣେ । ସାଧାରଣ ଶାଢୀ ପିନ୍ଧିଛନ୍ତି । ମାଟି ଚୁଲାରେ ରୋଷେଇ କରୁଛନ୍ତି, ପୁଣି ରାସ୍ତା କଡରେ । ତାଙ୍କର ବେଶପୋଷାକ, କାମ ବିଶେଷ କରି ତାଙ୍କ ମୁହଁରେ ଚିକଚିକ କରୁଥିବା ହସ ଦେଖିଲେ ତାଙ୍କ ଆଡକୁ ମନ ଆପେ ଆପେ ଆକର୍ଷିତ ହୋଇଯିବ । ଆପଣ ହୁଏତ…

ମନ୍ଦିରରେ ପହଞ୍ଚି ଜଳାଭିଷେକ କଲେ ମେହବୁବା, ବିଜେପି କହିଲା ଦେଖାଣିଆ କାମ

ଶ୍ରୀନଗର: ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ପୁଞ୍ଚ ଜିଲ୍ଲା ଗସ୍ତରେ ଯାଇ ନବଗ୍ରହ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସେ ଶିବଲିଙ୍ଗରେ ଜଳାଭିଷେକ କରିବା ସହ ପୂଜାର୍ଚ୍ଚନା କରିଥିବାବେଳେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିଶେଷ…